ମହିନ୍ଦ୍ରା କୋଚିଂ ସେଂଟର ସିଲ

କଟକ: କଟକ ଅରୁଣଦୋୟ ନଗର ସ୍ଥିତ ମହିନ୍ଦ୍ରା କୋଚିଂ ସେଂଟର ସିଲ କରାଯାଇଥିବା ସୂଚନା ମିଳିଛି । କୋଭିଡ ଗାଇଡଲାଇନ ଉଲଂଘନ ଅଭିଯୋଗରେ ଉକ୍ତ କୋଚିଂ ସେଂଟରଟିକୁ ସିଲ କରାଯାଇଥିବା ଜଣାପଡିଛି । ସିଏମସି ଏନ୍ଫୋର୍ସମେଂଟ ସ୍କ୍ୱାଡର ଚଢ଼ାଉ ପରେ ଏହି କୋଚିଂ ସେଂଟରକୁ ସିଲ କରିଛି ।
ସୂଚନାଯୋଗ୍ୟଯେ, ପୂର୍ବରୁ ଭୁବନେଶ୍ୱରସ୍ଥିତ ଏକ କୋଚିଂ ସେଂଟର ମଧ୍ୟ ସିଲ କରାଯାଇଥିଲା ।