Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, November 18, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ...

  • ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

  • ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ...

  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

  • ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶଙ୍କ ଇସ୍ତଫା

  • ବଡ ଭଉଣୀ ରୋହିଣୀଙ୍କ ଉପରକୁ ଚପଲ ...

  • ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା ଗ୍ରସ୍ତ , ୪୨ ...

  • ପାଠପଢ଼ାରେ ମଧ୍ୟ ବାଦଶାହା ଶାହରୁଖ ଖାନ

  • ୧୦୦ ଥର ଉଠ୍‌ବସ୍ ହେଲେ ଛାତ୍ରୀ, ଚାଲିଗଲା ...

  • ଉତ୍ତେଜନା ପରେ ପାଟନା ଛାଡିଲେ ରୋହିଣୀ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଆଜି ସମଗ୍ର ବିଶ୍ବରେ ଆନ୍ତର୍ଜାତିକ ଆଣବିକ ପରୀକ୍ଷଣ ବିରୋଧୀ ଦିବସ

ଆଜି ସମଗ୍ର ବିଶ୍ବରେ ଆନ୍ତର୍ଜାତିକ ଆଣବିକ ପରୀକ୍ଷଣ ବିରୋଧୀ ଦିବସ

2023-08-29 09:27:54
14853
Share:
Facebook
Twitter
E-Mail
WhatsApp
Telegram
ଆଜି ସମଗ୍ର ବିଶ୍ବରେ ଆନ୍ତର୍ଜାତିକ ଆଣବିକ ପରୀକ୍ଷଣ ବିରୋଧୀ ଦିବସ

ନୂଆଦିଲ୍ଲୀ: ଆଜି ସମଗ୍ର ବିଶ୍ବରେ ‘ଆନ୍ତର୍ଜାତିକ ଆଣବିକ ପରୀକ୍ଷଣ ବିରୋଧୀ ଦିବସ’ ପାଳନ କରାଯାଉଛି। ବିଶେଷ କରି ଆଣବିକ ପରୀକ୍ଷଣ ଜନିତ ବିସ୍ଫୋରଣକୁ ରୋକିବା ଉପରେ ଗୁରୁତ୍ବାରୋପ କରାଯାଉଛି। କାରଣ ଏପରି ପରୀକ୍ଷଣ ଦ୍ବାରା କେବଳ ମାନବ ସମାଜ ନୁହେଁ, ପରିବେଶ, ଉଦ୍ଭିଦ ଓ ଜୀବଜଗତର ମଧ୍ୟ ବ୍ୟାପକ କ୍ଷତି ହୋଇଥାଏ। ଉଲ୍ଲେଖଯୋଗ୍ୟ, ଆମେରିକା ସେନା ଦ୍ବାରା ୧୯୪୫ ଜୁଲାଇ ୧୬ରେ ପ୍ରଥମ ଆଣବିକ ପରୀକ୍ଷା କରାଯାଇଥିଲା। ଆମେରିକା ଅଗଷ୍ଟ ୬ ଓ ୯ ତାରିଖରେ ଜାପାନର ହିରୋସୀମା ଓ ନାଗାସାକି ସହର ଉପରେ ପରମାଣୁ ବୋମା ନିକ୍ଷେପ କରିଥିଲା। ପରେ ସୋଭିଏତ ସଂଘ ଓ ଆମେରିକା ମଧ୍ୟରେ ଆଣବିକ ଅସ୍ତ୍ରଶସ୍ତ ନିର୍ମାଣର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। 

ସୋଭିଏତ ସଂଘ ଏହାର ସେମିପାଲାତିଂସ୍କ ପରୀକ୍ଷଣ କେନ୍ଦ୍ରରେ ୧୯୪୯ରୁ ୧୯୮୯ ମଧ୍ୟରେ ୪୫୬ ଥର ଆଣବିକ ପରୀକ୍ଷଣ କରିଥିଲା। ତେବେ ୧୯୯୧ ଅଗଷ୍ଟ ୨୯ ତାରିଖରେ ଉକ୍ତ କେନ୍ଦ୍ରକୁ ବନ୍ଦ କରାଯିବା ସହ ଆଣବିକ ଅସ୍ତ୍ରମୁକ୍ତ ଭବିଷ୍ୟତ ସୁନିଶ୍ଚିତ କରିବା ଲାଗି ବିଶ୍ବର ଅନ୍ୟ ରାଷ୍ଟ୍ରମାନେ ଅନୁରୂପ ପଦକ୍ଷେପ ନେବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ୨୦୦୯ରେ ମିଳିତ ଜାତିସଂଘ ସାଧାରଣ ପରିଷଦର ୬୪ତମ ଅଧିବେଶନରେ ସେମିପାଲାତିଂସ୍କ କେନ୍ଦ୍ରର ବନ୍ଦ ଦିବସକୁ ସ୍ମରଣୀୟ କରିବା ଲାଗି ଅଗଷ୍ଟ ୨୯ ତାରିଖକୁ ‘ଆନ୍ତର୍ଜାତିକ ଆଣବିକ ପରୀକ୍ଷଣ ବିରୋଧୀ ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରାଯାଇଥିଲା। ଏହା ବିଶ୍ବବ୍ୟାପୀ ଶାନ୍ତି ଓ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ସହ ପରମାଣୁ ଅସ୍ତ୍ର ମୁକ୍ତ ବିଶ୍ବର ଲକ୍ଷ୍ୟ ହାସଲର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରାଯାଉଛି। 

Powered by Froala Editor

Tags International Day against Nuclear Tests

Related articles Odisha News Lens 4.1

  • ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା ଗ୍ରସ୍ତ , ୪୨ ମୃତ
    ଦେଶ-ଦେଶାନ୍ତର

    ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା ଗ୍ରସ୍ତ , ୪୨ ମୃତ

    14359
    Nov 17, 2025
  • ଉତ୍ତେଜନା ପରେ ପାଟନା ଛାଡିଲେ ରୋହିଣୀ
    ଦେଶ-ଦେଶାନ୍ତର

    ଉତ୍ତେଜନା ପରେ ପାଟନା ଛାଡିଲେ ରୋହିଣୀ

    15766
    Nov 16, 2025
  • ପାଠପଢ଼ାରେ ମଧ୍ୟ ବାଦଶାହା ଶାହରୁଖ ଖାନ
    ମନୋରଞ୍ଜନ

    ପାଠପଢ଼ାରେ ମଧ୍ୟ ବାଦଶାହା ଶାହରୁଖ ଖାନ

    14408
    Nov 16, 2025
  • ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶଙ୍କ ଇସ୍ତଫା
    ଦେଶ-ଦେଶାନ୍ତର

    ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶଙ୍କ ଇସ୍ତଫା

    14070
    Nov 17, 2025
  •  ବଡ ଭଉଣୀ ରୋହିଣୀଙ୍କ ଉପରକୁ ଚପଲ ଫୋପାଡିଲେ ତେଜସ୍ଵୀ
    ଦେଶ-ଦେଶାନ୍ତର

    ବଡ ଭଉଣୀ ରୋହିଣୀଙ୍କ ଉପରକୁ ଚପଲ ଫୋପାଡିଲେ ତେଜସ୍ଵୀ

    13910
    Nov 17, 2025
  • ୧୦୦ ଥର ଉଠ୍‌ବସ୍ ହେଲେ ଛାତ୍ରୀ, ଚାଲିଗଲା ଜୀବନ
    ଦେଶ-ଦେଶାନ୍ତର

    ୧୦୦ ଥର ଉଠ୍‌ବସ୍ ହେଲେ ଛାତ୍ରୀ, ଚାଲିଗଲା ଜୀବନ

    14155
    Nov 16, 2025
  • ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର
    ମନୋରଞ୍ଜନ

    ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

    15042
    Nov 17, 2025
  • ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ
    ଦେଶ-ଦେଶାନ୍ତର

    ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    14034
    Nov 17, 2025
  • ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ହାତଗଣ୍ଠି
    ଖେଳ ଖବର

    ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ହାତଗଣ୍ଠି

    13806
    Nov 17, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ପାଠପଢ଼ାରେ ମଧ୍ୟ ବାଦଶାହା ଶାହରୁଖ ଖାନ

    14408
    Nov 16, 2025
  • ଦେଶ-ଦେଶାନ୍ତର

    ଉତ୍ତେଜନା ପରେ ପାଟନା ଛାଡିଲେ ରୋହିଣୀ

    15766
    Nov 16, 2025
  • ଦେଶ-ଦେଶାନ୍ତର

    ୧୦୦ ଥର ଉଠ୍‌ବସ୍ ହେଲେ ଛାତ୍ରୀ, ଚାଲିଗଲା ଜୀବନ

    14155
    Nov 16, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16855
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16950
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17295
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15767
    Apr 03, 2021

ବିଶେଷ

  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14047
    Nov 17, 2025
  • ଏହି କାରଣରୁ ବିନ୍ଧିଥାଏ ଗୋଡ

    15867
    Nov 16, 2025
  • ଶୀତଦିନ ପାଇଁ ସୁପର୍ ଫୁଡ

    15121
    Nov 15, 2025
  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    14395
    Nov 13, 2025
  • ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ଖାଆନ୍ତୁ ଗୁଜୁରାତି

    15260
    Nov 13, 2025

ବାଣିଜ୍ୟ

ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

ଭୁବନେଶ୍ୱର: ଚଳିତବର୍ଷ ମିଳିତ ଜାତିସଂଘ ଓ ବ୍ରାଜିଲ ସରକାରଙ୍କ ମିଳିତ ଆନୁକୂଲ୍ୟରେ ବେଲେମ୍ସ ସହରରେ ଅନୁଷ୍ଠିତ ହେଉଥିବା କପ୍‌ ୩୦ ସମ୍ମିଳନୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବ୍ରାଜିଲ ପ୍ରଥମ ମହିଳା ସମ୍ମାନନୀ ...

  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14720
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14307
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13956
    Oct 27, 2025
  • ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

    15025
    Oct 13, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଉତ୍ତେଜନା ପରେ ପାଟନା ଛାଡିଲେ ରୋହିଣୀ

    15766
    Nov 16, 2025
  • ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶଙ୍କ ଇସ୍ତଫା

    14070
    Nov 17, 2025
  • ପାଠପଢ଼ାରେ ମଧ୍ୟ ବାଦଶାହା ଶାହରୁଖ ଖାନ

    14408
    Nov 16, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In