Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, November 19, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ହନୁମାନଙ୍କ ବିରୋଧରେ କହି ବିବାଦରେ ...

  • ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ...

  • ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର

  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ...

  • ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ...

  • ଗଣହତ୍ୟା ମାମଲାରେ ପୂର୍ବତନ ...

  • ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ...

  • ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

  • ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ...

  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

ବାଣିଜ୍ୟ
Home ›› ବାଣିଜ୍ୟ ››ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

2025-06-25 15:10:19
15669
Share:
Facebook
Twitter
E-Mail
WhatsApp
Telegram
ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

ଭୁବନେଶ୍ୱର - ୬୦ ବର୍ଷରୁ ଅଧିକ ଇତିହାସ ଥିବା ଭାରତର ଅନ୍ୟତମ ସର୍ବାଧିକ ଖ୍ୟାତିସମ୍ପନ୍ନ ହେୟାର କଲର (କେଶ ରଙ୍ଗ) ବ୍ରାଣ୍ଡ୍‌ ଭାସମଲ୍‌ ପ୍ରାକୃତିକ ହେନାର ଚିରନ୍ତନ ପରମ୍ପରାରେ ମୂଳ ରଖୁଥିବା ତାହାର ଆଧୁନିକ, ଆମୋନିଆ ମୁକ୍ତ କ୍ରିମ ହେୟାରକଲର୍‌ ‘ଭାସମଲ୍‌ ହେନା କ୍ରିମି ହେୟାର କଲର ପ୍ରଚଳନ ସହିତ ଏକ ପ୍ରଭାବଶାଳୀ ନୂତନ ଅଧ୍ୟାୟ ଆଭମ୍ଭ କରିଛି । 

ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି, ବ୍ରାଣ୍ଡ୍‌ ନେତୃବୃନ୍ଦ ଏବଂ  ବ୍ରାଣ୍ଡ୍‌ର ନୂତନ ଅଭିଯାନ ଓ ମୂଲ୍ୟବୋଧକୁ ଧରି ରଖୁଥିବା ଏକ ମନମୋହକ ବାଲୁକା ସ୍ଥାପତ୍ୟ ଉନ୍ମୋଚନ କରି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଛି । 

ଭବ୍ୟ ରଥଯାତ୍ରା ସହିତ ସମାନ ସମୟରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଉଭୟ ବିଧି ବିଧାନ ଏବଂ ଆତ୍ମ-ଅଭିବ୍ୟକ୍ତିକୁ ସମ୍ମାନ ଜଚ୍ଚାଉଥିବା ସୋନ୍ଦର୍ଯ୍ୟର ଏକ ଉତ୍ସବ ଭାବରେ #ରୁଟେଡ୍‌ଇନ୍‌ଭାସମଲ୍‌ହେନା ଦର୍ଶନ ତତ୍ତ୍ୱ ଉପରେ ଆଧାରିତ ହୋଇଛି । ଜୁନ୍‌ ୨୨ ତାରିଖରେ ଉନ୍ନୋଚିତ ହୋଇଥିବା ଏହି ପ୍ରଚାର ଅଭିଯାନର କେନ୍ଦ୍ର ସ୍ଥଳରେ ରହିଛି ପଦ୍ମଶ୍ରୀ ପଟ୍ଟନାୟକଙ୍କର ହୃଦୟସ୍ପର୍ଶୀ ସ୍ଥାପତ୍ୟ, ଯେଉଁଥିରେ ସମାନ ନାରୀଙ୍କୁ ଦୁଇଟି ରୂପରେ ସ୍ଥାନ ପାଇଛନ୍ତି: ଗୋଟିଏ ପରିଦୃଶ୍ୟ ହେଉଥିବା ଧୂସର, ଏବଂ ଅନ୍ୟଟି  ଭାସମଲ୍‌ ହେନା କ୍ରିମି ହେୟାର କଲର ବ୍ୟବହାର କରିବା ପରେ ପ୍ରାକୃତିକ ଭାବରେ ଉଜ୍ଜ୍ୱଳ କଳା ରଙ୍ଗରେ । ଏହାର ମୂଳରେ ରହିଛି ନୂଆ ଭାସମଲ୍‌ ହେନା କ୍ରିମି ହେୟାର କଲର ଉତ୍ପାଦ ପ୍ୟାକ୍‌, ଯାହା ଚତୁର୍ପାଶ୍ୱର୍ରେ ଆକର୍ଷଣୀୟ ତିନି ରଥ ରହିଛି ଏବଂ ଏହା ପରମ୍ପା ଏବଂ ରୂପାନ୍ତରଣକୁ ଏକତ୍ର ପରିଦୃଶ୍ୟ ହେବାଭଳି ବାନ୍ଧି ରଖୁଛି । 

ଭାସମଲ୍‌ର ମୂଳ କମ୍ପାନୀ ଏଚଆରଆଇପିଏଲ୍‌ର ଏମ୍‌ଡି ଓ ସିଇଓ ଧିରଜ ଆରୋରା ବ୍ରାଣ୍ଡ୍‌ର ଦୂରଦୃଷ୍ଟି ସମ୍ପର୍କରେ ଉଲ୍ଲେଖ କରି କହିଥିଲେ, “ଛଅ ଦଶନ୍ଧିରୁ ଅଧିକ ସମୟ ଧରି ଭାସମଲ୍‌ ଭାରତୀୟ ପରିବାରଗୁଡିକର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଆସିଛି, ଯାହା ଦୈନନ୍ଦିନ ବିଧି ବିଧାନରେ କେବଳ ଆକାଂକ୍ଷିତ ହେଉନାହିଁ, ତାହାସହିତ ଆମମାନଙ୍କ ହୃଦୟରେ ଗଭୀର ଭାବରେ ସ୍ଥାନ ପାଇଛି । ଆମର ନବୀନତମ ଉତ୍ପାଦ ଭାସମଲ୍‌ ହିନା କ୍ରିମି ହେୟାର କଲର ଆଗକୁ ଆଉ ଏକ ଅର୍ଥପୂର୍ଣ୍ଣ ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରୁଛି, ଯେଉଁଠାରେ ଆଧୁନିକ ସ୍ୱାଚ୍ଛନ୍ଦ୍ୟ ସହିତ ପରମ୍ପରାର ମିଳନ ଘଟୁଛି । ଏହି ନବସୃଜନରେ ସାମ୍ପ୍ରତିକ ଗ୍ରାହକଙ୍କ ଇକ୍ତା ସହିତ ଐତିହ୍ୟର ପରିପୋଷଣକାରୀ ଯନôର ସହଜ ଓ ବିଶ୍ୱାସଭାବର ସହିତ ସମ୍ମିଶ୍ରଣ ଘଟିଛି । ଏହାର ଶୁଭାରମ୍ଭ ସହିତ ପ୍ରତ୍ୟେକ ନାରୀ ଗର୍ବର ସହିତ କହିପାରିବେ ଯେ, “ସୁରକ୍ଷିତ ରହେ ମେରେ ବାଲ୍‌, ଭାସମଲ୍‌ ହେନା କ୍ରିମି ହେୟାର କଲର କା କମାଲ୍‌ ।”

ଏଚଆରଆଇପିଏଲ୍‌ର ସିନିୟର ଭିପି-ମାର୍କେଟିଂ ପ୍ରିୟଙ୍କା ପୁରୀ କହିଥିଲେ, “ଏହି ପ୍ରଚାର ଅଭିଯାନର ମୂଳ ପରମ୍ପରା, ଆତ୍ମ-ଅଭିବ୍ୟକ୍ତି ଏବଂ ପିଢି ପରେ ପିଢି ସୋନ୍ଦର୍ଯ୍ୟର ଭାବପ୍ରବଣ ଭାଷାରେ ରହିଛି । #ରୁଟେଡଇନ୍‌ଭାସମଲ୍‌ହିନା ସହିତ ଆମେ କେବଳ ହେୟାର କଲରକୁ ନେଇ ଖୁସି ମନାଉନାହୁଁ- ଆମେ ସାମ୍ପ୍ରତିକ ଭାରତୀୟ ନାରୀଙ୍କ ପାଇଁ ସମୟ ସ୍ରୋତରେ ଅତିବାହିତ ହୋଇଥିବା ପୁନଃପରିକଳ୍ପିତ ବିଧି ବିଧାନଗୁଡିକୁ ସମ୍ମାନ ପ୍ରଦର୍ଶନ କରୁଛୁ । ନୂଆ ଭାସମଲ୍‌ ହେନା କ୍ରିମିର ଶୁଭାରମ୍ଭ ସେହି ଯାତ୍ରାରେ ଆଉ ଏକ ଅଗ୍ରଣୀ ପ୍ରୟାସ ହୋଇଛି- ଏହା ଏକ ନବସୃଜନ ଯାହା ପରମ୍ପରାର ଯନô ଏବଂ ଆଧୁନିକତାର ସହଜକୁ ଏକତ୍ରିତ କରୁଛି । ଏଥିସହିତ ପ୍ରତ୍ୟେକ ନାରୀ ଦର୍ଶନ ପୂର୍ବମରୁ ଏବଂ ତାହାର ଦୀର୍ଘ ସମୟ ପରେ ବଜାୟ ରହୁଥିବା ସେହି ସୋନ୍ଦର୍ଯ୍ୟ ସହିତ ଏବେ କହିପାରିବେ, “ସୁରକ୍ଷିତ ରହେ ମେରେ ବାଲ୍‌, ଭାସମଲ୍‌ ହେନା କ୍ରିମି ହେୟାର କଲର କା କମାଲ୍‌’ । ବର୍ତ୍ତମାନକୁ ଗର୍ବର ସହିତ ଆପଣେଇବା ବେଳେ ନିଜର ମୂଳସ୍ତରରେ ସାମର୍ଥ୍ୟକୁ ସନ୍ଧାନ କରୁଥିବା ପ୍ରତ୍ୟେକ ନାରୀଙ୍କ ସହିତ ଏହା ବାର୍ତ୍ତାଳାପ କରୁଛି ।”

କାର୍ଯ୍ୟକ୍ରମରେ ପ୍ରକାଶ କରି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଥିଲେ, “ବାଲୁକା ଏଭଳି ଏକ ଶକ୍ତିଶାଳୀ ମାଧ୍ୟମ ଯେ ଏହା ଜଣକୁ ଆତ୍ମାରୁ ସିଧା ଆସୁଥିବା କାହାଣୀ ଆତ୍ମାକୁ କହିଥାଏ । ଐତିହ୍ୟ ଏବଂ ଭାବପ୍ରବଣ ସୋନ୍ଦର୍ଯ୍ୟରେ ଗଭୀର ଭାବରେ ସଂଯୁକ୍ତ ଏକ ବ୍ରାଣ୍ଡ୍‌ ଭାସମଲ୍‌ ସହିତ କାର୍ଯ୍ୟକରିବା ମୋତେ ଏଭଳି କିଛି ସୃଷ୍ଟି କରିବାକୁ ସୁଯୋଗ ଦେଇଛି ଯାହା କେବଳ ପରମ୍ପରାକୁ ସମ୍ମାନ ଜଣାଉନାହିଁ, ତାହାସହିତ ସେଗୁଡିକ ଆଜିର ଦୁନିଆରେ କିଭଳି ପରିବର୍ତ୍ତିତ ହେଉଛି ତାହା ପ୍ରତିଫଳିତ କରୁଛି ।”

ଋଥଯାତ୍ରା ଆଗକୁ ବଢୁଥିବାବେଳେ ଭାସମଲ୍‌ ମଧ୍ୟ ବିଶ୍ୱାସବୋଧ, ଯନô ଏବଂ ପ୍ରତ୍ୟେକ ପିଢି ନିମନ୍ତେ ନିରାପଦ ହେୟାର କଲର୍‌ର ଏକ ପରମ୍ପରାକୁ ନେଇ ଆଗକୁ ବଢୁଛି ।

Powered by Froala Editor

Tags Vasmol

Related articles Odisha News Lens 4.1

  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ
    ବିଶେଷ

    ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14262
    Nov 17, 2025
  • ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ହାତଗଣ୍ଠି
    ଖେଳ ଖବର

    ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ହାତଗଣ୍ଠି

    13999
    Nov 17, 2025
  • ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ
    ଦେଶ-ଦେଶାନ୍ତର

    ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    14249
    Nov 17, 2025
  • ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର
    ମନୋରଞ୍ଜନ

    ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

    15259
    Nov 17, 2025
  • ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର
    ଦେଶ-ଦେଶାନ୍ତର

    ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର

    13803
    Nov 18, 2025
  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ
    ଦେଶ-ଦେଶାନ୍ତର

    ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ

    14832
    Nov 18, 2025
  • ଗଣହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ
    ଦେଶ-ଦେଶାନ୍ତର

    ଗଣହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    15552
    Nov 18, 2025
  • ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର
    ଦେଶ-ଦେଶାନ୍ତର

    ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର

    13578
    Nov 18, 2025
  •  ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ

    14322
    Nov 18, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର

    13578
    Nov 18, 2025
  • ଦେଶ-ଦେଶାନ୍ତର

    ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    14249
    Nov 17, 2025
  • ଦେଶ-ଦେଶାନ୍ତର

    ଗଣହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    15552
    Nov 18, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16856
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16952
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17297
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15769
    Apr 03, 2021

ବିଶେଷ

  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14262
    Nov 17, 2025
  • ଏହି କାରଣରୁ ବିନ୍ଧିଥାଏ ଗୋଡ

    16083
    Nov 16, 2025
  • ଶୀତଦିନ ପାଇଁ ସୁପର୍ ଫୁଡ

    15151
    Nov 15, 2025
  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    14427
    Nov 13, 2025
  • ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ଖାଆନ୍ତୁ ଗୁଜୁରାତି

    15286
    Nov 13, 2025

ବାଣିଜ୍ୟ

ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

ଭୁବନେଶ୍ୱର: ଚଳିତବର୍ଷ ମିଳିତ ଜାତିସଂଘ ଓ ବ୍ରାଜିଲ ସରକାରଙ୍କ ମିଳିତ ଆନୁକୂଲ୍ୟରେ ବେଲେମ୍ସ ସହରରେ ଅନୁଷ୍ଠିତ ହେଉଥିବା କପ୍‌ ୩୦ ସମ୍ମିଳନୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବ୍ରାଜିଲ ପ୍ରଥମ ମହିଳା ସମ୍ମାନନୀ ...

  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14722
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14313
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13959
    Oct 27, 2025
  • ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

    15028
    Oct 13, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର

    13578
    Nov 18, 2025
  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ

    14832
    Nov 18, 2025
  • ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    14249
    Nov 17, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In