Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, August 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିବାହ ପାଇଁ ଭାରତ ଆସିଲେଣି ୧୫୦ ...

  • ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ...

  • ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ

  • ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ...

  • ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ...

  • କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ...

  • ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ...

  • ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ...

  • ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ...

  • ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ: ୨ ମୃତ, ...

ବାଣିଜ୍ୟ
Home ›› ବାଣିଜ୍ୟ ››ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

2025-06-19 03:08:34
15093
Share:
Facebook
Twitter
E-Mail
WhatsApp
Telegram
ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

ନୂଆଦିଲ୍ଲୀ: ବର୍ଦ୍ଧିତ ଜୀବନଶୈଳୀ ଜନିତ ରୋଗ ଏବଂ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ସହିତ ଭାରତ ସକାରାତ୍ମକ ସ୍ୱାସ୍ଥ୍ୟସେବା ପ୍ରତି ଏକ ସ୍ପଷ୍ଟ ସ୍ଥାନାନ୍ତରଣ ଲକ୍ଷ୍ୟ କରୁଛି । ଗ୍ରାହକଙ୍କର ପରିବର୍ତିତ ଆବଶ୍ୟକତା ସହିତ ତାଳଦେଇ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବା ଏକ ଅଗ୍ରଣୀ କମ୍ପାନୀ ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ ଟ୍ରିପଲ ପ୍ରୋଟେକ୍ଟ ପ୍ରଚଳନ ସହିତ ତାହାର ପୁଷ୍ଟିସାଧନ ବର୍ଗକୁ ସୁଦୃଢ କରିଛି । ବୈଜ୍ଞାନିକ ସମ୍ମତ ଉପାୟରେ ପ୍ରସ୍ତୁତ, ଉଦ୍ଭିଦ-ଭିତିକ ଏବଂ ଆସେରୋଲା ଚେରୀ, ହଳଦି ଓ ଲାଇକୋରାଇସ୍ ଆଦିର ପ୍ରାକୃତିକ ସାମର୍ଥ୍ୟରେ ସଶକ୍ତ ପରିପୂରକ ହୋଇଛି । ଏହି ଶକ୍ତିଶାଳୀ ଫର୍ମୁଲେସନରେ ଏଭଳି ପୋଷକଗୁଡିକ ରହିଛି ଯାହା ରୋଗ ପ୍ରତିରୋଧ, ପ୍ରଦାହ ହ୍ରାସ କରିବା ଏବଂ ଅନ୍ତଃନଳୀ, ତ୍ୱଚା ଓ ରୋଗ ପ୍ରତିରୋଧ ସ୍ୱାସ୍ଥ୍ୟ ପାଇଁ ମଜଭୁତ ଆଂଟିଅକ୍ସିଡାଂଟ ସୁରକ୍ଷା ଯୋଗାଇବା ଭଳି ଟ୍ରିପଲ-ଆକ୍ସନ ଫାଇଦା ଯୋଗାଇ ଦେଉଛି ।

ଏହାର ଶୁଭାରମ୍ଭ ଅବସରରେ ମତ ଦେଇ ରଜନୀଶ ଚୋପ୍ରା, ମ୍ୟାନେଜିଂ ଡାଇରେକ୍ଟର, ଆମୱେ ଇଣ୍ଡିଆ କହିଥିଲେ, “ନିମ୍ନ  ପୋଷଣ ରାଷ୍ଟ୍ରର ଅର୍ଦ୍ଧାଧିକ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବା ଜାରି ରହିଥିବାବେଳେ ସାମଗ୍ରିକ କଲ୍ୟାଣ ନିମନ୍ତେ ସ୍ୱଚ୍ଛ, ଉଦ୍ଭିଦ-ଭିତିକ ସମାଧାନଗୁଡିକ କେବେହେଲେ ସେଭଳି ଗୁରୁତ୍ୱ ଲାଭ କରିନାହିଁ । ସମ୍ପ୍ରତି ଉପଭୋକ୍ତାମାନେ ସ୍ୱାସ୍ଥ୍ୟକୁ ଯେଭଳି ଗୁରୁତ୍ୱ ଦେଉଛନ୍ତି, ତାହା ପୂର୍ବରୁ କେବେ ହୋଇନଥିଲା, ଏବଂ ୫୨% ରୋଗ ପ୍ରତିରୋଧ କ୍ଷମତାକୁ ସେମାନେ ପରିପୂରକରେ ଚାହୁଁଥିବା ଶୀର୍ଷ ଫାଇଦା ଭାବରେ ଚାହୁଁଛନ୍ତି, ଯାହା ପୂର୍ଣ୍ଣାଙ୍ଗ କଲ୍ୟାଣ ସୁପାରିଶଗୁଡିକ ନିମନ୍ତେ ବର୍ଦ୍ଧିତ ଚାହିଦା ସମ୍ପର୍କରେ ଉଲ୍ଲେଖ କରୁଛି । ଉପଭୋକ୍ତାଙ୍କ ଆବଶ୍ୟକତା ଏବଂ ଉତ୍ପାଦ ନବସୃଜନ ପାଇପଲାଇନକୁ ତ୍ୱରାନ୍ୱିତ କରିବା ନିମନ୍ତେ ଆମର ରଣକୋ÷ଶଳାତ୍ମକ ବ୍ୟବସାୟିକ ଅଗ୍ରାଧିକାରତାକୁ ଦୃଷ୍ଟିରେ ରଖି ଆମେ ଆମର ଅଧୁନାତମ ନବସୃଜନ- ନୁ୍ୟଟ୍ରିଲାଇଟ ଟ୍ରିପଲ ପ୍ରୋଟେକ୍ଟ ବାଇ ଆମୱେ ପ୍ରଚଳନ କରି ଆନନ୍ଦ ଅନୁଭବ କରୁଛୁ ।  ଏହା ଏହି ଧରଣର ଅନ୍ୟତମ ଫର୍ମୁଲେସନ ଯାହା ରୋଗ ପ୍ରତରୋଧ ଶକ୍ତି, ଅନ୍ତଃନଳୀ ଏବଂ ତ୍ୱଚାକୁ ସମର୍ଥନ କରୁଥିବା ବିଜ୍ଞାନ ସମର୍ଥିତ ଉପାଦାନଗୁଡିକୁ ଏକତ୍ରିତ କରୁଛି- କଲ୍ୟାଣ ପ୍ରତି ସକାରାତ୍ମକ ଏବଂ ପୂର୍ଣ୍ଣାଙ୍ଗ ଆଭିମୁଖ୍ୟ ଗ୍ରହଣ କରିବାକୁ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରୁଛି । ସ୍ୱାସ୍ଥ୍ୟ-ପ୍ରଥମ ଆଭିମୁଖ୍ୟ ସହିତ ଆମୱେରେ ଆମେ ଜନସାଧାରଣ ସେମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣର ନିୟନ୍ତ୍ରଣ ନିଜେ କରିବା ନିମନ୍ତେ ସେମାନଙ୍କୁ ସଶକ୍ତ କରିବା ଏବଂ କେବଳ ଦୀର୍ଘ ଜୀବନ ନୁହେଁ, ବରଂ ସ୍ୱାସ୍ଥ୍ୟକର ଜୀବନ ବଂଚିବା ନିମନ୍ତେ ସେମାନଙ୍କର ସ୍ୱାସ୍ଥ୍ୟ ଅବଧିରେ ବୃଦ୍ଧି ଘଙ୍କାଇବା ଉପରେ ଦୃଷ୍ଟିନିବଦ୍ଧ କରିବାକୁ ପ୍ରତିବଦ୍ଧ ରହିଛୁ ।” 

ନୁ୍ୟଟ୍ରିଲାଇଟ ଟ୍ରିପଲ ପ୍ରୋଟେକ୍ଟରେ ଦୀର୍ଘସ୍ଥାୟୀ, ଉଦ୍ଭିଦ-ଭିତିକ, ଏବଂ ପ୍ରମାଣ- ସମର୍ଥିତ ପୋଷଣର ଦର୍ଶନ ରହିଛି । ପ୍ରତ୍ୟେକ ଥର ପରିବେଷଣ ଭିଟାମିନ ‘ସି’ର ସୁପାରିଶ କରାଯାଉଥିବା ଦୈନିକ ପରିମାଣ  (ଆରଡିଏ) ପ୍ରଦାନ କରିଥାଏ, ଯାହା ରୋଗ ପ୍ରତିରୋଧକାରୀ ସ୍ୱାସ୍ଥ୍ୟ ନିମନ୍ତେ ସମର୍ଥନକୁ ସୁନିଶ୍ଚିତ କରୁଛି । ଏହି ଫର୍ମୁଲେସନରେ ଆସିରୋଲା ଚେରୀର ନିଷ୍କର୍ସ ରହିଛି- ଯାହା ନିରନ୍ତର ଭାବରେ ଉବାଜରା, ବ୍ରାଜିଲରେ ପ୍ରମାଣିକୃତ ଅର୍ଗାନିକ ଫାର୍ମଗୁଡିକୁ ସଂଗ୍ରହ କରାଯାଇଛି- ଯେଉଁଥିରେ ଅଁଳା ତୁଳନାରେ ପ୍ରାୟ ସାତଗୁଣ ଅଧିକ ଭିଟାମିନ ‘ସି’ ରହିଛି । ଏଥିରେ ମଧ୍ୟ ୪୦ ମିଲିଗ୍ରାମ ହଳଦି ନିଷ୍କର୍ସ (କଂଚା ହଳଦୀର ୫୦ଗୁଣ ତତୁଲ୍ୟ) ଏବଂ ୧୬୭ ମିଲିଗ୍ରାମ ଲାଇକୋରାଇସ ନିଷ୍କର୍ସ (କଂଚା ଲାଇକୋରାଇସର ୬ଗୁଣ  ତତୁଲ୍ୟ) ସାମିଲ ରହିଛି, ଉଭୟ ପ୍ରମାଣିକୃତ ଅର୍ଗାନିକ ଫାର୍ମଗୁଡିକରୁ ସଂଗ୍ରହ କରାଯାଉଛି, ଏବଂ ଏହି ଉତ୍ପାଦର ଶକ୍ତିଶାଳୀ ପ୍ରଦାହ ନିରୋଧୀ ଏବଂ ଆଂଟିଅକ୍ସିଡାଂଟ ଫାଇଦା କ୍ଷେତ୍ରରେ ଅବଦାନ ରଖୁଛି । କୋ÷ଣସି କୃତ୍ରିମ ରଙ୍ଗ, ସ୍ୱାଦ ଅଥବା ପ୍ରିଜରଭେଟିଭ ବିନା ଅତ୍ୟନ୍ତ ଚିନ୍ତନଶୀଳ ଭାବରେ ପ୍ରସ୍ତୁତ ଏହି ମିଶ୍ରିତ ଫର୍ମୁଲେସନରେ ରୋଗ ପ୍ରତିରୋଧ, ଅନ୍ତଃନଳୀ ଏବଂ ତ୍ୱଚା ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ଉପାଦାନଗୁଡିକ ରହିଛି । 

ଏହି ଶକ୍ତିଶାଳୀ ଫର୍ମୁଲେସନ ସମ୍ପର୍କରେ ପ୍ରକାଶ କରି ଅମି୍ରତା ଆସ୍ରାନି, ଚିଫ ମାର୍କେଟିଂ ଅଫିସର, ଆମୱେ ଇଣ୍ଡିଆ କହିଥିଲେ, “ପୂର୍ଣ୍ଣାଙ୍ଗ କଲ୍ୟାଣକୁ ଆଗେଇ ନେବା ସକାଶେ ଆମୱେ ଇଣ୍ଡିଆର ପ୍ରଚଳିତ ପ୍ରତିବଦ୍ଧତାର ଏକ ନିଦର୍ଶନ ହୋଇଛି ନୁ୍ୟଟ୍ରିଲାଇଟ ଟ୍ରିପଲ ପ୍ରୋଟେକ୍ଟ । ଆସିରୋଲା ଚେରୀ, ହଳଦି ଏବଂ ଲାଇକୋରାଇସରେ ଭରପୂର ଏହି ଶକ୍ତିଶାଳୀ ତିନିଟି ଉପାଦାନରେ ଥିବା ପୋଷଣ ସାମଗ୍ରିକ ସ୍ୱାସ୍ଥ୍ୟକୁ ସମର୍ଥନ କରିବାକୁ ଏକତ୍ରିତ ହୋଇଛି । ସମ୍ମୁଖ ଭାଗରେ ଜଣେ ସୈନିକ ଭାବରେର ରହିଛି ଆସିରୋଲା ଚେରି, ଯଯାହା ରୋଗ ପ୍ରତରୋଧ ବ୍ୟବସ୍ଥାକୁ ସମର୍ଥନ କରୁଥିବା ଆସକରବିକ ଏସିଡ ଓ ଭିଟାମିନ ‘ସି’ର ଅନ୍ୟତମ ଉତ୍ସ ଅଟେ । ପରବର୍ତୀ ସ୍ଥାନରେ ରହିଛି ଲାଇକୋରାଇସ, ଏକ ଶାନ୍ତି ସ୍ଥାପନକାରୀ ଭାବରେ ଲାଇକୋରାଇସ ପ୍ରଦାହ ନିରୋଧ ଏବଂ ଆଂଟିଅକ୍ସିଡାଂଟ ଗୁଣଗୁଡିକ ପ୍ରଦର୍ଶିତ କରୁଛି ଯାହା ଶରୀରର ମୋଟାମୋଟି ପ୍ରତିରକ୍ଷା ବ୍ୟବସ୍ଥାକୁ ସମର୍ଥନ କରିପାରେ । ପରିଶେଷରେ ହଳଦି ସୁରକ୍ଷା ପ୍ରଦାନକାରୀର ଭୂମିକା ନେଉଛି, ଯାହା ମୁକ୍ତ ରାଡିକାଲଗୁଡିକୁ ନିଷ୍କ୍ରିୟ କରିବା ଏବଂ ଆଂଟିଅକ୍ସିଡାଂଟ ଫାଇଦା ଯୋଗାଇ ଦେଉଛି । ସମ୍ମିଳିତ ଭାବରେ ଏହି ଉପାଦାନଗୁଡିକ ଏକ ଟ୍ରିପଲ-ଆକ୍ସ୍ନ ସୂତ୍ର ପ୍ରସ୍ତୁତ କରୁଛି ଯାହା ସମ୍ମଳିତ ଭାବରେ ସମୁଦାୟ କଲ୍ୟାଣକୁ ପ୍ରୋତ୍ସହିତ କରିବା ନିମନ୍ତେ ରୋଗ ପ୍ରତିରୋଧକୁ ସମର୍ଥନ କରିବା, ପ୍ରଦାହ ହ୍ରାସ ଏବଂ ଆଂଟିଅକ୍ସିଡାଂଟ ଫାଇଦା ଯୋଗାଇ ଦେଉଛି ।”

ନୁ୍ୟଟ୍ରିଲାଇଟ ଟ୍ରିପଲ ପ୍ରୋଟେକ୍ଟ ସହିତ ଆମୱେ ଇଣ୍ଡିଆ ନିୟୁତ ନିୟୁତ ଲୋକ ଯେଭଳି କଲ୍ୟାଣକୁ  ସେମାନଙ୍କ ଜୀବନର ଏକ ମାର୍ଗ ଭାବରେ ଆପଣେଇବେ ସେଥିରେ ସେମାନଙ୍କୁ ସହାୟତା କରିବାକୁ ନିଜର ପ୍ରତିବଦ୍ଧତା ପୁନଃମଜଭୁତ କରୁଛି । ପୁଷ୍ଟିସାଧନରେ ୯୦ ବର୍ଷର ବୈଶ୍ୱିକ ଅଭିଜ୍ଞତା ରଖିଥିବା ନୁ୍ୟଟ୍ରିଲାଇଟ ନିରନ୍ତର ଭାବରେ ଅଗ୍ରଣୀ ସ୍ଥାନ ଅଧିକାର କରିଆସୁଛି ଏବଂ ଏହା ଦୀର୍ଘସ୍ଥାୟିତା, ବିଜ୍ଞାନଭିତିକ ନବସୃଜନ ଉପରେ ଗୁରୁତ୍ୱ ଦେବା ସହିତ ପ୍ରତିଷେଧମୂଳକ ସ୍ୱାସ୍ଥ୍ୟଯନô ପ୍ରତି ପ୍ରତିବଦ୍ଧତା ରଖୁଛି । ନୁ୍ୟଟ୍ରିଲାଇଟର ବିହନ-ରୁ-ପରିପୂରକ ଦର୍ଶନ, ପ୍ରଚଳିତ ଆର ଆଣ୍ଡ ଡି ନିବେଶ ଏବଂ ସାଲିସବିହୀନ ଗୁଣାତ୍ମକ ମାନ ଏକ ସ୍ୱାସ୍ଥ୍ୟକର ଭବିଷ୍ୟତକୁ ସମର୍ଥନ କରୁଥିବା ନିରାପଦ, ଶୁଦ୍ଧ ଏବଂ ପ୍ରଭାବୀ ଉପାଦାନ ଥିବା ବିଶ୍ୱ ମାନର ଗୁଣାତ୍ମକ ଉତ୍ପାଦଗୁଡିକ ଯୋଗାଇ ଦେବା ସୁନିଶ୍ଚିତ କରୁଛି ।

Powered by Froala Editor

Tags Amway

Related articles Odisha News Lens 4.1

  • ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି
    ଦେଶ-ଦେଶାନ୍ତର

    ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି

    13974
    Aug 23, 2026
  • ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ:  ୨ ମୃତ, ୯ ଆହତ
    ଦେଶ-ଦେଶାନ୍ତର

    ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ: ୨ ମୃତ, ୯ ଆହତ

    15308
    Aug 22, 2026
  • ବିବାହ ପାଇଁ ଭାରତ ଆସିଲେଣି ୧୫୦ ପାକିସ୍ତାନୀ କନ୍ୟା
    ଦେଶ-ଦେଶାନ୍ତର

    ବିବାହ ପାଇଁ ଭାରତ ଆସିଲେଣି ୧୫୦ ପାକିସ୍ତାନୀ କନ୍ୟା

    15326
    Aug 23, 2026
  • ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ଟଙ୍କା, ମୂଷା କାଟିଦେଲା
    ଦେଶ-ଦେଶାନ୍ତର

    ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ଟଙ୍କା, ମୂଷା କାଟିଦେଲା

    15081
    Aug 23, 2026
  • ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ୪୮ ଜଣ ଶିକ୍ଷକ, ଓଡ଼ିଶାରୁ ପଦରାଜ ଉମାକାନ୍ତ ...
    ଦେଶ-ଦେଶାନ୍ତର

    ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ୪୮ ଜଣ ଶିକ୍ଷକ, ଓଡ଼ିଶାରୁ ପଦରାଜ ଉମାକାନ୍ତ ...

    15763
    Aug 22, 2026
  • ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର
    ଦେଶ-ଦେଶାନ୍ତର

    ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର

    15570
    Aug 23, 2026
  •  ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍
    ଦେଶ-ଦେଶାନ୍ତର

    ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍

    15691
    Aug 22, 2026
  • ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ହେଲା ମାମଲା ରୁଜୁ
    ଦେଶ-ଦେଶାନ୍ତର

    ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ହେଲା ମାମଲା ରୁଜୁ

    14147
    Aug 23, 2026
  • ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ
    ଦେଶ-ଦେଶାନ୍ତର

    ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ

    13816
    Aug 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ୪୮ ଜଣ ଶିକ୍ଷକ, ଓଡ଼ିଶାରୁ ପଦରାଜ ଉମାକାନ୍ତ ନାୟକ

    15763
    Aug 22, 2026
  • ଦେଶ-ଦେଶାନ୍ତର

    ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର

    15570
    Aug 23, 2026
  • ଦେଶ-ଦେଶାନ୍ତର

    ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ହେଲା ମାମଲା ରୁଜୁ

    14147
    Aug 23, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17049
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17678
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17720
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18117
    Sep 06, 2023

ବିଶେଷ

  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15513
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16044
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13965
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14989
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14760
    Aug 10, 2026

ବାଣିଜ୍ୟ

ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି  ବେଦାନ୍ତର ୧୦୦% ମହିଳା ଅପରେଟର

ଭୁବନେଶ୍ୱର : ଔଦ୍ୟୋଗିକ କାର୍ଯ୍ୟକଳାପର ମୂଳରେ ଥିବା ଦାୟିତ୍ୱ ଗ୍ରହଣ କରି, ଉତ୍ପାଦନ କ୍ଷେତ୍ରର ଭବିଷ୍ୟତକୁ ରୂପ ଦେବାରେ ...

  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15970
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14005
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14270
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14393
    Aug 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି

    13974
    Aug 23, 2026
  • ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ୪୮ ଜଣ ଶିକ୍ଷକ, ଓଡ଼ିଶାରୁ ପଦରାଜ ଉମାକାନ୍ତ ନାୟକ

    15763
    Aug 22, 2026
  • ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍

    15691
    Aug 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In