Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, November 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନେପାଳର କୋଶୀରେ ଭୂମିକମ୍ପ ଝଟକା

  • ବିଜେପି ଓ ଅକାଳୀ ଦଳ ମେଣ୍ଟ ଘୋଷଣା

  • ବ୍ରିଜା କାର୍ ଯୌତୁକ ମାଗି ଚାକିରିରୁ ...

  • ବରଙ୍କୁ ୧-୧ କୋଟି ଟଙ୍କାର ବିଶାଳ ନୋଟ୍ ମାଳ

  • ଡିସେମ୍ବର ୧୬ରେ ନିଜ ଦେଶକୁ ଫେରିବାକୁ ...

  • ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଝିଅଙ୍କ ...

  • ଦିଲଜିତ୍‌ଙ୍କ କନ୍‌ସର୍ଟରେ ୪.୩୦ ଲକ୍ଷ ...

  • ୪,୦୦୦ ଅଗ୍ନିବୀରଙ୍କ ତଥ୍ୟ ଚୋରି କଲା ...

  • ଗିନିଜ୍ ବୁକ୍‌ ରେ ୱାର୍ଲ୍ଡ ରେକର୍ଡ କଲା GTA-6

  • କାର୍ ପାଇଁ ବିବାହ କରିବାକୁ ମନା କରିଦେଲା ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଗିରଫ ହେବାର ୨୦ ମିନିଟ ପରେ ବେଲରେ ଆସିଲେ ଟ୍ରମ୍ପ

ଗିରଫ ହେବାର ୨୦ ମିନିଟ ପରେ ବେଲରେ ଆସିଲେ ଟ୍ରମ୍ପ

2023-08-25 09:48:58
15884
Share:
Facebook
Twitter
E-Mail
WhatsApp
Telegram
ଗିରଫ ହେବାର ୨୦ ମିନିଟ ପରେ ବେଲରେ ଆସିଲେ ଟ୍ରମ୍ପ

ୱାଶିଂଟନ ଡିସି: ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆତ୍ମସମର୍ପଣ କରିଛନ୍ତି । ଗିରଫ ହେବାର ୨୦ ମିନିଟ ପରେ ବେଲରେ ଆସିଛନ୍ତି ଟ୍ରମ୍ପ । ୨ ଲକ୍ଷ ଡଲାର ମୁଚାଲିକାରେ ଜେଲରୁ ବାହାରିଛନ୍ତି ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିର୍ବାଚନ ଫଳାଫଳ ବଦଳାଇବା ଅଭିଯୋଗରେ ଗିରଫ ହୋଇଥିଲେ । ଜର୍ଜିଆ ଆଟାଲାଣ୍ଟା ଜେଲରେ ଆତ୍ମସମର୍ପଣ କରିଥିଲେ ଟ୍ରମ୍ପ । ତାଙ୍କ ବିରୋଧରେ ୧୩ଟି ଅଭିଯୋଗ ରହିଛି । ୫ ମାସରେ ୪ଥର ଗିରଫ ହେଲେଣି ଟ୍ରମ୍ପ ।
ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ଫଳାଫଳରେ ହେରଫେର କରିଥିବା ନେଇ ଆଟଲାଣ୍ଟାର ଫୁଲଟୋନ କାଉଣ୍ଟି ଜେଲରେ ଆତ୍ମସମର୍ପଣ କରିଥିଲେ । ଅତ୍ମସମର୍ପଣର ମାତ୍ର ୨୦ ମିନିଟରେ ଜେଲରୁ ମୁକୁଳିଥିଲେ । ୨ ଲକ୍ଷ ଡଲାର ବଣ୍ଡ ମୁଚାଲିକାରେ ଜେଲରୁ ବାହାରିଛନ୍ତି ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜେଲରେ ଟ୍ରମ୍ପ ଆତ୍ମର୍ପଣ କରିବା ମାତ୍ର ତାଙ୍କ ସମର୍ଥକ ବ୍ୟାନର ଏବଂ ଆମେରିକା ପତାକା ଧରି ତାଙ୍କୁ ଦେଖିବାକୁ ଭିଡ ଲଗାଇଥିଲେ ।

Powered by Froala Editor

Tags Trump

Related articles Odisha News Lens 4.1

  • ବିଜେପି ଓ ଅକାଳୀ ଦଳ ମେଣ୍ଟ ଘୋଷଣା
    ଦେଶ-ଦେଶାନ୍ତର

    ବିଜେପି ଓ ଅକାଳୀ ଦଳ ମେଣ୍ଟ ଘୋଷଣା

    14650
    Nov 24, 2026
  • ୪,୦୦୦ ଅଗ୍ନିବୀରଙ୍କ ତଥ୍ୟ ଚୋରି କଲା ନାବାଳକ
    ଦେଶ-ଦେଶାନ୍ତର

    ୪,୦୦୦ ଅଗ୍ନିବୀରଙ୍କ ତଥ୍ୟ ଚୋରି କଲା ନାବାଳକ

    14645
    Nov 23, 2026
  • ବରଙ୍କୁ ୧-୧ କୋଟି ଟଙ୍କାର ବିଶାଳ ନୋଟ୍ ମାଳ
    ଦେଶ-ଦେଶାନ୍ତର

    ବରଙ୍କୁ ୧-୧ କୋଟି ଟଙ୍କାର ବିଶାଳ ନୋଟ୍ ମାଳ

    15544
    Nov 24, 2026
  • ନେପାଳର କୋଶୀରେ ଭୂମିକମ୍ପ ଝଟକା
    ଦେଶ-ଦେଶାନ୍ତର

    ନେପାଳର କୋଶୀରେ ଭୂମିକମ୍ପ ଝଟକା

    15127
    Nov 24, 2026
  • ଗିନିଜ୍ ବୁକ୍‌ ରେ ୱାର୍ଲ୍ଡ ରେକର୍ଡ କଲା GTA-6
    ଦେଶ-ଦେଶାନ୍ତର

    ଗିନିଜ୍ ବୁକ୍‌ ରେ ୱାର୍ଲ୍ଡ ରେକର୍ଡ କଲା GTA-6

    14624
    Nov 23, 2026
  • ଡିସେମ୍ବର ୧୬ରେ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି ଶେଖ୍ ହସିନା
    ଦେଶ-ଦେଶାନ୍ତର

    ଡିସେମ୍ବର ୧୬ରେ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି ଶେଖ୍ ହସିନା

    15231
    Nov 24, 2026
  • କାର୍ ପାଇଁ ବିବାହ କରିବାକୁ ମନା କରିଦେଲା ପୋଲିସ ବର
    ଦେଶ-ଦେଶାନ୍ତର

    କାର୍ ପାଇଁ ବିବାହ କରିବାକୁ ମନା କରିଦେଲା ପୋଲିସ ବର

    14863
    Nov 23, 2026
  • ବ୍ରିଜା କାର୍ ଯୌତୁକ  ମାଗି ଚାକିରିରୁ ନିଲମ୍ବିତ ହେଲେ ପୁଲିସ କନଷ୍ଟେବଳ
    ଦେଶ-ଦେଶାନ୍ତର

    ବ୍ରିଜା କାର୍ ଯୌତୁକ ମାଗି ଚାକିରିରୁ ନିଲମ୍ବିତ ହେଲେ ପୁଲିସ କନଷ୍ଟେବଳ

    14443
    Nov 24, 2026
  • ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଝିଅଙ୍କ ଭାରତୀୟ ଅଭ୍ୟର୍ଥନା
    ଦେଶ-ଦେଶାନ୍ତର

    ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଝିଅଙ୍କ ଭାରତୀୟ ଅଭ୍ୟର୍ଥନା

    13652
    Nov 24, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଡିସେମ୍ବର ୧୬ରେ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି ଶେଖ୍ ହସିନା

    15231
    Nov 24, 2026
  • ଦେଶ-ଦେଶାନ୍ତର

    ବ୍ରିଜା କାର୍ ଯୌତୁକ ମାଗି ଚାକିରିରୁ ନିଲମ୍ବିତ ହେଲେ ପୁଲିସ କନଷ୍ଟେବଳ

    14443
    Nov 24, 2026
  • ଦେଶ-ଦେଶାନ୍ତର

    ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଝିଅଙ୍କ ଭାରତୀୟ ଅଭ୍ୟର୍ଥନା

    13652
    Nov 24, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17311
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    18013
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17969
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18383
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15503
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14904
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14536
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15875
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14655
    Nov 07, 2026

ବାଣିଜ୍ୟ

ମାସକରେ କମିଲାଣି ୨୧ ହଜାର ସୁନା

ସର୍ବୋଚ୍ଚ ସ୍ତରରୁ ବହୁ ମାତ୍ରାରେ ଶସ୍ତା ହୋଇଯାଇଛି ସୁନା ଏବଂ ରୁପା । ୫ ଦିନରେ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ କମିଛି ସୁନା ଦର । ସେହିଭଳି ମାସକରେ ଦର ପାଖାପାଖି ୨୧ ହଜାର କମିଗଲାଣି । ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ ଏବଂ ୨୪ କ୍ୟାରେଟ ସୁନା ଦରରେ ଯଥାକ୍ରମେ ୪୭୦୦ ଟଙ୍କା ଏବଂ ୫୧୨୦ ଟଙ୍କା ହ୍ ...

  • ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, କଳାହାଣ୍ଡି ଓ ରାୟଗଡ଼ାର ୩୫୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଉପକୃତ

    15784
    Nov 20, 2026
  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ

    14104
    Nov 20, 2026
  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

    15747
    Nov 18, 2026
  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    14368
    Nov 18, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନେପାଳର କୋଶୀରେ ଭୂମିକମ୍ପ ଝଟକା

    15127
    Nov 24, 2026
  • ଦିଲଜିତ୍‌ଙ୍କ କନ୍‌ସର୍ଟରେ ୪.୩୦ ଲକ୍ଷ ଟଙ୍କାର ଫୋନ୍ ଚୋରି

    14720
    Nov 24, 2026
  • ବିଜେପି ଓ ଅକାଳୀ ଦଳ ମେଣ୍ଟ ଘୋଷଣା

    14650
    Nov 24, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In