ଦୁଇ ଆଇଏଏସ ଅଫିସରଙ୍କ ବଦଳି
ଭୁବନେଶ୍ୱର: ରାଜ୍ୟ ସରକାର ଦୁଇ ଜଣ ଆଇଏଏସ ଅଫିସରଙ୍କ ବଦଳି କରିଛନ୍ତି । ଶିଳ୍ପ ବିଭାଗର ଅତିରିକ୍ତ ସଚିବ ସୁଶାନ୍ତ କୁମାର ମହାନ୍ତିଙ୍କ ଇଷ୍ଟେଟ ନିଦେ୍ର୍ଧଶକ ଏବଂ ଲ୍ୟାଣ୍ଡ ରେକର୍ଡସ ଓ ସର୍ଭେ ନିଦେ୍ର୍ଧଶକ ଶଶଧର ନାୟକଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି ।
Powered by Froala Editor