Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, August 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୨୦ ସାଂସଦଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ...

  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ

  • ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୫ ନବଜାତ ...

  • କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର ...

  • ‘ମହାକାଳୀ’ର ପ୍ରଥମ ଝଲକ

  • ବିହାରର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ...

  • ସାଣ୍ଡୱିଚ୍‌ରୁ ଜିଅନ୍ତା ପୋକ

  • କାର୍‌ରେ ୩୪୦୦ ଚୁମ୍ବନ, କାର ମାଲିକଙ୍କୁ ...

  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ...

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ...

ରାଜ୍ୟ
Home ›› ରାଜ୍ୟ ››ଲୁଟ୍ ପାଇଁ ଫାଇରିଂ, ୩ ଗୁରୁତର

ଲୁଟ୍ ପାଇଁ ଫାଇରିଂ, ୩ ଗୁରୁତର

2021-06-02 03:13:41
14537
Share:
Facebook
Twitter
E-Mail
WhatsApp
Telegram
ଲୁଟ୍ ପାଇଁ ଫାଇରିଂ, ୩ ଗୁରୁତର

ସୋର : ସୁନା ଦୋକାନୀଙ୍କ ଘରେ ସଶସ୍ତ୍ର ଡକାୟତି। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାଉଡୁ ଗାଁରେ ବିଳମ୍ୱିତ ରାତିରେ ଦୁର୍ବୃତ୍ତ ମାନେ ଏହି ସଶସ୍ତ୍ର ଡକାୟତି କରିଛନ୍ତି। ରାତି ପ୍ରାୟ ୨ଟା ସମୟରେ ଡକାୟତ ଦଳ ସନାତନ କାମିଳା ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲେ।

ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଡକାୟତି ଦଳ ଲୁଟି ନେଇଥିବା ଜଣାପଡିଛି। ଦୁର୍ବୃତ୍ତଙ୍କୁ ଦେଖି ଘର ଲୋକ ଚିତ୍କାର କରିବା ପରେ କିଛି ଗ୍ରାମବାସୀ ଧାଇଁ ଆସିଥିଲେ। ଏହି ସମୟରେ ୩ ଜଣ ଗ୍ରାମବାସୀଙ୍କ ଉପରକୁ ଦୁର୍ବୃତ୍ତ ଫାଇରିଂ କରିଥିବା ସୂଚନା ରହିଛି। ନିଜକୁ ସୁରକ୍ଷିତ ରଖିବାକୁ ଯାଇ ଦୁର୍ବୃତ୍ତମାନେ ପ୍ରାୟ ୧୦ ରାଉଣ୍ଡ ଗୁଳି ଚଳାଇ ଖସିଯାଇଥିବା ସୂଚନା ରହିଛି।

ଲୁଟର ଶିକାର ହୋଇଥିବା ସନାତନଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା କାମିଳା କହିଛନ୍ତି ରାତିରେ ୬ରୁ ୭ ଜଣ ଲୋକ କବାଟ ତାଡି ତାଙ୍କ ଘର ଭିତରେ ପଶିଥିଲେ। ବାପ ପୁଅ ସଙ୍ଗେ ସଙ୍ଗେ ଉଠି ବିରୋଧ କରିବା ବେଳେ ଦୁର୍ବୃତ୍ତମାନେ ବାପ ପୁଅ ଓ ତାଙ୍କୁ ବାନ୍ଧି ପକାଇଥିଲେ। ପରେ ଆଲମାରୀ ଓ ଗଡ଼ରେଜ ଭାଙ୍ଗି ଦୁର୍ବୃତ୍ତ ମାନେ ସୁନା ଅଳଙ୍କାର ଲୁଟି ନେଇଥିବା ସେ କହିଛନ୍ତି। ଏହି ସମୟରେ ସେମାନେ ଚିତ୍କାର କରିଥିଲେ। କିଛି ଗାଁ ଲୋକେ ଚିତ୍କାର ଶୁଣି ତାଙ୍କ ଘର ପାଖକୁ ଆସିଥିଲେ। ଏହି ସମୟର ଦୁର୍ବୁତ୍ତ ମାନେ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ ଓ ପୁଅ ମଧ୍ୟ ଗୁଳି ମାଡ଼ର ଶିକାର ହୋଇ ଗୁରୁତର ହୋଇଥିବା ଜଣାପଡ଼ିଛି। ସନାତନ ଏବଂ ତାଙ୍କ ପୁଅଙ୍କ ସମେତ ଜଣେ ଗ୍ରାମବାସୀ ଲୁଟେରାଙ୍କ ଗୁଳିମାଡ଼ର ଶିକାର ହୋଇଥିବା ସୂଚନା ରହିଛି। ପ୍ରଥମେ ସେମାନଙ୍କୁ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ପରେ କଟକ ସ୍ଥାନାନ୍ତର କରାଯାଇଥିବା ସେ କହିଛନ୍ତି।

Powered by Froala Editor

Tags Loot

Related articles Odisha News Lens 4.1

  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ
    ବିଶେଷ

    ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13654
    Aug 26, 2026
  • କାର୍‌ରେ ୩୪୦୦ ଚୁମ୍ବନ, କାର ମାଲିକଙ୍କୁ ୫୫୦୦ଟଙ୍କା ଜରିମାନା
    ଦେଶ-ଦେଶାନ୍ତର

    କାର୍‌ରେ ୩୪୦୦ ଚୁମ୍ବନ, କାର ମାଲିକଙ୍କୁ ୫୫୦୦ଟଙ୍କା ଜରିମାନା

    14849
    Aug 26, 2026
  • ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୫ ନବଜାତ ଶିଶୁଙ୍କ ଜୀବନ
    ଦେଶ-ଦେଶାନ୍ତର

    ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୫ ନବଜାତ ଶିଶୁଙ୍କ ଜୀବନ

    13486
    Aug 26, 2026
  • ସାଣ୍ଡୱିଚ୍‌ରୁ ଜିଅନ୍ତା ପୋକ
    ଦେଶ-ଦେଶାନ୍ତର

    ସାଣ୍ଡୱିଚ୍‌ରୁ ଜିଅନ୍ତା ପୋକ

    14182
    Aug 26, 2026
  • ୨୦ ସାଂସଦଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ଜାରି
    ଦେଶ-ଦେଶାନ୍ତର

    ୨୦ ସାଂସଦଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ଜାରି

    15468
    Aug 26, 2026
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ
    ଦେଶ-ଦେଶାନ୍ତର

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ

    14653
    Aug 26, 2026
  • ‘ମହାକାଳୀ’ର ପ୍ରଥମ ଝଲକ
    ମନୋରଞ୍ଜନ

    ‘ମହାକାଳୀ’ର ପ୍ରଥମ ଝଲକ

    14303
    Aug 26, 2026
  • ବିହାରର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଇଣ୍ଟରକାଷ୍ଟ ମ୍ୟାରେଜ୍ କଲେ ମିଳିବ ୨.୫ ଲକ୍ଷ ...
    ଦେଶ-ଦେଶାନ୍ତର

    ବିହାରର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଇଣ୍ଟରକାଷ୍ଟ ମ୍ୟାରେଜ୍ କଲେ ମିଳିବ ୨.୫ ଲକ୍ଷ ...

    13501
    Aug 26, 2026
  • କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର କଲା GIVA
    ମନୋରଞ୍ଜନ

    କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର କଲା GIVA

    13806
    Aug 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୫ ନବଜାତ ଶିଶୁଙ୍କ ଜୀବନ

    13486
    Aug 26, 2026
  • ମନୋରଞ୍ଜନ

    ‘ମହାକାଳୀ’ର ପ୍ରଥମ ଝଲକ

    14303
    Aug 26, 2026
  • ଦେଶ-ଦେଶାନ୍ତର

    ୨୦ ସାଂସଦଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ଜାରି

    15468
    Aug 26, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17052
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17684
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17726
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18121
    Sep 06, 2023

ବିଶେଷ

  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13654
    Aug 26, 2026
  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    15227
    Aug 24, 2026
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15587
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16117
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    14033
    Aug 16, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାର ୨୨,୦୦୦ ପରିବାରକୁ ସୌର ଶକ୍ତି ଚାଳିତ ଆଲୋକ ପ୍ରଦାନ କରୁଛି

ସମସ୍ତଙ୍କ ପାଇଁ ସୁରକ୍ଷା, ଗତିଶୀଳତା ଏବଂ ଯୋଗାଯୋଗରେ ଉନ୍ନତି ଆଣିବା ଲାଗି ଏକ ସ୍ୱଚ୍ଛ-ଶକ୍ତି ପଦକ୍ଷେପ

ଭୁବନେଶ୍ୱର, ୨୫/୦୮/୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କୋ ...

  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

    14448
    Aug 21, 2026
  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15975
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14012
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14276
    Aug 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ

    14653
    Aug 26, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13654
    Aug 26, 2026
  • ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୫ ନବଜାତ ଶିଶୁଙ୍କ ଜୀବନ

    13486
    Aug 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In