କିଭଳି ତମାଖୁ ଛାଡ଼ିବେ, ଜାଣନ୍ତୁ
ତମାଖୁ ଖାଉଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ ।
ନିଜ ପାଖରେ ଆଦୌ ତମାଖୁ ରଖନ୍ତୁ ନାହିଁ ।
ପାଟି ଖାଲି ଖାଲି ଲାଗୁଥିଲେ ଚୁଇଙ୍ଗମ, ଅଳେଇଚ, ଲବଙ୍ଗ କିମ୍ବା ଗୁଜୁରାତି ଖାଆନ୍ତୁ ।
ମନ ବିଚଳିତ ହୋଉଥିଲେ, ଗୋଟିଏ ସ୍ଥାନରେ ନବସି ଚଲାବୁଲା କରନ୍ତୁ ।
ଦୀର୍ଘ ନିଃଶ୍ୱାସ ନିଅନ୍ତୁ ଓ ଛାଡ଼ନ୍ତୁ ।
ଧୀରେ କଥା ହୁଅନ୍ତୁ ଏବଂ ଫୋନରେ ପରିବାର ଲୋକଙ୍କ ସହ କଥା ହୁଅନ୍ତୁ ।
Powered by Froala Editor