Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, May 01, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏପରି ନିଅନ୍ତୁ ନିଜର ଯତ୍ନ

  • କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ...

  • ଭାରତ ନିଜ ଇଚ୍ଛା ଏବଂ ସର୍ତ୍ତରେ ଅପରେସନ ...

  • ପାକିସ୍ତାନକୁ ଜମ୍ମୁ ଏବଂ କାଶ୍ମୀରରେ ...

  • କ୍ରାନ୍ତି ନା ବିଭ୍ରାନ୍ତି : ଭୂତଳ ଜଳ ଶେଷ ...

  • କ୍ଲୋରିନ ଗ୍ୟାସ୍ ଲିକ୍ ହୋଇ ୨୪ ଅସୁସ୍ଥ, ...

  • ଏକଜିଟ ପୋଲ, ବାଜିମାରି ନେବେ ବିଜୟ

  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ...

  • ବାଂଲାଦେଶରେ ମିଳିମିଳା ମହାମାରୀ !୨୫୦ ...

  • ଖଡଗପୁରରେ ପୁଣି ଛାତ୍ର ମୃତ୍ୟୁ, ୧୦ ଦିନରେ ...

Home ›› ››ଅବିଶ୍ରାନ୍ତ ବର୍ଷା: ଉତ୍ତର ବାଲେଶ୍ଵରରେ ବନ୍ୟା ପରିସ୍ଥିତି

ଅବିଶ୍ରାନ୍ତ ବର୍ଷା: ଉତ୍ତର ବାଲେଶ୍ଵରରେ ବନ୍ୟା ପରିସ୍ଥିତି

2023-08-02 09:51:39
13792
Share:
Facebook
Twitter
E-Mail
WhatsApp
Telegram
ଅବିଶ୍ରାନ୍ତ ବର୍ଷା: ଉତ୍ତର ବାଲେଶ୍ଵରରେ ବନ୍ୟା ପରିସ୍ଥିତି

ଜଳେଶ୍ଵର: ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ବାଲେଶ୍ଵରର ୪ ଟି ବ୍ଲକ ଅଞ୍ଚଳରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳଗୁଡ଼ିକ ଜଳାର୍ଣ୍ଣବ ହୋଇଛି। ଗତକାଲି ପୂର୍ବାହ୍ନ ୮ଟାରୁ ଆଜି ପୂର୍ବାହ୍ନ ୮ ଟା ମଧ୍ୟରେ ବସ୍ତା ବ୍ଲକରେ ସର୍ବାଧିକ ୧୮୦ ଏମଏମ, ବାଲିଆପାଳ ବ୍ଲକରେ ସର୍ବାଧିକ ୧୭୩ ଏମଏମ, ଭୋଗରାଇ ବ୍ଲକରେ ୧୩୫ ଏମଏମ ଓ ଜଳେଶ୍ଵର ବ୍ଲକରେ ସର୍ବନିମ୍ନ ୬୩ ଏମଏମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଏହି ୪ଟି ବ୍ଲକର ଇଲାକାକୁ ମୟୁରଭଞ୍ଜ ଜିଲ୍ଲା ଓ ପଶ୍ଚିମବଙ୍ଗର ନୟାଗ୍ରାମ, ଦାନ୍ତୁନ, ମୋହନପୁର, ଏଗ୍ରା ଓ ଦୀଘା ଆଦି ଥାନା ଇଲାକାର ବିସ୍ତୀର୍ଣ୍ଣ ଅଞ୍ଚଳ ଲାଗି ରହିଥିବା ବେଳେ ସେସବୁ ଇଲାକାରେ ମଧ୍ୟ ଗତ ୪୮ ଘଣ୍ଟା ରେ ପ୍ରବଳ ବର୍ଷା ହୋଇଛି। ଫଳରେ ସେହିସବୁ ଇଲାକାର ଉଦବୃତ୍ତ ବର୍ଷାପାଣି ପ୍ରଖର ସ୍ରୋତରେ ବିଭିନ୍ନ ଜଳ ନିଷ୍କାସନ ଉତ୍ସ ଜରିଆରେ ଏତଦ୍ ଅଞ୍ଚଳକୁ ମାଡ଼ି ଆସୁଛି।

ଏହି ପାଣି ଆଜି ରାତି ସୁଦ୍ଧା ଉପରୋକ୍ତ ୪ ବ୍ଲକର ତଳିଆ ଅଞ୍ଚଳରେ ପହଞ୍ଚିଗଲେ ଜଳେଶ୍ଵର ବ୍ଲକର  ନେତୁଆ, ସମ୍ପତ୍ତିଆ, ନାମ୍ପୋ, ଖାଲିନା, ଖୁଲୁଡା, ବର୍ତ୍ତନା, ସୁଗୋ, ନଛିମପୁର, ଭୋଗରାଇ ବ୍ଲକର ନହରା,ବାଲିମ, ନାଚିନ୍ଦା, କୁଶୁଡା, ଗବଗାଁ, ମହାଗବ, ଗୁଣସାର୍ଥା, ସିଆଁରୋଇ, କୁଳିଦା, ପୁଟିଣା, କଚୁଆଡି, ମହେଶପୁର,ବସ୍ତା ବ୍ଲକର ବାହାର୍ଦ୍ଦା,ବାସୁଚକରି,ଚୋରମରା, ସିଙ୍ଗଲା, କୁଡିଆ, ମଥାଣି, ନାଇକୁଡି, ନାବ୍ରା, ରଘୁନାଥପୁର, ସଦାନନ୍ଦପୁର ଓ ସାହାଡ଼ା, ବାଲିଆପାଳ ବ୍ଲକର ପଞ୍ଚାୟତର ୫୬୧୪୨ ହେକ୍ଟର ଖାଲୁଆ ଜମି ଉପରେ କେଉଁଠି ଦୁଇ ଫୁଟ ତ କେଉଁଠି ୩ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି ବୋଲି ଏକ ରିପୋର୍ଟ ରୁ ଜଣାପଡିଛି।

Powered by Froala Editor

Tags flood situation in north balasore

Related articles Odisha News Lens 4.1

  • ଭାରତ ନିଜ ଇଚ୍ଛା ଏବଂ ସର୍ତ୍ତରେ ଅପରେସନ ସିନ୍ଦୂର ବନ୍ଦ କରିବାକୁ ନିଷ୍ପତ୍ତି ...
    ଦେଶ-ଦେଶାନ୍ତର

    ଭାରତ ନିଜ ଇଚ୍ଛା ଏବଂ ସର୍ତ୍ତରେ ଅପରେସନ ସିନ୍ଦୂର ବନ୍ଦ କରିବାକୁ ନିଷ୍ପତ୍ତି ...

    15393
    Apr 30, 2026
  • ଏକଜିଟ ପୋଲ, ବାଜିମାରି ନେବେ ବିଜୟ
    ଦେଶ-ଦେଶାନ୍ତର

    ଏକଜିଟ ପୋଲ, ବାଜିମାରି ନେବେ ବିଜୟ

    15363
    Apr 30, 2026
  • କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗରେ ଏହା କହିଲେ ଖଡ୍‌ଗେ
    ଦେଶ-ଦେଶାନ୍ତର

    କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗରେ ଏହା କହିଲେ ଖଡ୍‌ଗେ

    15558
    Apr 30, 2026
  • ଖଡଗପୁରରେ ପୁଣି ଛାତ୍ର ମୃତ୍ୟୁ, ୧୦ ଦିନରେ ଦ୍ୱିତୀୟ ଘଟଣା
    ଦେଶ-ଦେଶାନ୍ତର

    ଖଡଗପୁରରେ ପୁଣି ଛାତ୍ର ମୃତ୍ୟୁ, ୧୦ ଦିନରେ ଦ୍ୱିତୀୟ ଘଟଣା

    15197
    Apr 29, 2026
  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ
    ବିଶେଷ

    ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    13775
    Apr 30, 2026
  • ବାଂଲାଦେଶରେ ମିଳିମିଳା ମହାମାରୀ  !୨୫୦ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ବାଂଲାଦେଶରେ ମିଳିମିଳା ମହାମାରୀ !୨୫୦ ଜଣଙ୍କ ମୃତ୍ୟୁ

    14635
    Apr 29, 2026
  • ପାକିସ୍ତାନକୁ ଜମ୍ମୁ ଏବଂ କାଶ୍ମୀରରେ ହିଂସା ବନ୍ଦ କରିବାକୁ ଅନୁରୋଧ କଲେ ଫାରୁକ ...
    ଦେଶ-ଦେଶାନ୍ତର

    ପାକିସ୍ତାନକୁ ଜମ୍ମୁ ଏବଂ କାଶ୍ମୀରରେ ହିଂସା ବନ୍ଦ କରିବାକୁ ଅନୁରୋଧ କଲେ ଫାରୁକ ...

    15490
    Apr 30, 2026
  • କ୍ରାନ୍ତି ନା ବିଭ୍ରାନ୍ତି : ଭୂତଳ ଜଳ ଶେଷ କରିଦେବ ଇଥାନଲ
    ଦେଶ-ଦେଶାନ୍ତର

    କ୍ରାନ୍ତି ନା ବିଭ୍ରାନ୍ତି : ଭୂତଳ ଜଳ ଶେଷ କରିଦେବ ଇଥାନଲ

    13573
    Apr 30, 2026
  • ଏପରି ନିଅନ୍ତୁ ନିଜର ଯତ୍ନ
    ବିଶେଷ

    ଏପରି ନିଅନ୍ତୁ ନିଜର ଯତ୍ନ

    13570
    May 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କ୍ଲୋରିନ ଗ୍ୟାସ୍ ଲିକ୍ ହୋଇ ୨୪ ଅସୁସ୍ଥ, ନିଶ୍ୱାସ ନେଇପାରିଲେନି ଲୋକେ

    14376
    Apr 30, 2026
  • ଦେଶ-ଦେଶାନ୍ତର

    ପାକିସ୍ତାନକୁ ଜମ୍ମୁ ଏବଂ କାଶ୍ମୀରରେ ହିଂସା ବନ୍ଦ କରିବାକୁ ଅନୁରୋଧ କଲେ ଫାରୁକ ଅବଦୁଲ୍ଲା

    15490
    Apr 30, 2026
  • ଦେଶ-ଦେଶାନ୍ତର

    କ୍ରାନ୍ତି ନା ବିଭ୍ରାନ୍ତି : ଭୂତଳ ଜଳ ଶେଷ କରିଦେବ ଇଥାନଲ

    13573
    Apr 30, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17447
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17499
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17855
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16327
    Apr 03, 2021

ବିଶେଷ

  • ଏପରି ନିଅନ୍ତୁ ନିଜର ଯତ୍ନ

    13570
    May 01, 2026
  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    13775
    Apr 30, 2026
  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ

    16010
    Apr 28, 2026
  • ଅତ୍ୟଧିକ ପାଣି ପିଇଲେ ହୋଇଥାଏ ଏହି ଅସୁବିଧା

    15956
    Apr 27, 2026
  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

    14572
    Apr 25, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15366
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15101
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15596
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13906
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବାଂଲାଦେଶରେ ମିଳିମିଳା ମହାମାରୀ !୨୫୦ ଜଣଙ୍କ ମୃତ୍ୟୁ

    14635
    Apr 29, 2026
  • ଭାରତ ନିଜ ଇଚ୍ଛା ଏବଂ ସର୍ତ୍ତରେ ଅପରେସନ ସିନ୍ଦୂର ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା: ରାଜନାଥ

    15393
    Apr 30, 2026
  • କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗରେ ଏହା କହିଲେ ଖଡ୍‌ଗେ

    15558
    Apr 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In