Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, April 06, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

  • ଏହି ଦୁଇ କଲେଜକୁ ବୋମା ଧମକ

  • ନେପାଳରେ ଶନିବାର ଓ ରବିବାର ବନ୍ଦ ରହିବ ...

  • ରାଜ୍ୟସଭାରେ ଓଡ଼ିଶାର ୩ ସାଂସଦ ନେଲେ ଶପଥ

  • ସୁରକ୍ଷା ପାଇଁ ସୀମାରେ ଛଡା ହେବେ ବିଷାକ୍ତ ...

  • ରଶ୍ମିକାଙ୍କ ପୋଷ୍ଟ ଭାଇରାଲ : “ଏବେ, ଆମେ ...

  • ଅନ୍ୟାୟ ବିରୁଦ୍ଧରେ ଆଧ୍ୟାତ୍ମିକ ଶକ୍ତିର ...

  • ନାଟ୍ୟ ମଣ୍ଡପକୁ ଆସିବେ ମହାଭାରତର ...

  • ନବକୋଠି ଶାଢ଼ିର ପ୍ରଶଂସାରେ ଶତମୁଖ ମାଧୁରୀ

  • ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ...

Home ›› ››ଦାରିଦ୍ର‌୍ୟ ହ୍ରାସରେ ସବୁଠାରୁ ଆଗରେ କଳାହାଣ୍ଡି ଜିଲ୍ଲା

ଦାରିଦ୍ର‌୍ୟ ହ୍ରାସରେ ସବୁଠାରୁ ଆଗରେ କଳାହାଣ୍ଡି ଜିଲ୍ଲା

2023-07-19 06:31:38
13863
Share:
Facebook
Twitter
E-Mail
WhatsApp
Telegram
ଦାରିଦ୍ର‌୍ୟ ହ୍ରାସରେ ସବୁଠାରୁ ଆଗରେ କଳାହାଣ୍ଡି ଜିଲ୍ଲା

ଭୁବନେଶ୍ୱର :  ଦାରିଦ୍ର‌୍ୟ ହ୍ରାସରେ କଳାହାଣ୍ଡି ଜିଲ୍ଲା ସବୁଠାରୁ ଆଗରେ ଅଛି । ୫ ବର୍ଷ ତଳେ (୨୦୧୫-୧୬) ଜିଲ୍ଲାର ୪୭.୨୮% ଲୋକ ଦରିଦ୍ର ଥିଲେ । ସଦ୍ୟତମ ହିସାବ ହେଲା ମାତ୍ର ୧୯.୪% ଏବେ ଦରିଦ୍ର । ଅର୍ଥାତ ସାମଗ୍ରିକ ଦାରିଦ୍ର‌୍ୟରୁ ପାଖାପାଖି ୨୮% ଲୋକ ମୁକ୍ତ ହୋଇଛନ୍ତି । ରାଜ୍ୟର ଅନୁନ୍ନତ ଅଞ୍ଚଳ ଭାବେ ପରିଚିତ କେବିକେ ଜିଲ୍ଲା ସମୂହର ନବରଙ୍ଗପୁରରେ ୫ ବର୍ଷ ତଳେ ଯେତିକି ଦରିଦ୍ର ଥିଲେ ସେଥିରୁ ଅଧା ମୁକୁଳିଛନ୍ତି ଏ ତାଡ଼ନାରୁ । ୨୦୧୫-୧୬ରେ ଜିଲ୍ଲାର ୫୯.୩୨ ପ୍ରତିଶତ ଲୋକ ବହୁମୁଖୀ ଦରିଦ୍ର ଭାବେ ଗଣାଯାଉଥିଲେ । ଏବେ ଏ ହାର ୩୪.୪୫% । ଜିଲ୍ଲାର ପାଖାପାଖି ୨୬ ପ୍ରତିଶତ ଗରିବି ଶିକୁଳିରୁ ମୁକ୍ତ ହୋଇଛନ୍ତି । ସେହିଭଳି ବଲାଙ୍ଗୀରରେ ପ୍ରାୟ ୧୮%, ଦେବଗଡ଼ରେ ୨୧%, କନ୍ଧମାଳରେ ୧୯% ଓ କୋରାପୁଟରେ ୧୮% ଲୋକ ଦାରିଦ୍ର‌୍ୟରୁ ମୁକ୍ତି ପାଇଛନ୍ତି ।
   ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ‘ଜାତୀୟ ବହୁମୁଖୀ ଦାରିଦ୍ର‌୍ୟ ସୂଚୀ’ ସମୀକ୍ଷା ରିପୋର୍ଟରେ ଏହି ତଥ୍ୟ ଦର୍ଶାଯାଇଛି । ଏଥିରେ କୁହାଯାଇଛି ଗତ ୫ ବର୍ଷରେ ଶିକ୍ଷା, ସ୍ୱାସ୍ଥ୍ୟ ସମେତ ଜୀବନ ଧାରଣର ମାନରେ ଉନ୍ନତି ଆସିଛି । ଦାରିଦ୍ର‌୍ୟ ମାପିବାକୁ ଯେଉଁ ମାନଦଣ୍ଡ ଗ୍ରହଣ କରାଯାଇଛି ସେଥିମଧ୍ୟରୁ ଶିକ୍ଷା, ସ୍ୱାସ୍ଥ୍ୟ ରହିଛି । ସ୍ୱାସ୍ଥ୍ୟରେ ପୋଷଣ, ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସକୁ ହିସାବକୁ ନିଆଯାଇଛି । ସେହିପରି ଜୀବନ ଧାରଣର ମାନ ଭିତରେ ବିଦ୍ୟୁତ୍‌, ବ୍ୟାଙ୍କ ସେବା, ଜାଳେଣି ଗ୍ୟାସ୍‌, ପରିମଳ, ପକ୍କାଘର ଆଦି ବିଚାରକୁ ନିଆଯାଇଛି । ଏହି ସମସ୍ତ ମାନଦଣ୍ଡରେ ଓଡ଼ିଶା ବେଶ ସଫଳତା ହାସଲ କରିଛି ।

୫ ବର୍ଷ ତଳେ ରାଜ୍ୟରେ ୬.୯୪% ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ନ ଥିଲା । ଏବେ ଏ ହାର ୧ ପ୍ରତିଶତ ତଳକୁ ଖସିଛି । ଅର୍ଥାତ ରାଜ୍ୟ ଜନସଂଖ୍ୟାର ପ୍ରାୟ ୬% ଅର୍ଥାତ ୨୦ ଲକ୍ଷରୁ ଅଧିକ ଲୋକ ବ୍ୟାଙ୍କ ସେବା ସହ ଯୋଡି ହୋଇଛନ୍ତି । ୨୦୧୫-୧୬ରେ ରାଜ୍ୟର ୮.୯୩% ଲୋକ ବିଦ୍ୟୁତ୍‌ ସେବାରୁ ବଂଚିତ ଥିଲେ । ୫ ବର୍ଷରେ ଏହା ହ୍ରାସ ପାଇ ୧.୮୫%ରେ ପହଞ୍ଚଛି  । ସେହିପରି ୫ ବର୍ଷ ତଳେ ୨୫% ଲୋକଙ୍କ ମୁଣ୍ଡ ଉପରେ ଛାତ ଘର ନ ଥିଲା । ୧୩ ପ୍ରତିଶତରୁ ଅଧିକ ଖସିଛି ଏହି ବର୍ଗର ବଞ୍ଚିତଙ୍କ ହାର । ଏବେ ମାତ୍ର ୧୨% ଲୋକ ପକ୍କା ଘରରୁ ବଂଚିତ ଅଛନ୍ତି ।

ସେହିପରି ଜାଳେଣି ଗ୍ୟାସ୍‌ ବ୍ୟବହାର, ପରିମଳ ବା ଶୌଚାଳୟ ବ୍ୟବହାର ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ୫ ବର୍ଷରେ ଓଡ଼ିଶାରେ ୬୨ ଲକ୍ଷ ୬୨ ହଜାର ଲୋକ ଦାରିଦ୍ର‌୍ୟମୁକ୍ତ ହୋଇଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି । ୨୦୧୫-୧୬ରେ ରାଜ୍ୟର ୨୯.୩୪% ଲୋକ ଦରିଦ୍ର ଥିଲା ବେଳେ ୨୦୧୯-୨୧ ବେଳକୁ ଏହା ୧୫.୮୬%କୁ କମିଯାଇଛି । ଏବେ ଗ୍ରାମୀଣ ଓଡ଼ିଶାରେ ୧୭.୭୨% ଓ ସହରାଞ୍ଚଳରେ ୫.୪୨% ଲୋକ ଦରିଦ୍ର ଅଛନ୍ତି । ରିପୋର୍ଟ କହୁଛି ଏବେ ବି ରାଜ୍ୟର ୫ଟି ଜିଲ୍ଲାରେ ଦାରିଦ୍ର‌୍ୟ ହାର ଉଦବେଗଜନକ ଅର୍ଥାତ ୩୦%ରୁ ଅଧିକ ରହିଛି । ମାଲକାନଗିରିରେ ୪୫% ଲୋକ ଏବେ ବି ଦରିଦ୍ର ।

Powered by Froala Editor

Tags Niti ayog

Related articles Odisha News Lens 4.1

  • ରଶ୍ମିକାଙ୍କ ପୋଷ୍ଟ ଭାଇରାଲ : “ଏବେ, ଆମେ ତିନି ଜଣ”
    ମନୋରଞ୍ଜନ

    ରଶ୍ମିକାଙ୍କ ପୋଷ୍ଟ ଭାଇରାଲ : “ଏବେ, ଆମେ ତିନି ଜଣ”

    15596
    Apr 06, 2026
  • ନେପାଳରେ ଶନିବାର ଓ ରବିବାର ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ
    ଦେଶ-ଦେଶାନ୍ତର

    ନେପାଳରେ ଶନିବାର ଓ ରବିବାର ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ

    13989
    Apr 06, 2026
  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ
    ବିଶେଷ

    ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15181
    Apr 06, 2026
  • ଅନ୍ୟାୟ ବିରୁଦ୍ଧରେ ଆଧ୍ୟାତ୍ମିକ ଶକ୍ତିର ଅନନ୍ୟ କାହାଣୀ ’ପୁୟୋଦକମ୍’
    ମନୋରଞ୍ଜନ

    ଅନ୍ୟାୟ ବିରୁଦ୍ଧରେ ଆଧ୍ୟାତ୍ମିକ ଶକ୍ତିର ଅନନ୍ୟ କାହାଣୀ ’ପୁୟୋଦକମ୍’

    14919
    Apr 06, 2026
  • ନବକୋଠି ଶାଢ଼ିର ପ୍ରଶଂସାରେ ଶତମୁଖ ମାଧୁରୀ
    ମନୋରଞ୍ଜନ

    ନବକୋଠି ଶାଢ଼ିର ପ୍ରଶଂସାରେ ଶତମୁଖ ମାଧୁରୀ

    13876
    Apr 06, 2026
  • ନାଟ୍ୟ ମଣ୍ଡପକୁ ଆସିବେ ମହାଭାରତର ଦୁର୍ଯ୍ୟୋଧନ
    ମନୋରଞ୍ଜନ

    ନାଟ୍ୟ ମଣ୍ଡପକୁ ଆସିବେ ମହାଭାରତର ଦୁର୍ଯ୍ୟୋଧନ

    15120
    Apr 06, 2026
  • ସୁରକ୍ଷା ପାଇଁ ସୀମାରେ ଛଡା ହେବେ ବିଷାକ୍ତ ସାପ, ବିଛା ଓ କୁମ୍ଭୀର
    ଦେଶ-ଦେଶାନ୍ତର

    ସୁରକ୍ଷା ପାଇଁ ସୀମାରେ ଛଡା ହେବେ ବିଷାକ୍ତ ସାପ, ବିଛା ଓ କୁମ୍ଭୀର

    13401
    Apr 06, 2026
  • ରାଜ୍ୟସଭାରେ ଓଡ଼ିଶାର ୩ ସାଂସଦ ନେଲେ ଶପଥ
    ଦେଶ-ଦେଶାନ୍ତର

    ରାଜ୍ୟସଭାରେ ଓଡ଼ିଶାର ୩ ସାଂସଦ ନେଲେ ଶପଥ

    14368
    Apr 06, 2026
  • ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୩୮,୪୨୪ କୋଟି ଟଙ୍କାକୁ ବୃଦ୍ଧି
    ଦେଶ-ଦେଶାନ୍ତର

    ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୩୮,୪୨୪ କୋଟି ଟଙ୍କାକୁ ବୃଦ୍ଧି

    14799
    Apr 05, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ରାଜ୍ୟସଭାରେ ଓଡ଼ିଶାର ୩ ସାଂସଦ ନେଲେ ଶପଥ

    14368
    Apr 06, 2026
  • ମନୋରଞ୍ଜନ

    ନାଟ୍ୟ ମଣ୍ଡପକୁ ଆସିବେ ମହାଭାରତର ଦୁର୍ଯ୍ୟୋଧନ

    15120
    Apr 06, 2026
  • ବିଶେଷ

    ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15181
    Apr 06, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17403
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17462
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17813
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16290
    Apr 03, 2021

ବିଶେଷ

  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15181
    Apr 06, 2026
  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

    14031
    Apr 04, 2026
  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    15445
    Apr 02, 2026
  • ଘରେ ଅଶାନ୍ତି ବଢ଼ାଏ ଏହି ଗଛ

    14652
    Apr 01, 2026
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    16052
    Mar 31, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15316
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15045
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15550
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13846
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୩୮,୪୨୪ କୋଟି ଟଙ୍କାକୁ ବୃଦ୍ଧି

    14799
    Apr 05, 2026
  • ସୁରକ୍ଷା ପାଇଁ ସୀମାରେ ଛଡା ହେବେ ବିଷାକ୍ତ ସାପ, ବିଛା ଓ କୁମ୍ଭୀର

    13401
    Apr 06, 2026
  • ନେପାଳରେ ଶନିବାର ଓ ରବିବାର ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ

    13989
    Apr 06, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In