Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, April 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମଣିଷର ମୃତ୍ୟୁ ପରେ କାର୍‌କୁ ବି କବର

  • ‘ମହାବତାର ପର୍ଶୁରାମ’ର ପୋଷ୍ଟର ରିଲିଜ୍

  • ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷ ଫଲୋଅର୍ସ, ...

  • ଖାଇକୁ ଖସିଲା ବସ୍, ୧୫ ମୃତ

  • ଭାରତ-ରୁଷ ମୁତୟନ କରିବେ ୩ ହଜାର ସୈନ୍ୟ

  • ତାମିଲନାଡ଼ୁ ବାଣ ବିସ୍ଫୋରଣ : ମୃତ୍ୟୁ ...

  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

  • ଡେପୁଟି କମିଶନରଙ୍କ ବାସଭବନରେ ଇଡି ଚଢାଉ

  • ଦ୍ୱିତୀୟ ସନ୍ତାନ ଅପେକ୍ଷାରେ ଅଭିନେତ୍ରୀ ...

  • ଇଟାଲୀରେ ଦୁଇ ଭାରତୀୟଙ୍କୁ ଗୁଳି କରି ...

Home ›› ››ଏହି ଦିଗରେ ରଖିନ୍ତୁନି ଡଷ୍ଟବିନ୍‌‌, ହୋଇଥାଏ ଧନର ଅଭାବ

ଏହି ଦିଗରେ ରଖିନ୍ତୁନି ଡଷ୍ଟବିନ୍‌‌, ହୋଇଥାଏ ଧନର ଅଭାବ

2023-05-27 05:08:20
14170
Share:
Facebook
Twitter
E-Mail
WhatsApp
Telegram
ଏହି ଦିଗରେ ରଖିନ୍ତୁନି ଡଷ୍ଟବିନ୍‌‌, ହୋଇଥାଏ ଧନର ଅଭାବ

ସଭିଏଁ ନିଜ ଜୀବନରେ ସଫଳତା ହାସଲ କରିବାକୁ ଇଚ୍ଛା ରଖିଥାଆନ୍ତି। ଏଥିପାଇଁ ଅନେକ କଠିନ ପରିଶ୍ରମ ମଧ୍ୟ କରିଥାଆନ୍ତି। ଏହାସହ ଅନେକ ସମୟରେ ଜାଣତରେ ଅଜାଣତରେ କରୁଥିବା କିଛି ଭୁଲ୍‌‌ ପାଇଁ ପରିଶ୍ରମ କଲେ ମଧ୍ୟ ସଫଳତା ମିଳିପାରି ନଥାଏ। ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥାଏ। ଘରେ ରଖାଯାଉଥିବା କିଛି ଜିନିଷକୁ ଭୁଲ୍‌‌ ସ୍ଥାନରେ ରଖିବା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହେବା ସହ ମାନସିକ, ଶାରୀରିକ ଓ ଆର୍ଥିକ କ୍ଷେତ୍ରରେ ସମସ୍ୟା ଆସିଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ହୋଇଥାଏ।
ତେବେ କିଛି ବାସ୍ତୁ ନିୟମ ପ୍ରତି ଧ୍ୟାନ ଦେବା ଦ୍ୱାରା ଏହି ସମସ୍ତ ସମସ୍ୟା ଦୂର ହୋଇଥାଏ। ତେବେ ଘରେ ରଖାଯାଉଥିବା କିଛି ଜିନିଷ ମଧ୍ୟରୁ ଗୋଟିଏ ହେଉଛି ଅଳିଆ ରଖିବା ପାତ୍ର (ଡଷ୍ଟବିନ୍‌‌)। ଘରେ ଡଷ୍ଟବିନ୍‌‌କୁ ମଧ୍ୟ ସଠିକ ସ୍ଥାନରେ ରଖିବା ନିତାନ୍ତ ଆବଶ୍ୟକ। ଏହାକୁ ସଠିକ ସ୍ଥାନରେ ନରଖିବା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ଜାଣନ୍ତୁ..
ବାସ୍ତୁ ଅନୁଯାୟୀ, ଭୁଲ୍‌‌ ଦିଗରେ ଡଷ୍ଟବିନ୍‌‌ ରଖିବା ଦ୍ୱାରା ଘରେ ଧନର ଅଭାବ ହୋଇଥାଏ। ସଫଳତା ମିଳିପାରି ନଥାଏ। ଆର୍ଥିକ ସମସ୍ୟା ଲାଗି ରହିଥାଏ। ବିଶେଷ କରି ଉତ୍ତର-ପୂର୍ବ ଦିଗରେ ଭୁଲ୍‌‌ରେ ମଧ୍ୟ ଡଷ୍ଟବିନ୍‌‌ ରଖିବା ଉଚିତ ନୁହେଁ।
ବାସ୍ତୁ ଅନୁଯାୟୀ, ଏହି ଦିଗକୁ ଦେବୀ-ଦେବତାଙ୍କ ଦିଗ ବୋଲି କୁହାଯାଏ। ଏହି ଦିଗରେ ଡଷ୍ଟବିନ୍‌‌ ରଖିବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ଶାରୀରିକ ଓ ମାନସିକ ଦୁଃଶ୍ଚିନ୍ତା ଲାଗି ରହିଥାଏ।
ବାସ୍ତୁ ଅନୁଯାୟୀ, ଉତ୍ତର-ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଦିଗରେ ଡଷ୍ଟବିନ୍‌‌ ରଖିପାରିବେ। ଏହି ଦିଗରେ ଡଷ୍ଟବିନ୍‌‌ ରଖିବା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇନଥାଏ। ସଠିକ୍‌‌ ସ୍ଥାନରେ ଡଷ୍ଟବିନ୍‌‌ ରଖିବା ଦ୍ୱାରା ଘରେ ସମସ୍ୟା ସୃଷ୍ଟି ହୋଇନଥାଏ। ଆର୍ଥିକ କ୍ଷେତ୍ରରେ ମଧ୍ୟ ବାଧା ଆସିନଥାଏ।

Powered by Froala Editor

Tags Dustbin

Related articles Odisha News Lens 4.1

  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ
    ବିଶେଷ

    ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

    13344
    Apr 20, 2026
  • ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷ ଫଲୋଅର୍ସ, କିନ୍ତୁ ସନ୍ୟାସିନୀ ପାଲଟିଲେ ହର୍ଷା
    ମନୋରଞ୍ଜନ

    ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷ ଫଲୋଅର୍ସ, କିନ୍ତୁ ସନ୍ୟାସିନୀ ପାଲଟିଲେ ହର୍ଷା

    14388
    Apr 20, 2026
  • ଡେପୁଟି କମିଶନରଙ୍କ ବାସଭବନରେ ଇଡି ଚଢାଉ
    ଦେଶ-ଦେଶାନ୍ତର

    ଡେପୁଟି କମିଶନରଙ୍କ ବାସଭବନରେ ଇଡି ଚଢାଉ

    13619
    Apr 19, 2026
  • ମଣିଷର ମୃତ୍ୟୁ ପରେ କାର୍‌କୁ ବି କବର
    ଦେଶ-ଦେଶାନ୍ତର

    ମଣିଷର ମୃତ୍ୟୁ ପରେ କାର୍‌କୁ ବି କବର

    14731
    Apr 20, 2026
  • ଖାଇକୁ ଖସିଲା ବସ୍, ୧୫ ମୃତ
    ଦେଶ-ଦେଶାନ୍ତର

    ଖାଇକୁ ଖସିଲା ବସ୍, ୧୫ ମୃତ

    13975
    Apr 20, 2026
  • ଦ୍ୱିତୀୟ ସନ୍ତାନ ଅପେକ୍ଷାରେ ଅଭିନେତ୍ରୀ ଦୀପିକା ପାଦୁକୋଣ
    ଦେଶ-ଦେଶାନ୍ତର

    ଦ୍ୱିତୀୟ ସନ୍ତାନ ଅପେକ୍ଷାରେ ଅଭିନେତ୍ରୀ ଦୀପିକା ପାଦୁକୋଣ

    14456
    Apr 19, 2026
  • ‘ମହାବତାର ପର୍ଶୁରାମ’ର ପୋଷ୍ଟର ରିଲିଜ୍
    ମନୋରଞ୍ଜନ

    ‘ମହାବତାର ପର୍ଶୁରାମ’ର ପୋଷ୍ଟର ରିଲିଜ୍

    13784
    Apr 20, 2026
  • ତାମିଲନାଡ଼ୁ ବାଣ ବିସ୍ଫୋରଣ : ମୃତ୍ୟୁ ସଂଖ୍ୟା ୨୩, ଆହୁରି ବଢ଼ିବାର ଆଶଙ୍କା
    ଦେଶ-ଦେଶାନ୍ତର

    ତାମିଲନାଡ଼ୁ ବାଣ ବିସ୍ଫୋରଣ : ମୃତ୍ୟୁ ସଂଖ୍ୟା ୨୩, ଆହୁରି ବଢ଼ିବାର ଆଶଙ୍କା

    15461
    Apr 20, 2026
  • ଭାରତ-ରୁଷ ମୁତୟନ କରିବେ ୩ ହଜାର ସୈନ୍ୟ
    ଦେଶ-ଦେଶାନ୍ତର

    ଭାରତ-ରୁଷ ମୁତୟନ କରିବେ ୩ ହଜାର ସୈନ୍ୟ

    15300
    Apr 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଖାଇକୁ ଖସିଲା ବସ୍, ୧୫ ମୃତ

    13975
    Apr 20, 2026
  • ମନୋରଞ୍ଜନ

    ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷ ଫଲୋଅର୍ସ, କିନ୍ତୁ ସନ୍ୟାସିନୀ ପାଲଟିଲେ ହର୍ଷା

    14388
    Apr 20, 2026
  • ଦେଶ-ଦେଶାନ୍ତର

    ଡେପୁଟି କମିଶନରଙ୍କ ବାସଭବନରେ ଇଡି ଚଢାଉ

    13619
    Apr 19, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17425
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17479
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17836
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16307
    Apr 03, 2021

ବିଶେଷ

  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

    13344
    Apr 20, 2026
  • ଅସ୍ଥି ମଜଭୁତ କରେ ଖଜୁରି

    16103
    Apr 16, 2026
  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15810
    Apr 13, 2026
  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    16166
    Apr 12, 2026
  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14785
    Apr 11, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15343
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15074
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15576
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13874
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ‘ମହାବତାର ପର୍ଶୁରାମ’ର ପୋଷ୍ଟର ରିଲିଜ୍

    13784
    Apr 20, 2026
  • ଇଟାଲୀରେ ଦୁଇ ଭାରତୀୟଙ୍କୁ ଗୁଳି କରି ହତ୍ୟା

    14424
    Apr 19, 2026
  • ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷ ଫଲୋଅର୍ସ, କିନ୍ତୁ ସନ୍ୟାସିନୀ ପାଲଟିଲେ ହର୍ଷା

    14388
    Apr 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In