ରାଜ୍ୟରେ ଆଉ ୭୨୧୬ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୭୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୪୦୧୨ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୩୧୭୫ ଜଣ ଆକ୍ରାନ୍ତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୪୦୯, ବାଲେଶ୍ୱରରେ ୨୧୫, ବରଗଡ଼ରେ ୩୩୧, ଭଦ୍ରକରେ ୨୪୬, ବଲାଙ୍ଗୀରରେ ୧୩୦, ବୌଦ୍ଧରେ ୧୪୮, କଟକରେ ୧୦୯୧, ଦେବଗଡ଼ରେ ୬୮, ଢେଙ୍କାନାଳରେ ୪୨୮, ଗଜପତିରେ ୩୮, ଗଞ୍ଜାମରେ ୧୫୦, ଜଗତସିଂହପୁରରେ ୧୮୩, ଯାଜପୁରରେ ୨୪୧, ଝାରସୁଗୁଡ଼ାରେ ୬୪, କଳାହାଣ୍ଡିରେ ୧୫୦, କନ୍ଧମାଳରେ ୧୦୧, କେନ୍ଦ୍ରାପଡ଼ାରେ ୪୮୭, କେନ୍ଦୁଝରରେ ୭୨, ଖୋର୍ଦ୍ଧାରେ ୮୦୯, କୋରାପୁଟରେ ୨୨୦, ମାଲକାନାଗିରିରେ ୧୩୫, ମୟୂରଭଞ୍ଜରେ ୨୭, ନବରଙ୍ଗପୁରରେ ୨୪୨, ନୟାଗଡ଼ରେ ୧୬୪, ନୂଆପଡ଼ାରେ ୬୬, ପୁରୀରେ ୧୧୦, ରାୟଗଡ଼ାରେ ୨୪୬, ସମ୍ବଲପୁରରେ ୨୪୧, ସୋନପୁରରେ ୭୪, ସୁନ୍ଦରଗଡ଼ରେ ୧୮୪ ଓ ରାଜ୍ୟ ପୁଲରେ ୧୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Powered by Froala Editor