Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, May 22, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • NEET ପେପର୍ ଲିକ, ପୁଅ ପାଇଁ ପ୍ରଶ୍ନପତ୍ର ...

  • ଜୁନ୍ ୧୮ରେ ୨୪ଟି ରାଜ୍ୟସଭା ଆସନ ପାଇଁ ...

  • କାର୍ଯ୍ୟାନୁଷ୍ଠାନ ପରେ ନୂଆ ଆକାଉଣ୍ଟ ସହ ...

  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ...

  • ବେଙ୍ଗାଲୁରୁ ବିମାନବନ୍ଦରରେ ଟଳିଲା ବଡ଼ ...

  • ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା

  • ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ...

  • ବନ୍ଧୁକ ମୁନରେ ଅପହରଣ କରି ପଞ୍ଜାବୀ ...

  • ଅଫିମ ଯୁଦ୍ଧର କଳା କାହାଣୀ ନେଇ ଆସୁଛି ...

  • ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା : ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››କାର୍ଯ୍ୟାନୁଷ୍ଠାନ ପରେ ନୂଆ ଆକାଉଣ୍ଟ ସହ ଫେରିଲା ‘କକ୍‌ରୋଚ ଜନତା ପାର୍ଟି’

କାର୍ଯ୍ୟାନୁଷ୍ଠାନ ପରେ ନୂଆ ଆକାଉଣ୍ଟ ସହ ଫେରିଲା ‘କକ୍‌ରୋଚ ଜନତା ପାର୍ଟି’

2026-05-22 06:18:08
13290
Share:
Facebook
Twitter
E-Mail
WhatsApp
Telegram
କାର୍ଯ୍ୟାନୁଷ୍ଠାନ ପରେ ନୂଆ ଆକାଉଣ୍ଟ ସହ ଫେରିଲା ‘କକ୍‌ରୋଚ ଜନତା ପାର୍ଟି’

ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି କରିଥିବା ବ୍ୟଙ୍ଗାତ୍ମକ ଡିଜିଟାଲ ଆନ୍ଦୋଳନ ‘କକ୍‌ରୋଚ ଜନତା ପାର୍ଟି’ (ସିଜେପି) ଆକାଉଣ୍ଟକୁ ଛୁଟୁଛନ୍ତି ଲକ୍ଷାଧିକ ଫୋଲର୍ସ। CJIଙ୍କ ଛୋଟିଆ ମନ୍ତବ୍ୟ ଏବେ ବଡ଼ ବିପ୍ଲବ ଆଡ଼କୁ ନେଉଛି। କୁହାଯାଉଛି ଦେଶର ଜେନ୍ ଜିଙ୍କ ଇଏ ସ୍ବର। କିନ୍ତୁ ସତରେ କଣ ଏସବୁ ହେଉଛି? ନା ସୋସିଆଲ୍ ମିଡିଆର ଆଢ଼ୁଆଳରେ ରହି ଏହାକୁ କିଏ କରାଉଛି? ‘କକରୋଚ୍ ଜନତା ପାର୍ଟି’ର ରିଙ୍ଗ ମାଷ୍ଟର କିଏ?

ଏହାର ପ୍ରତିଷ୍ଠାତା। (୧) ଅଭିଜିତ ଦିପକେ (୨) ଅର୍ପିତ ଶର୍ମା  (୩) ମେଘନାଦ... ଏଇ ତିନି ଜଣଙ୍କ ଭିତରେ ଗୋଟିଏ କନେକ୍ସନ୍...ଏଇ ସମସ୍ତ ବ୍ୟକ୍ତି ଆମ୍ ଆଦମୀ ପାର୍ଟିର ସକ୍ରିୟ ସଦସ୍ୟ। ଅଭିଜିତ ଦିପକେ, ୨୦୨୦ ମସିହାରେ ଆପ୍ ସହ ଯୋଡ଼ି ହୋଇଥିଲେ। ସେତେବେଳେ ଦିଲ୍ଲୀରେ କ୍ଷମତାରେ ଥିଲା ଦଳ, ଆଉ ୟେ ସମ୍ଭାଳୁଥିଲେ ସୋସିଆଲ୍ ମିଡିଆ ଓ ଗଣମାଧ୍ୟମ ବ୍ୟାପାର। ପରେ ଆମେରିକା ଗଲେ, ସେଠୁ ରହି ବି ଆପ୍ ପାଇଁ କାମ କରୁଥିବା ଖୋଦ୍ ତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟରୁ ଜାଣି ହେଉଛି। ଆପ୍ ର ଦ୍ବିତୀୟ କ୍ଷମତାଶାଳୀ ନେତା ମନୀଷ ସିସୋଦିଆଙ୍କ ସହ ତାଙ୍କ ସମ୍ପର୍କ ହିଁ ସବୁ ସ୍ପଷ୍ଟ କରିଛି। 

ତେବେ କକରୋଚ୍ ଜନତା ପାର୍ଟି’ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୁରୁବାର ଏହି ପାର୍ଟିର ଅଫିସିଆଲ ‘X’ ଆକାଉଣ୍ଟକୁ ଭାରତରେ ପ୍ରତିବନ୍ଧିତ କରାଯାଇଛି। କାର୍ଯ୍ୟାନୁଷ୍ଠାନର କିଛି ସମୟ ମଧ୍ୟରେ ‘କକ୍‌ରୋଚ ଇଜ୍‌ ବ୍ୟାକ୍‌’ ନାମରେ ଏକ ନୂଆ ହ୍ୟାଣ୍ଡେଲ୍‌ ଖୋଲାଯାଇ ପ୍ରତିବାଦ ଜାରି ରଖାଯାଇଛି। 

ଅପରପକ୍ଷରେ ମେଟା ମାଲିକାନାରେ ଥିବା ‘ଇନ୍‌ଷ୍ଟାଗ୍ରାମ’ରେ ଏହି ପାର୍ଟିର କ୍ରେଜ୍‌ ଥମିବାର ନଁା ନେଉନାହିଁ। ମାତ୍ର ୫ ଦିନ ମଧ୍ୟରେ ଏହି ପାର୍ଟିର ଅନୁଗାମୀ (ଫଲୋଅର୍ସ) ସଂଖ୍ୟା ୧୭.୩ ମିଲିୟନ (୧.୭୩ କୋଟି) ଅତିକ୍ରମ କରିସାରିଛି। କେବଳ ସାର୍ଜମେଣ୍ଟ, ରିଲ୍ସ ଏବଂ ଯୁବପିଢ଼ିଙ୍କ ଆକ୍ରୋଶକୁ ଆୟୁଧ କରି ସିଜେପି ଦେଶର ଶାସକ ଦଳ ଭାରତୀୟ ଜନତା ପାର୍ଟି (ଭାଜପା)ର ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ (୮.୯ ମିଲିୟନ ଫଲୋଅର୍ସ)କୁ ବହୁ ପଛରେ ପକାଇ ଦେଇଛି। 

ସୂଚନାଥାଉ କି, ଗତ ମେ’ ୧୫ରେ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ସୋସିଆଲ ମିଡିଆ ଓ ଆରଟିଆଇ କର୍ମୀ ସାଜି ସମସ୍ତଙ୍କୁ ଆକ୍ରମଣ କରୁଥିବା କେତେଜଣ ଯୁବକଙ୍କ ଆଚରଣକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ, ‘କେତେଜଣ ଯୁବକ ଅଛନ୍ତି, ଯେଉଁମାନେ ଅସରପା (କକ୍‌ରୋଚ) ଭଳି। ସେମାନଙ୍କୁ କୌଣସି ରୋଜଗାର କିମ୍ବା ବୃତ୍ତିରେ ସ୍ଥାନ ମିଳେନାହିଁ। ସେମାନଙ୍କ ମଧ୍ୟରୁ କେତେଜଣ ମିଡିଆ, କେତେଜଣ ସୋସିଆଲ ମିଡିଆ, ଆରଟିଆଇ କର୍ମୀ ସାଜି ସମସ୍ତଙ୍କୁ ଆକ୍ରମଣ କରନ୍ତି।’ ସମ୍ବିଧାନର ରକ୍ଷକଙ୍କ ମୁହଁରୁ ଯୁବପିଢ଼ିଙ୍କ ପାଇଁ ଏଭଳି ଶବ୍ଦ ଶୁଣି ସୋସିଆଲ ମିଡିଆରେ ଜୋରଦାର ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ ଏହାର ପ୍ରତିବାଦ ସ୍ବରୂପ ପୂର୍ବରୁ ଆପ୍‌ (ଏଏପି) ସହ ଜଡ଼ିତ ଥିବା ଅଭିଜିତ ଦୀପକେ ‘କକ୍‌ରୋଚ ଜନତା ପାର୍ଟି’ (ସିଜେପି)ର ସୂତ୍ରପାତ କରିଥିଲେ।

Powered by Froala Editor

Tags cjp

Related articles Odisha News Lens 4.1

  • ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ଗୁଳି କରି ହତ୍ୟା
    ଦେଶ-ଦେଶାନ୍ତର

    ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ଗୁଳି କରି ହତ୍ୟା

    13931
    May 21, 2026
  • ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା :  ମୁଫତେଶକୁ ଏନକାଉଣ୍ଟର
    ଅପରାଧ

    ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା : ମୁଫତେଶକୁ ଏନକାଉଣ୍ଟର

    14759
    May 21, 2026
  • ବନ୍ଧୁକ ମୁନରେ ଅପହରଣ କରି ପଞ୍ଜାବୀ ଗାୟିକାଙ୍କୁ ହତ୍ୟା
    ଦେଶ-ଦେଶାନ୍ତର

    ବନ୍ଧୁକ ମୁନରେ ଅପହରଣ କରି ପଞ୍ଜାବୀ ଗାୟିକାଙ୍କୁ ହତ୍ୟା

    15194
    May 21, 2026
  • ବେଙ୍ଗାଲୁରୁ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା, ୧୮୧ ଯାତ୍ରୀ ସୁରକ୍ଷିତ
    ଦେଶ-ଦେଶାନ୍ତର

    ବେଙ୍ଗାଲୁରୁ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା, ୧୮୧ ଯାତ୍ରୀ ସୁରକ୍ଷିତ

    13560
    May 21, 2026
  • ଅଫିମ ଯୁଦ୍ଧର କଳା କାହାଣୀ ନେଇ ଆସୁଛି ‘ଡ୍ରାଗନ’
    ମନୋରଞ୍ଜନ

    ଅଫିମ ଯୁଦ୍ଧର କଳା କାହାଣୀ ନେଇ ଆସୁଛି ‘ଡ୍ରାଗନ’

    15627
    May 21, 2026
  • NEET ପେପର୍ ଲିକ, ପୁଅ ପାଇଁ ପ୍ରଶ୍ନପତ୍ର କିଣିଥିଲେ ଡାକ୍ତର
    ଦେଶ-ଦେଶାନ୍ତର

    NEET ପେପର୍ ଲିକ, ପୁଅ ପାଇଁ ପ୍ରଶ୍ନପତ୍ର କିଣିଥିଲେ ଡାକ୍ତର

    14670
    May 22, 2026
  • ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା
    ଦେଶ-ଦେଶାନ୍ତର

    ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା

    13643
    May 21, 2026
  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି
    ବିଶେଷ

    ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    14504
    May 21, 2026
  • କାର୍ଯ୍ୟାନୁଷ୍ଠାନ ପରେ ନୂଆ ଆକାଉଣ୍ଟ ସହ ଫେରିଲା ‘କକ୍‌ରୋଚ ଜନତା ପାର୍ଟି’
    ଦେଶ-ଦେଶାନ୍ତର

    କାର୍ଯ୍ୟାନୁଷ୍ଠାନ ପରେ ନୂଆ ଆକାଉଣ୍ଟ ସହ ଫେରିଲା ‘କକ୍‌ରୋଚ ଜନତା ପାର୍ଟି’

    13290
    May 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କାର୍ଯ୍ୟାନୁଷ୍ଠାନ ପରେ ନୂଆ ଆକାଉଣ୍ଟ ସହ ଫେରିଲା ‘କକ୍‌ରୋଚ ଜନତା ପାର୍ଟି’

    13290
    May 22, 2026
  • ଅପରାଧ

    ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା : ମୁଫତେଶକୁ ଏନକାଉଣ୍ଟର

    14759
    May 21, 2026
  • ବିଶେଷ

    ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    14504
    May 21, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16872
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17488
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17539
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17924
    Sep 06, 2023

ବିଶେଷ

  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    14504
    May 21, 2026
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14264
    May 20, 2026
  • ପିଲାମାନେ ଖାଇବା ସମୟରେ ଏଭଳି ବାରମ୍ବାର କରୁଥିଲେ ଜାଣନ୍ତୁ କଣ କରିବେ?

    14433
    May 18, 2026
  • ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହେଲେ କଣ ହୋଇଥାଏ ଜାଣନ୍ତୁ....

    15496
    May 17, 2026
  • ଝିଟିପିଟିକୁ ଦୂର କରିବାକୁ ଚାହାଁନ୍ତି କି, ଆପଣାନ୍ତୁ ଏହି ଉପାୟ.....

    15104
    May 15, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15414
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15153
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15646
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13977
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • NEET ପେପର୍ ଲିକ, ପୁଅ ପାଇଁ ପ୍ରଶ୍ନପତ୍ର କିଣିଥିଲେ ଡାକ୍ତର

    14670
    May 22, 2026
  • ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ଗୁଳି କରି ହତ୍ୟା

    13931
    May 21, 2026
  • ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା : ମୁଫତେଶକୁ ଏନକାଉଣ୍ଟର

    14759
    May 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In