Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, September 15, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବ୍ରେକ୍‌ଅପ୍ ପରେ ଗାଲଫ୍ରେଣ୍ଡକୁ ଟଙ୍କା ...

  • ବ୍ରିକ୍ସ ସମ୍ମିଳନୀରେ ରିଲ୍ସ କରି ...

  • ବ୍ରିକ୍ସ ସମ୍ମିଳନୀର ନିରାମିଷ ଖାଦ୍ୟକୁ ...

  • କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ...

  • ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ...

  • ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ...

  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

  • ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ...

  • ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ

  • ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ...

ବିଶେଷ
Home ›› ବିଶେଷ ››ଜାଣନ୍ତୁ ହୃଦ୍‌ଘାତର ଲକ୍ଷଣ, କରନ୍ତୁନି ଅଣଦେଖା

ଜାଣନ୍ତୁ ହୃଦ୍‌ଘାତର ଲକ୍ଷଣ, କରନ୍ତୁନି ଅଣଦେଖା

2023-03-10 05:15:42
14924
Share:
Facebook
Twitter
E-Mail
WhatsApp
Telegram
ଜାଣନ୍ତୁ ହୃଦ୍‌ଘାତର ଲକ୍ଷଣ, କରନ୍ତୁନି ଅଣଦେଖା

ହାର୍ଟ ଫେଲ୍ୟୁୟର୍‌ର ଅର୍ଥ ନୁହେଁ ଯେ ହୃଦୟ ଆଉ କାମ କରୁନି। ବଞ୍ଚିବା ଆଶା ଆଉ ବାକି ନାହିଁ। ଏଚ୍‌ଏଫ୍‌ର ଅର୍ଥ ହେଉଛି, ହୃଦୟରେ ଯେଉଁ ପରିମାଣର ରକ୍ତ ସଂଚାଳନ ହେବା ଉଚିତ, ତାହା ଠିକ ଭାବରେ ହେଉନାହିଁ।

କେଉଁ ସଙ୍କେତ ଓ ଲକ୍ଷଣ ଅଣଦେଖା କରିବା ଉଚିତ ନୁହେଁ?
ଅଣନିଃଶ୍ବାସୀ ହୋଇପଡ଼ିବା, ଗୋଡ଼ କିମ୍ବା ପେଟରେ ଫୁଲା, ଲଗାତାର କାଶ ହେବା କିମ୍ବା ନିଃଶ୍ବାସ ପ୍ରଶ୍ବାସ ନେବା ସମୟରେ ସୁସୁରି ମାରିବା ଭଳି ଶବ୍ଦ ହେବା, କ୍ଲାନ୍ତି ବା ଦୁର୍ବଳ ଅନୁଭବ କରିବା, ଦ୍ବନ୍ଦ୍ବ, ବାଧିତ ଚିନ୍ତାଧାରା, ବର୍ଧିତ ଅନିୟମିତ ହୃତ୍‌ସ୍ପନ୍ଦନ ହାର ଆଦି ଲକ୍ଷଣ ଅନୁଭବ କଲେ, ତୁରନ୍ତ ଡାକ୍ତରଙ୍କୁ ଦେଖା କରି ପରାମର୍ଶ ନେବା ଜରୁରୀ।

ଜଣଙ୍କଠାରେ ଏଚ୍ଏଫ୍ ନାହିଁ ବୋଲି କେମିତି ଜଣାପଡ଼ିବ?
ଏହି ସବୁ ଲକ୍ଷଣ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ଉଦାହରଣ ସ୍ବରୂପ, ନୂଆ କରି ଅଣନିଃଶ୍ବାସୀ ହୋଇନାହାନ୍ତି କିମ୍ବା ପରିସ୍ଥିତି ଗୁରୁତର ହୋଇନାହିଁ। ଶାରୀରିକ ଭାବରେ କାର୍ୟ୍ୟାଳୟସ୍ତରରେ ଆପଣଙ୍କ ପାଇଁ ସବୁ ସ୍ବାଭାବିକ ଅଛି। ଦେହରେ ନୂଆ କରି କେଉଁଠାରେ ଫୁଲା ହୋଇନାହିଁ। ଆପଣଙ୍କ ଗୋଡ଼ ଗଣ୍ଠି ଏବଂ ଗୋଡ଼ ସ୍ବାଭାବିକ ଦେଖାଯାଉଛି, ଓଜନ ସ୍ଥିର ରହିଛି, ଛାତିରେ ଯନ୍ତ୍ରଣା ନାହିଁ।

କୌଣସି ପ୍ରକାର ଆକସ୍ମିକ ପରିବର୍ତ୍ତନ ଦେଖିଲେ ଆପଣଙ୍କ ଡାକ୍ତରଙ୍କୁ ଜଣାନ୍ତୁ-
ବାରମ୍ବାର ଶୁଖିଲା ତଥା ଲହରା କାଶ ହେଲେ, ବିଶ୍ରାମ କଲାବେଳେ ଅଣନିଃଶ୍ବାସୀ ଲାଗିଲେ, ଶୋଇବା ସମୟରେ ଅସହଜବୋଧ ଅନୁଭବ କଲେ, ହଠାତ୍‌ ୧ରୁ ୧.୩ କିଲୋଗ୍ରାମ ଓଜନ ବଢ଼ିଲେ, ମୁଣ୍ଡ ବୁଲାଇଲେ, ଦ୍ବନ୍ଦ୍ବରେ ପଡ଼ିଲେ, ଦୁଃଖ ଲାଗିଲେ, କିମ୍ବା ମାନସିକ ଚାପଗ୍ରସ୍ତ ହେ‌ଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଜରୁରୀ। ସେହିଭଳି ଶରୀରର ତଳ ଅଂଶରେ ଅସହଜବୋଧ କିମ୍ବା ଫୁଲ ବଢ଼ିଲେ, ଡାକ୍ତର ଦେଖାଇବା ଉଚିତ। କାରଣ ଏହି ସତର୍କତା ହିଁ ଚେତାବନୀ ଅଟେ।

ଯଦି ଆପଣଙ୍କ ହାର୍ଟ ଫେଲ୍ୟୁୟର ହୁଏ, ଆପଣ କଣ କରିପାରିବେ?
ଏଚ୍ଏଫ ସହିତ ବଞ୍ଚିବା ପାଇଁ ଡାକ୍ତର ପରାମର୍ଶ ଅନୁଯାୟୀ ନୂଆ ସ୍ବାସ୍ଥ୍ୟକର ଅଭ୍ୟାସ ଗୁଡ଼ିକ ଆପଣାନ୍ତୁ। ଉଦାହରଣ ସ୍ବରୂପ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସଠିକ ଔଷଧ ସେବନ କରନ୍ତୁ, ପ୍ରତିଦିନ ଲକ୍ଷଣଗୁଡ଼ିକ ଉପରେ ନଜର ରଖନ୍ତୁ, କମ ସୋଡିୟମ୍‌ ଯୁକ୍ତ ଖାଦ୍ୟ ଖାଆନ୍ତୁ, ମଦ ପିଇବା ବିଷୟରେ ଡାକ୍ତରଙ୍କୁ ପଚାରନ୍ତୁ, ପ୍ରତିଦିନ ନିଜକୁ ଓଜନ କରନ୍ତୁ, ଯଦ୍ବାରା ଆପଣ ଜାଣିପାରିବେ ଯେ ଶରୀରରେ ତରଳ ପଦାର୍ଥ କମ ରହୁଛି କି ନାହିଁ। ନିୟମିତ ଶାରୀରିକ କାର୍ୟ୍ୟକଳାପ କରନ୍ତୁ। ଧୂମପାନ କରନ୍ତୁ ନାହିଁ।

ଏଚ୍‌ଏଫ୍‌ ସହିତ ବଞ୍ଚିବା ପାଇଁ କଣ କରିବେ?
ଏଚ୍‌ଏଫ୍‌ ରୋଗୀମାନେ ସ୍ବାଭାବିକ ଏବଂ ସକ୍ରିୟ ଜୀବନ ବଞ୍ଚି ପାରିବେ। ମନେ ରଖନ୍ତୁ ପ୍ରତ୍ୟେକ ହୃଦ୍‌ରୋଗ ହାର୍ଟ ଫେଲ୍ୟୁୟର ନୁହେଁ। ଆପଣ ଡାକ୍ତରଙ୍କୁ ଲକ୍ଷଣଗୁଡ଼ିକ ବିଷୟରେ କୁହନ୍ତୁ। ‘ହୃତ୍‌ପିଣ୍ଡ କାମ କରୁଛି ଏବଂ ଅକାମୀ ହୋଇନାହିଁ’। ଏହା ହେଉଛି ଆପଣଙ୍କ ହୃଦୟର ସଫଳତା ପାଇଁ ମନ୍ତ୍ର। ବର୍ତ୍ତମାନ ପ୍ରଥମ ପଦକ୍ଷେପ ନେବାର ସମୟ ଆସିଯାଇଛି।

Powered by Froala Editor

Tags Heart attack

Related articles Odisha News Lens 4.1

  • ବ୍ରିକ୍ସ ସମ୍ମିଳନୀରେ ରିଲ୍ସ କରି କନେଷ୍ଟବଳ ହଟହଟା
    ଦେଶ-ଦେଶାନ୍ତର

    ବ୍ରିକ୍ସ ସମ୍ମିଳନୀରେ ରିଲ୍ସ କରି କନେଷ୍ଟବଳ ହଟହଟା

    14600
    Sep 14, 2026
  • ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ
    ଦେଶ-ଦେଶାନ୍ତର

    ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ

    14203
    Sep 12, 2026
  • ବ୍ରିକ୍ସ ସମ୍ମିଳନୀର ନିରାମିଷ ଖାଦ୍ୟକୁ ନେଇ ବିବାଦ
    ଦେଶ-ଦେଶାନ୍ତର

    ବ୍ରିକ୍ସ ସମ୍ମିଳନୀର ନିରାମିଷ ଖାଦ୍ୟକୁ ନେଇ ବିବାଦ

    15095
    Sep 14, 2026
  • ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ରାଷ୍ଟ୍ରପତି

    13700
    Sep 13, 2026
  • ବ୍ରେକ୍‌ଅପ୍ ପରେ ଗାଲଫ୍ରେଣ୍ଡକୁ ଟଙ୍କା ଫେରସ୍ତ ମାଗିଲେ ସିଇଓ
    ଦେଶ-ଦେଶାନ୍ତର

    ବ୍ରେକ୍‌ଅପ୍ ପରେ ଗାଲଫ୍ରେଣ୍ଡକୁ ଟଙ୍କା ଫେରସ୍ତ ମାଗିଲେ ସିଇଓ

    13926
    Sep 14, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !
    ବାଣିଜ୍ୟ

    ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14415
    Sep 12, 2026
  • ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ଟେଷ୍ଟିଂ ସେଣ୍ଟର
    ଦେଶ-ଦେଶାନ୍ତର

    ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ଟେଷ୍ଟିଂ ସେଣ୍ଟର

    14516
    Sep 12, 2026
  • ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ପାଇଁ ଡିଲ୍‌
    ଅପରାଧ

    ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ପାଇଁ ଡିଲ୍‌

    15299
    Sep 12, 2026
  • ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ
    ଦେଶ-ଦେଶାନ୍ତର

    ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ

    14460
    Sep 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ: ଟ୍ରମ୍ପ

    15127
    Sep 13, 2026
  • ଦେଶ-ଦେଶାନ୍ତର

    ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ

    14460
    Sep 12, 2026
  • ଦେଶ-ଦେଶାନ୍ତର

    ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ଟେଷ୍ଟିଂ ସେଣ୍ଟର

    14516
    Sep 12, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17094
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17771
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17762
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18166
    Sep 06, 2023

ବିଶେଷ

  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14484
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16123
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14659
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13968
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14775
    Aug 31, 2026

ବାଣିଜ୍ୟ

୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

୯ ଅକ୍ଟୋବରରୁ ଆରମ୍ଭ ହେବ ଫ୍ଲିପକାର୍ଟର Big Billion Days Sale । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ସୂଚନା ଅନୁସାରେ, Flipkart Big Billion Days Sale ୨୦୨୬ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇପାରେ। ଜଣେ X ୟୁଜର ଫ୍ଲିପକାର୍ଟ ମୋବାଇଲ୍ ଆପ୍‌ର ଏକ ସ୍କ୍ରିନ୍‌ସଟ୍ ସେୟାର କରିଛନ୍ତି। ଏଥିରେ ବିଗ୍ ...

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14311
    Sep 09, 2026
  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    14077
    Sep 08, 2026
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14704
    Sep 08, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    15041
    Sep 06, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବ୍ରେକ୍‌ଅପ୍ ପରେ ଗାଲଫ୍ରେଣ୍ଡକୁ ଟଙ୍କା ଫେରସ୍ତ ମାଗିଲେ ସିଇଓ

    13926
    Sep 14, 2026
  • ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ରାଷ୍ଟ୍ରପତି

    13700
    Sep 13, 2026
  • ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ

    14460
    Sep 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In