Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, January 31, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କେଦାରନାଥରେ ବନାଇପାରିବେନି ରିଲ୍ସ

  • ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଧୀରେନ୍ଦ୍ର ...

  • ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ...

  • ବିନା ଡାଏଲଗ୍‌ରେ ‘ଗାନ୍ଧୀ ଟକ୍‌ସ’

  • ଜୀବନ ପ୍ରତି ବିପଦ ଅଛି କହିଲେ, ଅନ୍ୟ ...

  • ଆୟକର ଚଢଉ ବେଳେ ମାନସିକ ଭାରସାମ୍ୟ ହରାଇ ...

  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ...

  • ସୋସିଆଲ ମିଡିଆର ଅପବ୍ୟବହାର ରୋକିବାକୁ ...

  • ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥିରେ ...

  • ଉପମୁଖ୍ୟମନ୍ତ୍ରୀ ପଦ ଲାଗି ସୁନେତ୍ରାଙ୍କ ...

ବିଶେଷ
Home ›› ବିଶେଷ ››ଏହି ୪ଟି କଥା ହୋଇପାରେ ବିବାହ ବିଚ୍ଛେଦର ମୁଖ୍ୟ କାରଣ

ଏହି ୪ଟି କଥା ହୋଇପାରେ ବିବାହ ବିଚ୍ଛେଦର ମୁଖ୍ୟ କାରଣ

2021-05-22 11:31:42
15623
Share:
Facebook
Twitter
E-Mail
WhatsApp
Telegram
ଏହି ୪ଟି କଥା ହୋଇପାରେ ବିବାହ ବିଚ୍ଛେଦର ମୁଖ୍ୟ କାରଣ

ଯେତେବେଳେ କୌଣସି ଦମ୍ପତ୍ତି ନୂଆ ନୂଆ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି ୭ ଜନ୍ମ ପାଇଁ ଏକାଠି ରହିବାର ପ୍ରତିଜ୍ଞା କରିଥାନ୍ତି। କିନ୍ତୁ ବହୁବାର ସମ୍ପର୍କରେ ଏଭଳି କିଛି କଥା ଘଟିଯାଏ ଯାହାକୁ ନେଇ ପରସ୍ପର ମଧ୍ୟରେ ବାଦ-ବିବାଦ ଲାଗିବା ପରେ ବୈବାହିକ ଜୀବନରେ ସୃଷ୍ଟି ହୋଇଥାଏ ଫାଟ। ଏହାର ମୁଖ୍ୟ କାରଣ ହେଉଛି ପରସ୍ପର ବିଚାର ନମିଳିବା, ଜଣେ ଅନ୍ୟଜଣର ପରମ୍ପରା ସହିତ ନିଜକୁ ଖାପଖୁଆଇ ଚଳିନପାରିବା ଓ ପସନ୍ଦ ନାପସନ୍ଦର ଝଗଡା ସବୁବେଳେ ବିବାଦର କାରଣ ହୋଇଥାଏ। ବିବାହ ବିଚ୍ଛେଦ ଏଭଳି ଏକ ସ୍ଥିତି ଯେତେବେଳେ ଦୁଇଜଣ ଲୋକ ସବୁବେଳ ପାଇଁ ଅଲଗା ହେବାର ନିଷ୍ପତ୍ତି ନେଇଥାନ୍ତି। ଆଜି ଆମେ ଆପଣଙ୍କୁ ଏଭଳି କିଛି କଥା କହୁଛୁ ଯାହା ଉପରେ ଆପଣ ସମୟ ପୂର୍ବରୁ ଯଦି କାବୁ କରିପାରନ୍ତି ତେବେ ବିବାହ ବିଚ୍ଛେଦ।

ଅତୀତର ସମ୍ପର୍କ: ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ ଯେ, ଅତୀତର କୌଣସି ଘଟଣା ବର୍ତ୍ତମାନ ଏବଂ ଭବିଷ୍ୟତକୁ ଖରାପ କରିଦେଇଥାଏ। ଯଦି ଆପଣ ନିଜର ପାର୍ଟନରଙ୍କ ଅତୀତ ବିଷୟରେ ଜାଣିଥାନ୍ତି ଏବଂ ଆପଣ ଏହାକୁ ସ୍ବୀକାର କରୁଛନ୍ତି ତେବେ ତାଙ୍କ ସହ ସମ୍ପର୍କ ବଢାନ୍ତୁ। ଯଦି ନାହିଁ ତେବେ ସବୁକିଛି ଭୁଲି ନୂତନ ଆରମ୍ଭ କରନ୍ତୁ। କାରଣ କାହାର ଅତୀତକୁ ଆପଣ ବଦଳାଇ ପାରିବେ ନାହିଁ। ଅତୀତର ସମସ୍ତ ପୁରୁଣା ଦୋଷ-ଦୁର୍ବଳତାକୁ ଭୂଲି ଜୀବନର ନୂତନ ଆରମ୍ଭ କରନ୍ତୁ। ଭବିଷ୍ୟତରେ ନୂତନ ସମ୍ପର୍କର ସମ୍ଭାବନା ପ୍ରତି ସକାରତ୍ମକ ଦୃଷ୍ଟିକୋଣ ରଖନ୍ତୁ। ଏହାଦ୍ବାରା ଆପଣ ଏବଂ ଆପଣଙ୍କ ସାଥୀ ଦୁହେଁ ଖୁସି ରହିପାରିବେ।

ଜଣେ ଅନ୍ୟ ଜଣକୁ ଦୋଷ ଦେବା :  ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ପରସ୍ପର ଜଣେ ଅନ୍ୟ ଜଣକୁ ଦୋଷ ଦେବା ସମ୍ପର୍କକୁ ଅଧିକ ଖରାପ କରିଥାଏ। ଯଦି ଲାଗୁଛି ଆପଣଙ୍କ ସାଥୀଙ୍କ ଦ୍ବାରା କୌଣସି ଭୁଲ ହେଉଛି, ତେବେ ତାଙ୍କୁ ସିଧାସଳଖ ଭାବରେ ଦୋଷ ନଦେଇ ବୁଝାଇ ପାରିବେ। ଯେଉଁ ଭଳି ଦୁଇ ହାତ ନବାଜିଲେ ତାଳି ବାଜେନି, ଠିକ୍ ସେଭଳି ପରସ୍ପରର ଭୁଲ ଥିଲେ ଯାଇ ଝଗଡା ହୋଇଥାଏ।

ପରିବାରର ଅର୍ଥିକ ସ୍ଥିତି : ଯଦି ସ୍ବାମୀ କିମ୍ବା ସ୍ତ୍ରୀ ଉଭୟ ଭିତରୁ ଜଣଙ୍କର ପାରିବାରିକ ଆର୍ଥିକ ସ୍ଥିତି ଭଲ ଥାଏ ତେବେ ଦାମ୍ପତ୍ତ୍ୟ ଜୀବନରେ ଫାଟ ସୃଷ୍ଟି କରିପାରେ। ଯଦି ଜଣେ  ଧନୀ କିମ୍ବା ଆଉ ଜଣେ ଗରୀବ ଘରୁ ଆସିଥାନ୍ତି ତେବେ ଏହା କାରଣରୁ ବିବାହ ବିଚ୍ଛେଦ ହୋଇପାରେ। କାରଣ ବାରମ୍ବାର ଝଗଡା ହେବା ବେଳେ ଜଣେ ଅନ୍ୟଜଣଙ୍କ ପରିବାରର ଆର୍ଥିକ ସ୍ଥିତିକୁ ନେଇ କହିବାକୁ ପଛାଇ ନଥାନ୍ତି। ଯାହାଫଳରେ ବିବାହ ବିଚ୍ଛେଦ ହେବାର ସମ୍ଭାବନା ଅଧିକ ବଢିଯାଏ। ଯଦି ଆପଣଙ୍କ ଭିତରେ ଏଭଳି କୌଣସି କଥା ରହିଛି ତେବେ ଏଥିପ୍ରତି ସତର୍କ ରୁହନ୍ତୁ।

ସମ୍ପର୍କ ଭିତରେ ଥିବା ଶୂନ୍ୟସ୍ଥାନ : କୌଣସି ସମ୍ପର୍କକୁ ଶେଷ କରିବା ପୂର୍ବରୁ ପରସ୍ପରର ନିଷ୍ପତ୍ତି ରହିବା ଦରକାର। ଦୁହେଁ ଏକାଠି ମିଶି କଥା ହେବା ଦରକାର, ଯାହାଫଳରେ ବହୁ ଭୁଲ ବୁଝାମଣା ଦୂର ହୋଇପାରିବ। ଦୁହିଁଙ୍କ ସମ୍ପର୍କ ଭିତରେ ଯଦି ଶୂନ୍ୟସ୍ଥାନ ରହିଯାଏ ତେବେ ସମ୍ପର୍କର ସୁତାଖିଅ ଛିଡିଯିବାର ସମ୍ଭାବନା ଅଧିକ ରହିଥାଏ।

Powered by Froala Editor

Tags Devorce

Related articles Odisha News Lens 4.1

  • ବିନା ଡାଏଲଗ୍‌ରେ ‘ଗାନ୍ଧୀ ଟକ୍‌ସ’
    ମନୋରଞ୍ଜନ

    ବିନା ଡାଏଲଗ୍‌ରେ ‘ଗାନ୍ଧୀ ଟକ୍‌ସ’

    14411
    Jan 31, 2026
  • ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା
    ଦେଶ-ଦେଶାନ୍ତର

    ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା

    14652
    Jan 31, 2026
  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ
    ବିଶେଷ

    କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ

    14119
    Jan 31, 2026
  • ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥିରେ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦୀ
    ଦେଶ-ଦେଶାନ୍ତର

    ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥିରେ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦୀ

    15263
    Jan 30, 2026
  • ସୋସିଆଲ ମିଡିଆର ଅପବ୍ୟବହାର ରୋକିବାକୁ ବିହାର ସରକାର ନେଲେ ଏହି ପଦକ୍ଷେପ
    ଦେଶ-ଦେଶାନ୍ତର

    ସୋସିଆଲ ମିଡିଆର ଅପବ୍ୟବହାର ରୋକିବାକୁ ବିହାର ସରକାର ନେଲେ ଏହି ପଦକ୍ଷେପ

    13605
    Jan 30, 2026
  • କେଦାରନାଥରେ ବନାଇପାରିବେନି ରିଲ୍ସ
    ଦେଶ-ଦେଶାନ୍ତର

    କେଦାରନାଥରେ ବନାଇପାରିବେନି ରିଲ୍ସ

    13942
    Jan 31, 2026
  • ଆୟକର ଚଢଉ ବେଳେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ରିୟଲ ଇଷ୍ଟେଟ ମାଲିକ
    ଦେଶ-ଦେଶାନ୍ତର

    ଆୟକର ଚଢଉ ବେଳେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ରିୟଲ ଇଷ୍ଟେଟ ମାଲିକ

    14068
    Jan 31, 2026
  • ଉପମୁଖ୍ୟମନ୍ତ୍ରୀ ପଦ ଲାଗି ସୁନେତ୍ରାଙ୍କ ନାମ !
    ଦେଶ-ଦେଶାନ୍ତର

    ଉପମୁଖ୍ୟମନ୍ତ୍ରୀ ପଦ ଲାଗି ସୁନେତ୍ରାଙ୍କ ନାମ !

    14341
    Jan 30, 2026
  • ଜୀବନ ପ୍ରତି ବିପଦ ଅଛି କହିଲେ, ଅନ୍ୟ ଯେକୌଣସି ରାଷ୍ଟ୍ରରେ ଆଲୋଚନା ପାଇଁ ଜେଲେନ୍‌ସ୍କି ...
    ଦେଶ-ଦେଶାନ୍ତର

    ଜୀବନ ପ୍ରତି ବିପଦ ଅଛି କହିଲେ, ଅନ୍ୟ ଯେକୌଣସି ରାଷ୍ଟ୍ରରେ ଆଲୋଚନା ପାଇଁ ଜେଲେନ୍‌ସ୍କି ...

    14030
    Jan 31, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ

    15029
    Jan 31, 2026
  • ଦେଶ-ଦେଶାନ୍ତର

    କେଦାରନାଥରେ ବନାଇପାରିବେନି ରିଲ୍ସ

    13942
    Jan 31, 2026
  • ମନୋରଞ୍ଜନ

    ବିନା ଡାଏଲଗ୍‌ରେ ‘ଗାନ୍ଧୀ ଟକ୍‌ସ’

    14411
    Jan 31, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17320
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17393
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17737
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16212
    Apr 03, 2021

ବିଶେଷ

  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ

    14119
    Jan 31, 2026
  • ଏମିତି କଲେ ହେବ ନାହିଁ ଗ୍ୟାସ୍

    14303
    Jan 29, 2026
  • ଅଧିକ ପିଆଜ ଖାଆନ୍ତୁ ନାହିଁ ଏହି ରୋଗୀ

    15895
    Jan 28, 2026
  • ମନିପ୍ଲାଣ୍ଟକୁ ଶୟନ କକ୍ଷରେ ଏହି ଦିଗରେ ରଖିବା ସବୁଠାରୁ ଶୁଭ

    16287
    Jan 27, 2026
  • ବୈଦ୍ୟୁତିକ କେଟିଲର ବ୍ୟବହାର କରିବେ କିପରି, ଜାଣନ୍ତୁ....

    15683
    Jan 24, 2026

ବାଣିଜ୍ୟ

ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

କିଶୋରୀ ବାଳିକାମାନଙ୍କୁ ଶିକ୍ଷଣ, ଆବଶ୍ୟକ ପରାମର୍ଶ ଦେଇ ସଶକ୍ତ କରିବା ଏବଂ ଆର୍‌ସିବି ମହିଳା ଟିମ୍‌କୁ ପ୍ର୍ରତ୍ୟକ୍ଷ ଭେଟିବାର ସୁଯୋଗ ପ୍ରଦାନ ନିମନ୍ତେ ୧ଡର୍‌ଓମ୍ୟାନ୍‌ ଏକାଡେମୀ ଓ ଚାଟ୍&zw ...

  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15325
    Jan 22, 2026
  • ୧.୪୦ ଲକ୍ଷ ଟପିଲା ସୁନା

    15735
    Jan 12, 2026
  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15483
    Jan 08, 2026
  • ଆଇଟିସି 'ଭିଟାମିନ୍ ଡି' ସହିତ ସନଫିଷ୍ଟ ମାରି ଲାଇଟ୍ ଶୁଭାରମ୍ଭ କରିଛି

    14451
    Jan 07, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା

    14652
    Jan 31, 2026
  • ସୋସିଆଲ ମିଡିଆର ଅପବ୍ୟବହାର ରୋକିବାକୁ ବିହାର ସରକାର ନେଲେ ଏହି ପଦକ୍ଷେପ

    13605
    Jan 30, 2026
  • ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥିରେ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦୀ

    15263
    Jan 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In