ଲେଉଟିଲା ଶୀତ
ଭୁବନେଶ୍ୱର: ରାଜ୍ୟକୁ ପୁଣି ଲେଉଟିଲା ଶୀତ । କମୁଛି ରାତି ତାପମାତ୍ରା, ବଢୁଛି ଥଣ୍ଡା । ପଶ୍ଚିମା ଝଡର ପ୍ରଭାବରେ ପ୍ରଭାବିତ ହେଉଛି ରାତି ତାପମାତ୍ରା । ଆଗକୁ ଆହୁରି ୩ରୁ ୫ ଡିଗ୍ରୀ ଖସିପାରେ ପାରଦ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯାଉଛି । ଫଳରେ ଦୃଶ୍ୟମାନ କ୍ଷମତା ହ୍ରାସ ପାଉଛି ।
Powered by Froala Editor