Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, June 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଯିଏ ଦୋଷୀ ତାକୁ ସେହି ସ୍ଥାନକୁ ନେଇ ...

  • ବିଶ୍ୱାସଘାତକଙ୍କ ପାଇଁ କୌଣସି କ୍ଷମା ...

  • ଅଯୋଧ୍ୟାରେ ରାମ ମନ୍ଦିର ଦାନ ଅର୍ଥ ହେରଫେର ...

  • ୧ ରୁ ପାସପୋର୍ଟ ଦେୟ ମହଙ୍ଗା

  • କେତନ ଚନ୍ଦା ଥିଲେ, ସିୟାଙ୍କୁ ଏହା ପସନ୍ଦ ...

  • ଯଦି ମୋ ଝିଅ କେତନକୁ ମାରିଛି, ତାକୁ ବି ...

  • ରାମଗଡ଼ରେ ହୃଦୟବିଦାରକ ସଡ଼କ ଦୁର୍ଘଟଣା : ୭ ...

  • ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ...

  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

  • ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ...

Home ›› ››ସଂସଦରେ ଆମର ଆଚରଣ ଦେଖି ବାହାରେ ହସୁଛନ୍ତି ୧୩୫କୋଟି ଲୋକ:ଉପରାଷ୍ଟ୍ରପତି

ସଂସଦରେ ଆମର ଆଚରଣ ଦେଖି ବାହାରେ ହସୁଛନ୍ତି ୧୩୫କୋଟି ଲୋକ:ଉପରାଷ୍ଟ୍ରପତି

2022-12-21 07:45:28
14297
Share:
Facebook
Twitter
E-Mail
WhatsApp
Telegram
ସଂସଦରେ ଆମର ଆଚରଣ ଦେଖି ବାହାରେ ହସୁଛନ୍ତି ୧୩୫କୋଟି ଲୋକ:ଉପରାଷ୍ଟ୍ରପତି

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଜଗଦୀପ ଧନଖଡ ରାଜ୍ୟସଭାରେ ଠିଆ ହୋଇ କହିଲେ ଯେ, ସଂସଦରେ ଆମର ଆଚରଣ ଦେଖି ବାହାରେ ୧୩୫କୋଟି ଲୋକ ହସୁଛନ୍ତି । ସ୍ୱାଧୀନତା ସଂଗ୍ରାମକୁ କୌଣସି ଅବଦାନ ନାହିଁ ବୋଲି ବିଜେପି ଓ ଆରଏସଏସ୍‌ ପ୍ରତି ମଲ୍ଲିକାର୍ଜୁନ ଖଡଗେଙ୍କ ମନ୍ତବ୍ୟକୁ ନେଇ ସଂସଦରେ ପୁଣି ଥରେ ବିଶୃଙ୍ଖଳା ଦେଖାଦେଇଛି । ଏପ୍ରକାର ଆଚରଣ ଯୋଗୁଁ ଆମେ ବଦନାମ ହେଉଛୁ  । ଆମେ ଏକ ଖରାପ ଉଦାହରଣ ସୃଷ୍ଟି କରୁଛୁ । 


 ସଂସଦରେ ଶାସକ ଦଳର ନେତା କହିବା ବେଳେ ବିରୋଧୀ ଦଳ ଏବଂ ବିରୋଧୀ ଦଳର ନେତା କହିବାବେଳେ ଶାସକ ଦଳ ବିଶୃଙ୍ଖଳା କରିବା ସ୍ପୃହଣୀୟ ନୁହେଁ ବୋଲି ଧନଖଡ କହିଥିଲେ । ସେ କହିଥିଲେ ଯେ, ଖଡଗେ ରାଜସ୍ଥାନ ର‍୍ୟାଲିରେ କହୁ କହୁ ‘କୁକୁର’ ଶଦ୍ଦଟି ତାଙ୍କ ପାଟିରୁ ବାହାରି ପଡିଥିଲା । ସଂସଦରେ ସେ କହିଥିଲେ ଯେ, ବାହାରେ ମୁଁ ଯାହା କହିଦେଇଛି,ତାକୁ ଗୃହରେ ଆଲୋଚନା କରିବା ଆବଶ୍ୟକତା ନାହିଁ । ଗୃହରେ ସେ ବାରମ୍ବାର କୁକୁର ପ୍ରସଙ୍ଗଟିକୁ ଛାଡି ତାଙ୍କ ଯୁକ୍ତି ଉପସ୍ଥାପନ କରିଥିଲେ । ବାହାରେ ବେଳେବେଳେ ଭାବପ୍ରବଣତାର ବଶବର୍ତ୍ତୀ ହୋଇ ଆମେ କ’ଣ  ଗୋଟାଏ କହିଦେିଥାଉ, ଯାହାର କୌଣସି ଭିତ୍ତି ବା ଯୌକ୍ତିକିତା ନଥାଏ । ଏହା ଉପରେ ଭିନ୍ନ ମତ ଥାଇପାରେ ।

ମାତ୍ର ତା’ ମାନେ ନୁହେଁ ଯେ ଗୃହରେ ଯେତେବେଳେ ଜଣେ ଶାସକ ବା ବିରୋଧୀ ଦଳର ନେତା କିଛି କହୁଛନ୍ତି ସେତେବେଳେ ଅନ୍ୟମାନେ ବିଶୃଙ୍ଖଳା  ସୃଷ୍ଟି କରିବେ । ଏହା କ’ଣ ଯେସାକୁ ତେସା ନୀତି? ଧନଖଡ କହିଥିଲେ ଯେ ଗୃହରେ କେହିକିଛି କହିବାକୁ ଚାହୁଁଥିଲେ ଓ ତାକୁ ରେକର୍ଡରୁ କାଟିବାକୁ ଚାହୁଁନଥିଲେ, ନିଜ ଯୁକ୍ତିର ସମର୍ଥନରେ ଡକ୍ୟୁମେଣ୍ଟ ଉପସ୍ଥାପନ କରିବା ଉଚିତ୍‌ । ସେ କହିଥିଲେ ଯେ, ସାମ୍ବିଧାନିକ ପଦବିରେ ଥିବାରୁ ସେ ଶାସକ ବା ବିରୋଧୀ କାହା ଆଡକୁ ଚାହିଁବେ ନାହିଁ, ସେ କେବଳ ସମ୍ବିଧାନ ପ୍ରତି ଦୃଷ୍ଟି ଦେବେ । ଏହା ମାଧ୍ୟମରେ ଖଡଗେଙ୍କୁ ତାଙ୍କ ଉକ୍ତିର ସମର୍ଥନକାରୀ ଦଲିଲ ଉପସ୍ଥାନନ କରିବାକୁ ଧନଖଡ ଇଙ୍ଗିତ କରିଥିଲେ । 

Powered by Froala Editor

Tags Jagdeep dhangad

Related articles Odisha News Lens 4.1

  • ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ଶ୍ରେଷ୍ଠ ଚଳଚ୍ଚିତ୍ର
    ମନୋରଞ୍ଜନ

    ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ଶ୍ରେଷ୍ଠ ଚଳଚ୍ଚିତ୍ର

    15640
    Jun 26, 2026
  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ
    ବିଶେଷ

    ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15413
    Jun 26, 2026
  • ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ: ମୋଦି
    ଦେଶ-ଦେଶାନ୍ତର

    ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ: ମୋଦି

    15194
    Jun 25, 2026
  •  ଯିଏ ଦୋଷୀ ତାକୁ ସେହି ସ୍ଥାନକୁ ନେଇ କେତନଙ୍କ ପରି ମୃତ୍ୟୁ ଦିଆଯାଉ: ସିଆଙ୍କ ମାଆ
    ଦେଶ-ଦେଶାନ୍ତର

    ଯିଏ ଦୋଷୀ ତାକୁ ସେହି ସ୍ଥାନକୁ ନେଇ କେତନଙ୍କ ପରି ମୃତ୍ୟୁ ଦିଆଯାଉ: ସିଆଙ୍କ ମାଆ

    13758
    Jun 27, 2026
  • ବିଶ୍ୱାସଘାତକଙ୍କ ପାଇଁ କୌଣସି କ୍ଷମା ନାହିଁ: ମମତା
    ଦେଶ-ଦେଶାନ୍ତର

    ବିଶ୍ୱାସଘାତକଙ୍କ ପାଇଁ କୌଣସି କ୍ଷମା ନାହିଁ: ମମତା

    15448
    Jun 27, 2026
  • ଯଦି ମୋ ଝିଅ କେତନକୁ ମାରିଛି, ତାକୁ ବି ଦୁର୍ଗରୁ ଫିଙ୍ଗିଦିଅ
    ଅପରାଧ

    ଯଦି ମୋ ଝିଅ କେତନକୁ ମାରିଛି, ତାକୁ ବି ଦୁର୍ଗରୁ ଫିଙ୍ଗିଦିଅ

    15614
    Jun 26, 2026
  • ୧ ରୁ ପାସପୋର୍ଟ ଦେୟ ମହଙ୍ଗା
    ଦେଶ-ଦେଶାନ୍ତର

    ୧ ରୁ ପାସପୋର୍ଟ ଦେୟ ମହଙ୍ଗା

    15309
    Jun 26, 2026
  • କେତନ ଚନ୍ଦା ଥିଲେ, ସିୟାଙ୍କୁ ଏହା ପସନ୍ଦ ନଥିଲା
    ଦେଶ-ଦେଶାନ୍ତର

    କେତନ ଚନ୍ଦା ଥିଲେ, ସିୟାଙ୍କୁ ଏହା ପସନ୍ଦ ନଥିଲା

    15200
    Jun 26, 2026
  • ଅଯୋଧ୍ୟାରେ ରାମ ମନ୍ଦିର ଦାନ ଅର୍ଥ ହେରଫେର ଅଭିଯୋଗ ମାମଲା: ୮ ଜଣଙ୍କ ନାଁରେ ଏଫଆଇଆର
    ଦେଶ-ଦେଶାନ୍ତର

    ଅଯୋଧ୍ୟାରେ ରାମ ମନ୍ଦିର ଦାନ ଅର୍ଥ ହେରଫେର ଅଭିଯୋଗ ମାମଲା: ୮ ଜଣଙ୍କ ନାଁରେ ଏଫଆଇଆର

    14341
    Jun 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15413
    Jun 26, 2026
  • ମନୋରଞ୍ଜନ

    ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ଶ୍ରେଷ୍ଠ ଚଳଚ୍ଚିତ୍ର

    15640
    Jun 26, 2026
  • ଦେଶ-ଦେଶାନ୍ତର

    ରାମଗଡ଼ରେ ହୃଦୟବିଦାରକ ସଡ଼କ ଦୁର୍ଘଟଣା : ୭ ମୃତ

    15037
    Jun 26, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16952
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17565
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17616
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18013
    Sep 06, 2023

ବିଶେଷ

  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15413
    Jun 26, 2026
  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    15494
    Jun 24, 2026
  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    15256
    Jun 22, 2026
  • ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ମିଳିଥାଏ ଏହିସବୁ ଲାଭ

    15085
    Jun 21, 2026
  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15700
    Jun 20, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13790
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14884
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15497
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15253
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିଶ୍ୱାସଘାତକଙ୍କ ପାଇଁ କୌଣସି କ୍ଷମା ନାହିଁ: ମମତା

    15448
    Jun 27, 2026
  • ଯିଏ ଦୋଷୀ ତାକୁ ସେହି ସ୍ଥାନକୁ ନେଇ କେତନଙ୍କ ପରି ମୃତ୍ୟୁ ଦିଆଯାଉ: ସିଆଙ୍କ ମାଆ

    13758
    Jun 27, 2026
  • ୧ ରୁ ପାସପୋର୍ଟ ଦେୟ ମହଙ୍ଗା

    15309
    Jun 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In