Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, April 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିବାହ ନିମନ୍ତ୍ରଣପତ୍ର ପଠାଇଥିଲେ ଯୁବକ, ...

  • ପଶ୍ଚିମବଙ୍ଗ ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର: ...

  • ଶକ୍ତିଶାଳୀ ଭୂକମ୍ପ ଝଟ୍‌କା: ଥରିଲା ଜାପାନ

  • ଅତ୍ୟଧିକ ପାଣି ପିଇଲେ ହୋଇଥାଏ ଏହି ...

  • ‘ମହାନାୟକ’ରେ ବିଜୁବାବୁଙ୍କ ଭୂମିକାରେ ...

  • ପୁଣି ଥରେ ପରଦାକୁ ଫେରୁଛି ଖଳନାୟକ

  • ମନ କି ବାତ୍‌ କାର୍ଯ୍ୟକ୍ରମରେ ଏହା କହିଲେ ...

  • ଫଟୋଗ୍ରାଫିର ‘ଜନକ’ ରଘୁ ରାୟଙ୍କ ପରଲୋକ

  • ଉଡ଼ାଣ ସମୟରେ ସ୍ୱିସ୍ ଏୟାର ବିମାନ ...

  • ସ୍ୱିସ୍ ଏୟାର ବିମାନର ଇଞ୍ଜିନ୍ ଫେଲ୍ ହୋଇ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଭୋଟିଂରେ ବଡ଼ ଘୋଟାଲା : ପଞ୍ଜିକୃତ ହୋଇଛନ୍ତି ୯୦ ଭୋଟର, ପଡ଼ିଛି ୧୮୧ ଭୋଟ୍

ଭୋଟିଂରେ ବଡ଼ ଘୋଟାଲା : ପଞ୍ଜିକୃତ ହୋଇଛନ୍ତି ୯୦ ଭୋଟର, ପଡ଼ିଛି ୧୮୧ ଭୋଟ୍

2021-04-05 17:19:56
14907
Share:
Facebook
Twitter
E-Mail
WhatsApp
Telegram
ଭୋଟିଂରେ ବଡ଼ ଘୋଟାଲା : ପଞ୍ଜିକୃତ ହୋଇଛନ୍ତି ୯୦ ଭୋଟର, ପଡ଼ିଛି ୧୮୧ ଭୋଟ୍
ଆସାମ ନିର୍ବାଚନରେ ବଡ଼ ଧରଣର ଘୋଟାଲା ଧରାପଡ଼ିଛି । ଗୋଟିଏ ପୋଲିଂ ବୁଥରେ ଯେତିକି ପଂଜୀକୃତ ଭୋଟର ଅଛନ୍ତି ତାହାର ଦୁଇଗୁଣ ଭୋଟ ପଡ଼ିଛି । ଘଟଣାଟି ଦିମା ହସାଓ ଜିଲ୍ଲାରେ ଥିବା ଏକ ପୋଲିଂ ବୁଥରେ ଘଟିଛି । ପୋଲିଂ ବୁଥରେ ମାତ୍ର ୯୦ ପଂଜୀକୃତ ଭୋଟ ଥିବାବେଳେ ସେଠାରେ ୧୮୧ଟି ଭୋଟ ପଡ଼ିଛି । ସୂଚନା ଯେ, ଏହି ବୁଥଟି ହାଫଲଙ୍ଗ ନିର୍ବାଚନ ମଣ୍ଡଳୀରେ ଆସୁଛି । ସଂପୃକ୍ତ ପୋଲିଂ ବୁଥଟି ଏକ ମୁଖ୍ୟ ପୋଲିଂ ବୁଥର ଏକ ସହାୟକ ବୁଥ ଭାବେ ଖୋଲାଯାଇଥିଲା । କରୋନା ଯୋଗୁଁ ଜନଗହଳି କମାଇବାକୁ ପ୍ରତି ପାରମ୍ପରିକ ବୁଥ ଅଧିନରେ ନୂଆ ବୁଥ ଖୋଲାଯାଇଛି । ଏହି ବୁଥରେ ମାତ୍ର ୯୦ ଜଣ ପଂଜୀକୃତ ଭୋଟର ଥିବାବେଳେ ପ୍ରାୟ ୧୮୧ ଜଣ ଭୋଟ ଦେଇଛନ୍ତି । ମୁଖ୍ୟ ବୁଥରୁ କେତେକ ଭୋଟର ଆସି ଭୋଟ ଦେଇଥିବା ପ୍ରିଜାଇଡିଂ ଅଫିସର ସ୍ବୀକାର କରିଛନ୍ତି । ଏହା ଜଣାପଡ଼ିବା ପରେ ନିର୍ବାଚନ ଆୟୋଗ ୬ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ଏହି ବୁଥରେ ପୁନଃ ଭୋଟଗ୍ରହଣ କରିବାକୁ ଆୟୋଗ ବିଚାର କରୁଛନ୍ତି ।
Tags assam election

Related articles Odisha News Lens 4.1

  • ପୁଣି ଥରେ ପରଦାକୁ ଫେରୁଛି ଖଳନାୟକ
    ମନୋରଞ୍ଜନ

    ପୁଣି ଥରେ ପରଦାକୁ ଫେରୁଛି ଖଳନାୟକ

    14161
    Apr 26, 2026
  • ‘ମହାନାୟକ’ରେ ବିଜୁବାବୁଙ୍କ ଭୂମିକାରେ ଅଭିଷେକ
    ମନୋରଞ୍ଜନ

    ‘ମହାନାୟକ’ରେ ବିଜୁବାବୁଙ୍କ ଭୂମିକାରେ ଅଭିଷେକ

    14359
    Apr 26, 2026
  • ବିବାହ ନିମନ୍ତ୍ରଣପତ୍ର ପଠାଇଥିଲେ ଯୁବକ, ଚିଠି ଲେଖି ନବଦମ୍ପତିଙ୍କୁ ଶୁଭେଚ୍ଛା ...
    ଦେଶ-ଦେଶାନ୍ତର

    ବିବାହ ନିମନ୍ତ୍ରଣପତ୍ର ପଠାଇଥିଲେ ଯୁବକ, ଚିଠି ଲେଖି ନବଦମ୍ପତିଙ୍କୁ ଶୁଭେଚ୍ଛା ...

    15007
    Apr 27, 2026
  • ଉଡ଼ାଣ ସମୟରେ ସ୍ୱିସ୍ ଏୟାର ବିମାନ ଇଞ୍ଜିନରେ ନିଆଁ, ୬ ଯାତ୍ରୀ ଆହତ
    ଦେଶ-ଦେଶାନ୍ତର

    ଉଡ଼ାଣ ସମୟରେ ସ୍ୱିସ୍ ଏୟାର ବିମାନ ଇଞ୍ଜିନରେ ନିଆଁ, ୬ ଯାତ୍ରୀ ଆହତ

    13667
    Apr 26, 2026
  • ଫଟୋଗ୍ରାଫିର ‘ଜନକ’ ରଘୁ ରାୟଙ୍କ ପରଲୋକ
    ଦେଶ-ଦେଶାନ୍ତର

    ଫଟୋଗ୍ରାଫିର ‘ଜନକ’ ରଘୁ ରାୟଙ୍କ ପରଲୋକ

    14052
    Apr 26, 2026
  • ମନ କି ବାତ୍‌ କାର୍ଯ୍ୟକ୍ରମରେ ଏହା କହିଲେ ମୋଦୀ
    ଦେଶ-ଦେଶାନ୍ତର

    ମନ କି ବାତ୍‌ କାର୍ଯ୍ୟକ୍ରମରେ ଏହା କହିଲେ ମୋଦୀ

    14910
    Apr 26, 2026
  • ପଶ୍ଚିମବଙ୍ଗ ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର: ବିଜେପି ଏବଂ ଟିଏମସି ମଧ୍ୟରେ ସିଧାସଳଖ ...
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର: ବିଜେପି ଏବଂ ଟିଏମସି ମଧ୍ୟରେ ସିଧାସଳଖ ...

    14826
    Apr 27, 2026
  • ଶକ୍ତିଶାଳୀ ଭୂକମ୍ପ ଝଟ୍‌କା: ଥରିଲା ଜାପାନ
    ଦେଶ-ଦେଶାନ୍ତର

    ଶକ୍ତିଶାଳୀ ଭୂକମ୍ପ ଝଟ୍‌କା: ଥରିଲା ଜାପାନ

    15087
    Apr 27, 2026
  • ସ୍ୱିସ୍ ଏୟାର ବିମାନର ଇଞ୍ଜିନ୍ ଫେଲ୍ ହୋଇ ଲଗିଲା ନିଆଁ, ୬ ଯାତ୍ରୀ ଆହତ
    ଦେଶ-ଦେଶାନ୍ତର

    ସ୍ୱିସ୍ ଏୟାର ବିମାନର ଇଞ୍ଜିନ୍ ଫେଲ୍ ହୋଇ ଲଗିଲା ନିଆଁ, ୬ ଯାତ୍ରୀ ଆହତ

    15062
    Apr 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ପୁଣି ଥରେ ପରଦାକୁ ଫେରୁଛି ଖଳନାୟକ

    14161
    Apr 26, 2026
  • ବିଶେଷ

    ଅତ୍ୟଧିକ ପାଣି ପିଇଲେ ହୋଇଥାଏ ଏହି ଅସୁବିଧା

    15326
    Apr 27, 2026
  • ଦେଶ-ଦେଶାନ୍ତର

    ମନ କି ବାତ୍‌ କାର୍ଯ୍ୟକ୍ରମରେ ଏହା କହିଲେ ମୋଦୀ

    14910
    Apr 26, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17439
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17489
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17847
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16318
    Apr 03, 2021

ବିଶେଷ

  • ଅତ୍ୟଧିକ ପାଣି ପିଇଲେ ହୋଇଥାଏ ଏହି ଅସୁବିଧା

    15326
    Apr 27, 2026
  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

    14341
    Apr 25, 2026
  • ଶଜନା ଶାଗରେ ଭରି ରହିଛି ବହୁ ଔଷଧୀୟ ଗୁଣ

    14274
    Apr 24, 2026
  • କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

    13928
    Apr 23, 2026
  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ

    14626
    Apr 21, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15356
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15091
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15588
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13891
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିବାହ ନିମନ୍ତ୍ରଣପତ୍ର ପଠାଇଥିଲେ ଯୁବକ, ଚିଠି ଲେଖି ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    15007
    Apr 27, 2026
  • ମନ କି ବାତ୍‌ କାର୍ଯ୍ୟକ୍ରମରେ ଏହା କହିଲେ ମୋଦୀ

    14910
    Apr 26, 2026
  • ସ୍ୱିସ୍ ଏୟାର ବିମାନର ଇଞ୍ଜିନ୍ ଫେଲ୍ ହୋଇ ଲଗିଲା ନିଆଁ, ୬ ଯାତ୍ରୀ ଆହତ

    15062
    Apr 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In