ପଦ୍ମପୁର ଉପନିର୍ବାଚନ: ବିଜେପି ଷ୍ଟାର ପ୍ରଚାରକ ତାଲିକାରେ କିଏ ଅଛନ୍ତି ଜାଣନ୍ତୁ
ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ଚାରିଆଡେ ରାଜନୈତିକ ତାତି । ବିଜେଡି ବିଜେପି ଓ କଂଗ୍ରେସ ୩ ପ୍ରମୁଖ ଦଳ କିପରି ବାଜି ଜିତିବେ ସେନେଇ ଚାଲିଛି ଜୋରଦାର ଅଙ୍କକଷା । ଏହାରି ଭିିତରେ ଶାସକ ଦଳ ବିଜେପି ଉପନିର୍ବାଚନ ପାଇଁ ଆଜି ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ।
ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ, ଅଶ୍ୱିନୀ ବୈଷ୍ଣବ, ଅର୍ଜୁନ ମୁଣ୍ଡା, ବିଷେଶ୍ୱର ଟୁଡୁ, ଜୟନାରାୟଣ ମିଶ୍ର, ବୈଜୟନ୍ତ ପଣ୍ଡା, ସୁନୀଲ ବଂଶଲ, ଡି ପୁରନେ୍ଦଶ୍ୱୀରୀ, ବୀଜୟପାଲ ସିଂ ତୋମାର, ଜୁଏଲ ଓରାମ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ମନମୋହନ ସାମଲ, କେଭି ସିଂଦେଓ, ଗରିଧାରୀ ଗମାଙ୍ଗ, ଅପରାଜିତା ଷଡଙ୍ଗୀ, ସମ୍ବିତ ପାତ୍ର, ସଙ୍ଗୀତା ସିଂଦେଓ, ନିତେଶ ଗଙ୍ଗ ଦେବ, ଚୁନିଲାଲ ସାହୁ, ସୁରମା ପାଢୀ, ନାଉରୀ ନାୟକ, ରବିନାରାୟଣ ନାୟକ, ମାନସ କୁମାର ମହାନ୍ତି, ପୃଥୀରାଜ ରହିଚନ୍ଦନ, ଗୋଲକ ପ୍ରସାଦ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ମୋହନ ଚରଣ ମାଝୀ, ସୁବାଷ ପାଣିଗ୍ରାହୀ, ଶଙ୍କର ଓରାମ, ନିତ୍ୟାନନ୍ଦ ବଣ୍ଡା, ଭବାନୀଶଙ୍କର ଭୋଇ, ମୁକେଶ ମହାଲିଙ୍ଗ୍, କୁସୁମ ଟେଟେ, ସୁରଜ ସୂର୍ଯ୍ୟବଂଶୀ, ରଂଜନ କୁମାର ପଟେଲ, ବିଭୁପ୍ରସାଦ ତରାଇ, ଅଶ୍ୱିନୀ କୁମାର ଷଡଙ୍ଗୀ ।
Powered by Froala Editor