Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, August 02, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ...

  • ବହୁ ଉପାଦେୟ ମେଥିପାଣି

  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ...

  • ବଢ଼ିବାରେ ଲାଗିଛି ଅନିଲ ଅମ୍ବାନୀଙ୍କ ...

  • କମିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ...

  • ଆଜିଠୁ UPI ୟୁଜର୍ସଙ୍କ ପାଇଁ ନୂଆ ନିୟମ, ...

  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ...

  • ଆତ୍ମହତ୍ୟା ପୂର୍ବରୁ ମା’ଙ୍କୁ ମେସେଜ୍ ...

  • ୪୦ ବର୍ଷୀୟ ଶିକ୍ଷକ ସହ ଅଷ୍ଟମ ଶ୍ରେଣୀ ...

  • AI ପାଇଁ ଏହି ୪୦ଟି ଚାକିରି ବିପଦରେ

ବିଶେଷ
Home ›› ବିଶେଷ ››ଏହି ବୟସରେ ବାଛନ୍ତୁ ଏହି ସୂତ୍ର, ପାଇବେ ସଫଳତା

ଏହି ବୟସରେ ବାଛନ୍ତୁ ଏହି ସୂତ୍ର, ପାଇବେ ସଫଳତା

2022-11-19 04:14:30
14994
Share:
Facebook
Twitter
E-Mail
WhatsApp
Telegram
ଏହି ବୟସରେ ବାଛନ୍ତୁ ଏହି ସୂତ୍ର, ପାଇବେ ସଫଳତା

୨୫ ବର୍ଷ ବୟସ ପର୍ଯ୍ୟନ୍ତ ଅନେକ ପିଲାଙ୍କର ଖରାପ ଅଭ୍ୟାସ ଦେଖାଦେଇଥାଏ । ଏହି ବୟସ ଆପଣଙ୍କର ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାର ବୟସ।  ଯଦି ଏହି ଅଭ୍ୟାସ ୩୦ ବର୍ଷ ବୟସ ପର୍ଯ୍ୟନ୍ତ ଲାଗି ରହେ ତା ହାଲେ ଜୀବନରେ ସଫଳତା ହାସଲ କରିବା କ୍ଷେତ୍ରରେ ଅନେକ ବାଧା ଆଣିଥାଏ । ଆପଣ ଆଜି ହିଁ ସମୀକ୍ଷା କରନ୍ତୁ ଆପଣ କେଉଁ ରାସ୍ତାରେ ଅଛନ୍ତି । ଯଦି ଭୁଲ ରାସ୍ତାରେ ଅଛନ୍ତି ତେବେ ଆଜି ହିଁ ସେହି ରାସ୍ତାରୁ ଦୂରେଇ ଯାଆନ୍ତୁ ।

ଜାଣନ୍ତୁ ସାତଟି ସୂତ୍ର ଯାହା ଆପଣଙ୍କୁ ସଫଳତାର ପଥରେ ଅଗ୍ରସର କରିବ 

୧. ନିଶାଦ୍ରବ୍ୟ ଛାଡ଼ନ୍ତୁ
ଯଦି ଆପଣ ଧୂମପାନ କରୁଥାନ୍ତି ବା ନିଶାଦ୍ରବ୍ୟ ସେବନ କରୁଛନ୍ତି, ତାହଲେ ଏହି ଅଭ୍ୟାସ ତୁରନ୍ତ ଛାଡନ୍ତୁ । ସବୁ ପ୍ରକାର ନିଶା ଆମ ଶରୀର ଓ ମନ ପାଇଁ କ୍ଷତିକାରକ ହୋଇଥାଏ । ଏହା ଆପଣଙ୍କ ସ୍ମରଣଶକ୍ତି ଓ ଚିନ୍ତାଶକ୍ତିକୁ ଦୁର୍ବଳ କରିବ।ଦେଖାଯାଏ ଅଧିକାଂଶ ମାନସିକ ଚାପରୁ ମୁକ୍ତି ପାଇବା ପାଇଁ ସିଗାରଟ୍ ଟାଣିଥାନ୍ତି । ସତକଥା ହେଉଛି ସିଗାରେଟ୍‌ରେ ଥିବା ନିକୋଟିନ୍ ଆପଣ ମନକୁ ସାମୟିକ ଭାବେ ହାଲୁକା କରିବ ସିନା ସବୁଦିନ ପାଇଁ ଆପଣ ପରାଜୟ ପଥରେ ଅଗ୍ରସର ହେବେ। କୌଣସି ପ୍ରକାର ନିଶା ଆପଣଙ୍କୁ ସମାଧାନର ପନ୍ଥା ଦେଖାଇବ ନାହିଁ । ବରଂ ଆପଣ ମାନସିକ ଭାବେ ଦୁର୍ବଳ ହୋଇଯିବେ।

୨.ଶୋଇବା ସମୟ ଠିକ୍ ରଖନ୍ତୁ, ଧ୍ୟାନ କରନ୍ତୁ
ଦେଖାଯାଏ ବହୁ ଲୋକଙ୍କର ଶୋଇବା ଓ ଶଯ୍ୟାତ୍ୟାଗ ସମୟ ଠିକ୍ ନଥାଏ ।  କେତେବେଳେ ଶୀଘ୍ର ଶୁଅନ୍ତି ତ କେତେବେଳେ ଡେରିରେ ଶୁଅନ୍ତି । ଏହି କାରଣ ଯୋଗୁ ଆମର ଶରୀର ଏକ ନିର୍ଦ୍ଦିଷ୍ଟ ଧାରାରେ ପଡ଼ି ନଥାଏ । ଏଥି ଯୋଗୁ କ୍ଲାନ୍ତ ଲାଗେ ଓ ଓଜନ ମଧ୍ୟ ବଢିଥାଏ । ଆଜିକାଲି ଡେରିରେ ଶୋଇବା ସମସ୍ତଙ୍କର ଏକ ଅଭ୍ୟାସ ହୋଇଗଲାଣି । ତେଣୁ ଅଭ୍ୟାସ ଭାଙ୍ଗି ରାତି ୧୧ ଟା ପୂର୍ବରୁ ଶୋଇବା ଏବଂ ଭୋର ୫ ଟା ପୂର୍ବରୁ ଶଯ୍ୟା ତ୍ୟାଗ କରନ୍ତୁ । ଶଯ୍ୟା ତ୍ୟାଗ କରିବା ପରେ ଧ୍ୟାନ କରନ୍ତୁ । ଅତି କମ୍‌ରେ ୫ ମିନିଟ୍‌ରୁ ଧ୍ୟାନ ଆରମ୍ଭ କରନ୍ତୁ । ଧିରେ ଧିରେ ଅଭ୍ୟାସ ବଢ଼ାଇ ଅଧ ଘଣ୍ଟା ପର୍ଯ୍ୟନ୍ତ କରନ୍ତୁ । ପ୍ରତି ଦିନ ଧ୍ୟାନ କରିବା ଦ୍ୱାରା ଆପଣଙ୍କ ଏକାଗ୍ରତା, ମାନସିକ ଶକ୍ତି ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସଫଳ ହେବାକୁ ଆପଣଙ୍କର ରାସ୍ତା ଖୋଲିଯିବ। ଆପଣ ଜାଣିପାରିବେ ଆପଣଙ୍କ ପାଇଁ କ’ଣ ଠିକ୍, ଆଉ କ’ଣ ଭୁଲ । ଧ୍ୟାନ କରିବା ସମୟ ଆପଣ ନିଜେ ମଧ୍ୟ ନିର୍ଦ୍ଧାରଣ କରିପାରବେ । କିନ୍ତୁ ଧ୍ୟାନର କୌଣସି ବିକଳ୍ପ ନାହିଁ । ଆପଣଙ୍କ ଗୋଟିଏ ସପ୍ତାହ ଧ୍ୟାନ କରି ପରିବର୍ତ୍ତନ ଅନୁଭବ କରିପାରିବେ ।exercise

୩. ପ୍ରତିଦିନ ବ୍ୟାୟାମ କରନ୍ତୁ
ସ୍ୱାସ୍ଥ୍ୟ ହିଁ ସମ୍ପଦ । ସୁସ୍ଥ ରହିବା ପାଇଁ ବ୍ୟାୟାମ କରନ୍ତୁ । ରୋଗଗ୍ରସ୍ତ ଓ କ୍ଲାନ୍ତ ଶରୀରକୁ ଧରି ଆପଣ ଏହି ପ୍ରତିଯୋଗିତାମୂଳକ ସମାଜରେ ତିଷ୍ଠି ରହିପାରିବେ ନାହିଁ ।  ତେଣୁ ସବୁବେଳେ ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରନ୍ତୁ । ୩୦ ବର୍ଷ ପରେ ଦେହର ମାଂସପେଶୀ ଦୁର୍ବଳ ହେବାକୁ ଲାଗିଥାଏ । ଏହି ବୟସରେ ବ୍ୟାୟାମ କରିବା ନିହାତି ଅବଶ୍ୟକ। ପ୍ରତିଦିନ କିଛି ନା କିଛି ବ୍ୟାୟାମ କରନ୍ତୁ । ସବୁଦିନ ଚାଲନ୍ତୁ, ସାଇକେଲ ଚଲାନ୍ତୁ, ସୁଇମିଙ୍ଗ୍ ଇତ୍ୟାଦି କରନ୍ତୁ । ସମୟ ମିଳିଲେ ଗୋଟିଏ ଦୁଇଟି ଯୋଗାସନ ଯଦି କରିପାରୁଛନ୍ତି ତା ହେଲେ ଆହୁରି ଭଲ ।

୪. ନିଜକୁ ଅନ୍ୟ ସହ ତୁଳନା କରନ୍ତୁ ନାହିଁ
ନିଜକୁ ଅନ୍ୟ ସହ ତୁଳନା କରିବା ସବୁଠୁ ବଡ଼ ମୁର୍ଖାମୀ । ତେଣୁ ଏହା କେବେ ବି କରନ୍ତୁ ନାହିଁ । ଆପଣ ଆପଣଙ୍କୁ ହିଁ ଭଲ ଭାବେ ଚିହ୍ନିଛନ୍ତି । ଆପଣ କ’ଣ କରିପାରିବେ ତାହା ଆପଣଙ୍କ ଅପେକ୍ଷା ଅଧିକ କେହି ଜାଣି ନାହାନ୍ତି । ତେଣୁ ଅନ୍ୟ ସହ ତୁଳନା କରି ନିଜକୁ ଦୁର୍ବଳ କରନ୍ତୁ ନାହିଁ । ବରଂ ଆପଣଙ୍କ ମାନସିକ ଦକ୍ଷତା ବଢ଼ାଇବାକୁ ଚେଷ୍ଟା କରନ୍ତୁ ଯାହା ଆପଣଙ୍କୁ ଲକ୍ଷ୍ୟପଥରେ ପହଂଚାଇବ।

୫. ଭୁଲରୁ ଶିଖନ୍ତୁ, ଉଚ୍ଚ ଚିନ୍ତା କରନ୍ତୁ
ନିଜକୁ କାହା ସହ ତୁଳନା ନ କରି ସବୁବେଳେ ଉଚ୍ଚ ଆଶା ରଖନ୍ତୁ ।  ଉଚ୍ଚ ଆଶା ରହିଲେ ଆପଣଙ୍କ ମସ୍ତିଷ୍କରେ ସକରାତ୍ମକ ଶକ୍ତି ପ୍ରବାହ ହେବ । ଆଉ ଏକ ବଡ଼ କଥା ହେଉଛି ସବୁବେଳେ ନିଜ ଭୁଲକୁ ମାନି ନିଅନ୍ତୁ । ନିଜ ଭୁଲରୁ ଶିଖନ୍ତୁ ଯେ ଦୋଷ କେଉଁଠି ରହିଛି  ଓ ଏହାକୁ ସଠିକ ଭାବେ କାମରେ ପ୍ରୟୋଗ କରନ୍ତୁ ।

୬. କର୍ମ କରି ଚାଲନ୍ତୁ, ବିଫଳତା ସ୍ୱୀକାର କରନ୍ତୁ ନାହିଁ
କର୍ମ କରି ଚାଲନ୍ତୁ। କଠିନ ପରିଶ୍ରମ କରନ୍ତୁ । ବିଳମ୍ବ ହେଲେ ମଧ୍ୟ ସଫଳତା ମିଳିବ। ଯଦି ବିଫଳ ହେବେ ତଥାପି ଭାଂଗିପଡ଼ନ୍ତୁ ନାହିଁ । ପ୍ରତିକୂଳ ପରିସ୍ଥିତିରେ ଧୈର୍ଯ୍ୟ ଧରି ବିପଦର ସାମ୍ନା କରିପାରିଲେ ସଫଳତା ପଥରୁ ଆପଣଙ୍କୁ କେହି ବିଚ୍ୟୁତ କରିପାରିବେ ନାହିଁ । ଜାଣନ୍ତୁ ଜୀବନ ସଂଘର୍ଷମୟ । ବିନା ସଂଘର୍ଷରେ ଆପଣଙ୍କୁ କିଛି ବି ମିଳିବନି । ଗୋଟିଏ ଛୋଟିଆ କଥା ମନେ ରଖନ୍ତୁ, ଦିନ ପରେ ରାତି, ରାତି ପରେ ଦିନ । ଅନ୍ଧାର ପରେ ଆଲୋକ, ଆଲୋକ ପରେ ଅନ୍ଧାର । ଠିକ୍ ସେମିତି ବିଫଳତା ପରେ ସଫଳତା ନିଶ୍ଚିତ । ତେଣୁ ଆଦୌ ଭାଙ୍ଗି ପଡ଼ନ୍ତୁ ନାହିଁ । ସବୁବେଳେ ଭାବନ୍ତୁ ସଫଳତା ଆପଣଙ୍କୁ ଅପେକ୍ଷା କରି ବସିଛି ।

୭. ସଞ୍ଚୟ କରନ୍ତୁ
ବଦ ଖର୍ଚ୍ଚ କରିବା ବନ୍ଦ କରି ସହି ଅର୍ଥକୁ ସଞ୍ଚୟ କରିବା ଶିଖନ୍ତୁ । ମଣିଷ ଆର୍ଥିକ ସଂକଟରେ ଥିବା ବେଳେ ସବୁ ବେଳେ ମାନସିକ ଭାବେ ଦୁର୍ବଳ ହୋଇପଡ଼େ । ସଂଚୟ ଆପଣଙ୍କୁ ସେତିକି ବେଳେ ସାହାଯ୍ୟ କରିବ। ଏହା ଏକ ଭଲ ଅଭ୍ୟାସ

Powered by Froala Editor

Tags Life style

Related articles Odisha News Lens 4.1

  • ୪୦ ବର୍ଷୀୟ ଶିକ୍ଷକ ସହ ଅଷ୍ଟମ ଶ୍ରେଣୀ ଛାତ୍ରୀର ବାହାଘର
    ଦେଶ-ଦେଶାନ୍ତର

    ୪୦ ବର୍ଷୀୟ ଶିକ୍ଷକ ସହ ଅଷ୍ଟମ ଶ୍ରେଣୀ ଛାତ୍ରୀର ବାହାଘର

    14208
    Jul 31, 2025
  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ବିକ୍ରାନ୍ତ ଓ ରାଣୀଙ୍କ ନାଁ ତାଲିକାର ଆଗରେ
    ମନୋରଞ୍ଜନ

    ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ବିକ୍ରାନ୍ତ ଓ ରାଣୀଙ୍କ ନାଁ ତାଲିକାର ଆଗରେ

    14634
    Aug 01, 2025
  • ବଢ଼ିବାରେ ଲାଗିଛି ଅନିଲ ଅମ୍ବାନୀଙ୍କ ଅଡୁଆ, ସମନ ଜାରି କଲା ଇଡି
    ଦେଶ-ଦେଶାନ୍ତର

    ବଢ଼ିବାରେ ଲାଗିଛି ଅନିଲ ଅମ୍ବାନୀଙ୍କ ଅଡୁଆ, ସମନ ଜାରି କଲା ଇଡି

    14841
    Aug 01, 2025
  • AI ପାଇଁ ଏହି ୪୦ଟି ଚାକିରି ବିପଦରେ
    ଦେଶ-ଦେଶାନ୍ତର

    AI ପାଇଁ ଏହି ୪୦ଟି ଚାକିରି ବିପଦରେ

    15386
    Jul 31, 2025
  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....
    ବିଶେଷ

    ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....

    14820
    Aug 02, 2025
  • କମିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ
    ଦେଶ-ଦେଶାନ୍ତର

    କମିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ

    14265
    Aug 01, 2025
  •  ବହୁ ଉପାଦେୟ ମେଥିପାଣି
    ବିଶେଷ

    ବହୁ ଉପାଦେୟ ମେଥିପାଣି

    14853
    Aug 02, 2025
  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ...
    ବାଣିଜ୍ୟ

    ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ...

    14035
    Aug 01, 2025
  • ଆଜିଠୁ UPI ୟୁଜର୍ସଙ୍କ ପାଇଁ ନୂଆ ନିୟମ, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ଆଜିଠୁ UPI ୟୁଜର୍ସଙ୍କ ପାଇଁ ନୂଆ ନିୟମ, ଜାଣନ୍ତୁ କ’ଣ?

    15249
    Aug 01, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    AI ପାଇଁ ଏହି ୪୦ଟି ଚାକିରି ବିପଦରେ

    15386
    Jul 31, 2025
  • ଦେଶ-ଦେଶାନ୍ତର

    କମିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ

    14265
    Aug 01, 2025
  • ବାଣିଜ୍ୟ

    ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

    14035
    Aug 01, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16650
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16763
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17088
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15569
    Apr 03, 2021

ବିଶେଷ

  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....

    14820
    Aug 02, 2025
  • ବହୁ ଉପାଦେୟ ମେଥିପାଣି

    14853
    Aug 02, 2025
  • ଏମିତି କଲେ ଘରୁ ଦୂରେଇ ଯିବେ ଝିଟିପିଟି

    14519
    Jul 31, 2025
  • ଉପକାରୀ ଗୁଣରେ ଭରପୁର ଭିଟାମିନ୍‌-ଇ’

    14450
    Jul 31, 2025
  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

    15176
    Jul 30, 2025

ବାଣିଜ୍ୟ

ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

ନୂଆଦିଲ୍ଲୀ: ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନି ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ଭାବରେ ଶ୍ରୀ କେ ଜେ ପଟେଲଙ୍କ ନାମ ଘୋଷଣା କରିଛନ୍ତି । ଶ୍ରୀ ପଟେଲ ଡାଇରେକ୍ଟର, ଟେକ୍‌ନିକାଲ, ଇଫ୍&z ...

  • ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

    14257
    Jul 28, 2025
  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14719
    Jul 28, 2025
  • ହିଣ୍ଡାଲ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2'ଟି ଏମଓୟୁ ସ୍ଵାକ୍ଷର, କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା

    14810
    Jul 25, 2025
  • ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

    14157
    Jul 21, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୪୦ ବର୍ଷୀୟ ଶିକ୍ଷକ ସହ ଅଷ୍ଟମ ଶ୍ରେଣୀ ଛାତ୍ରୀର ବାହାଘର

    14208
    Jul 31, 2025
  • AI ପାଇଁ ଏହି ୪୦ଟି ଚାକିରି ବିପଦରେ

    15386
    Jul 31, 2025
  • ବହୁ ଉପାଦେୟ ମେଥିପାଣି

    14853
    Aug 02, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In