Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, June 19, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଏଚଆଇଭି ସଂକ୍ରମଣକୁ ରୋକିବାକୁ ଆସିଲା ...

ରାଜ୍ୟ
Home ›› ରାଜ୍ୟ ››କ୍ରୁଟ ପୁନଃ ସମ୍ମାନିତ

କ୍ରୁଟ ପୁନଃ ସମ୍ମାନିତ

2022-11-18 10:44:25
13893
Share:
Facebook
Twitter
E-Mail
WhatsApp
Telegram
କ୍ରୁଟ ପୁନଃ ସମ୍ମାନିତ

ଭୁବନେଶ୍ୱର: ଓଡ଼ିଶାର କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ-କ୍ରୁଟ ପୁନଃ ସମ୍ମାନିତ । ଦେଶରେ ଏକ ଅଭିନବ ବସ୍‌ ଚଳାଚଳ ସଂସ୍ଥାର ପରିଚାଳନା ପାଇଁ ଅର୍ବାନ ଇନଫ୍ରା ଗ୍ରୁପ ଦ୍ୱାରା ସମ୍ମାନିତ ହୋଇଛି । କ୍ରୁଟ ମୋ ବସ୍‌ ଓ ମୋ ଇ-ରାଇଡ ସେବାର ପରିଚାଳନା କରୁଛି । ସେକେଣ୍ଡ ଅର୍ବାନ ଇନଫ୍ରା ବିଜନେସ ସମ୍ମିଟ ଆଣ୍ଡ ଆର୍ଡସ-୨୦୨୨ରେ ଗମନାଗମନ ଓ ଗତିଶୀଳତା ବିଭାଗରେ ସମ୍ମାନ ଲାଭ କରିଛି ।

ସ୍ମାର୍ଟ ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପରେ କାର୍ୟ୍ୟ କରି ସକାରାତ୍ମକ ପରିବର୍ତ୍ତନ ଓ ବିକାଶ ଆଣୁଥିବା ଅନୁଷ୍ଠାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । କ୍ରୁଟ ହେଉଛି ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗରେ ଏକ ସ୍ୱତନ୍ତ୍ର ବସ୍‌ ସେବା । ସହରାଞ୍ଚଳ ପରିବହନ କ୍ଷେତ୍ରରେ କ୍ରୁଟ ସକାରାତ୍ମକ ପରିବର୍ତ୍ତନ ଓ ଉଲ୍ଲେଖନୀୟ ଅବଦାନ ପାଇଁ କାର୍ୟ୍ୟ କରିବା ସହିତ ଲଗାତାର ପ୍ରୟାସ ଜାରି ରଖିଛି । ଅର୍ବାନ ଇନଫ୍ରା ଗ୍ରୁପ ଦ୍ୱାରା କ୍ରୁଟ ସମ୍ମାନିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।

Powered by Froala Editor

Tags Crut

Related articles Odisha News Lens 4.1

  • ଉଡାଣ ପୂର୍ବରୁ ଇଞ୍ଜିନରେ କୌଣସି ସମସ୍ୟା ନଥିଲା : ଏୟାର ଇଣ୍ଡିଆ ସିଇଓ
    ଦେଶ-ଦେଶାନ୍ତର

    ଉଡାଣ ପୂର୍ବରୁ ଇଞ୍ଜିନରେ କୌଣସି ସମସ୍ୟା ନଥିଲା : ଏୟାର ଇଣ୍ଡିଆ ସିଇଓ

    13572
    Jun 19, 2025
  • ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ଜାଣନ୍ତୁ ?
    ବିଶେଷ

    ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ଜାଣନ୍ତୁ ?

    14290
    Jun 19, 2025
  • ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ
    ଦେଶ-ଦେଶାନ୍ତର

    ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ

    13593
    Jun 19, 2025
  • ଏଚଆଇଭି ସଂକ୍ରମଣକୁ ରୋକିବାକୁ ଆସିଲା ପ୍ରତିଷେଧକ ଟୀକା
    ଦେଶ-ଦେଶାନ୍ତର

    ଏଚଆଇଭି ସଂକ୍ରମଣକୁ ରୋକିବାକୁ ଆସିଲା ପ୍ରତିଷେଧକ ଟୀକା

    14843
    Jun 19, 2025
  • ଜୁଲାଇ ୨୫ରେ ପରଦାକୁ ଆସିବ ‘ସନ୍‌ ଅଫ୍‌ ସର୍ଦ୍ଦାର ୨’
    ମନୋରଞ୍ଜନ

    ଜୁଲାଇ ୨୫ରେ ପରଦାକୁ ଆସିବ ‘ସନ୍‌ ଅଫ୍‌ ସର୍ଦ୍ଦାର ୨’

    15203
    Jun 19, 2025
  • ୫ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ
    ଦେଶ-ଦେଶାନ୍ତର

    ୫ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ

    14963
    Jun 19, 2025
  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି
    ବାଣିଜ୍ୟ

    ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    14335
    Jun 19, 2025
  • ସବୁ କାର୍ଯ୍ୟରେ ସଫଳ ହେବାକୁ ଚାହୁଁଥିଲେ, ସକାଳୁ ଉଠି କରନ୍ତୁ ଏହା
    ବିଶେଷ

    ସବୁ କାର୍ଯ୍ୟରେ ସଫଳ ହେବାକୁ ଚାହୁଁଥିଲେ, ସକାଳୁ ଉଠି କରନ୍ତୁ ଏହା

    15175
    Jun 19, 2025
  • ଦୁଇ ଦେଶର ନେତା ମିଳିତ ଭାବେ ନେଇଥିଲେ ଯୁଦ୍ଧବିରତି ନିଷ୍ପତ୍ତି: ଟ୍ରମ୍ପ
    ଦେଶ-ଦେଶାନ୍ତର

    ଦୁଇ ଦେଶର ନେତା ମିଳିତ ଭାବେ ନେଇଥିଲେ ଯୁଦ୍ଧବିରତି ନିଷ୍ପତ୍ତି: ଟ୍ରମ୍ପ

    15004
    Jun 19, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୫ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ

    14963
    Jun 19, 2025
  • ବିଶେଷ

    ସବୁ କାର୍ଯ୍ୟରେ ସଫଳ ହେବାକୁ ଚାହୁଁଥିଲେ, ସକାଳୁ ଉଠି କରନ୍ତୁ ଏହା

    15175
    Jun 19, 2025
  • ମନୋରଞ୍ଜନ

    ଜୁଲାଇ ୨୫ରେ ପରଦାକୁ ଆସିବ ‘ସନ୍‌ ଅଫ୍‌ ସର୍ଦ୍ଦାର ୨’

    15203
    Jun 19, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16682
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16987
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15499
    Apr 03, 2021

ବିଶେଷ

  • ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ଜାଣନ୍ତୁ ?

    14290
    Jun 19, 2025
  • ସବୁ କାର୍ଯ୍ୟରେ ସଫଳ ହେବାକୁ ଚାହୁଁଥିଲେ, ସକାଳୁ ଉଠି କରନ୍ତୁ ଏହା

    15175
    Jun 19, 2025
  • ଶଜନାଶାଗ ଖାଇଲେ ବଢ଼ାଏ ସୌନ୍ଦର୍ଯ୍ୟ

    14535
    Jun 18, 2025
  • ଶୋଇବା ପୂର୍ବରୁ ଖାଆନ୍ତୁ ମାତ୍ର ୨ ଗୁଜୁରାତି, ମିଳିବ ଚମତ୍କାର ଲାଭ

    14256
    Jun 18, 2025
  • ବିବାହ ପୂର୍ବରୁ ଏହି ୫ଟି ଭୁଲ ଏଡାଇବା ଗୁରୁତ୍ୱପୂର୍ଣ୍ଣ

    14677
    Jun 17, 2025

ବାଣିଜ୍ୟ

ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

ଭାରତରେ ସ୍କୋଡା ଇଣ୍ଡିଆ ଖୁବ୍ ଶୀଘ୍ର ଏହାର ପ୍ରଥମ ସିଏନଜି ଏସୟୁଭି ଲଞ୍ଚ କରିପାରେ। କମ୍ପାନୀ ଏହାର ସଦ୍ୟ ଲଞ୍ଚ ହୋଇଥିବା କାଇଲାକ ସିଏନଜି ସଂସ୍କରଣ ଲଞ୍ଚ କରିପାରେ ବୋଲି ଶୁଣିବାକୁ ମିଳିଛି।  ସ୍କୋଡା ଇଣ୍ଡିଆ କାର ନିର୍ମାତାମାନେ ଏହି ସେଗମେଣ୍ଟ ଉପରେ ଧ୍ୟାନ ଦେଉଛନ୍ତି। 

କାଇଲାକ ସିଏନଜିରେ ୧.୦ ଲ ...

  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14448
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14458
    Jun 19, 2025
  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

    13776
    Jun 17, 2025
  • ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

    15384
    Jun 14, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜୁଲାଇ ୨୫ରେ ପରଦାକୁ ଆସିବ ‘ସନ୍‌ ଅଫ୍‌ ସର୍ଦ୍ଦାର ୨’

    15203
    Jun 19, 2025
  • ଉଡାଣ ପୂର୍ବରୁ ଇଞ୍ଜିନରେ କୌଣସି ସମସ୍ୟା ନଥିଲା : ଏୟାର ଇଣ୍ଡିଆ ସିଇଓ

    13572
    Jun 19, 2025
  • ସବୁ କାର୍ଯ୍ୟରେ ସଫଳ ହେବାକୁ ଚାହୁଁଥିଲେ, ସକାଳୁ ଉଠି କରନ୍ତୁ ଏହା

    15175
    Jun 19, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In