Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, February 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପ୍ରଶଂସା ସାଉଁଟି ଚାଲିଛି "ବର ବଧୂ'

  • ସଲମାନ ଖାନଙ୍କ ବାପା ହସ୍ପିଟାଲରେ ଭର୍ତ୍ତି

  • ଜଣେ ମା’ର ନିବେଦନ : ମୋ ପୁଅକୁ ନ୍ୟାୟ ମିଳୁ, ...

  • କିନ୍ନରଙ୍କ ପାଇଁ ରାମଗଡ଼ରେ ସ୍ୱତନ୍ତ୍ର ...

  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ...

  • ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ...

  • ସ୍ବାସ୍ଥ୍ୟସେବାଠାରୁ ଶିକ୍ଷା, କୃଷି, ଶାସନ ...

  • ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ...

  • ମହାଶିବରାତ୍ରୀରେ ପବିତ୍ର ଗଙ୍ଗାଜଳ ସହ ...

  • ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା, ଜାଣନ୍ତୁ ...

Home ›› ››ବଡ଼ଧରଣର ଆକ୍ସନ୍: ୧୦୦ ପିଏଫଆଇ ସଦସ୍ୟ ଗିରଫ

ବଡ଼ଧରଣର ଆକ୍ସନ୍: ୧୦୦ ପିଏଫଆଇ ସଦସ୍ୟ ଗିରଫ

2022-09-22 10:14:48
14681
Share:
Facebook
Twitter
E-Mail
WhatsApp
Telegram
ବଡ଼ଧରଣର ଆକ୍ସନ୍: ୧୦୦ ପିଏଫଆଇ ସଦସ୍ୟ ଗିରଫ

ନୂଆଦିଲ୍ଲୀ: ପିଏଫଆଇ ବିରୋଧରେ ବଡ଼ଧରଣର ଆକ୍ସନ୍ ନେଇଛି  ଏନଆଇଏ।  ଦେଶର ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଛି ଏନଆଇଏ।  ଏହି ରେଡ୍‌ରେ ଇଡି ମଧ୍ୟ ସାମିଲ ରହିଛି। ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ସହ ଏକାଧିକ ସ୍ଥାନରେ ଖୋଳତାଡ଼ କରିଛି  ଏନଆଇଏ।  ପ୍ରାୟ ୧୦୦ ଜଣ ପିଏଫଆଇ ସଦସ୍ୟ ଏବଂ ଏହି ସଙ୍ଗଠନ ସହ ଜଡ଼ିତ କିଛି ଲୋକଙ୍କୁ  ଇଡି ଗିରଫ କରିଛି। କେନ୍ଦ୍ର ଗୃହମନ୍ତ୍ରଣାଳାୟ ପକ୍ଷରୁ ଏହି ଅପରେଶନ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଲକ୍ଷ୍ନୌରୁ ମଧ୍ୟ ୨ ଜଣ ପିଏଫ‌ଆଇ ସଦସ୍ୟଙ୍କୁ ଗିରଫ କରାଯାଇଛି। ତଦନ୍ତ ଇତିହାସରେ ଏହା ସବୁ ଠାରୁ ବଡ଼ଧରଣର ଅପରେଶନ ବୋଲି କୁହାଯାଉଛି। ଆତଙ୍କବାଦୀ ଫଣ୍ଡିଂ ସହ ଜଡ଼ିତ ଏବଂ ଅପରାଧିକ ତାଲିମ ଚଳାଇବା ଅଭିଯୋଗରେ ତଦନ୍ତାକାରୀ ସଂସ୍ଥା ପକ୍ଷରୁ ମେଗା ରେଡ୍‌ କରାଯାଉଛି। ଆତଙ୍କବାଦୀଙ୍କ ପାଣ୍ଠି ଯୋଗାଇବା, ତାଲିମ ଶିବିର ଆୟୋଜନ ଏବଂ ଲୋକଙ୍କୁ ସଂଗଠନରେ ସାମିଲ କରିବା ଅଭିଯୋଗରେ ଘର ଏବଂ  ଅଫିସରେ ଏହି ଅନୁସନ୍ଧାନ କରାଯାଉଛି। ଏହି ଟିମ୍‌ରେ ୨୦୦ରୁ ଅଧିକ  ଏନଆଇଏ ଅଧିକାରୀ ସାମିଲ ଅଛନ୍ତି। । ମାଙ୍ଗାଲୁରୁରେ ଏନଆଇଏ ଅଧିକାରୀଙ୍କୁ  ଆକ୍ରମଣ ଅଭିଯୋଗ ହୋଇଛି।  କର୍ଣ୍ଣାଟକ ପୁଲିସ ପିଏଫଆଇ ଏବଂ ଏସଡିପିଆଇ ସଦସ୍ୟଙ୍କୁ ଅଟକ ରଖିଛି।

ସୂଚନା ଅନୁଯାୟୀ ଅଗଷ୍ଟ ୨୬ ତାରିଖରେ ଏନଆଇଏର ହାଇଦ୍ରାବାଦ ଶାଖାରେ ପିଏଫଆଇ ସହ ଜଡିତ ଏକ ମାମଲା ପଞ୍ଜୀକୃତ ହୋଇଥିଲା । ମାମଲା ପଞ୍ଜୀକୃତ ହେବା ପରେ ଏନଆଇଏ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟରେ ପ୍ରାୟ ୨୬ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି । ସେହି ଅଭିଯୋଗକୁ  ଭିତ୍ତିକରି ଏନଆଇଏ ପକ୍ଷରୁ ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନଆଇଏ ପକ୍ଷରୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଅନେକ ସ୍ଥାନରେ ଚଢ଼ାଉ କରାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଉଭୟ ରାଜ୍ୟର ପ୍ରାୟ ୨୩ଟି ସ୍ଥାନରେ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି ଚଢ଼ାଉ କରୁଛି ।

Powered by Froala Editor

Tags NIA

Related articles Odisha News Lens 4.1

  • ପ୍ରଶଂସା ସାଉଁଟି ଚାଲିଛି
    ମନୋରଞ୍ଜନ

    ପ୍ରଶଂସା ସାଉଁଟି ଚାଲିଛି "ବର ବଧୂ'

    13513
    Feb 17, 2026
  • ସୋସିଆଲ ମିଡିଆ ପ୍ଲାଟଫର୍ମ  ‘ଏକ୍ସ’ ଡାଉନ୍‌
    ଦେଶ-ଦେଶାନ୍ତର

    ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଡାଉନ୍‌

    13764
    Feb 17, 2026
  • ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା, ଜାଣନ୍ତୁ କ’ଣ ?

    14823
    Feb 17, 2026
  • ସ୍ବାସ୍ଥ୍ୟସେବାଠାରୁ ଶିକ୍ଷା, କୃଷି, ଶାସନ ଏବଂ ଉଦ୍ୟୋଗ କ୍ଷେତ୍ରରେ ରୂପାନ୍ତର ଆଣୁଛି ...
    ଦେଶ-ଦେଶାନ୍ତର

    ସ୍ବାସ୍ଥ୍ୟସେବାଠାରୁ ଶିକ୍ଷା, କୃଷି, ଶାସନ ଏବଂ ଉଦ୍ୟୋଗ କ୍ଷେତ୍ରରେ ରୂପାନ୍ତର ଆଣୁଛି ...

    14004
    Feb 17, 2026
  • କିନ୍ନରଙ୍କ ପାଇଁ ରାମଗଡ଼ରେ ସ୍ୱତନ୍ତ୍ର ଶୌଚାଳୟ
    ଦେଶ-ଦେଶାନ୍ତର

    କିନ୍ନରଙ୍କ ପାଇଁ ରାମଗଡ଼ରେ ସ୍ୱତନ୍ତ୍ର ଶୌଚାଳୟ

    13955
    Feb 17, 2026
  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ
    ବିଶେଷ

    ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15346
    Feb 17, 2026
  • ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଜାମିନ
    ମନୋରଞ୍ଜନ

    ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଜାମିନ

    15253
    Feb 17, 2026
  • ମହାଶିବରାତ୍ରୀରେ ପବିତ୍ର ଗଙ୍ଗାଜଳ ସହ ବୋଲବୋମ୍‌ ଯାତ୍ରା କଲେ ମୁସଲିମ ଯୁବତୀ
    ଦେଶ-ଦେଶାନ୍ତର

    ମହାଶିବରାତ୍ରୀରେ ପବିତ୍ର ଗଙ୍ଗାଜଳ ସହ ବୋଲବୋମ୍‌ ଯାତ୍ରା କଲେ ମୁସଲିମ ଯୁବତୀ

    13782
    Feb 17, 2026
  • ସଲମାନ ଖାନଙ୍କ ବାପା ହସ୍ପିଟାଲରେ ଭର୍ତ୍ତି
    ଦେଶ-ଦେଶାନ୍ତର

    ସଲମାନ ଖାନଙ୍କ ବାପା ହସ୍ପିଟାଲରେ ଭର୍ତ୍ତି

    13393
    Feb 17, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15346
    Feb 17, 2026
  • ମନୋରଞ୍ଜନ

    ପ୍ରଶଂସା ସାଉଁଟି ଚାଲିଛି "ବର ବଧୂ'

    13513
    Feb 17, 2026
  • ଦେଶ-ଦେଶାନ୍ତର

    ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା, ଜାଣନ୍ତୁ କ’ଣ ?

    14823
    Feb 17, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17340
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17407
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17753
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16227
    Apr 03, 2021

ବିଶେଷ

  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15346
    Feb 17, 2026
  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

    15819
    Feb 14, 2026
  • ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ଉପକାରୀ

    16231
    Feb 13, 2026
  • ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......

    16374
    Feb 12, 2026
  • ଦୃଷ୍ଟିଶକ୍ତି ପ୍ରଖର କରେ ଅମୃତଭଣ୍ଡା

    14121
    Feb 11, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14952
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14465
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16071
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15355
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15346
    Feb 17, 2026
  • ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଜାମିନ

    15253
    Feb 17, 2026
  • ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଡାଉନ୍‌

    13764
    Feb 17, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In