ଡିଭାଇଡରରେ ପିଟିହେଲା ବାଇକ୍, ୨ ମୃତ

ଖଲ୍ଲିକୋଟ : ଭାରସାମ୍ୟ ହରାଇ ରୋଡ ଡିଭାଇଡରରେ ପିଟିହେଲା ବାଇକ୍। ଘଟଣାସ୍ଥଳରେ ୨ ମୃତ। ଗଞ୍ଜାମ ଜିଲ୍ଲା ଛତ୍ରପୁର DRDA ନିକଟ ଜାତୀୟ ରାଜପଥରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ମୃତକ ଜଣଙ୍କ ହେଲେ ବ୍ରହ୍ମପୁର ବ୍ରହ୍ମାନଗର ଅଞ୍ଚଳର ସୁମନ ଦାସ ଓ ହିଞ୍ଜିଳିକାଟୁ କଂଚୁଡୁ ଅଞ୍ଚଳର ଦଣ୍ଡପାଳ।
ଘଟଣାସ୍ଥଳରେ ଛତ୍ରପୁର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି।
Powered by Froala Editor