Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, April 30, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବାଂଲାଦେଶରେ ମିଳିମିଳା ମହାମାରୀ !୨୫୦ ...

  • ଖଡଗପୁରରେ ପୁଣି ଛାତ୍ର ମୃତ୍ୟୁ, ୧୦ ଦିନରେ ...

  • ଏକଜିଟ୍ ପୋଲ୍ ରିପୋର୍ଟ : ବେଙ୍ଗଲରେ ...

  • ସରିଲା ପଶ୍ଚିମବଙ୍ଗ ଭୋଟ୍, ଆସିଲା ...

  • ଯେଉଁଠାରେ ଇଭିଏମ୍ ଟ୍ୟାମ୍ପରିଂର ସଙ୍କେତ ...

  • ମୋବାଇଲ ପାଇଁ ପୁଅକୁ ମାରିଦେଲା ବାପା

  • ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ...

  • ଭାରତରେ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ...

  • ଧାର୍ମିକ ଅନୁଷ୍ଠାନ ପରିଚାଳନା କରିବାର ...

  • ‘କଳାକାରମାନଙ୍କୁ ଜୋକର ବନାଅ ନାହିଁ’

Home ›› ››ଆଇଏସ୍‌ ଗିରଫ ଘଟଣା : ଖୋଳତାଡ଼ କରିବାକୁ ଋଷ ଯିବେ ଏନଆଇଏ ଓ ଆଇବି ଟିମ

ଆଇଏସ୍‌ ଗିରଫ ଘଟଣା : ଖୋଳତାଡ଼ କରିବାକୁ ଋଷ ଯିବେ ଏନଆଇଏ ଓ ଆଇବି ଟିମ

2022-08-23 19:56:09
14715
Share:
Facebook
Twitter
E-Mail
WhatsApp
Telegram
ଆଇଏସ୍‌ ଗିରଫ ଘଟଣା : ଖୋଳତାଡ଼ କରିବାକୁ ଋଷ ଯିବେ ଏନଆଇଏ ଓ ଆଇବି ଟିମ

ଭାରତରେ ବଡ଼ ଧରଣର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିବା ଜଣେ ଆଇଏସ୍ ଆତଙ୍କବାଦୀ ଋଷରେ ଧରାପଡ଼ିଛି। ଏହି ଗିରଫ ଆଇଏସ୍‌ର ଭାରତ ଲିଙ୍କ ବିଷୟରେ ଅଧିକ ଖୋଳତାଡ଼ କରିବାକୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ), ଡୋମେଷ୍ଟିକ ଇଣ୍ଟରନାଲ ସିକ୍ୟୁରିଟି ଓ ଆଇବିର ଟିମ୍‌ ଋଷ ଯାଇପାରନ୍ତି। ଏହି ଷଡ଼ଯନ୍ତ୍ରରେ ଆଉ କେଉଁମାନେ ସବୁ ସାମିଲ ଅଛନ୍ତି, ସେକଥା ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଭାରତ ସରକାର।

ତୁର୍କୀରେ ସଂପୃକ୍ତ ଆତଙ୍କବାଦୀ ଆତ୍ମଘାତୀ ଆକ୍ରମଣ ପାଇଁ ତାଲିମ ନେଇଥିଲା ଓ ଖୁବ୍‌ଶୀଘ୍ର ଭାରତ ଆସି ଜଣେ ରାଜନେତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ଋଷର ସୁରକ୍ଷା ସଂସ୍ଥା ଏଫଏସବି ଏହାକୁ ପଣ୍ଡ କରିଦେଇଥିଲା । ଏବେ ଏଫଏସବି ଅଫିସରଙ୍କ ସମ୍ପୃକ୍ତ ଆତଙ୍କବାଦୀକୁ ଅଟକ ରଖିଥିବାବେଳେ ପଚରାଉଚୁରା ପାଇଁ କେନ୍ଦ୍ରୀୟ ଏଜେନ୍ସି ଋଷ ଯାଇପାରନ୍ତି ।

ସୂତ୍ର ଅନୁସାରେ, ଏନଆଇଏ ଓ ଆଇବି ଟିମ ରୁଷ ଗୁଇନ୍ଦା ସଂସ୍ଥା ଓ ଫେଡରାଲ ସିକ୍ୟୁରିଟି ସର୍ଭିସ ଅଧିକାରୀଙ୍କୁ ଭେଟିବେ। ଏହାପରେ ସେମାନେ ଆଇଏସ ଆତଙ୍କୀର ସମସ୍ତ ତଥ୍ୟ ହାସଲ କରି ତା’ର ଭାରତ ଲିଙ୍କ ସମ୍ପର୍କରେ ଖୋଳତାଡ଼ କରିବେ। ଏହାଦ୍ୱାରା ଆଇଏସ୍‌ ଭାରତରେ କାୟା ବିସ୍ତାର କରିଛି କି ନାହିଁ, ସେ ବିଷୟରେ ଜଣାପଡ଼ିବ।

ଋଷର ସର୍ବୋଚ୍ଚ ଗୁପ୍ତଚର ସଂସ୍ଥା ସୋମବାର କହିଥିଲା ଯେ ଏହି ବ୍ୟକ୍ତି ଜଣକ ମଧ୍ୟ ଏସୀୟ ଦେଶରୁ ଆସିଥିବାବେଳେ ଆତ୍ମଘାତୀ ଆକ୍ରମଣ ପାଇଁ ତାଲିମ ନେଇଛନ୍ତି। ଏଫଏସବି ସିଏସ୍‌ଓ ଉକ୍ତ ଆତ୍ମଘାତୀ ଆକ୍ରମଣକାରୀର ଏକ ଭିଡିଓ ପୋଷ୍ଟ୍‌ କରିଥିଲେ। ଏହି ଭିଡିଓରେ ସେ ଭାରତରେ ଆକ୍ରମଣ କରିବାପାଇଁ ଯୋଜନା କରିଥିବା ମାନିଥିଲା ।



Powered by Froala Editor

Tags isis

Related articles Odisha News Lens 4.1

  • ବାଂଲାଦେଶରେ ମିଳିମିଳା ମହାମାରୀ  !୨୫୦ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ବାଂଲାଦେଶରେ ମିଳିମିଳା ମହାମାରୀ !୨୫୦ ଜଣଙ୍କ ମୃତ୍ୟୁ

    14320
    Apr 29, 2026
  • ଖଡଗପୁରରେ ପୁଣି ଛାତ୍ର ମୃତ୍ୟୁ, ୧୦ ଦିନରେ ଦ୍ୱିତୀୟ ଘଟଣା
    ଦେଶ-ଦେଶାନ୍ତର

    ଖଡଗପୁରରେ ପୁଣି ଛାତ୍ର ମୃତ୍ୟୁ, ୧୦ ଦିନରେ ଦ୍ୱିତୀୟ ଘଟଣା

    14877
    Apr 29, 2026
  • ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ: ୯ଟା ସୁଦ୍ଧା ୧୮.୩୯ ପ୍ରତିଶତ ...
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ: ୯ଟା ସୁଦ୍ଧା ୧୮.୩୯ ପ୍ରତିଶତ ...

    14505
    Apr 29, 2026
  • ଧାର୍ମିକ ଅନୁଷ୍ଠାନ ପରିଚାଳନା କରିବାର ଅଧିକାର ଅରାଜକତାକୁ ବୁଝାଏ ନାହିଁ
    ଦେଶ-ଦେଶାନ୍ତର

    ଧାର୍ମିକ ଅନୁଷ୍ଠାନ ପରିଚାଳନା କରିବାର ଅଧିକାର ଅରାଜକତାକୁ ବୁଝାଏ ନାହିଁ

    14055
    Apr 28, 2026
  • ‘କଳାକାରମାନଙ୍କୁ ଜୋକର ବନାଅ ନାହିଁ’
    ମନୋରଞ୍ଜନ

    ‘କଳାକାରମାନଙ୍କୁ ଜୋକର ବନାଅ ନାହିଁ’

    15325
    Apr 28, 2026
  •  ଭାରତରେ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ସଲିମ ଡୋଲା
    ଦେଶ-ଦେଶାନ୍ତର

    ଭାରତରେ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ସଲିମ ଡୋଲା

    14473
    Apr 28, 2026
  • ସରିଲା ପଶ୍ଚିମବଙ୍ଗ ଭୋଟ୍, ଆସିଲା ଏକ୍‌ଜିଟ୍ ପୋଲ ରିପୋର୍ଟ
    ଦେଶ-ଦେଶାନ୍ତର

    ସରିଲା ପଶ୍ଚିମବଙ୍ଗ ଭୋଟ୍, ଆସିଲା ଏକ୍‌ଜିଟ୍ ପୋଲ ରିପୋର୍ଟ

    13917
    Apr 29, 2026
  • ମୋବାଇଲ ପାଇଁ ପୁଅକୁ ମାରିଦେଲା ବାପା
    ଦେଶ-ଦେଶାନ୍ତର

    ମୋବାଇଲ ପାଇଁ ପୁଅକୁ ମାରିଦେଲା ବାପା

    14980
    Apr 29, 2026
  • ଯେଉଁଠାରେ ଇଭିଏମ୍ ଟ୍ୟାମ୍ପରିଂର ସଙ୍କେତ ମିଳିବ ସେଠାରେ କରାଯିବ ପୁନଃ ମତଦାନ
    ଦେଶ-ଦେଶାନ୍ତର

    ଯେଉଁଠାରେ ଇଭିଏମ୍ ଟ୍ୟାମ୍ପରିଂର ସଙ୍କେତ ମିଳିବ ସେଠାରେ କରାଯିବ ପୁନଃ ମତଦାନ

    14634
    Apr 29, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଖଡଗପୁରରେ ପୁଣି ଛାତ୍ର ମୃତ୍ୟୁ, ୧୦ ଦିନରେ ଦ୍ୱିତୀୟ ଘଟଣା

    14877
    Apr 29, 2026
  • ମନୋରଞ୍ଜନ

    ‘କଳାକାରମାନଙ୍କୁ ଜୋକର ବନାଅ ନାହିଁ’

    15325
    Apr 28, 2026
  • ଦେଶ-ଦେଶାନ୍ତର

    ସରିଲା ପଶ୍ଚିମବଙ୍ଗ ଭୋଟ୍, ଆସିଲା ଏକ୍‌ଜିଟ୍ ପୋଲ ରିପୋର୍ଟ

    13917
    Apr 29, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17445
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17494
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17853
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16323
    Apr 03, 2021

ବିଶେଷ

  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ

    15872
    Apr 28, 2026
  • ଅତ୍ୟଧିକ ପାଣି ପିଇଲେ ହୋଇଥାଏ ଏହି ଅସୁବିଧା

    15859
    Apr 27, 2026
  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

    14534
    Apr 25, 2026
  • ଶଜନା ଶାଗରେ ଭରି ରହିଛି ବହୁ ଔଷଧୀୟ ଗୁଣ

    14335
    Apr 24, 2026
  • କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

    13990
    Apr 23, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15361
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15096
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15593
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13898
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମୋବାଇଲ ପାଇଁ ପୁଅକୁ ମାରିଦେଲା ବାପା

    14980
    Apr 29, 2026
  • ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ: ୯ଟା ସୁଦ୍ଧା ୧୮.୩୯ ପ୍ରତିଶତ ମତଦାନ

    14505
    Apr 29, 2026
  • ‘କଳାକାରମାନଙ୍କୁ ଜୋକର ବନାଅ ନାହିଁ’

    15325
    Apr 28, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In