Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, November 27, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୧.୧୭ କୋଟି ଟଙ୍କାରେ ବିକ୍ରି ହେଲା ‘HR88B8888’ ...

  • ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ

  • ଜମି ଆବଣ୍ଟନ ଅନିୟମିତତା ଅଭିଯୋଗରେ ...

  • ଘର ଋଣ ସୁଝିବାକୁ ରାପିଡୋ ଚଳାଉଛନ୍ତି ...

  • ସ୍ୱାମୀଙ୍କ ବିରୋଧରେ କୋର୍ଟ ଗଲେ ସେଲିନା

  • ଅହମଦାବାଦରେ ଆୟୋଜିତ ହେବ ୨୦୩୦ ...

  • ଓଡ଼ିଶାରେ ଚତୁର୍ଥ ଥର ପାଇଁ ଆୟୋଜିତ ହେବ ...

  • ଚାହୁଁଚାହୁଁ ଜଳିଲା ୭ ଅଟ୍ଟାଳିକା, ...

  • ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ

  • ବାତ୍ୟା ସେନୟାର: ୪ ରାଜ୍ୟକୁ ଆଲର୍ଟ ଜାରି

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଲଣ୍ଡନରେ ‘କଲ୍ ହୋ ନା ହୋ’

ଲଣ୍ଡନରେ ‘କଲ୍ ହୋ ନା ହୋ’

2022-08-08 09:18:16
15715
Share:
Facebook
Twitter
E-Mail
WhatsApp
Telegram
ଲଣ୍ଡନରେ ‘କଲ୍ ହୋ ନା ହୋ’

ବ୍ରିଟେନ: ସୁଦୂର ଲଣ୍ଡନରେ ଭାରତୀୟ ସଂଗୀତର ଝଲକ ଦେଖିବାକୁ ମିଳିଛି । ବ୍ରିଟେନର ଜଣେ ଷ୍ଟ୍ରିଟ ସିଙ୍ଗର ୨୦୦୩ର ହିଟ୍‌ ବଲିଉଡ଼ ଚଳଚିତ୍ର ‘କଲ ହୋ ନା ହୋ’ ରେ ସୋନୁ ନିଗମ ଗାଇଥିବା ଲୋକପ୍ରିୟ ଗୀତ ଗାଇ ଅନେକଙ୍କ ହୃଦୟ ଜିଣିଛନ୍ତି । ଭିଶ୍‌ ନାମକ ଜନୈକ ସଂଗୀତଜ୍ଞ ତାଙ୍କ ଅଭିନୟର ଭିଡ଼ିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଭାଇରାଲ କ୍ଲିପ୍‌ରେ ଭିଶ୍‌ ଙ୍କୁ ରାସ୍ତା ମଝିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ତାଙ୍କ ହାତରେ ମାଇକ୍ରୋଫୋନ୍‌ ଏବଂ ଚାରିପାଖରେ ସ୍ପିକର ରଖାଯାଇଛି । ଅନେକ ଲୋକ ତାଙ୍କ ଗୀତ ଶୁଣିବା ପାଇଁ ଏକତ୍ରିତ ହୋଇଥିବା ଦେଖିବାକୁ ମିଳୁଥିବାବେଳେ ଅନେକ ଦୂରରେ ବସି ଉପଭୋଗ କରୁଛନ୍ତି ।

ସେୟାର ହେବା ପରଠାରୁ ଭିଡ଼ିଓଟି ଚାରି ଲକ୍ଷରୁ ଅଧିକ ଇଣ୍ଟରନେଟ୍‌ ଦର୍ଶକ ଏବଂ ୪୫୦,୦୦୦ରୁ ଅଧିକ ଲାଇକ ସଂଗ୍ରହ କରିଛି । ଇଣ୍ଟରନେଟ ବ୍ୟବହାରକାରୀମାନେ କେବଳ ଭିଶ୍‌ଙ୍କ ସଙ୍ଗୀତକୁ ନୁହେଁ ତାଙ୍କ ପ୍ରଦର୍ଶନକୁ ଭଲ ପାଉଥିଲେ । ମନ୍ତବ୍ୟ ବିଭାଗରେ ସେମାନଙ୍କ ପ୍ରେମର ସୁଅ ଛୁଟାଇ ଦେଇଥିଲେ । ଜଣେ ଉପଭୋକ୍ତା ସଂଗୀତକାରଙ୍କୁ ଭାରତୀୟ ଗାୟକ ଅରିଜିତ ସିଂଙ୍କ ସହ ତୁଳନା କରିଥିବାବେଳେ ଅନ୍ୟମାନେ ତାଙ୍କର ଅଭିନୟ ସେମାନଙ୍କୁ କିପରି ପ୍ରଭାବିତ କରିଛି ସେ ସମ୍ପର୍କରେ ଲେଖିଛନ୍ତି ।

ଏହା ପୂର୍ବରୁ ସେ ‘ଏକ୍‌ ଲେଡ଼କି କୋ ଦେଖା ତୋ ଐସା ଲଗା’ ଏବଂ ‘କୁଛ କୁଛ ହୋତା ହୈ’ ଗାଇ ଅନୁରୂପ ପ୍ରଶଂସା ସାଉଁଟିଥିଲେ । 

Powered by Froala Editor

Tags Bollywood song

Related articles Odisha News Lens 4.1

  • ଓଡ଼ିଶାରେ ଚତୁର୍ଥ ଥର ପାଇଁ ଆୟୋଜିତ ହେବ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ...
    ଖେଳ ଖବର

    ଓଡ଼ିଶାରେ ଚତୁର୍ଥ ଥର ପାଇଁ ଆୟୋଜିତ ହେବ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ...

    14014
    Nov 27, 2025
  • ଜମି ଆବଣ୍ଟନ ଅନିୟମିତତା ଅଭିଯୋଗରେ ହସିନାଙ୍କୁ ୨୧ ବର୍ଷ କାରାଦଣ୍ଡ
    ଦେଶ-ଦେଶାନ୍ତର

    ଜମି ଆବଣ୍ଟନ ଅନିୟମିତତା ଅଭିଯୋଗରେ ହସିନାଙ୍କୁ ୨୧ ବର୍ଷ କାରାଦଣ୍ଡ

    14205
    Nov 27, 2025
  • ବାତ୍ୟା ସେନୟାର: ୪ ରାଜ୍ୟକୁ ଆଲର୍ଟ ଜାରି
    ଦେଶ-ଦେଶାନ୍ତର

    ବାତ୍ୟା ସେନୟାର: ୪ ରାଜ୍ୟକୁ ଆଲର୍ଟ ଜାରି

    14605
    Nov 26, 2025
  • ଚାହୁଁଚାହୁଁ ଜଳିଲା ୭ ଅଟ୍ଟାଳିକା, ଚାଲିଗଲା ୪୪ ଜୀବନ
    ଦେଶ-ଦେଶାନ୍ତର

    ଚାହୁଁଚାହୁଁ ଜଳିଲା ୭ ଅଟ୍ଟାଳିକା, ଚାଲିଗଲା ୪୪ ଜୀବନ

    13800
    Nov 27, 2025
  • ଅହମଦାବାଦରେ ଆୟୋଜିତ ହେବ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା
    ଦେଶ-ଦେଶାନ୍ତର

    ଅହମଦାବାଦରେ ଆୟୋଜିତ ହେବ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା

    13813
    Nov 27, 2025
  • ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ
    ଦେଶ-ଦେଶାନ୍ତର

    ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ

    14478
    Nov 27, 2025
  • ସ୍ୱାମୀଙ୍କ ବିରୋଧରେ କୋର୍ଟ ଗଲେ ସେଲିନା
    ମନୋରଞ୍ଜନ

    ସ୍ୱାମୀଙ୍କ ବିରୋଧରେ କୋର୍ଟ ଗଲେ ସେଲିନା

    14324
    Nov 27, 2025
  • ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ
    ଦେଶ-ଦେଶାନ୍ତର

    ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ

    14120
    Nov 27, 2025
  • ଘର ଋଣ ସୁଝିବାକୁ ରାପିଡୋ ଚଳାଉଛନ୍ତି ଆଇଟି ଇଞ୍ଜିନିୟର
    ଦେଶ-ଦେଶାନ୍ତର

    ଘର ଋଣ ସୁଝିବାକୁ ରାପିଡୋ ଚଳାଉଛନ୍ତି ଆଇଟି ଇଞ୍ଜିନିୟର

    14913
    Nov 27, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଖେଳ ଖବର

    ଓଡ଼ିଶାରେ ଚତୁର୍ଥ ଥର ପାଇଁ ଆୟୋଜିତ ହେବ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟ

    14014
    Nov 27, 2025
  • ଦେଶ-ଦେଶାନ୍ତର

    ବାତ୍ୟା ସେନୟାର: ୪ ରାଜ୍ୟକୁ ଆଲର୍ଟ ଜାରି

    14605
    Nov 26, 2025
  • ମନୋରଞ୍ଜନ

    ସ୍ୱାମୀଙ୍କ ବିରୋଧରେ କୋର୍ଟ ଗଲେ ସେଲିନା

    14324
    Nov 27, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16864
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16960
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17305
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15777
    Apr 03, 2021

ବିଶେଷ

  • ଗ୍ୟାଷ୍ଟିକରୁ କେମିତି ପାଇବେ ଉପଶମ

    13707
    Nov 26, 2025
  • ଘରେ ପ୍ରବଳ ମଶା ହେଉଥିଲେ, ଏହି ଉପାୟ ନିଶ୍ଚିନ୍ତ କରନ୍ତୁ.....

    15590
    Nov 25, 2025
  • ଏହି ବାସ୍ତୁ ନିୟମକୁ ଆପଣେଇ ପଢ଼ନ୍ତୁ ପାଠ

    14896
    Nov 24, 2025
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ, ହୋଇଥାଏ ଏହି ଅସୁବିଧା

    15202
    Nov 23, 2025
  • ଶୀତଦିନେ ବରମ୍ବାର ପିଅନ୍ତୁନି ଚା ଓ କଫି

    15254
    Nov 23, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍‌ ଆଦିତ୍ୟ ଆଲୁମିନିୟମ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ ୟୁଏନ୍‌ ଗ୍ଲୋବାଲ କମ୍ପାକ୍ଟ ନେଟୱର୍କ ଇଣ୍ଡିଆ (ୟୁଏନ୍‌ଜିସିଏନ୍& ...

  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    14854
    Nov 15, 2025
  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14735
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14325
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13972
    Oct 27, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଚାହୁଁଚାହୁଁ ଜଳିଲା ୭ ଅଟ୍ଟାଳିକା, ଚାଲିଗଲା ୪୪ ଜୀବନ

    13800
    Nov 27, 2025
  • ସ୍ୱାମୀଙ୍କ ବିରୋଧରେ କୋର୍ଟ ଗଲେ ସେଲିନା

    14324
    Nov 27, 2025
  • ଓଡ଼ିଶାରେ ଚତୁର୍ଥ ଥର ପାଇଁ ଆୟୋଜିତ ହେବ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟ

    14014
    Nov 27, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In