Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, June 30, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ପୂରା ପରିବାରକୁ ଭସାଇ ନେଲା ବନ୍ୟା

ରାଜ୍ୟ
Home ›› ରାଜ୍ୟ ››ଅନ୍ଧବିଶ୍ୱାସ: ଚେଙ୍କ ନେଲା ଶିଶୁର ଜୀବନ

ଅନ୍ଧବିଶ୍ୱାସ: ଚେଙ୍କ ନେଲା ଶିଶୁର ଜୀବନ

2022-07-30 09:05:29
14952
Share:
Facebook
Twitter
E-Mail
WhatsApp
Telegram
ଅନ୍ଧବିଶ୍ୱାସ: ଚେଙ୍କ ନେଲା ଶିଶୁର ଜୀବନ

ନବରଙ୍ଗପୁର: ଅନ୍ଧବିଶ୍ୱାସର ଅନ୍ଧଗଳିରେ ବଳି ପଡୁଛି କଅଁଳ ଜୀବନ । ଚିକିତ୍ସା ବାହାନାରେ ଶିଶୁଙ୍କୁ ଚେଙ୍କ ଦେଲେ ଦିଶାରୀ । ଭଲ କରିବା ବାହାନାରେ ଶିଶୁର ଦେହରେ ଦିଆଯାଇଥିଲା ୨୫ ଚେଙ୍କ । ସୂଚନା ଅନୁସାରେ ନବରଙ୍ଗପୁର ରାଇଘର ବ୍ଲକ ଯୋଡାପାରା ଗାଁର ସୁକଦେବ ଗଣ୍ଡଙ୍କ ୯ ମାସର ପୁଅ ଥଣ୍ଡା, କାଶ ଜ୍ୱର ହୋଇଥିଲା । ପରିବାର ଲୋକେ ତାକୁ ଡାକ୍ତରଖାନାକୁ ନେବା ପରିବର୍ତ୍ତେ ପ୍ରଥମେ ଜଣେ ଦିଶାରୀ ବା ଗୁଣିଆ ପାଖକୁ ନେଇଥିଲେ ।

ସେଠାରେ ଶିଶୁର ପେଟରେ ଦିଆଯାଇଥିଲା ଚେଙ୍କ । ଅବସ୍ଥା ସୁଧୁରିବା ପରିବର୍ତ୍ତେ ଗୁରୁତର ହୋଇପଡିବାରୁ ରାଇଘର ହାଟଭରଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାପରେ ଶିଶୁକୁ ଘରକୁ ନେଇଯିବାକୁ ଅଡିବସିଥିଲେ ପରିବାର ଲୋକେ ଆଉ ଡାକ୍ତରଙ୍କ ବାରଣ ସତ୍ତେ୍ୱ ନେଇଯାଇଥିଲେ ।

Powered by Froala Editor

Tags suprestition

Related articles Odisha News Lens 4.1

  • ହନିମୁନରୁ ଫେରି ଝଗଡ଼ା କରିବା ଆରମ୍ଭ କରିଛନ୍ତି ମହୁଆ
    ଦେଶ-ଦେଶାନ୍ତର

    ହନିମୁନରୁ ଫେରି ଝଗଡ଼ା କରିବା ଆରମ୍ଭ କରିଛନ୍ତି ମହୁଆ

    15281
    Jun 29, 2025
  • ଡାଇବେଟିସ୍‌ ରୋଗୀ ଖାଇପାରିବେ ଏହି ମିଠା
    ବିଶେଷ

    ଡାଇବେଟିସ୍‌ ରୋଗୀ ଖାଇପାରିବେ ଏହି ମିଠା

    15210
    Jun 29, 2025
  • ପୂରା ପରିବାରକୁ ଭସାଇ ନେଲା ବନ୍ୟା
    ଦେଶ-ଦେଶାନ୍ତର

    ପୂରା ପରିବାରକୁ ଭସାଇ ନେଲା ବନ୍ୟା

    15183
    Jun 29, 2025
  • ଅପରେସନ ସିନ୍ଦୂରରେ କ୍ଷତିଗ୍ରସ୍ତ ଆତଙ୍କୀ ଲଞ୍ଚପ୍ୟାଡ୍‌ଗୁଡ଼ିକର ପୁନଃନିର୍ମାଣ ...
    ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂରରେ କ୍ଷତିଗ୍ରସ୍ତ ଆତଙ୍କୀ ଲଞ୍ଚପ୍ୟାଡ୍‌ଗୁଡ଼ିକର ପୁନଃନିର୍ମାଣ ...

    15319
    Jun 29, 2025
  • ଭାଇରାଲ ହେଉଛି ‘ଜନତା ଖାନା’
    ଦେଶ-ଦେଶାନ୍ତର

    ଭାଇରାଲ ହେଉଛି ‘ଜନତା ଖାନା’

    15440
    Jun 29, 2025
  • ହିନ୍ଦୀକୁ ବାଧ୍ୟତାମୂଳକ କରିବାର ନିଷ୍ପତ୍ତି ବାତିଲ
    ଦେଶ-ଦେଶାନ୍ତର

    ହିନ୍ଦୀକୁ ବାଧ୍ୟତାମୂଳକ କରିବାର ନିଷ୍ପତ୍ତି ବାତିଲ

    13392
    Jun 29, 2025
  • ୟୁକ୍ରେନ ଉପରେ ପୁଣି ଥରେ ବଡ ଆକ୍ରମଣ କଲା ରୁଷ
    ଦେଶ-ଦେଶାନ୍ତର

    ୟୁକ୍ରେନ ଉପରେ ପୁଣି ଥରେ ବଡ ଆକ୍ରମଣ କଲା ରୁଷ

    15210
    Jun 29, 2025
  • ପ୍ରବଳ ବର୍ଷା: ଚାରିଧାମ ଯାତ୍ରା ସ୍ଥଗିତ
    ଦେଶ-ଦେଶାନ୍ତର

    ପ୍ରବଳ ବର୍ଷା: ଚାରିଧାମ ଯାତ୍ରା ସ୍ଥଗିତ

    14962
    Jun 29, 2025
  • ପୁରୁଷ ବନ୍ଧୁଙ୍କ ପାଇଁ ଆତ୍ମହତ୍ୟା କରିଦେଲେ ସାମ୍ବାଦିକା
    ଦେଶ-ଦେଶାନ୍ତର

    ପୁରୁଷ ବନ୍ଧୁଙ୍କ ପାଇଁ ଆତ୍ମହତ୍ୟା କରିଦେଲେ ସାମ୍ବାଦିକା

    13790
    Jun 29, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହନିମୁନରୁ ଫେରି ଝଗଡ଼ା କରିବା ଆରମ୍ଭ କରିଛନ୍ତି ମହୁଆ

    15281
    Jun 29, 2025
  • ଦେଶ-ଦେଶାନ୍ତର

    ପୂରା ପରିବାରକୁ ଭସାଇ ନେଲା ବନ୍ୟା

    15183
    Jun 29, 2025
  • ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂରରେ କ୍ଷତିଗ୍ରସ୍ତ ଆତଙ୍କୀ ଲଞ୍ଚପ୍ୟାଡ୍‌ଗୁଡ଼ିକର ପୁନଃନିର୍ମାଣ ଆରମ୍ଭ

    15319
    Jun 29, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16597
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16714
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17027
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15515
    Apr 03, 2021

ବିଶେଷ

  • ଦିନକୁ କେତେ ଥର ପିଇବେ ଗ୍ରୀନ୍‌-ଟି ?

    15316
    Jun 29, 2025
  • ଡାଇବେଟିସ୍‌ ରୋଗୀ ଖାଇପାରିବେ ଏହି ମିଠା

    15210
    Jun 29, 2025
  • ହୃତ୍‌ପିଣ୍ଡ ସୁସ୍ଥ ରଖେ ଅମୃତଭଣ୍ଡା

    15868
    Jun 28, 2025
  • ମୟୂରପୁଚ୍ଛ ବଦଳାଇ ଦିଏ ଭାଗ୍ୟ

    15605
    Jun 28, 2025
  • ଲାଲ କଦଳୀ ଖାଇବା ଦ୍ୱାରା ମିଳିଥାଏ ଅଗଣିତ ସ୍ବାସ୍ଥ୍ୟ ଲାଭ

    14451
    Jun 26, 2025

ବାଣିଜ୍ୟ

ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

ହଜାର ହଜାର ସଂଖ୍ୟାରେ ସନ୍‌ଫିଷ୍ଟ ସୂର୍ଯ୍ୟ ବରଦାନ ଟୋପି ଚଳିତ ବର୍ଷ ଐଶ୍ୱରୀୟ ଯାତ୍ରାରେ ଭକ୍ତମାନଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି

ପୁରୀ: ପୁରୀ ରଥଯାତ୍ରା ଭାରତର ଅନ୍ୟତମ ସର୍ବାଧିକ ପୂଜ୍ୟ ଆଧ୍ୟ ...

  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15556
    Jun 25, 2025
  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15537
    Jun 20, 2025
  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    15006
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14828
    Jun 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପ୍ରବଳ ବର୍ଷା: ଚାରିଧାମ ଯାତ୍ରା ସ୍ଥଗିତ

    14962
    Jun 29, 2025
  • ହନିମୁନରୁ ଫେରି ଝଗଡ଼ା କରିବା ଆରମ୍ଭ କରିଛନ୍ତି ମହୁଆ

    15281
    Jun 29, 2025
  • ଭାଇରାଲ ହେଉଛି ‘ଜନତା ଖାନା’

    15440
    Jun 29, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In