Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, November 18, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ...

  • ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

  • ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ...

  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

  • ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶଙ୍କ ଇସ୍ତଫା

  • ବଡ ଭଉଣୀ ରୋହିଣୀଙ୍କ ଉପରକୁ ଚପଲ ...

  • ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା ଗ୍ରସ୍ତ , ୪୨ ...

  • ପାଠପଢ଼ାରେ ମଧ୍ୟ ବାଦଶାହା ଶାହରୁଖ ଖାନ

  • ୧୦୦ ଥର ଉଠ୍‌ବସ୍ ହେଲେ ଛାତ୍ରୀ, ଚାଲିଗଲା ...

  • ଉତ୍ତେଜନା ପରେ ପାଟନା ଛାଡିଲେ ରୋହିଣୀ

ରାଜ୍ୟ
Home ›› ରାଜ୍ୟ ››ତୃପ୍ତିଙ୍କ ଘର ଭାଙ୍ଗି ସାରିଛି:ପ୍ରକୃତି ମିଶ୍ର

ତୃପ୍ତିଙ୍କ ଘର ଭାଙ୍ଗି ସାରିଛି:ପ୍ରକୃତି ମିଶ୍ର

2022-07-25 05:35:30
15587
Share:
Facebook
Twitter
E-Mail
WhatsApp
Telegram
ତୃପ୍ତିଙ୍କ ଘର ଭାଙ୍ଗି ସାରିଛି:ପ୍ରକୃତି ମିଶ୍ର

ଭୁବନେଶ୍ୱର: ବାବୁଶାନ-ତୃପ୍ତି-ପ୍ରକୃତି ବିବାଦ ଅଡ଼ୁଆ ସୂତା ଭଳି ଅଧିକ ଛନ୍ଦି ହେବାରେ ଲାଗିଛି। ଏନେଇ  ଇନଷ୍ଟାଗ୍ରାମରେ ଭିଡିଓ ଜାରି କଲେ ଅଭିନେତ୍ରୀ ପ୍ରକୃତି ମିଶ୍ର।  ଭିଡ଼ିଓରେ ସିଧାସଳଖ ପରୋକ୍ଷ ଅଙ୍ଗୁଳି ନିର୍ଦ୍ଦେଶ କରି ତୃପ୍ତିଙ୍କ ଘର ଭାଙ୍ଗି ସାରିଥିବା ସେ କହିଛନ୍ତି। ବାବୁସାନଙ୍କ ବେକରେ ସିକୁଳି ପକାଇ ଘରେ ରଖନ୍ତୁ ବୋଲି ତୃପ୍ତିଙ୍କୁ ସେ କହିଛନ୍ତି।

ସେ ଭିଡ଼ିଓରେ କହିଛନ୍ତି,  ଗୋଟିଏ ନାରୀ ଆଉ ଗୋଟିଏ ନାରୀ ଉପରେ ଯେଉଁପରି ନିର୍ୟାତନା କରିଛନ୍ତି। ସେ ଯେଉଁ ପ୍ରକାର ଦୁର୍ବ୍ୟବହାର କରୁଛନ୍ତି, ବିନା କଥାବାର୍ତ୍ତାରେ, ଯେଉଁ ଗୁଣ୍ଡାଗର୍ଦ୍ଦି କରିଛନ୍ତି, ୮ଟା ଗୁଣ୍ଡା ନେଇ ଆସିଥିଲେ। ତାଙ୍କ ବାପା ଯିଏ କି ତାଙ୍କ ସାର୍ଟ ଭିଡ଼ାଭିଡ଼ି କରିଥିଲେ। ସେ ମତେ ତାଙ୍କ ଯଥାସାଧ୍ୟ ହାରାସ କରିଥିଲେ।

ଏହା ତାଙ୍କ ସଂସ୍କାର। ସେ କେଉଁ ଘରୁ ଆସନ୍ତି। କେଉଁ ଶିକ୍ଷା ନେଇଛନ୍ତି। ଆପଣମାନେ ଭିଡ଼ିଓ ଦେଖୁଛନ୍ତି, ଦେଖିପାରୁଥିବେ। ସେଠାରେ ମୁଁ କହୁଛି, ହେଲ୍ପ କରନ୍ତୁ..ହେଲ୍ପ କରନ୍ତୁ। ସେଠି ଲୋକମାନେ ଆସି ମୋ ସହ ଆସି ସେଲ୍ଫି ନେଉଥିଲେ। ସାହାଯ୍ୟ କରିବା ଦୂରର କଥା। ଆମେ କେମିତି ସମାଜରେ ରହୁଛେ, ଭାବିଲେ ଭାରି ଘୃଣା ଲାଗୁଛି। ମୁଁ ଭାଙ୍ଗି ପଡ଼ିନି। ମୁଁ କହିବି। ଯେଉଁ ଫିଲ୍ମ ପାଇଁ ଆମେ ଆସୁଥିଲୁ, ସେହି ଫିଲ୍ମର ମୁଁ କୋ ପ୍ରଡ୍ୟୁସର ଥିଲି। ମାତ୍ର ଏହି ଫିଲ୍ମ ଆଉ ହେବନି। ଏହା ବିଭିନ୍ନ ଭାଷାରେ କରିବାକୁ ଚେଷ୍ଟା ଥିଲା। ଠିକ୍ ଅଛି ଯାହା ହେଲା ଭଲ ହେଲା। ସେଠାରେ ସମସ୍ତଙ୍କୁ ଦେଖାଗଲା ଯେ ସେ କଣ କଲା, ମୁଁ କେମିତି ନିର୍ୟାତିତ ହେଉଥିଲି। ମୋର କେବଳ ଗୋଟିଏ କଥା, ମୋ ଉପରେ ବହୁତ ଅଭିଯୋଗ ଲଗାଇ ସାରିଲେଣି। ଘରଭଙ୍ଗା, ଅମୁକେଇ, ସମୁକେଇ, ଧମୁକେଇ। କେହି କାହା ଘର ଭାଙ୍ଗି ପାରନ୍ତିନି। ଏହା ଭାଙ୍ଗି ସାରିଛି। ଯଦି ତମର ତମ ସ୍ୱାମୀ ପ୍ରତି ବାଟ୍ଟ ସ୍ୱାମୀ ବାହାରକୁ ଯାଆନ୍ତୁନି ବୋଲି ଚାହୁଁଛ, ତେବେ ତାଙ୍କ ବେକରେ ଗୋଟିଏ ସିକୁଳି ଦେଇଦିଅ। ଆଉ ଘରେ ରଖିଦିଅ। ଅନ୍ୟ ଝିଅକୁ ଯାଇ ଟଣାଓଟରା କରିକି.. ଯାହା ଯୋଗୁ ନିଜେ ରାସ୍ତାରେ ଅପଦସ୍ତ ହେଲ। ଏଭଳି କରି କ’ଣ ପାଇଲ, ମୁଁ ବୁଝିପାରୁନି। ମତେ ବଦନାମ କଲ। ଭେରି ନାଇସ୍।
ମୁଁ ବହୁତ କାମ କରିଛି। ମୁଁ ବହୁତ କାମ କରିବି। ମୁଁ ମୋ ରାଜ୍ୟ ପାଇଁ ବହୁତ ସୁନାମ ପାଇଛି। ଆହୁରି ବହୁତ କରିବି। ମୁଁ ରହିବିନି। ମୁଁ ମୋର ଏକ ସାଙ୍ଗ ସହିତଟ୍ଟ. ମୋ କୋ-ଆକ୍ଟର ବାବୁସାନ୍‌ଙ୍କ ସହିତ ଏତେକଥାଟ୍ଟ ତଦନ୍ତ ହୋଇଯାଉଛି। କେହି କିଛି କେୟାର ବି କରୁନାହାନ୍ତି କି ଯାହା ଉପରେ ହୋଇଥିବ ତାକୁ କଣ ଫିଲ୍‌ ହୋଇଥିବ।ସେ କେଉଁ ପରିସ୍ଥିତି ଦେଇକି ଯାଉଥିବ। ମୁଁ ଏକୁଟିଆ ଝିଅ ସେଠି ସମସ୍ତଙ୍କ ଆଗରେ ଫାଇଟ୍ କରିକି ଆସିଛି। ମୁଁ ସମସ୍ତଙ୍କୁ କହୁଛି, ଆଜି ସମସ୍ତ ମହିଳାଙ୍କୁ କହୁଛି, ଆପଣମାନେ ଏମିତି କିଛି ସମ୍ମୁଖୀନ ହେଉଛନ୍ତି, ତେବେ ଭାଙ୍ଗି ପଡ଼ନ୍ତୁନି। ଷ୍ଟାଣ୍ଡ ଷ୍ଟିଲ୍, ବିଶେଷ ଭାବେ ଭାରତୀୟ ମହିଳାଙ୍କ କ୍ଷେତ୍ରରେ, ଏମିତି କାହା ସହ ଘଟିଲେ ମୁଁ ତାଙ୍କ ପାଇଁ ଠିଆ ହେବେ।ମୋ ଜୀବନର ଲକ୍ଷ୍ୟ ଅଲଗା। ଯେଉଁ ଘଟଣା କାଲି ଘଟିଛି, ତାହା ପରେ ମୁଁ ବୁଝି ସାରିଲେଣି କି ଭଗବାନ ମୋ ଦ୍ୱାରା ସମାଜକୁ କିଛି ବାର୍ତ୍ତା ଦେବାକୁ ବନେଇଛନ୍ତି। ତେଣୁ ଏହା କରି ମୁଁ ସମସ୍ତଙ୍କ ସାମ୍ନାକୁ ଆସେଟ୍ଟ। ଭଲ ଓ ଖରାପ କାରଣ ପାଇଁ ମୁଁ ସାମ୍ନାକୁ ଆସେ।କେହି କେବେ ପଚରାରନ୍ତିନି ମୋର ମତ କ’ଣ। ତେଣୁ ତାଙ୍କ ବିରୋଧରେ ମୋର କିଛି ଅଭିଯୋଗ ନାହିଁ। ତାଙ୍କର ଯାହା କରିବା କଥା କରିଲେ। ତାଙ୍କୁ ରାସ୍ତାରେ ଅଭଦ୍ର ବ୍ୟବହାର ହେବାର ଥିଲା, ତେଣୁ ହେଲେ। ମୁଁ ମୋ ଡିଗିନିଟି ଓ ଗ୍ରେସ୍ ମେଣ୍ଟେନ କରିକି ମୋ ପରିବାରର ଶିକ୍ଷା ମେଣ୍ଟେନ କରିକି ସେଠାରୁ ଚୁପ୍ ହୋଇକି ଆସିଲି। ସବୁ ସହିଲି।ଆଉ ମୁଁ ଆଇନର ଦ୍ୱାରକୁ ଯାଇଛି। ମୋ ବାପା, ମା’ ଯାଇଛନ୍ତି। ଯାହା ବି ଆଇନର କାର୍ୟ୍ୟାନୁଷ୍ଠାନ ଅଛି, ତାହା ହବ। ମୋତେ ସପୋଟ କରୁଥିବା ସମଗ୍ର ଓଡ଼ିଶାବାସୀଙ୍କୁ ଏତିକି କହିବାକୁ ଚାହୁଁଛି, ତାଙ୍କୁ ଅନେକ ଅନେକ ଧନ୍ୟବାଦ। ଆପଣମାନେ ସବୁ ଜାଣିପାରୁଥିବେ। ସେ ଭିଡ଼ିଓରେ କିଏ କଣ ହଉଛି। ଦ୍ୱିତୀୟତଃ କହିବାକୁ ଚାହୁଁଛି, ମତେ ରିଲି ଲାଇଫ୍ ହିରୋଇନ୍‌ରୁ ରିଅଲ ଲାଇଫ୍ ହିରୋଇନ ବନାଇ ଦିଅ। ମୁଁ ରହିବିନି। ମୁଁ କାମ କରିବି, ମୁଁ ଚମକିବି, ମୁଁ ଅଧିକରୁ ଅଧିକ ଚମକିବି। ସେମିତି, ଯେମିତି ଜାତୀୟ ପୁରସ୍କାର ପାଇଛି। ବହୁତ ଗୁଡ଼ାଏ ସମ୍ମାନ ରାଜ୍ୟ ପାଇଁ ଆଣିଛି। ସେମିତି ଆଣିବି ଏବଂ ଆଣୁଥିବି। ମତେ ଯେତେ ଭାଙ୍ଗିକି ପକେଇଲେ ବି ମୁଁ ଯୋଡ଼ି ହେବି, ପୁଣି ଛିଡ଼ା ହେବି।

Powered by Froala Editor

Tags Prakruti mishra

Related articles Odisha News Lens 4.1

  • ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ
    ଦେଶ-ଦେଶାନ୍ତର

    ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    14037
    Nov 17, 2025
  • ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା ଗ୍ରସ୍ତ , ୪୨ ମୃତ
    ଦେଶ-ଦେଶାନ୍ତର

    ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା ଗ୍ରସ୍ତ , ୪୨ ମୃତ

    14363
    Nov 17, 2025
  • ପାଠପଢ଼ାରେ ମଧ୍ୟ ବାଦଶାହା ଶାହରୁଖ ଖାନ
    ମନୋରଞ୍ଜନ

    ପାଠପଢ଼ାରେ ମଧ୍ୟ ବାଦଶାହା ଶାହରୁଖ ଖାନ

    14411
    Nov 16, 2025
  • ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର
    ମନୋରଞ୍ଜନ

    ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

    15045
    Nov 17, 2025
  • ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶଙ୍କ ଇସ୍ତଫା
    ଦେଶ-ଦେଶାନ୍ତର

    ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶଙ୍କ ଇସ୍ତଫା

    14073
    Nov 17, 2025
  • ଉତ୍ତେଜନା ପରେ ପାଟନା ଛାଡିଲେ ରୋହିଣୀ
    ଦେଶ-ଦେଶାନ୍ତର

    ଉତ୍ତେଜନା ପରେ ପାଟନା ଛାଡିଲେ ରୋହିଣୀ

    15769
    Nov 16, 2025
  • ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ହାତଗଣ୍ଠି
    ଖେଳ ଖବର

    ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ହାତଗଣ୍ଠି

    13808
    Nov 17, 2025
  •  ବଡ ଭଉଣୀ ରୋହିଣୀଙ୍କ ଉପରକୁ ଚପଲ ଫୋପାଡିଲେ ତେଜସ୍ଵୀ
    ଦେଶ-ଦେଶାନ୍ତର

    ବଡ ଭଉଣୀ ରୋହିଣୀଙ୍କ ଉପରକୁ ଚପଲ ଫୋପାଡିଲେ ତେଜସ୍ଵୀ

    13913
    Nov 17, 2025
  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ
    ବିଶେଷ

    ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14050
    Nov 17, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶଙ୍କ ଇସ୍ତଫା

    14073
    Nov 17, 2025
  • ମନୋରଞ୍ଜନ

    ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

    15045
    Nov 17, 2025
  • ବିଶେଷ

    ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14050
    Nov 17, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16855
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16950
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17295
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15767
    Apr 03, 2021

ବିଶେଷ

  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14050
    Nov 17, 2025
  • ଏହି କାରଣରୁ ବିନ୍ଧିଥାଏ ଗୋଡ

    15870
    Nov 16, 2025
  • ଶୀତଦିନ ପାଇଁ ସୁପର୍ ଫୁଡ

    15122
    Nov 15, 2025
  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    14396
    Nov 13, 2025
  • ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ଖାଆନ୍ତୁ ଗୁଜୁରାତି

    15261
    Nov 13, 2025

ବାଣିଜ୍ୟ

ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

ଭୁବନେଶ୍ୱର: ଚଳିତବର୍ଷ ମିଳିତ ଜାତିସଂଘ ଓ ବ୍ରାଜିଲ ସରକାରଙ୍କ ମିଳିତ ଆନୁକୂଲ୍ୟରେ ବେଲେମ୍ସ ସହରରେ ଅନୁଷ୍ଠିତ ହେଉଥିବା କପ୍‌ ୩୦ ସମ୍ମିଳନୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବ୍ରାଜିଲ ପ୍ରଥମ ମହିଳା ସମ୍ମାନନୀ ...

  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14720
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14308
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13956
    Oct 27, 2025
  • ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

    15025
    Oct 13, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବଡ ଭଉଣୀ ରୋହିଣୀଙ୍କ ଉପରକୁ ଚପଲ ଫୋପାଡିଲେ ତେଜସ୍ଵୀ

    13913
    Nov 17, 2025
  • ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶଙ୍କ ଇସ୍ତଫା

    14073
    Nov 17, 2025
  • ଉତ୍ତେଜନା ପରେ ପାଟନା ଛାଡିଲେ ରୋହିଣୀ

    15769
    Nov 16, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In