Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, April 03, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ

  • NCERTକୁ ‘ଡିମ୍ଡ ୟୁନିଭରସିଟି’ ମାନ୍ୟତା

  • ପ୍ରେମ ନିବେଦନ କରି ମାଡ଼ ଖାଇଲେ ପ୍ରଫେସର

  • ଯୁଦ୍ଧ ଯୋଗୁଁ ବଢ଼ିଯିବ ଦରଦାମ୍ !

  • ପୁଲିସ ଷ୍ଟେସନରେ କାର୍ ବୋମା ବିସ୍ଫୋରଣ

  • ୨ ପର୍ବତୀୟ ରେଡାର ମିଳିବ ଭାରତୀୟ ବାୟୁ ...

  • ଆମେରିକାରେ ବଡ଼ ସାମରିକ ଅଦଳବଦଳ, ...

  • ପୁଣି ଟ୍ରମ୍ପ ଦେଲେ ବଡ ଝଟକା: ଏହି ଜିନିଷ ...

  • ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ...

  • ଚନ୍ଦ୍ର ଅଭିଯାନ ଆର୍ଟେମିସ୍ -୨ର ସଫଳତା ...

Home ›› ››ଏଣିକି ମୁଢ଼ି, ଚୂଡା, ଖଇ ପ୍ୟାକିଂ କରି ବିକିଲେ ୫ ପ୍ରତିଶତ ଜିଏସଟି ଲାଗିବ

ଏଣିକି ମୁଢ଼ି, ଚୂଡା, ଖଇ ପ୍ୟାକିଂ କରି ବିକିଲେ ୫ ପ୍ରତିଶତ ଜିଏସଟି ଲାଗିବ

2022-07-16 19:25:25
15138
Share:
Facebook
Twitter
E-Mail
WhatsApp
Telegram
ଏଣିକି ମୁଢ଼ି, ଚୂଡା, ଖଇ ପ୍ୟାକିଂ କରି ବିକିଲେ ୫ ପ୍ରତିଶତ ଜିଏସଟି ଲାଗିବ

ଲୋକଙ୍କ ଉପରେ ମହଙ୍ଗା ମାଡ କମୁନି । କିଛି ନା କିଛି ଜିନିଷରେ ଟ୍ୟାକ୍ସ ଜିଏସ୍‌ଟି ଲାଗୁଛି । ଏବେ କିଛି ଦ୍ରବ୍ୟକୁ ନୂଆକରି ଜିଏସଟି ଅନ୍ତର୍ଭୁକ୍ତ କରାଯାଇଛି । ବ୍ଲେଡ, ପେପର କଇଁଚି, ପେନସିଲ କଟର, ଚାମଚ, କଣ୍ଟା ଚାମଚ, ସ୍କିମର୍ସ ଏବଂ କେକ ସର୍ଭିସ ଆଦି ଦ୍ରବ୍ୟ ଉପରେ ସରକାର ଜିଏସଟି ବୃଦ୍ଧି କରାଯିବ । ଏବେ ଏହା ଉପରେ ୧୮ ପ୍ରତିଶତ ହାରରେ ଜିଏସଟି ଆଦାୟ କରାଯିବ । ମେଡିକାଲରେ ୫ହାଜରରୁ ଅଧିକ ଭଡାର ରୁମ୍ ଉପରେ ମଧ୍ୟ ୧୮ ପ୍ରତିଶତ ଜିଏସଟି ଆଦାୟ କରାଯିବ । ଏଲଇଡି ଲାଇଟ ଏବଂ ଲ୍ୟାମ୍ପ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ । ସରକାର ଏହି ଜିନିଷ ଉପରେ ୧୨ ପ୍ରତିଶତରୁ ୧୮ ପ୍ରତିଶତ ଜିଏସଟି ବୃଦ୍ଧି କରିଛନ୍ତି ।

ଅଣବ୍ରାଣ୍ଡେଡ ଖାଦ୍ୟ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲଗାଯାଇଛି । ମୁଢ଼ି, ଚୂଡା ଖଇ ଆଦିକୁ ପ୍ୟାକିଂ କରି ବିକିଲେ ୫ ପ୍ରତିଶତ ଜିଏସଟି ଲାଗିବ ବୋଲି କେନ୍ଦ୍ର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ସେହିପରି ଚେକ୍ ବୁକ୍ ଦେବା ପାଇଁ ବ୍ୟାଙ୍କ ପକ୍ଷରୁ ନିଆଯାଉଥିବା ଶୁଳ୍କ ଉପରେ ମଧ୍ୟ ୧୮ ପ୍ରତିଶତ ଜିଏସଟି ଲଗାଯାଇଛି । ୧୦୦୦ ଟଙ୍କା ଭଡାର ହୋଟେଲ ରୁମ ଉପରେ ମଧ୍ୟ ୧୨ ପ୍ରତିଶତ ଜିଏସଟି ଲଗାଯିବା ପାଇଁ ନିଷ୍ପତ୍ତି ହୋଇଛି ।

ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟ୍ୟାକ୍ସେଜ ଆଣ୍ଡ କଷ୍ଟମ୍ସ (ସିବିଡିଟି)ର ନୂଆ ବିଜ୍ଞପ୍ତି ଅନୁଯାୟୀ ୧୮ ଜୁଲାଇ ଅର୍ଥାତ ସୋମବାରଠୁ ଜିଏସଟି ହାର ଲଗାଯିବ । ଏହି କାରଣରୁ କ୍ଷୀର ଜାତୀୟ ପ୍ୟାକିଙ୍ଗ ହେଉଥିବା ଦ୍ରବ୍ୟ ମହଙ୍ଗା ହୋଇଯିବ । ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ଜିଏସଟି ପରିଷଦ ବୈଠକରେ କ୍ଷୀର ଜାତୀୟ ଦ୍ରବ୍ୟକୁ ପ୍ରଥମ ଥର ଜିଏସଟି ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଟେଟ୍ରା ପ୍ୟାକ ଦହି, ଲସି ଏବଂ ବଟର ମିଲ୍କ ଉପରେ ୫ ପ୍ରତିଶତ ଜିଏସଟି ଲଗାଇବା ପାଇଁ ନିଷ୍ପତ୍ତି ହୋଇଥିଲା ।

Powered by Froala Editor

Tags gst

Related articles Odisha News Lens 4.1

  • ପ୍ରେମ ନିବେଦନ କରି ମାଡ଼ ଖାଇଲେ ପ୍ରଫେସର
    ଦେଶ-ଦେଶାନ୍ତର

    ପ୍ରେମ ନିବେଦନ କରି ମାଡ଼ ଖାଇଲେ ପ୍ରଫେସର

    13684
    Apr 03, 2026
  • ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୩୦ ପର୍ଯ୍ୟନ୍ତ ପେଟ୍ରୋକେମିକାଲ୍ ଉତ୍ପାଦ ...
    ଦେଶ-ଦେଶାନ୍ତର

    ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୩୦ ପର୍ଯ୍ୟନ୍ତ ପେଟ୍ରୋକେମିକାଲ୍ ଉତ୍ପାଦ ...

    13933
    Apr 02, 2026
  • NCERTକୁ ‘ଡିମ୍ଡ ୟୁନିଭରସିଟି’ ମାନ୍ୟତା
    ଦେଶ-ଦେଶାନ୍ତର

    NCERTକୁ ‘ଡିମ୍ଡ ୟୁନିଭରସିଟି’ ମାନ୍ୟତା

    15019
    Apr 03, 2026
  • ପୁଣି ଟ୍ରମ୍ପ ଦେଲେ ବଡ ଝଟକା: ଏହି ଜିନିଷ ଉପରେ ଲଗାଇଲେ ୧୦୦ ପ୍ରତିଶତ ଶୁଳ୍କ
    ଦେଶ-ଦେଶାନ୍ତର

    ପୁଣି ଟ୍ରମ୍ପ ଦେଲେ ବଡ ଝଟକା: ଏହି ଜିନିଷ ଉପରେ ଲଗାଇଲେ ୧୦୦ ପ୍ରତିଶତ ଶୁଳ୍କ

    14530
    Apr 03, 2026
  • ଯୁଦ୍ଧ ଯୋଗୁଁ ବଢ଼ିଯିବ ଦରଦାମ୍ !
    ଦେଶ-ଦେଶାନ୍ତର

    ଯୁଦ୍ଧ ଯୋଗୁଁ ବଢ଼ିଯିବ ଦରଦାମ୍ !

    14744
    Apr 03, 2026
  • ୨ ପର୍ବତୀୟ ରେଡାର ମିଳିବ ଭାରତୀୟ ବାୟୁ ସେନାକୁ, ଦୁର୍ଗମ ଅଞ୍ଚଳ ପାଇଁ ହେବ ଅଧିକ ...
    ଦେଶ-ଦେଶାନ୍ତର

    ୨ ପର୍ବତୀୟ ରେଡାର ମିଳିବ ଭାରତୀୟ ବାୟୁ ସେନାକୁ, ଦୁର୍ଗମ ଅଞ୍ଚଳ ପାଇଁ ହେବ ଅଧିକ ...

    14642
    Apr 03, 2026
  • ପୁଲିସ ଷ୍ଟେସନରେ କାର୍ ବୋମା ବିସ୍ଫୋରଣ
    ଦେଶ-ଦେଶାନ୍ତର

    ପୁଲିସ ଷ୍ଟେସନରେ କାର୍ ବୋମା ବିସ୍ଫୋରଣ

    15328
    Apr 03, 2026
  • ଆମେରିକାରେ ବଡ଼ ସାମରିକ ଅଦଳବଦଳ, ସେନାମୁଖ୍ୟଙ୍କୁ ତୁରନ୍ତ ଅବସର
    ଦେଶ-ଦେଶାନ୍ତର

    ଆମେରିକାରେ ବଡ଼ ସାମରିକ ଅଦଳବଦଳ, ସେନାମୁଖ୍ୟଙ୍କୁ ତୁରନ୍ତ ଅବସର

    13535
    Apr 03, 2026
  • ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ
    ଦେଶ-ଦେଶାନ୍ତର

    ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ

    13849
    Apr 03, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୨ ପର୍ବତୀୟ ରେଡାର ମିଳିବ ଭାରତୀୟ ବାୟୁ ସେନାକୁ, ଦୁର୍ଗମ ଅଞ୍ଚଳ ପାଇଁ ହେବ ଅଧିକ ଲାଭଦାୟକ

    14642
    Apr 03, 2026
  • ଦେଶ-ଦେଶାନ୍ତର

    ପୁଣି ଟ୍ରମ୍ପ ଦେଲେ ବଡ ଝଟକା: ଏହି ଜିନିଷ ଉପରେ ଲଗାଇଲେ ୧୦୦ ପ୍ରତିଶତ ଶୁଳ୍କ

    14530
    Apr 03, 2026
  • ଦେଶ-ଦେଶାନ୍ତର

    ପ୍ରେମ ନିବେଦନ କରି ମାଡ଼ ଖାଇଲେ ପ୍ରଫେସର

    13684
    Apr 03, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17398
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17458
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17808
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16285
    Apr 03, 2021

ବିଶେଷ

  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    15200
    Apr 02, 2026
  • ଘରେ ଅଶାନ୍ତି ବଢ଼ାଏ ଏହି ଗଛ

    14573
    Apr 01, 2026
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    15973
    Mar 31, 2026
  • ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ

    15462
    Mar 30, 2026
  • ଓଜନ କମାଇବାର ସହଜ ଉପାୟ

    16192
    Mar 28, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15310
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15039
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15543
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13840
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୁଲିସ ଷ୍ଟେସନରେ କାର୍ ବୋମା ବିସ୍ଫୋରଣ

    15328
    Apr 03, 2026
  • ଚନ୍ଦ୍ର ଅଭିଯାନ ଆର୍ଟେମିସ୍ -୨ର ସଫଳତା ଉତକ୍ଷେପଣ

    14700
    Apr 02, 2026
  • ଆମେରିକାରେ ବଡ଼ ସାମରିକ ଅଦଳବଦଳ, ସେନାମୁଖ୍ୟଙ୍କୁ ତୁରନ୍ତ ଅବସର

    13535
    Apr 03, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In