୭ ବସ୍ତା ଧାନ ବିହନ ଖାଇଗଲା ଦନ୍ତା

କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜରେ ଗୋଠଛଡା ଦନ୍ତା ର ଉପଦ୍ରଵ ଥମୁନି । ମଙ୍ଗଳବାର ରାତିରେ ଖୁଣ୍ଟାପଡା ଗାଁରେ ଗୋଠଛଡା ଦନ୍ତା ପଶି ବିଭୁତି ପ୍ରଧାନ ଙ୍କ ଧାନଘର ଭାଙ୍ଗି ୭ ବସ୍ତା ବିହନ ଧାନକୁ ଖାଇଯିବା ସହ ବାଡ଼ିରେ ଥିବା ନଡ଼ିଆ ଗଛକୁ ଭାଙ୍ଗି ପକାଇଛି। ବିଭୁତି ପ୍ରଧାନ ଗାଁ ଲୋକଙ୍କ ସାହାଯ୍ୟ ରେ ଦନ୍ତାହାତୀକୁ ଘଉଡାଇଛନ୍ତି । ଜମିରେ ବୁଣିବା ପାଇଁ ରଖିଥିବା ବିହନ ଧାନକୁ ହାତୀ ନଷ୍ଟ କରିଦେବା ଫଳରେ ଚାଷ କେମିତି କରିବ ସେନେଇ ମୁଣ୍ଡରେ ହାତଦେଇ ବସିଛନ୍ତି ବିଭୁତି। ସୂଚନାଯୋଗ୍ୟ ଯେ, ମାସକ ମଧ୍ୟରେ ୧୫ ରୁ ଉର୍ଦ୍ଧ୍ବ ଘର ଭାଙ୍ଗିବା ସହ ଦୁଇଜଣ ଙ୍କୁ ଦଳି ଦେଇଛି ଦନ୍ତା।
Powered by Froala Editor
Related articles Odisha News Lens 3.2
-
ଲାଲୁ ଯାଦବ ଆଇସିୟୁରେ
15117Jul 04, 2022 -
ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ନିର୍ମାତାଙ୍କୁ ଗିରଫ ଦାବି
13478Jul 05, 2022 -
ଲାଗିଲା କଟକଣା, ମନଇଚ୍ଛା ସର୍ଭିସ ଚାର୍ଜ ନେଇପାରିବେନି ରେଷ୍ଟୁରାଣ୍ଟ
14378Jul 05, 2022 -
କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା
13582Jul 04, 2022 -
ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି
14257Jul 04, 2022 -
ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍, ୨୦ ମୃତ
14162Jul 05, 2022 -
ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ଏହି ଟ୍ରିକ୍ସ
15154Jul 04, 2022 -
ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ମୃତ୍ୟୁ
14890Jul 05, 2022 -
ତେଲ ଉପରୁ ଭାଟ୍ ହ୍ରାସ ପାଇଁ ଘୋଷଣା କଲେ ମହାରାଷ୍ଟ୍ର ସରକାର
14361Jul 05, 2022
ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |
ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |
-
ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍, ୨୦ ମୃତ
14162Jul 05, 2022 -
ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ନିର୍ମାତାଙ୍କୁ ଗିରଫ ଦାବି
13478Jul 05, 2022 -
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ଉଡିଲା କଳା ବେଲୁନ, ୪ କଂଗ୍ରେସ କର୍ମୀ ଗିରଫ
14621Jul 05, 2022
About Us
- Bhubaneswar, Odisha, India
- 0 00000 000 00
- odishanewslens@gmail.com