Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, September 04, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସବୁ ଟୋଲ ପ୍ଲାଜାରେ କ୍ୟାମେରା ଲଗାଇବାକୁ ...

  • ଇସ୍ରୋକୁ ଆଉ ଏକ ବଡ଼ ସଫଳତା: EOS-05ର ସଫଳ ...

  • ବ୍ରେକ୍‌ ସସସ୍ୟା ଯୋଗୁଁ ଖୁଣ୍ଟରେ ପିଟି ...

  • ନାବାଳିକା ଛାତ୍ରୀଙ୍କୁ ଅପହରଣ କରି କାର୍ ...

  • ନେପାଳ ଭୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା 12 ...

  • କମିଲା ସୁନା ଦର, କେତେ ଜାଣନ୍ତୁ ?

  • ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ...

  • ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ...

  • ପ୍ୟାସେଞ୍ଜର ବିମାନ ଉଡ଼ାଇବେ କ୍ୟାପ୍ଟେନ୍ ...

  • ସୋସିଆଲ ମିଡିଆରେ ଛାଡପତ୍ର ଘୋଷଣା କଲେ ...

ରାଜ୍ୟ
Home ›› ରାଜ୍ୟ ››ବିପଦପୂର୍ଣ୍ଣ ମାଉଣ୍ଟେନ୍ ରାଲିରେ ଚମକିଲେ ଓଡିଆ ପୁଅ

ବିପଦପୂର୍ଣ୍ଣ ମାଉଣ୍ଟେନ୍ ରାଲିରେ ଚମକିଲେ ଓଡିଆ ପୁଅ

2022-06-21 05:21:54
15422
Share:
Facebook
Twitter
E-Mail
WhatsApp
Telegram
ବିପଦପୂର୍ଣ୍ଣ ମାଉଣ୍ଟେନ୍ ରାଲିରେ ଚମକିଲେ ଓଡିଆ ପୁଅ

ଭୁବନେଶ୍ୱର: ମାଇନସ ୧୮ ଡିଗ୍ରୀ ତାପମାତ୍ରା  । ୧୫ ହଜାର ଫୁଟ ଉପରେ ପାହାଡ଼ର ବିପଦପୂର୍ଣ୍ଣ ଘାଟିରେ ଚାଲିଥିଲା ମାଉଣ୍ଟେନ ରାଲି  । ଟିକିଏ ଏପାଖ ସେପାଖ ହେଲେ... ସିଧା ତଳେ  । ସବୁଠୁ ଅଦ୍ଭୁତ କଥା ହେଲା, ଏ ବିପଦ ପୂର୍ଣ୍ଣ ରେସରେ ଗାଡ଼ି ଚାଳକଙ୍କୁ ଜଣାନଥାଏ ରାସ୍ତା  । କେବଳ କାରରେ ଖଞ୍ଜାଯାଇଥିବା କମ୍ପୁ୍ୟଟର, ରାସ୍ତାର ମ୍ୟାପ୍ ବହି ଓ ସାଥୀରେ ଥିବା ନାଭିଗେଟର (ପଥ ପ୍ରଦର୍ଶକ) ହିଁ ଭରସା  । ଜୀବନକୁ ବାଜି ଲଗାଇ ଏହି ଆଡଭେଞ୍ଚର ରେସରେ କମାଲ୍ ଦେଖାଇଛନ୍ତି ଓଡ଼ିଆ ପୁଅ ବୈଭବ ଚୌଧୁରୀ  । ଏ ଯାତ୍ରାରେ ତାଙ୍କୁ ସାଥ୍ ଦେଇଥିଲେ ନାଭିଗେଟର ଶାଶ୍ୱତ ସ୍ୱାଇଁ  । ପ୍ରଥମ ଥର ଏଭଳି ବିପଦପୂର୍ଣ୍ଣ ଯାତ୍ରାରେ ଭାଗ ନେଇ ବିଭିନ୍ନ ରାଜ୍ୟର ଜଣାଶୁଣା ଆଡଭେଞ୍ଚର କାର ରେସରଙ୍କୁ ପଛରେ ପକାଇ ଦେଇଛନ୍ତି ବୈଭବ  ।

ଅବସର ଥିଲା ରାଲି ଅଫ୍ ଚମ୍ବା-୨୦୨୨  । ହିମାଚଳ ପ୍ରଦେଶରେ ଆୟୋଜିତ ହୋଇ ଆସୁଥିବା ଏହି ଖତରନାକ ଯାତ୍ରାରେ ସାମିଲ ହେବା  ସହଜ ନୁହେଁ  । ଛାତିରେ ଦମ୍ଭ, ମନରେ ଉସôାହର ପାହାଡ଼ ନେଇ ଏ ଯାତ୍ରାରେ ସାମିଲ ହୋଇଥିଲେ ଓଡ଼ିଆ ପୁଅ ବୈଭବ  । ଲକ୍ଷ୍ୟ ଥିଲା- ନିଜ ଉପସ୍ଥିତି ଜାହିର କରି ଓଡ଼ିଶାର ବୀରତ୍ୱର ପରାକାଷ୍ଠା ସଭିଙ୍କୁ ଦେଖାଇବେ  । ହିମାଳଚଳ ପ୍ରଦେଶ ପର୍ଯ୍ୟଟନ ବିଭାଗର ଏହା ସବୁଠୁ ବଡ଼ ଇଭେଣ୍ଟ । ଏହି ରାଲିର ଥାର୍ଡ କ୍ୟାଟେଗୋରିରେ ଯୋଗ ଦେଇଥିଲେ ବୈଭବ  । ରାସ୍ତା ମାଲୁମ ନାହିଁ କି ଜଳବାୟୁ କେମିତି ରହିବ, କିଛି ଅଭିଜ୍ଞତା ନଥିଲା  । ତଥାପି ବିପଦପୂର୍ଣ୍ଣ ମାଉଣ୍ଟେନ ରାଲିରେ ଗାଡ଼ି ଧରି ବାହାରିଲେ ବୈଭବ  । ରାସ୍ତା ଯେତିକି ବିପଦପୂର୍ଣ୍ଣ, ନିୟମ ବି ସେତିକି କଠିନ  । ପ୍ରଥମ ଦିନରେ ଚମ୍ବାରୁ ୧୭୮ କିମି ରାସ୍ତା ପାର୍ କରିବାକୁ ପଡ଼ିଥିଲା  । ରାସ୍ତା ଏମିତି ଥିଲା ଯେ ଗାଡ଼ିର ଚଉଡ଼ା ଯେତିକି ରାସ୍ତାର ଚଉଡ଼ା ବି ପ୍ରାୟ ସେତିକି, ତାହା ପୁଣି ପାହାଡ଼ ଘାଟି ରାସ୍ତା  । କେତେବେଳେ ଅଚାନକ ବାଁକୁ ମୋଡ଼ିବାକୁ ପଡ଼ୁଥାଏ, ପୁଣି କେବେ ଡାହାଣର ଗଳି ରାସ୍ତାକୁ  । ତଥାପି ନାଭିଗେଟର ଶାଶ୍ୱତଙ୍କ ସହ ଉତ୍ତମ ବୁଝାମଣା ଯୋଗୁ ବୈଭବ ଆଗେଇ ଚାଲିଥିଲେ  । ତା’ ପରଦିନ ରାସ୍ତା ଥିଲା ଆହୁରି ବିପଦପୂର୍ଣ୍ଣ  । ଏ ବିପଦର ନାଁ ‘କିଲର୍ ସଚ୍ ପାସ୍’  । ହିମାଚଳର ଏ ରାସ୍ତା ବିଶ୍ୱର ଅନ୍ୟତମ ବିପଦପୂର୍ଣ୍ଣ ରାସ୍ତା  । ସେଥିପାଇଁ ଏ ରାସ୍ତାରେ ସାଧାରଣ ଲୋକଙ୍କୁ  ଛଡ଼ାଯାଇନଥାଏ  । ଯୁଆଡେ଼ ଦେଖିବ କେବଳ ପାହାଡ଼ ହିଁ ପାହାଡ଼  । ଭୂପୃଷ୍ଠରୁ ୧୫ ହଜାର ଫୁଟ ଉଚ୍ଚରେ ଏ ରାସ୍ତା  । ସାମାନ୍ୟ ତ୍ରୁଟି ହେଲେ... କଥା ସରିଲା  । ହେଲେ ଜୀବନକୁ ବାଜି ଲଗାଇ ସାହସ ଓ ବୁଦ୍ଧିମତାର ସହ ବୈଭବ ଗାଡ଼ିକୁ ସତର୍କତାର ସହ ଆଗକୁ ନେଇ ଚାଲିଲେ  । ଡ୍ରାଇଭିଂ ପାଇଁ ସର୍ତ୍ତାବଳୀ ବି ଅତି କଠିନ ଥାଏ  । ବିଳମ୍ବରେ ପହଞ୍ଚି ହେବନି କିମ୍ବା ଶୀଘ୍ର ବି ପହଞ୍ଚି ହେବନି  । ଧାର୍ଯ୍ୟ ସମୟରେ ହିଁ ପହଞ୍ଚିବାକୁ ହେବ  । ଏମିତି ବିପଦପୂର୍ଣ୍ଣ ରାସ୍ତା ପାର୍ ହେବା ପାଇଁ ସବୁଠୁ ବଡ଼ ବିପଦ ଥିଲା ପାଣିପାଗ  । ମାଇନସ ୧୫ ଡିଗ୍ରୀ ତାପମାତ୍ରା  । ରାସ୍ତାରେ ଖାଲି ବରଫ  । ବ୍ରେକ ମାରିଲେ ଗାଡ଼ି ଅଟକୁ ନଥାଏ, ଖସି ଯାଉଥାଏ  । ତଥାପି ଲକ୍ଷ୍ୟ ସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚିଲେ ବୈଭବ  ।

 ସାବାସି ଦେଲେ ଆୟୋଜକ  । ଓଡ଼ିଶାରୁ ଭାଗ ନେଇଥିବା ପ୍ରତିଯୋଗୀଙ୍କ ଭିତରେ ବୈଭବଙ୍କୁ ପୁରସ୍କୃତ କରାଗଲା ଶ୍ରେଷ୍ଠ ଡ୍ରାଇଭର ଭାବେ  । ଏହାସହ କ୍ୟାଟେଗୋରୀରେ ଶ୍ରେଷ୍ଠ ଡ୍ରାଇଭର ଭାବେ ସମ୍ମାନିତ କରାଯାଇଛି  । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ବୈଭବ ଭୁବନେଶ୍ୱର, ଦିଲ୍ଲୀ, ଚଣ୍ଡିଗଡ଼ରେ ପୂର୍ବରୁ ଅଭ୍ୟାସ କରିଥିଲେ  । ବୈଭବ ହେଉଛନ୍ତି କଂଗ୍ରେସ ନେତା ତଥା କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ପୁଅ  । ଦୁଃସାହସିକ ଡ୍ରାଇଭିଂ ପାଇଁ ବୈଭବ ଓଡ଼ିଶାର ଟେକ ରଖିଛନ୍ତି  ।

Powered by Froala Editor

Tags Baivab choudhry

Related articles Odisha News Lens 4.1

  • ସୋସିଆଲ ମିଡିଆରେ ଛାଡପତ୍ର ଘୋଷଣା କଲେ ରାପର୍‌ ବାଦଶାହା
    ମନୋରଞ୍ଜନ

    ସୋସିଆଲ ମିଡିଆରେ ଛାଡପତ୍ର ଘୋଷଣା କଲେ ରାପର୍‌ ବାଦଶାହା

    13818
    Sep 03, 2026
  • ପ୍ୟାସେଞ୍ଜର ବିମାନ ଉଡ଼ାଇବେ କ୍ୟାପ୍ଟେନ୍ ଅଭିନନ୍ଦନ
    ଦେଶ-ଦେଶାନ୍ତର

    ପ୍ୟାସେଞ୍ଜର ବିମାନ ଉଡ଼ାଇବେ କ୍ୟାପ୍ଟେନ୍ ଅଭିନନ୍ଦନ

    15439
    Sep 03, 2026
  • ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ ...
    ବାଣିଜ୍ୟ

    ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ ...

    13732
    Sep 03, 2026
  • ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ...
    ବାଣିଜ୍ୟ

    ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ...

    14640
    Sep 03, 2026
  • ନାବାଳିକା ଛାତ୍ରୀଙ୍କୁ ଅପହରଣ କରି କାର୍ ଭିତରେ ଗଣବଳାତ୍କାର
    ଦେଶ-ଦେଶାନ୍ତର

    ନାବାଳିକା ଛାତ୍ରୀଙ୍କୁ ଅପହରଣ କରି କାର୍ ଭିତରେ ଗଣବଳାତ୍କାର

    13953
    Sep 03, 2026
  • ସବୁ ଟୋଲ ପ୍ଲାଜାରେ କ୍ୟାମେରା ଲଗାଇବାକୁ ଏନଏଚଏଆଇକୁ କୋର୍ଟଙ୍କ ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ସବୁ ଟୋଲ ପ୍ଲାଜାରେ କ୍ୟାମେରା ଲଗାଇବାକୁ ଏନଏଚଏଆଇକୁ କୋର୍ଟଙ୍କ ନିର୍ଦ୍ଦେଶ

    13369
    Sep 04, 2026
  • ଇସ୍ରୋକୁ ଆଉ ଏକ ବଡ଼ ସଫଳତା: EOS-05ର ସଫଳ ଉତ୍‌କ୍ଷେପଣ
    ଦେଶ-ଦେଶାନ୍ତର

    ଇସ୍ରୋକୁ ଆଉ ଏକ ବଡ଼ ସଫଳତା: EOS-05ର ସଫଳ ଉତ୍‌କ୍ଷେପଣ

    13761
    Sep 04, 2026
  • ନେପାଳ ଭୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା 12 ଶହ ପାର କଲା
    ଦେଶ-ଦେଶାନ୍ତର

    ନେପାଳ ଭୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା 12 ଶହ ପାର କଲା

    15678
    Sep 03, 2026
  • ବ୍ରେକ୍‌ ସସସ୍ୟା ଯୋଗୁଁ ଖୁଣ୍ଟରେ ପିଟି ହୋଇଗଲା ଇଣ୍ଡିଗୋ ବିମାନ
    ଦେଶ-ଦେଶାନ୍ତର

    ବ୍ରେକ୍‌ ସସସ୍ୟା ଯୋଗୁଁ ଖୁଣ୍ଟରେ ପିଟି ହୋଇଗଲା ଇଣ୍ଡିଗୋ ବିମାନ

    14789
    Sep 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ସୋସିଆଲ ମିଡିଆରେ ଛାଡପତ୍ର ଘୋଷଣା କଲେ ରାପର୍‌ ବାଦଶାହା

    13818
    Sep 03, 2026
  • ଦେଶ-ଦେଶାନ୍ତର

    ସବୁ ଟୋଲ ପ୍ଲାଜାରେ କ୍ୟାମେରା ଲଗାଇବାକୁ ଏନଏଚଏଆଇକୁ କୋର୍ଟଙ୍କ ନିର୍ଦ୍ଦେଶ

    13369
    Sep 04, 2026
  • ଦେଶ-ଦେଶାନ୍ତର

    ନେପାଳ ଭୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା 12 ଶହ ପାର କଲା

    15678
    Sep 03, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17073
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17721
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17740
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18140
    Sep 06, 2023

ବିଶେଷ

  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13559
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14499
    Aug 31, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14803
    Aug 30, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14757
    Aug 27, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    14093
    Aug 26, 2026

ବାଣିଜ୍ୟ

ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

ଦ୍ୱିଭାଷୀ ପ୍ରକାଶନରେ ପୂର୍ଣ୍ଣ ପ୍ରସ୍ତୁତ କାରିଗରୀ ବସ୍ତୁ ଊଦ୍ଧ୍ୱର୍ରେ ଚାନ୍ଦୁଆର ପରୀକ୍ଷା ନିରୀକ୍ଷା କରିବାକୁ କ୍ଷେତ୍ରସ୍ତରୀୟ କାର୍ଯ୍ୟ, ଅଭିଲେଖୀୟ ଗବେଷଣା ଏବଂ କାରିଗରୀ ଆତ୍ମଜୀବନୀକୁ ଏକତ୍ରିତ କରାଯାଇଛି

  • ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି

    13732
    Sep 03, 2026
  • ସୁନା ଦରରେ ବଡ଼ ଧରଣର ହ୍ରାସ

    14267
    Sep 03, 2026
  • ଆପଲ୍‌ର ନୂଆ CEO ଜନ୍ ଟର୍ନସ୍

    15152
    Sep 03, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିରେ ଲୋକଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଉଛି

    14670
    Sep 02, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବ୍ରେକ୍‌ ସସସ୍ୟା ଯୋଗୁଁ ଖୁଣ୍ଟରେ ପିଟି ହୋଇଗଲା ଇଣ୍ଡିଗୋ ବିମାନ

    14789
    Sep 04, 2026
  • ନାବାଳିକା ଛାତ୍ରୀଙ୍କୁ ଅପହରଣ କରି କାର୍ ଭିତରେ ଗଣବଳାତ୍କାର

    13953
    Sep 03, 2026
  • ପ୍ୟାସେଞ୍ଜର ବିମାନ ଉଡ଼ାଇବେ କ୍ୟାପ୍ଟେନ୍ ଅଭିନନ୍ଦନ

    15439
    Sep 03, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In