Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, February 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ତଳିପାଦ ଦେଖି ରୋଗ ବିଷୟରେ ଜାଣନ୍ତୁ .....

  • ଓଟ ପାଇଁ ହେବ “କ୍ୟାମେଲ ପାସପୋର୍ଟ”

  • ଅବସର ଘୋଷଣା କରିବା ପରେ ଅରିଜିତ୍ ଙ୍କ Comeback

  • ଗେମ୍ ପାଇଁ ବଢ଼ିଗଲା ବ୍ଲଡ୍ ପ୍ରେସର, ...

  • ବହୁମତରେ ଲିବରାଲ ଡେମୋକ୍ରାଟିକ୍ ପାର୍ଟିର ...

  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

  • ଅଜୀର୍ଣ୍ଣ ସମସ୍ୟା ଥିଲେ, କରନ୍ତୁ ଏହା

  • ମଙ୍ଗଳବାର ଦିନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ...

  • ପ୍ରଥମ ବର୍ଷର ଆଇନ ଛାତ୍ର ସହପାଠୀଙ୍କୁ ...

  • ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱର

Home ›› ››ଡାର୍କ ଚକୋଲେଟ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

ଡାର୍କ ଚକୋଲେଟ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

2022-06-14 05:33:41
16151
Share:
Facebook
Twitter
E-Mail
WhatsApp
Telegram
ଡାର୍କ ଚକୋଲେଟ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

ଚକୋଲେଟ ଏକ ଏଭଳି ଜିନିଷ ଯାହାକି ସମସ୍ତଙ୍କୁ ପସନ୍ଦ ଆସିଥାଏ । ଡାର୍କ ଚକୋଲେଟ ଆପଣଙ୍କର କ୍ରେଭିଙ୍ଗ କମ କରିଥାଏ । ଯଦି ଆପାଣଙ୍କୁ ଡୋନଟ, ମିଠା, ମିଲ୍କ ଚକୋଲେଟ, ମିଲ୍କ କେକ କିମ୍ବା ଏପରି କୋୖଣସି ବି ମିଠା ଖାଇବାକୁ ଇଛା ହେଉଛି ତାହେଲେ ଆପଣ ଏହି ଚକୋଲେଟ ଖାଇଇପାରିବେ । ଏପରିକଲେ ଆପଣଙ୍କର ଇଛା ପୁରାଣ ହେବା ସହିତ କୌଣସି ଅସୁବିଧା ମଧ୍ୟ ହେବନାହିଁ । କ’ଣ ଆପଣ ଜାଣିଛନ୍ତି କି ଏହି ଚକୋଲେଟ ଖାଇବା ଦ୍ୱାରା ଆମକୁ ଅନେକ ପ୍ରକାରର ଫାଇଦା ମିଳିଥାଏ । ତା’ହେଲେ ଆସନ୍ତୁ ଜାଣିବା ଚକୋଲେଟ ଖାଇବା ଦ୍ୱାରା ଆମକୁ କ’ଣ ମିଳିଥାଏ ଲାଭ ।

ଆପଣଙ୍କୁ ବାରମ୍ବାର ଭୋକ ଲାଗିବାର ସମସ୍ୟାକୁ ଦୂର କରିବା ପାଇଁ ଡାର୍କ ଚକୋଲେଟ ସହାୟକ ହୋଇଥାଏ । ଯେତେବେଳେ ଆମେ କୌଣସି ପ୍ରକାରର ମିଠା ଖାଦ୍ୟ ଖାଇଥାଉ ସେତେବେଳେ ଆମ ଶରୀର ଇନସୁଲିନ ସହ ଅଭ୍ୟସ୍ତ ହୋଇଯାଇଥାଏ । ଯାହାଦ୍ୱାରା ଶରୀରରେ ghrelin ନାମକ ଏକ ହର୍ମୋନ ସୃଷ୍ଟି କରିଥାଏ । ଏପରିସ୍ଥଳେ ଡାର୍କ ଚକୋଲେଟ ଏହି ପ୍ରୋସେସକୁ ରୋକିଥାଏ ଏବଂ ghrelin ଲେବୁଲ କମ କରିଥାଏ ।

ଶରୀରର ଓଜନ ହ୍ରାସ କରିବା ପାଇଁ ଲୋକେ ମିଠା ଏବଂ ଚକଲେଟ୍ ଠାରୁ ଦୂରେଇ ରୁହନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଚକଲେଟ୍ ଖାଇ ଆପଣ ନିଜର ଶରୀରର ଓଜନ ହ୍ରାସ କରିପାରିବେ । ଆଜ୍ଞା ହଁ ଚକଲେଟ୍ ଆପଣଙ୍କ ଶରୀରକୁ ପତଳା କରିବାରେ ସାହାଯ୍ୟ କରିଥାଏ । କେବଳ ଏତିକି ନୁହେଁ ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

ଶରୀରର ଓଜନ ହ୍ରାସ କରିବା ପାଇଁ ଲୋକେ ମିଠା ଏବଂ ଚକଲେଟ୍ ଠାରୁ ଦୂରେଇ ରୁହନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଚକଲେଟ୍ ଖାଇ ଆପଣ ନିଜର ଶରୀରର ଓଜନ ହ୍ରାସ କରିପାରିବେ । ଆଜ୍ଞା ହଁ ଚକଲେଟ୍ ଆପଣଙ୍କ ଶରୀରକୁ ପତଳା କରିବାରେ ସାହାଯ୍ୟ କରିଥାଏ । କେବଳ ଏତିକି ନୁହେଁ ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

ତେବେ ଏହାକୁ ଖାଇବା ସମୟରେ କିିଛି କଥା ପ୍ରତି ଧ୍ୟାନ ଦିଅନ୍ତୁ:

-ଡାର୍କ ଚକୋଲେଟ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କିନ୍ତୁ ଉଚ୍ଚ ରକ୍ତଚାପ ରୋଗୀ ଏହା ଖାଇବା ଉଚିତ୍ ନୁହେଁ ।

– ଡାର୍କ ଚକୋଲେଟରେ କୈଫିନ ମାତ୍ରା ଅଧିକ ପରିମାଣରେ ଥାଏ ତେଣୁ ଏହାକୁ ବାରମ୍ବାର ଖାଇବା ଦ୍ବାରା ମୁଣ୍ଡବିନ୍ଧା, ମାଇଗ୍ରେନ, ମୁଣ୍ଡ ବୁଲାଇବା ଭଳି ସମସ୍ୟା ସୃଷ୍ଟି ହୋଇପାରେ ।

– ଡାର୍କ ଚକୋଲେଟ୍ ଆପଣଙ୍କ ହଜମଶକ୍ତିକୁ ପ୍ରଭାବିତ କରିଥାଏ । ତେଣୁ ଅଧିକ ଡାର୍କ ଚକଲେଟ ଖାଇଲେ ପେଟରେ ଗ୍ୟାସ କରିବା, ପେଟ ଫୁଲିବା ଭଳି ସମସ୍ୟା ହୋଇପାରେ ।

-ଯଦି ଆପଣ ଡାର୍କ ଚକୋଲେଟ୍ ଅଧିକ ପରିମାଣରେ ଖାଉଛନ୍ତି ତେବେ ଏହା ଆପଣଙ୍କ ଚର୍ମ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ ।

Powered by Froala Editor

Tags Chocolate

Related articles Odisha News Lens 4.1

  • ପ୍ରଥମ ବର୍ଷର ଆଇନ ଛାତ୍ର ସହପାଠୀଙ୍କୁ ଗୁଳି କରି ହତ୍ୟା ପରେ ନିଜକୁ କରିଲେ ଗୁଳି
    ଦେଶ-ଦେଶାନ୍ତର

    ପ୍ରଥମ ବର୍ଷର ଆଇନ ଛାତ୍ର ସହପାଠୀଙ୍କୁ ଗୁଳି କରି ହତ୍ୟା ପରେ ନିଜକୁ କରିଲେ ଗୁଳି

    15272
    Feb 09, 2026
  • ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱର
    ଦେଶ-ଦେଶାନ୍ତର

    ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱର

    13713
    Feb 09, 2026
  • ବହୁମତରେ ଲିବରାଲ ଡେମୋକ୍ରାଟିକ୍ ପାର୍ଟିର ରେକର୍ଡ ବିଜୟ
    ଦେଶ-ଦେଶାନ୍ତର

    ବହୁମତରେ ଲିବରାଲ ଡେମୋକ୍ରାଟିକ୍ ପାର୍ଟିର ରେକର୍ଡ ବିଜୟ

    15391
    Feb 09, 2026
  • ମଙ୍ଗଳବାର ଦିନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ହେଲା ଲୋକସଭା
    ଦେଶ-ଦେଶାନ୍ତର

    ମଙ୍ଗଳବାର ଦିନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ହେଲା ଲୋକସଭା

    15570
    Feb 09, 2026
  • ତଳିପାଦ ଦେଖି ରୋଗ ବିଷୟରେ ଜାଣନ୍ତୁ .....
    ବିଶେଷ

    ତଳିପାଦ ଦେଖି ରୋଗ ବିଷୟରେ ଜାଣନ୍ତୁ .....

    14160
    Feb 10, 2026
  • ଓଟ ପାଇଁ ହେବ “କ୍ୟାମେଲ ପାସପୋର୍ଟ”
    ଦେଶ-ଦେଶାନ୍ତର

    ଓଟ ପାଇଁ ହେବ “କ୍ୟାମେଲ ପାସପୋର୍ଟ”

    14332
    Feb 09, 2026
  • ଗେମ୍ ପାଇଁ ବଢ଼ିଗଲା ବ୍ଲଡ୍ ପ୍ରେସର, ଫାଟିଗଲା ଯୁବକଙ୍କ ମୁଣ୍ଡ ଶିରା
    ଦେଶ-ଦେଶାନ୍ତର

    ଗେମ୍ ପାଇଁ ବଢ଼ିଗଲା ବ୍ଲଡ୍ ପ୍ରେସର, ଫାଟିଗଲା ଯୁବକଙ୍କ ମୁଣ୍ଡ ଶିରା

    13507
    Feb 09, 2026
  • ଅବସର ଘୋଷଣା କରିବା ପରେ ଅରିଜିତ୍ ଙ୍କ Comeback
    ମନୋରଞ୍ଜନ

    ଅବସର ଘୋଷଣା କରିବା ପରେ ଅରିଜିତ୍ ଙ୍କ Comeback

    14087
    Feb 09, 2026
  • ଅଜୀର୍ଣ୍ଣ ସମସ୍ୟା ଥିଲେ, କରନ୍ତୁ ଏହା
    ବିଶେଷ

    ଅଜୀର୍ଣ୍ଣ ସମସ୍ୟା ଥିଲେ, କରନ୍ତୁ ଏହା

    15129
    Feb 09, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବହୁମତରେ ଲିବରାଲ ଡେମୋକ୍ରାଟିକ୍ ପାର୍ଟିର ରେକର୍ଡ ବିଜୟ

    15391
    Feb 09, 2026
  • ବାଣିଜ୍ୟ

    ୧ ଏପ୍ରିଲରୁ ନୂତନ ଆୟକର ଆଇନ

    14831
    Feb 09, 2026
  • ଦେଶ-ଦେଶାନ୍ତର

    ପ୍ରଥମ ବର୍ଷର ଆଇନ ଛାତ୍ର ସହପାଠୀଙ୍କୁ ଗୁଳି କରି ହତ୍ୟା ପରେ ନିଜକୁ କରିଲେ ଗୁଳି

    15272
    Feb 09, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17328
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17400
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17743
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16221
    Apr 03, 2021

ବିଶେଷ

  • ତଳିପାଦ ଦେଖି ରୋଗ ବିଷୟରେ ଜାଣନ୍ତୁ .....

    14160
    Feb 10, 2026
  • ଅଜୀର୍ଣ୍ଣ ସମସ୍ୟା ଥିଲେ, କରନ୍ତୁ ଏହା

    15129
    Feb 09, 2026
  • ଗୋଲାପ ଦିବସ

    15934
    Feb 07, 2026
  • ହଳଦୀ ପାଣିରୁ ଆରମ୍ଭ କରନ୍ତୁ ଦିନ, ମିଳିଥାଏ ଚମତ୍କାରୀ ଲାଭ

    15805
    Feb 06, 2026
  • ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    16150
    Feb 04, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14754
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14450
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16059
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15335
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମଙ୍ଗଳବାର ଦିନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ହେଲା ଲୋକସଭା

    15570
    Feb 09, 2026
  • ଗେମ୍ ପାଇଁ ବଢ଼ିଗଲା ବ୍ଲଡ୍ ପ୍ରେସର, ଫାଟିଗଲା ଯୁବକଙ୍କ ମୁଣ୍ଡ ଶିରା

    13507
    Feb 09, 2026
  • ପ୍ରଥମ ବର୍ଷର ଆଇନ ଛାତ୍ର ସହପାଠୀଙ୍କୁ ଗୁଳି କରି ହତ୍ୟା ପରେ ନିଜକୁ କରିଲେ ଗୁଳି

    15272
    Feb 09, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In