Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, February 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ...

  • ମେଡିକାଲ ବିଶ୍ୱବିଦ୍ୟାଳୟରେ ଛୁରାମାଡ, ...

  • ଭାରତୀୟ ବାୟୁସେନା: ୧୧୪ଟି ରାଫେଲ ଯୁଦ୍ଧ ...

  • ପୁଣି ତାଲିମ ପ୍ରାପ୍ତ ବିମାନ ...

  • କଂଗ୍ରେସରେ ଯୋଗ ଦେଲେ ବିଶ୍ୱଜିତ, ସୋଫିଆ ...

  • ବିନା ମାଟିରେ ଗଜା ହେଲା ୧୦୦୦ ଆଳୁ

  • ଜିଆଙ୍କ ସହ ନିର୍ବନ୍ଧ କଲେ କି ଏଲଭିଶ, ଫଟୋ ...

  • ରିତୁ ତାୱଡେ ହେବେ ମୁମ୍ବାଇ ମେୟର

  • ଘୋଷଣା କଲେ ପ୍ରଧାନମନ୍ତ୍ରୀ : ମାଲେସିଆରେ ...

  • ବଡ଼ ଆଶ୍ୱସ୍ତି : ଭାରତ-ଆମେରିକା ବାଣିଜ୍ୟ ...

Home ›› ››ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ : ଜଳିଲା ବିଜେପି ଅଫିସ୍‌, ଜାମା ମସଜିଦ୍ ଆଗରେ ବିକ୍ଷୋଭ

ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ : ଜଳିଲା ବିଜେପି ଅଫିସ୍‌, ଜାମା ମସଜିଦ୍ ଆଗରେ ବିକ୍ଷୋଭ

2022-06-10 18:23:11
15814
Share:
Facebook
Twitter
E-Mail
WhatsApp
Telegram
ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ : ଜଳିଲା ବିଜେପି ଅଫିସ୍‌, ଜାମା ମସଜିଦ୍ ଆଗରେ ବିକ୍ଷୋଭ

ପ୍ରଫେଟ୍ ମହମ୍ମଦଙ୍କ ଉପରେ ଦିଆଯାଇଥିବା ବିବାଦୀୟ ବୟାନରେ ଅପରାଧିମାନେ ଦେଶବ୍ୟାପୀ ହିଂସା ଘଟାଇଛନ୍ତି। ଏହି ବିବାଦ ଅନ୍ତର୍ଜାତୀୟସ୍ତରରେ ପହଞ୍ଚିଥିବା ବେଳେ ଦେଶରେ ଆନ୍ଦୋଳନ ମଧ୍ୟ ଜୋର ଧରିଛି। ବିଶେଷ କରି ରାଜଧାନୀ ଦିଲ୍ଲୀ, କୋଲକାତା ଓ ୟୁପିରେ ବ୍ୟାପକ ଆନ୍ଦୋଳନ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗରେ ବିଜେପି ଅଫିସ୍‌ରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ। ହାଉଡ଼ାର ଉଲବେରିଆ ଥିବ ବିଜେପି ଅଫିସ୍‌ରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଥିବା ଅଭିଯୋଗ ଆସିଛି। ବିଜେପି ନେତା ଅଫିସ୍ ଜଳୁଥିବା ଭିଡିଓ ଟ୍ୱିଟ୍ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।  

ଶୁକ୍ରବାର ଦିଲ୍ଲୀର ଜାମା ମସଜିଦ୍‌ ସମ୍ମୁଖରେ ଆନ୍ଦୋଳନକାରୀମାନେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ଗିରଫ ଦାବି କରି ଆନ୍ଦୋଳନକାରୀମାନେ ପ୍ରବଳ ହୋହଲ୍ଲା କରିଥିଲେ। ନୂପୁର ଶର୍ମା ଓ ବିଜେପିରୁ ବହିଷ୍କୃତ ହୋଇଥିବା ନବୀନ ଜିନ୍ଦଲଙ୍କ ବିରୋଧରେ ଆନ୍ଦୋଳନକାରୀ ବିଭିନ୍ନ ସ୍ଳୋଗାନ ଦେଇଥିଲେ। ଆନ୍ଦୋଳନକୁ ପ୍ରତିହତ କରିବାକୁ ଯାଇ ପୁଲିସ ଲାଠି ଚାର୍ଜ କରିଥିଲା। ସ୍ଥିତି ଜଟିଳ ହେବାରୁ ପୁଲିସ ଲୁହବୁହା ଗ୍ୟାସ୍‌ ମଧ୍ୟ ପ୍ରୟୋଗ କରିଥିଲା।

ସେପଟେ ଉତ୍ତର ପ୍ରଦେଶ, ଝାଡଖଣ୍ଡ, ଜାମ୍ମୁ-କାଶ୍ମୀର ଆଜି ରାଜ୍ୟରେ ମଧ୍ୟ ହିଂସା ଦେଖିବାକୁ ମିଳିଛି। ଏହି ମାମଲାରେ କଠୋର ହୋଇଛନ୍ତି ଉତ୍ତର ପ୍ରଦେଶର ଯୋଗୀ ସରକାର। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆଜି ଏହି ମାମଲାରେ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ। ବୈଠକରେ ଉପଦ୍ରବୀମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

Powered by Froala Editor

Tags masjid

Related articles Odisha News Lens 4.1

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ...
    ବାଣିଜ୍ୟ

    ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ...

    14521
    Feb 08, 2026
  • ବିନା ମାଟିରେ ଗଜା ହେଲା ୧୦୦୦ ଆଳୁ
    ଦେଶ-ଦେଶାନ୍ତର

    ବିନା ମାଟିରେ ଗଜା ହେଲା ୧୦୦୦ ଆଳୁ

    13747
    Feb 08, 2026
  • ପୁଣି ତାଲିମ ପ୍ରାପ୍ତ ବିମାନ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ପୁଣି ତାଲିମ ପ୍ରାପ୍ତ ବିମାନ ଦୁର୍ଘଟଣାଗ୍ରସ୍ତ

    13505
    Feb 08, 2026
  • ଜିଆଙ୍କ ସହ ନିର୍ବନ୍ଧ କଲେ କି ଏଲଭିଶ, ଫଟୋ ଭାଇରାଲ
    ଦେଶ-ଦେଶାନ୍ତର

    ଜିଆଙ୍କ ସହ ନିର୍ବନ୍ଧ କଲେ କି ଏଲଭିଶ, ଫଟୋ ଭାଇରାଲ

    15638
    Feb 08, 2026
  • ଘୋଷଣା କଲେ ପ୍ରଧାନମନ୍ତ୍ରୀ : ମାଲେସିଆରେ ଚାଲିବ ଭାରତର UPI
    ଦେଶ-ଦେଶାନ୍ତର

    ଘୋଷଣା କଲେ ପ୍ରଧାନମନ୍ତ୍ରୀ : ମାଲେସିଆରେ ଚାଲିବ ଭାରତର UPI

    15203
    Feb 07, 2026
  • ବଡ଼ ଆଶ୍ୱସ୍ତି : ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି
    ଦେଶ-ଦେଶାନ୍ତର

    ବଡ଼ ଆଶ୍ୱସ୍ତି : ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି

    13711
    Feb 07, 2026
  • ଭାରତୀୟ ବାୟୁସେନା: ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ
    ଦେଶ-ଦେଶାନ୍ତର

    ଭାରତୀୟ ବାୟୁସେନା: ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ

    15434
    Feb 08, 2026
  • ରିତୁ ତାୱଡେ ହେବେ ମୁମ୍ବାଇ ମେୟର
    ରାଜନୀତି

    ରିତୁ ତାୱଡେ ହେବେ ମୁମ୍ବାଇ ମେୟର

    15402
    Feb 07, 2026
  • କଂଗ୍ରେସରେ ଯୋଗ ଦେଲେ ବିଶ୍ୱଜିତ, ସୋଫିଆ କହିଲେ ‘ମୁଁ ଜାଣିନାହିଁ’
    ରାଜନୀତି

    କଂଗ୍ରେସରେ ଯୋଗ ଦେଲେ ବିଶ୍ୱଜିତ, ସୋଫିଆ କହିଲେ ‘ମୁଁ ଜାଣିନାହିଁ’

    13821
    Feb 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭାରତୀୟ ବାୟୁସେନା: ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ

    15434
    Feb 08, 2026
  • ଦେଶ-ଦେଶାନ୍ତର

    ବଡ଼ ଆଶ୍ୱସ୍ତି : ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି

    13711
    Feb 07, 2026
  • ରାଜନୀତି

    କଂଗ୍ରେସରେ ଯୋଗ ଦେଲେ ବିଶ୍ୱଜିତ, ସୋଫିଆ କହିଲେ ‘ମୁଁ ଜାଣିନାହିଁ’

    13821
    Feb 08, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17327
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17400
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17743
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16221
    Apr 03, 2021

ବିଶେଷ

  • ଗୋଲାପ ଦିବସ

    15799
    Feb 07, 2026
  • ହଳଦୀ ପାଣିରୁ ଆରମ୍ଭ କରନ୍ତୁ ଦିନ, ମିଳିଥାଏ ଚମତ୍କାରୀ ଲାଭ

    15718
    Feb 06, 2026
  • ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    16122
    Feb 04, 2026
  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ

    14244
    Feb 02, 2026
  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ

    14461
    Jan 31, 2026

ବାଣିଜ୍ୟ

ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

ଭୁବନେଶ୍ୱର: ରୟାଲ ଆର୍କେଡ ଆସୋସିଏସନ୍‌ ଅଫ ଆଲଟିଜ୍‌ ପକ୍ଷରୁ ୨୦୨୫-୨୬ ବର୍ଷ ନିମନ୍ତେ ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିବିଏମ୍‌) ୮ ଫେବୃଆରୀ, ୨୦୨୬ରେ ରୟାଲ ଆର୍କେଡ, ରଘୁନାଥପୁର, ଭୁବନେଶ ...

  • ଭୁଶୁଡିଲା ସେୟାର ମାର୍କେଟ

    14450
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16059
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15334
    Jan 22, 2026
  • ୧.୪୦ ଲକ୍ଷ ଟପିଲା ସୁନା

    15746
    Jan 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିନା ମାଟିରେ ଗଜା ହେଲା ୧୦୦୦ ଆଳୁ

    13747
    Feb 08, 2026
  • ଘୋଷଣା କଲେ ପ୍ରଧାନମନ୍ତ୍ରୀ : ମାଲେସିଆରେ ଚାଲିବ ଭାରତର UPI

    15203
    Feb 07, 2026
  • ପୁଣି ତାଲିମ ପ୍ରାପ୍ତ ବିମାନ ଦୁର୍ଘଟଣାଗ୍ରସ୍ତ

    13505
    Feb 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In