ନାମାଙ୍କନ ଭରିଲେ ୪ ବିଜେଡି ପ୍ରାର୍ଥୀ
ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ପ୍ରକ୍ରିୟା । ନାମାଙ୍କନ ଭରିଛନ୍ତି ୪ ବିଜେଡି ପ୍ରାର୍ଥୀ । ସୁଲତା ଦେଓ, ମାନସ ମଙ୍ଗରାଜ, ନିରଞ୍ଜନ ବିଶି ଓ ସସ୍ମିତ ପାତ୍ର ବିଧାନସଭା ପ୍ରକୋଷ୍ଠରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅନ୍ୟ ଦୁଇ ଦଳ କଂଗ୍ରେସ ଓ ବିଜେପି କୌଣସି ପ୍ରାର୍ଥୀ ଦେଇନଥିବାରୁ ବିଜେଡି ପ୍ରାର୍ଥୀମାନେ ନିଦ୍ୱନ୍ଦ୍ୱରେ ବିଜୟୀ ହେବା ସୁନିଶ୍ଚିତ ବୋଲି ଜଣାପଡ଼ିଛି।
Powered by Froala Editor