Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, June 28, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଯିଏ ଦୋଷୀ ତାକୁ ସେହି ସ୍ଥାନକୁ ନେଇ ...

  • ବିଶ୍ୱାସଘାତକଙ୍କ ପାଇଁ କୌଣସି କ୍ଷମା ...

  • ଅଯୋଧ୍ୟାରେ ରାମ ମନ୍ଦିର ଦାନ ଅର୍ଥ ହେରଫେର ...

  • ୧ ରୁ ପାସପୋର୍ଟ ଦେୟ ମହଙ୍ଗା

  • କେତନ ଚନ୍ଦା ଥିଲେ, ସିୟାଙ୍କୁ ଏହା ପସନ୍ଦ ...

  • ଯଦି ମୋ ଝିଅ କେତନକୁ ମାରିଛି, ତାକୁ ବି ...

  • ରାମଗଡ଼ରେ ହୃଦୟବିଦାରକ ସଡ଼କ ଦୁର୍ଘଟଣା : ୭ ...

  • ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ...

  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

  • ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ...

Home ›› ›› ଏହି ମହାମାରୀରେ ଘରକୁ କରନ୍ତୁ ଜୀବାଣୁମୁକ୍ତ

ଏହି ମହାମାରୀରେ ଘରକୁ କରନ୍ତୁ ଜୀବାଣୁମୁକ୍ତ

2021-05-05 09:45:38
14745
Share:
Facebook
Twitter
E-Mail
WhatsApp
Telegram
  ଏହି ମହାମାରୀରେ ଘରକୁ କରନ୍ତୁ ଜୀବାଣୁମୁକ୍ତ

ଘରକୁ ବୈକୁଣ୍ଠ ସହ ସମାନ କରାଯାଇଛି । ଘର କହିଲେ ଏକ ସୁସ୍ଥ ବାତାବରଣ, ସ୍ୱାସ୍ଥ୍ୟକର ଖାଦ୍ୟ, ପରସ୍ପର ଭିତରେ ସ୍ନେହ, ପ୍ରେମକୁ ବୁଝୁ । ଏବେ କରୋନା ମହାମାରୀ ସମୟରେ ତାଲା ବନ୍ଦ ଯୋଗୁଁ ସମସ୍ତେ ନିଜ ନିଜ ଘରେ ରହୁଛନ୍ତି । କିନ୍ତୁ ଏହି ଭଳି ଏକ ମହାମାରୀ ସମୟରେ ସତର୍କତା ଓ ପରିଚ୍ଛନ୍ନତା ସବୁଠୁ ଜରୁରୀ ହୋଇପଡିଛି । ନିୟମିତ ମାସ୍କ ପନ୍ଧିବା, ସାବୁନରେ ହାତ ଧୋଇବା. ସାମାଜିକ ଦୂରତା ରକ୍ଷା କରିବା, ବାରମ୍ବାର ଛୁଉଁଥିବା ଜିନିଷଗୁଡିକୁ ମନେରଖି ସଫା କରିବା ନିହାତି ଜରୁରୀ । ତେବେ ଘର ଭିତରେ ମଧ୍ୟ ଏପରି ୧୦ଟି ସ୍ଥାନ ରହିଛି ଯାହାକୁ ନିୟମିତ ସମୟ ବ୍ୟବଧାନରେ ସଫା ରଖିବା ଉଚିତ୍ । ଏହି ମହାମାରୀ ସମୟରେ ବଜାରରେ ଅନେକ ପ୍ରକାର ସାନିଟାଇଜର ମିଳୁଛି । ୧୦ରୁ୧୫ ସେଣ୍ଟିମିଟର ଦୂରରେ ରହି ହାତ ନଲଗାଇ ସ୍ପ୍ରେ କରି ଏହାକୁ ଜୀବାଣୁ ମୁକ୍ତ କରି ପାରିବେ ।

.କବାଟର ହ୍ୟାଣ୍ଡେଲ : ଘରେ ଭିନ୍ନ ଭିନ୍ନ କକ୍ଷରେ କବାଟ ରହିଥାଏ । ଏହାର ହ୍ୟାଣ୍ଡେଲ ବାରମ୍ବାର ଧରି କବାଟ ଖୋଲାଯାଏ । ତେଣୁ ଏହାକୁ କିଛି ସମୟ ବ୍ୟବଧାନରେ ବିଶୋଧକ ଦ୍ୱାରା ଜୀବାଣୁ ମୁକ୍ତ ରଖିବା ଦରକାର । 

.ସୋଫା ଓ ଚୋ÷କି: ଘରର ପରଦା, ସୋଫା, ଚୋ÷କି ଆଦିକୁ ବିଶୋଧନ କରିବା ଲାଗି ସଦାସର୍ବଦା ଶୀଘ୍ର ଶୁଖିଯାଉଥିବା ବିଶୋଧକ ସ୍ପ୍ରେ କରିବା ଉଚିତ୍ ।

.ପଢାଟେବୁଲ: ପ୍ରତିଦିନ ପଢାଟେବୁଲର ବ୍ୟବହାର ହୋଇଥାଏ । ବିଶେଷ କରି ପିଲାମାନେ ଏହାକୁ ବ୍ୟବହାର କରିଥାନ୍ତି । ତେଣୁ ଏହାକୁ କୀଟାଣୁମୁକ୍ତ କରିବା ପାଇଁ ସକାଳୁ ସମ୍ପୂର୍ଣ୍ଣ ଘର ସହ ଟେବୁଲକୁ ବିଶୋଧକ ସିଞ୍ଚନ କରିବା ଜରୁରୀ ଅଟେ ।

.କାର୍ପେଟ: ଘରର ସୋ÷ନ୍ଦର୍ଯ୍ୟ ବଢାଇବା ପାଇଁ ଡ୍ରଇଂ ରୁମ୍ରେ କାର୍ପେଟ ବିଛାଯାଇଥାଏ । ଘରକୁ ଅନେକ ଲୋକ ଯିବା ଆସିବା କରୁଥିବାରୁ ଏହାକୁ ପରିଚ୍ଛନ୍ନ ରଖିବା ନିହାତି ଆବଶ୍ୟକ । ତେବେ ଏହା ମୋଟା ହୋଇଥିବାରୁ ଏହାକୁ ବାରମ୍ବାର ନଧୋଇ ସାନିଟାଇଜର୍ ସ୍ପ୍ରେ କରି ଜୀବାଣୁମୁକ୍ତ ରଖିବା ଆବଶ୍ୟକ । 

.ଗଦି: ଶୋଇବା ଗଦିରେ ବି ଜୀବାଣୁ ରହିଥାନ୍ତି । ହୁଏତ ପ୍ରତିଦିନ ବେଡ୍ସିଟ ଧୋଇହେବ କିନ୍ତୁ ଗଦି ସଫା କରିବା ଅସମ୍ଭବ । ତେଣୁ ଗଦିକୁ ବିଶୋଧକ ସ୍ପ୍ରେ କରିବା ସହିତ କିଛି ସମୟ ଖରାରେ ରଖନ୍ତୁ ।
.ପା ପୋଛ: ଘର ଭିତରକୁ ଅନେକ ଲୋକଙ୍କର ଯିବା ଆସିବା ହୋଇଥାଏ । ସମସ୍ତେ ପା ପୋଛରେ ପାଦ ସଫା କରି ଘର ଭିତରକୁ ପ୍ରବେଶ କରିଥାନ୍ତି । ତେଣୁ ଏହାକୁ ସର୍ବଦା ପରିଷ୍କାର ରଖନ୍ତୁ ।
.ସପିଙ୍ଗ ବ୍ୟାଗ: ଆମ ଦୈନନ୍ଦିନ ଜୀବନରେ ଖାଦ୍ୟ ସାମଗ୍ରୀ, ପରିବା ପତ୍ର କିଣିବା ପାଇଁ ସାଙ୍ଗରେ ବ୍ୟାଗ ନେଇ ଆମେ ମାର୍କେଟ ଯାଇଥାଉ । ବାହାରୁ କିଣାକିଣି କରି ଆସିବା ପରେ ବ୍ୟାଗ୍ ଧୋଇବା ନିହାତି ଜରୁରୀ । ତେବେ ଯେଉଁ ବ୍ୟାଗ ଧୋଇବା ସମ୍ଭବ ହୋଇନଥିବ ସେଗୁଡିକୁ ବିଶୋଧକ ସ୍ପ୍ରେ କରି ଜୀବାଣୁ ମୁକ୍ତ କରନ୍ତୁ ।

.ଚାବି: ଚାବି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ । କାରଣ ଏହାକୁ ଅତ୍ୟଧିକ ଲୋକ ବ୍ୟବହାର କରିଥାନ୍ତି । ହାତ ଧୋଇବା ବେଳେ ଏହାକୁ ଭଲ ଭାବେ ଧୋଇ ଶୁଖାଇ ପାରିବେ ।  ଜିନିଷପତ୍ର ବାହାର କରିବା ଓ ରଖିବା ଲାଗି କପ୍ବୋର୍ଡ ବାରମ୍ବାର ଛୁଇଁବାକୁ ହୋଇଥାଏ । ତେଣୁ ଏହାର ହ୍ୟାଣ୍ଡେଲକୁ ବାରମ୍ବାର ସାନିଟାଇଜ କରିବା ଆବଶ୍ୟକ ।

.ବିନ୍ ବ୍ୟାଗ: ଆରାମରେ ବସି କାମ କରିବା, ପଢିବା କିମ୍ବା ଗେମ୍ ଖେଳିବା ପାଇଁ ଲୋକେ ବିନ୍ବ୍ୟାଗ ବେଶି ବ୍ୟବହାର କରୁଛନ୍ତି । ତେଣୁ ଏହା ଉପରେ ସାନିଟାଇଜର ସ୍ପ୍ରେ କରନ୍ତୁ । ଏହା ସବୁ ନିୟମିତ କରିବା ଦ୍ୱାରା ଆପଣ ସଂକ୍ରମଣରୁ ରକ୍ଷା ପାଇବା ସହିତ ନିଜ ପରିବାରକୁ ମଧ୍ୟ ସୁରକ୍ଷିତ ରଖିପାରିବେ ।      

Powered by Froala Editor

Tags Home sanitize

Related articles Odisha News Lens 4.1

  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ
    ବିଶେଷ

    ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15475
    Jun 26, 2026
  • କେତନ ଚନ୍ଦା ଥିଲେ, ସିୟାଙ୍କୁ ଏହା ପସନ୍ଦ ନଥିଲା
    ଦେଶ-ଦେଶାନ୍ତର

    କେତନ ଚନ୍ଦା ଥିଲେ, ସିୟାଙ୍କୁ ଏହା ପସନ୍ଦ ନଥିଲା

    15259
    Jun 26, 2026
  • ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ଶ୍ରେଷ୍ଠ ଚଳଚ୍ଚିତ୍ର
    ମନୋରଞ୍ଜନ

    ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ଶ୍ରେଷ୍ଠ ଚଳଚ୍ଚିତ୍ର

    15699
    Jun 26, 2026
  • ଅଯୋଧ୍ୟାରେ ରାମ ମନ୍ଦିର ଦାନ ଅର୍ଥ ହେରଫେର ଅଭିଯୋଗ ମାମଲା: ୮ ଜଣଙ୍କ ନାଁରେ ଏଫଆଇଆର
    ଦେଶ-ଦେଶାନ୍ତର

    ଅଯୋଧ୍ୟାରେ ରାମ ମନ୍ଦିର ଦାନ ଅର୍ଥ ହେରଫେର ଅଭିଯୋଗ ମାମଲା: ୮ ଜଣଙ୍କ ନାଁରେ ଏଫଆଇଆର

    14401
    Jun 26, 2026
  • ବିଶ୍ୱାସଘାତକଙ୍କ ପାଇଁ କୌଣସି କ୍ଷମା ନାହିଁ: ମମତା
    ଦେଶ-ଦେଶାନ୍ତର

    ବିଶ୍ୱାସଘାତକଙ୍କ ପାଇଁ କୌଣସି କ୍ଷମା ନାହିଁ: ମମତା

    15510
    Jun 27, 2026
  • ୧ ରୁ ପାସପୋର୍ଟ ଦେୟ ମହଙ୍ଗା
    ଦେଶ-ଦେଶାନ୍ତର

    ୧ ରୁ ପାସପୋର୍ଟ ଦେୟ ମହଙ୍ଗା

    15368
    Jun 26, 2026
  • ଯଦି ମୋ ଝିଅ କେତନକୁ ମାରିଛି, ତାକୁ ବି ଦୁର୍ଗରୁ ଫିଙ୍ଗିଦିଅ
    ଅପରାଧ

    ଯଦି ମୋ ଝିଅ କେତନକୁ ମାରିଛି, ତାକୁ ବି ଦୁର୍ଗରୁ ଫିଙ୍ଗିଦିଅ

    15673
    Jun 26, 2026
  • ରାମଗଡ଼ରେ ହୃଦୟବିଦାରକ ସଡ଼କ ଦୁର୍ଘଟଣା : ୭ ମୃତ
    ଦେଶ-ଦେଶାନ୍ତର

    ରାମଗଡ଼ରେ ହୃଦୟବିଦାରକ ସଡ଼କ ଦୁର୍ଘଟଣା : ୭ ମୃତ

    15097
    Jun 26, 2026
  • ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ: ମୋଦି
    ଦେଶ-ଦେଶାନ୍ତର

    ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ: ମୋଦି

    15254
    Jun 25, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଅଯୋଧ୍ୟାରେ ରାମ ମନ୍ଦିର ଦାନ ଅର୍ଥ ହେରଫେର ଅଭିଯୋଗ ମାମଲା: ୮ ଜଣଙ୍କ ନାଁରେ ଏଫଆଇଆର

    14401
    Jun 26, 2026
  • ଦେଶ-ଦେଶାନ୍ତର

    ବିଶ୍ୱାସଘାତକଙ୍କ ପାଇଁ କୌଣସି କ୍ଷମା ନାହିଁ: ମମତା

    15510
    Jun 27, 2026
  • ଦେଶ-ଦେଶାନ୍ତର

    ରାମଗଡ଼ରେ ହୃଦୟବିଦାରକ ସଡ଼କ ଦୁର୍ଘଟଣା : ୭ ମୃତ

    15097
    Jun 26, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16953
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17566
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17616
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18013
    Sep 06, 2023

ବିଶେଷ

  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15475
    Jun 26, 2026
  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    15555
    Jun 24, 2026
  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    15263
    Jun 22, 2026
  • ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ମିଳିଥାଏ ଏହିସବୁ ଲାଭ

    15091
    Jun 21, 2026
  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15706
    Jun 20, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13790
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14886
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15498
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15253
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଯଦି ମୋ ଝିଅ କେତନକୁ ମାରିଛି, ତାକୁ ବି ଦୁର୍ଗରୁ ଫିଙ୍ଗିଦିଅ

    15673
    Jun 26, 2026
  • ବିଶ୍ୱାସଘାତକଙ୍କ ପାଇଁ କୌଣସି କ୍ଷମା ନାହିଁ: ମମତା

    15510
    Jun 27, 2026
  • ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ: ମୋଦି

    15254
    Jun 25, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In