Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, November 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହି ଚାରି ଦେଶର ପଣ୍ୟବାହୀ ଜାହାଜକୁ ...

  • ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା କୋଠା, ...

  • ଭାରତୀୟ ସେୟାର ବଜାରରେ ଉତ୍ସାହ, ସେନସେକ୍ସ ...

  • ମେଟା ଇଣ୍ଡିଆ ବିରୋଧରେ ମାମଲା ରୁଜୁ

  • ବର୍ଷକ ମଧ୍ୟରେ ଚିନି ଦର ୧୨ରୁ ୧୩ ଟଙ୍କା ...

  • ୟୁଟ୍ୟୁବ୍‌ ଦେଖି ନକଲି ନୋଟ୍ ଛାପିଲେ, ୬.୭୮ ...

  • ଅଗ୍ନିବୀରଙ୍କୁ ମିଳିବ ଆଉ ୨ ବର୍ଷ କାମ ...

  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ...

  • ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ...

  • ପତ୍ନୀକୁ ପତି ବୋକା’ ଓ ‘ଅଦରକାରୀ’ କହି ...

ରାଜ୍ୟ
Home ›› ରାଜ୍ୟ ››ଉଜୁଡ଼ିଗଲା ସଂସାର:ବାପ-ପୁଅଙ୍କୁ କଟୁରୀରେ ହାଣି ହତ୍ୟା

ଉଜୁଡ଼ିଗଲା ସଂସାର:ବାପ-ପୁଅଙ୍କୁ କଟୁରୀରେ ହାଣି ହତ୍ୟା

2022-04-22 05:10:56
13760
Share:
Facebook
Twitter
E-Mail
WhatsApp
Telegram
ଉଜୁଡ଼ିଗଲା ସଂସାର:ବାପ-ପୁଅଙ୍କୁ କଟୁରୀରେ ହାଣି ହତ୍ୟା

ବରଗଡ଼: ଜମିବାଡ଼ି ବିବାଦ ନେଲା ସାଂଘାତିକ ରୂପ । ଉଜୁଡ଼ିଗଲା ସଂସାର ।  ବାପ-ପୁଅଙ୍କୁ କଟୁରୀରେ ହାଣି ହତ୍ୟା କଲେ ସମ୍ପର୍କୀୟ । ମୃତ୍ୟୁ ସହ ସଂଗ୍ରାମ କରୁଛି ବୋହୂ।  ବରଗଡ଼ ଟାଉନ ଥାନା ଅନ୍ତର୍ଗତ ରୁହୁନି ଗାଁରେ ଗତକାଲି ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ ।

ମୃତକଦ୍ୱୟ ହେଲେ ଦେବ ସିନ୍ଧିରିଆ ଓ ତାଙ୍କ ପୁଅ ରତନ ସିନ୍ଧିରିଆ । ଗୁରୁତର ଅବସ୍ଥାରେ ବୋହୂ  ସୁକାନ୍ତି ସିନ୍ଧିରିଆଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।  ଏହି କାଣ୍ଡ ଭିଆଇଥିବା ଅମିଲ ସିନ୍ଧିରିଆ  ଓ କମିଲ ସିନ୍ଧିରିଆଙ୍କ ମଧ୍ୟରୁ ପୁଲିସ୍‌ ଅମିଲଙ୍କୁ କାବୁ କରିଥିବା ବେଳେ ଫେରାର ହେବାରେ ସକ୍ଷମ ହୋଇଛନ୍ତି କମିଲ ।
ଦୀର୍ଘ ଦିନ ହେଲା ଉଭୟ ପକ୍ଷ ମଧ୍ୟରେ ଜମିବାଡ଼ି ବିବାଦ ଲାଗି ରହିଥିଲା। ଗତକାଲି ଏହା ଉଗ୍ର ରୂପ ଧାରଣ କରିବାରୁ  ଅମିଲ ସିନ୍ଧିରିଆ  ଓ କମିଲ ସିନ୍ଧିରିଆ  ଦେବଙ୍କ ସମେତ ତାଙ୍କ ପୁଅ, ବୋହୂଙ୍କୁ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲ । ଘଟଣାସ୍ଥଳରେ ଦେବଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଁ ଦାଣ୍ଡରେ ପଡ଼ିଛି ତାଙ୍କ ମୃତଦେହ।

ତାଙ୍କ ପୁଅ ବୋହୂଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ମେଡିକାଲ ଓ ପରେ ବୁର୍ଲା ବଡ଼ ସ୍ଥାନାନ୍ତର କରାଯାଇଥିଲା ।  ସେଠାରେ ରତନଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ତାଙ୍କ ପତ୍ନୀ ସୁକାନ୍ତି ।  ପୁଲିସ୍‌  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଗାଁରେ ଉତ୍ତେଜନା ଲାଗି ରହିଛି।

Powered by Froala Editor

Tags muder

Related articles Odisha News Lens 4.1

  • ଭାରତୀୟ ସେୟାର ବଜାରରେ ଉତ୍ସାହ, ସେନସେକ୍ସ ୧୬୦୦ ପଏଣ୍ଟ ଉପରକୁ ଉଠିଲା
    ଦେଶ-ଦେଶାନ୍ତର

    ଭାରତୀୟ ସେୟାର ବଜାରରେ ଉତ୍ସାହ, ସେନସେକ୍ସ ୧୬୦୦ ପଏଣ୍ଟ ଉପରକୁ ଉଠିଲା

    13774
    Nov 05, 2026
  • ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା କୋଠା, ୨ ମୃତ
    ଦେଶ-ଦେଶାନ୍ତର

    ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା କୋଠା, ୨ ମୃତ

    13529
    Nov 05, 2026
  • ଅଗ୍ନିବୀରଙ୍କୁ ମିଳିବ ଆଉ ୨ ବର୍ଷ କାମ କରିବାର ସୁଯୋଗ
    ଦେଶ-ଦେଶାନ୍ତର

    ଅଗ୍ନିବୀରଙ୍କୁ ମିଳିବ ଆଉ ୨ ବର୍ଷ କାମ କରିବାର ସୁଯୋଗ

    14990
    Nov 05, 2026
  • ୟୁଟ୍ୟୁବ୍‌ ଦେଖି ନକଲି ନୋଟ୍ ଛାପିଲେ,  ୬.୭୮ କୋଟି ଜବତ
    ଦେଶ-ଦେଶାନ୍ତର

    ୟୁଟ୍ୟୁବ୍‌ ଦେଖି ନକଲି ନୋଟ୍ ଛାପିଲେ, ୬.୭୮ କୋଟି ଜବତ

    15006
    Nov 05, 2026
  • ଏହି ଚାରି ଦେଶର ପଣ୍ୟବାହୀ ଜାହାଜକୁ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ କରିବାକୁ ନେଇ ...
    ଦେଶ-ଦେଶାନ୍ତର

    ଏହି ଚାରି ଦେଶର ପଣ୍ୟବାହୀ ଜାହାଜକୁ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ କରିବାକୁ ନେଇ ...

    13931
    Nov 05, 2026
  • ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଟ୍ରମ୍ପଙ୍କୁ ଝଟ୍‌କା: ରିପବ୍ଲିକାନ୍ ପାର୍ଟିକୁ ...
    ଦେଶ-ଦେଶାନ୍ତର

    ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଟ୍ରମ୍ପଙ୍କୁ ଝଟ୍‌କା: ରିପବ୍ଲିକାନ୍ ପାର୍ଟିକୁ ...

    15200
    Nov 04, 2026
  • ମେଟା ଇଣ୍ଡିଆ ବିରୋଧରେ ମାମଲା ରୁଜୁ
    ଦେଶ-ଦେଶାନ୍ତର

    ମେଟା ଇଣ୍ଡିଆ ବିରୋଧରେ ମାମଲା ରୁଜୁ

    15412
    Nov 05, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ  ଏହି ସ୍ୱତନ୍ତ୍ର ଖାଦ୍ୟ
    ବିଶେଷ

    ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    13758
    Nov 05, 2026
  • ପତ୍ନୀକୁ ପତି ବୋକା’ ଓ ‘ଅଦରକାରୀ’ କହି ଗାଳିଦେଲେ ଏହାକୁ ନିଷ୍ଠୁରତା କୁହାଯାଇପାରିବ ...
    ଦେଶ-ଦେଶାନ୍ତର

    ପତ୍ନୀକୁ ପତି ବୋକା’ ଓ ‘ଅଦରକାରୀ’ କହି ଗାଳିଦେଲେ ଏହାକୁ ନିଷ୍ଠୁରତା କୁହାଯାଇପାରିବ ...

    15307
    Nov 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭାରତୀୟ ସେୟାର ବଜାରରେ ଉତ୍ସାହ, ସେନସେକ୍ସ ୧୬୦୦ ପଏଣ୍ଟ ଉପରକୁ ଉଠିଲା

    13774
    Nov 05, 2026
  • ଦେଶ-ଦେଶାନ୍ତର

    ୟୁଟ୍ୟୁବ୍‌ ଦେଖି ନକଲି ନୋଟ୍ ଛାପିଲେ, ୬.୭୮ କୋଟି ଜବତ

    15006
    Nov 05, 2026
  • ଦେଶ-ଦେଶାନ୍ତର

    ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା କୋଠା, ୨ ମୃତ

    13529
    Nov 05, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17251
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17950
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17895
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18314
    Sep 06, 2023

ବିଶେଷ

  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    13758
    Nov 05, 2026
  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14829
    Nov 01, 2026
  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15812
    Oct 30, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14992
    Oct 27, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    16184
    Oct 26, 2026

ବାଣିଜ୍ୟ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ହୋଇଛି ଜବରଦସ୍ତ ବୃଦ୍ଧି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ଉଛାଳ ଯୋଗୁଁ ମାତ୍ର ଗୋଟିଏ ଦିନରେ ମୁକେଶ ଅମ୍ବାନୀଙ୍କୁ ପ୍ରାୟ ୭୯,୭୦୦ କୋଟି ଟଙ୍କାର ଲାଭ ହୋଇଛି। ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ଜୋରଦାର କ୍ରୟ ଦେଖିବାକୁ ମିଳିଥିଲା। କମ୍ପାନୀର ସେୟାର ପ୍ରାୟ ୧୨ ପ ...

  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    13920
    Nov 03, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

    14414
    Nov 01, 2026
  • ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ କମ୍ପାନୀଗୁଡ଼ିକରେ ନିଯୁକ୍ତି ସୁନିଶ୍ଚିତ କରିଛି

    15857
    Oct 31, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ‘ଧନତେରସ୍ ଧନବର୍ଷା’ ଉନ୍ମୋଚିତ, ସମଗ୍ର କଲେକ୍ସନସ୍ ଉପରେ ଉତ୍ସବ ଅଫର ବର୍ଷା

    14111
    Oct 31, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତୀୟ ସେୟାର ବଜାରରେ ଉତ୍ସାହ, ସେନସେକ୍ସ ୧୬୦୦ ପଏଣ୍ଟ ଉପରକୁ ଉଠିଲା

    13774
    Nov 05, 2026
  • ପତ୍ନୀକୁ ପତି ବୋକା’ ଓ ‘ଅଦରକାରୀ’ କହି ଗାଳିଦେଲେ ଏହାକୁ ନିଷ୍ଠୁରତା କୁହାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

    15307
    Nov 04, 2026
  • ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା କୋଠା, ୨ ମୃତ

    13529
    Nov 05, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In