ଋଷିଆକୁ ଘେରିବାକୁ ଉଦ୍ୟମ କରୁଛି ନାଟୋ
ବ୍ରୁସେଲଶ୍: ୟୁକ୍ରେନ ଉପରୁ ଋଷିଆ ଆକ୍ରମଣ ପରେ ନାଟୋ ପକ୍ଷରୁ ଶନିବାର ବଡ ଘୋଷଣା କରାଯାଇଛି । ୟୁକ୍ରେନ ସଙ୍କଟକୁ ନଜରରେ ରଖି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପ୍ରତିପକ୍ଷ ନିଜର ସହଯୋଗୀ ଦେଶକୁ ରକ୍ଷା କରିବା ଲାଗି ସୈନ୍ୟ ମୁତୟନ ପ୍ରକାଶ କରିଛନ୍ତି ବୋଲି ନାଟୋର ମୁଖ୍ୟ ଜେନ୍ସ ଷ୍ଟୋଲେନବର୍ଗ କହିଛନ୍ତି ।
Powered by Froala Editor