ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ କର୍ମଚାରୀ

କଟକ: ଭିଜିଲାନ୍ସ ଜାଲରେ ଝାରସୁଗୁଡା OMVD ASI । ଓଡ଼ିଶା ମୋଟର ଭେଇକିଲ ଡିପାର୍ଟମେଣ୍ଟର ASI ହରେକୃଷ୍ଣ ନାୟକଙ୍କ ଘରେ ରେଡ଼ କରିଛି ଭିଜିଲାନ୍ସ । ଝାରସୁଗୁଡା, କଟକ, ପୁରୀ, ବ୍ରହ୍ମପୁରର ମୋଟ ୬ ଟି ସ୍ଥାନରେ ରେଡ଼ କରିଛି ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ଼ ଜାରି ।
ଏହି ଚଢାଉରେ ୩ ଜଣ DSP, ୧୦ଜଣ ଇନିସପେକ୍ଟର ଏବଂ ଅନ୍ୟାନ୍ୟ ଭିଜିଲାନ୍ସ ଅଧିକାରୀ ସାମିଲ ହୋଇଥିବା ବେଳେ ASI ଅଧିକାରୀଙ୍କ ୬ଟି ବାସଭବନରେ ଚଢାଉ ଜାରି ରହିଛି । ଏଯାବତ ୪ ଲକ୍ଷ ୪୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଜବତ କରାଯାଇଥିବା ସୂଚନା ରହିଛି ।
Powered by Froala Editor