Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, November 14, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିହାରରେ ବହୁ ଆଗରେ ଚାଲିଛି ଏନ୍‌ଡିଏ

  • ପ୍ରାରମ୍ଭରୁ ଏନଡିଏକୁ ସଫଳତା

  • ବିଦ୍ୟାଳୟ ପରିସରରେ ମିଳିଲା ୧୭୨ ସ୍ଲିପ୍, ...

  • ଦିଲ୍ଲୀ ବିସ୍ଫୋରଣ: ତଦନ୍ତ ବେଳେ ...

  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

  • ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ...

  • ପିଲାଙ୍କ ପାଇଁ ପାଣ୍ଠି ସଂଗ୍ରହ କରି ...

  • ଜବତ ହେଲା ଲାଲ୍‌ ରଙ୍ଗର କାର୍‌

  • ବେହୋସ୍ ହୋଇଗଲେ ଅଭିନେତା ଗୋବିନ୍ଦା

  • କୋରାପୁଟରେ ‘କମ୍ରେଡ କଲ୍ୟାଣ’ର ସୁଟିଂ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଯୁଦ୍ଧ: ନିନ୍ଦା କଲା ଆମେରିକା

ଯୁଦ୍ଧ: ନିନ୍ଦା କଲା ଆମେରିକା

2022-02-24 06:40:27
15401
Share:
Facebook
Twitter
E-Mail
WhatsApp
Telegram
ଯୁଦ୍ଧ: ନିନ୍ଦା କଲା ଆମେରିକା

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ରୁଷର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ସେ କହିଛନ୍ତି, ସବୁ ସ୍ଥିତି ପାଇଁ ପୂରା ବିଶ୍ୱ ରୁଷକୁ ଉତ୍ତରଦାୟୀ କରିବ। ୟୁକ୍ରେନ ଉପରେ ରୁଷର ହମଲା ଆଦୌ ଗ୍ରହଣୀୟ ନୁହେଁ। ଏହାଦ୍ୱାରା ଅନେକ ଲୋକଙ୍କ ଜୀବନ ଯିବ।
ବାଇଡେନ ଏ ସମ୍ପର୍କରେ ବିଧିବଦ୍ଧ ଭାବେ ଲୋକଙ୍କୁ ସମ୍ବୋଧନ କରିବେ। ରୁଷ ଉପରେ କ’ଣ ସବୁ ପଦକ୍ଷେପ ନିଆଯିବ ସେ ବିଷୟରେ ମଧ୍ୟ କହିବେ। ରୁଷର ଆକ୍ରମଣକୁ ସେ ବେଆଇନ ଓ ଉତ୍ତେଜନା ସୃଷ୍ଟି କରିବା ଭଳି ପଦକ୍ଷେପ ବୋଲି କହିଛନ୍ତି।
ହ୍ୱାଇଟ ହାଉସ୍ ପକ୍ଷରୁ ଜାରି ପ୍ରେସ ରିଲିଜ୍‌ରେ କୁହାଯାଇଛି ଯେ ରାଷ୍ଟ୍ରପତି ବାଇଡେନ ସ୍ଥିତି ଉପରେ ନଜର ରଖିଛନ୍ତି। ସ୍ଥିତିକୁ ଦେଖି ଆମେରିକା ଠିକଣା ସମୟରେ ଉଚିତ ପଦକ୍ଷେପ ନେବ। ଆସନ୍ତାକାଲି ଜି-୭ ରାଷ୍ଟ୍ରନେତାମାନଙ୍କୁ ନେଇ ବାଇଡେନ ବୈଠକ ମଧ୍ୟ କରିବେ। ଏଥିସହ ନାଟୋ ସହଯୋଗୀ ରାଷ୍ଟ୍ରଙ୍କ ସହ ବି ସେ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ପ୍ରକାଶ ଯେ,ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଛି ରୁଷ। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସାମରିକ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ସହ ପଶ୍ଚିମ ଦେଶଗୁଡ଼ିକୁ ଖୋଲାଖୋଲି ଧମକ ଦେଇଛନ୍ତି। ଯଦି କୌଣସି ବାହାର ରାଷ୍ଟ୍ର ୟୁକ୍ରେନ ଓ ରୁଷ ବିବାଦ ମଧ୍ୟରେ ପଶିବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ସେ କହିଛନ୍ତି।

ପୁଟିନ କହିଛନ୍ତି, ମସ୍କୋ କେବେ ହେଲେ ୟୁକ୍ରେନକୁ ଦଖଲ କରିବାକୁ ଚାହୁଁନାହିଁ। ୟୁକ୍ରେନ ପଟୁ ବଢ଼ୁଥିବା ଧମକର ଉଚିତ ଜବାବ ଓ କିଭ୍‌ କରୁଥିବା ସାମରିକ ପଦକ୍ଷେପର ମୂଳପୋଛ କରିବାକୁ ଏପରି ପଦକ୍ଷେପ ନିଆଯାଉଛି। ଏଥପାଇଁ ଆମେ ମିଲିଟାରୀ ଅପରେସନର ନିଷ୍ପତ୍ତି ନେଇଛୁ। ଏବେ ସୀମାରେ ୟୁକ୍ରେନ ଓ ରୁଷ ଯବାନଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଛି। ତେଣୁ ସୁରକ୍ଷା ଚାହୁଁଥିଲେ ୟୁକ୍ରେନ ସୈନ୍ୟମାନେ ଆତ୍ମସମର୍ପଣ କରନ୍ତୁ ବୋଲି ସେ କହିଛନ୍ତି।

ଏଥିସହ ସେ ବାହାର ରାଷ୍ଟ୍ରଗୁଡ଼ିକୁ ଏଥିରେ ହସ୍ତକ୍ଷେପ ନ କରିବାକୁ କହିଛନ୍ତି। ପୁଟିନ କହିଛନ୍ତି, ଯଦି କେହି ଏହି ବିବାଦ ଭିତରେ ହସ୍ତକ୍ଷେପ କରିବେ, ତା’ହେଲେ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଇତିହାସରେ କେହି କେବେ ଯାହା ସମ୍ମୁଖୀନ ହୋଇ ନଥିବେ, ଏବେ ସେମାନଙ୍କୁ ସେଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ଏଥିପ୍ରତି ସମସ୍ତେ ସତର୍କ ରୁହନ୍ତୁ। ଆମେ ସବୁ ପ୍ରକାରର ନିଷ୍ପତ୍ତି ନେଇଛୁ। ମୋର ଆଶା ମୋତେ ସମସ୍ତେ ଭଲ ଭାବେ ଶୁଣିଥିବେ।
ବାରମ୍ବାର କହିବା ସତ୍ତ୍ୱେ ଆମେରିକା ଓ ଏହାର ସହଯୋଗୀମାନେ ୟୁକ୍ରେନକୁ ନାଟୋରେ ସାମିଲ କରିବାକୁ ଆଗଭର ହେଉଛନ୍ତି। ଏଥିସହ ମସ୍କୋ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଏହା କେବେ ହେଲେ ଗ୍ରହଣୀୟ ନୁହେଁ ବୋଲି ସେ ବେଶ ଆକ୍ରମଣାତ୍ମକ ଅନ୍ଦାଜରେ କହିଛନ୍ତି।

ଅନ୍ୟପକ୍ଷରେ ୟୁକ୍ରେନ ଉପରେ ଆଟାକ ଆରମ୍ଭ କଲା ଋଷିଆ ।   ୟୁକ୍ରେନ୍ ରାଜଧାନୀ ସମେତ ୬ଟି ସ୍ଥାନରେ ଋଷ ଆକ୍ରମଣ କରିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । କିବ, ଖାରକିବ ସମେତ ୬ଟି ବଡ ସହର ଉପରେ ଆକ୍ରମଣ କରିଛି ଋଷ । ମିଜାଇଲ୍ ଏବଂ ମାନବ ବିହିନ ଡ୍ରୋନ୍ ଜରିଆରେ ପ୍ରଥମେ ୟୁକ୍ରେନ ୬ଟି ସ୍ଥାନ ଉପରେ ଆକ୍ରମଣ କରିଛି ଋଷ । ସେପଟେ ବ୍ଲାକ୍ ସି’ରେ ଋଷ ନୌସେନା ଅପରେସନ୍ ଆରମ୍ଭ କରିଥିବା ସୂଚନାରୁ ଜଣାପଡିଛି ।

Powered by Froala Editor

Tags War

Related articles Odisha News Lens 4.1

  • ଦିଲ୍ଲୀ ବିସ୍ଫୋରଣ: ତଦନ୍ତ ବେଳେ ସାମ୍ନାକୁ ଆସିଲା ଭୟଙ୍କର ତଥ୍ୟ, ଜାଣନ୍ତୁ କଣ ?
    ଦେଶ-ଦେଶାନ୍ତର

    ଦିଲ୍ଲୀ ବିସ୍ଫୋରଣ: ତଦନ୍ତ ବେଳେ ସାମ୍ନାକୁ ଆସିଲା ଭୟଙ୍କର ତଥ୍ୟ, ଜାଣନ୍ତୁ କଣ ?

    14576
    Nov 13, 2025
  • ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ଖାଆନ୍ତୁ ଗୁଜୁରାତି
    ବିଶେଷ

    ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ଖାଆନ୍ତୁ ଗୁଜୁରାତି

    14918
    Nov 13, 2025
  • କୋରାପୁଟରେ ‘କମ୍ରେଡ କଲ୍ୟାଣ’ର ସୁଟିଂ
    ମନୋରଞ୍ଜନ

    କୋରାପୁଟରେ ‘କମ୍ରେଡ କଲ୍ୟାଣ’ର ସୁଟିଂ

    14598
    Nov 12, 2025
  • ପିଲାଙ୍କ ପାଇଁ ପାଣ୍ଠି ସଂଗ୍ରହ କରି ଚର୍ଚ୍ଚାରେ ପଲକ, ଗିନିଜ ରେକର୍ଡରେ ନାଁ
    ମନୋରଞ୍ଜନ

    ପିଲାଙ୍କ ପାଇଁ ପାଣ୍ଠି ସଂଗ୍ରହ କରି ଚର୍ଚ୍ଚାରେ ପଲକ, ଗିନିଜ ରେକର୍ଡରେ ନାଁ

    14294
    Nov 12, 2025
  • ପ୍ରାରମ୍ଭରୁ ଏନଡିଏକୁ ସଫଳତା
    ଦେଶ-ଦେଶାନ୍ତର

    ପ୍ରାରମ୍ଭରୁ ଏନଡିଏକୁ ସଫଳତା

    13540
    Nov 14, 2025
  • ବିହାରରେ ବହୁ ଆଗରେ ଚାଲିଛି ଏନ୍‌ଡିଏ
    ଦେଶ-ଦେଶାନ୍ତର

    ବିହାରରେ ବହୁ ଆଗରେ ଚାଲିଛି ଏନ୍‌ଡିଏ

    14516
    Nov 14, 2025
  • ବେହୋସ୍ ହୋଇଗଲେ ଅଭିନେତା ଗୋବିନ୍ଦା
    ମନୋରଞ୍ଜନ

    ବେହୋସ୍ ହୋଇଗଲେ ଅଭିନେତା ଗୋବିନ୍ଦା

    14870
    Nov 12, 2025
  • ବିଦ୍ୟାଳୟ ପରିସରରେ ମିଳିଲା ୧୭୨ ସ୍ଲିପ୍, ଭୋଟ୍ ଚୋରି ନେଇ ହଙ୍ଗାମା
    ଦେଶ-ଦେଶାନ୍ତର

    ବିଦ୍ୟାଳୟ ପରିସରରେ ମିଳିଲା ୧୭୨ ସ୍ଲିପ୍, ଭୋଟ୍ ଚୋରି ନେଇ ହଙ୍ଗାମା

    15657
    Nov 13, 2025
  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ
    ବିଶେଷ

    ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    14045
    Nov 13, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିଦ୍ୟାଳୟ ପରିସରରେ ମିଳିଲା ୧୭୨ ସ୍ଲିପ୍, ଭୋଟ୍ ଚୋରି ନେଇ ହଙ୍ଗାମା

    15657
    Nov 13, 2025
  • ଦେଶ-ଦେଶାନ୍ତର

    ବିହାରରେ ବହୁ ଆଗରେ ଚାଲିଛି ଏନ୍‌ଡିଏ

    14516
    Nov 14, 2025
  • ଦେଶ-ଦେଶାନ୍ତର

    ପ୍ରାରମ୍ଭରୁ ଏନଡିଏକୁ ସଫଳତା

    13540
    Nov 14, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16851
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16947
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17292
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15763
    Apr 03, 2021

ବିଶେଷ

  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    14045
    Nov 13, 2025
  • ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ଖାଆନ୍ତୁ ଗୁଜୁରାତି

    14918
    Nov 13, 2025
  • ଭୃସଙ୍ଗ ପତ୍ରର ଚମତ୍କାରିତା

    14022
    Nov 11, 2025
  • ସକାଳ ଜଳଖିଆରେ ଖାଆନ୍ତୁ ଏହିସବୁ ଖାଦ୍ୟ

    14666
    Nov 11, 2025
  • ବ୍ଲାକ୍‌ ହେଡ୍ସ ଦୂର କରିବ ଲେମ୍ବୁ ଓ ଲୁଣ

    15899
    Nov 10, 2025

ବାଣିଜ୍ୟ

ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

-    ବ୍ୟାଙ୍କିଂ ଏବଂ ଆର୍ଥିକ ସେବା କ୍ଷେତ୍ରରେ ନିବେଶ କରୁଥିବା ଏକ ଖୋଲା-ସମ୍ପନ୍ନ ଇକ୍ୱିଟି ଯୋଜନା

-    ଏହି ପାଣ୍ଠି ବ୍ୟାଙ୍କିଂ, ଅଣ-ବ୍ୟାଙ୍କିଂ ଆର୍ଥିକ କମ୍ପ ...

  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14290
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13952
    Oct 27, 2025
  • ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

    15021
    Oct 13, 2025
  • ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

    15888
    Sep 26, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିଦ୍ୟାଳୟ ପରିସରରେ ମିଳିଲା ୧୭୨ ସ୍ଲିପ୍, ଭୋଟ୍ ଚୋରି ନେଇ ହଙ୍ଗାମା

    15657
    Nov 13, 2025
  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    14045
    Nov 13, 2025
  • କୋରାପୁଟରେ ‘କମ୍ରେଡ କଲ୍ୟାଣ’ର ସୁଟିଂ

    14598
    Nov 12, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In