Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, June 06, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଆଇଫୋନରେ ଚାଲିବ ନାହିଁ YouTube

ବିଶେଷ
Home ›› ବିଶେଷ ››ପିଲାଙ୍କ ସଂସ୍କାର ଚକ୍କରରେ ଆପଣ କରୁନାହାଁନ୍ତି ତ’ ଏହି ସାଙ୍ଘାତିକ ଭୁଲ?

ପିଲାଙ୍କ ସଂସ୍କାର ଚକ୍କରରେ ଆପଣ କରୁନାହାଁନ୍ତି ତ’ ଏହି ସାଙ୍ଘାତିକ ଭୁଲ?

2022-02-22 04:18:54
14046
Share:
Facebook
Twitter
E-Mail
WhatsApp
Telegram
ପିଲାଙ୍କ ସଂସ୍କାର ଚକ୍କରରେ ଆପଣ କରୁନାହାଁନ୍ତି ତ’ ଏହି ସାଙ୍ଘାତିକ ଭୁଲ?


ଭୁବନେଶ୍ୱର: ଆଜିକାଲି ଅଧିକାଂଶ ଜିନିଷ ଡିଜିଟାଲ ଏବଂ ଗାଜେଟ୍‌ର ବହୁତ ବ୍ୟବହାର ଯୋଗୁଁ ବହୁତ ଜିନିଷ ସହଜ ହୋଇଯାଇଛି। କିନ୍ତୁ ଏହାର ନକାରାତ୍ମକ ପ୍ରଭାବ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଛି। ପ୍ରତିଯୋଗିତାର ଏହି ଦୁନିଆରେ ନିଜ ପିଲାଙ୍କୁ ସବୁକିଛି ଶିଖେଇବା ପାଇଁ ଅଭିଭାବକ କିଛି ବି କରିବାକୁ ପ୍ରସ୍ତୁତ ରହୁଛନ୍ତି। କିନ୍ତୁ ପିଲାମାନେ ଏହିସବୁ ଜିନିଷକୁ କାମରେ ଲଗାଇବା ପରିବର୍ତ୍ତେ ଅନ୍ୟ ଉପାୟରେ ବ୍ୟବହାର କରୁଛନ୍ତି। ଅଧିକାଂଶ ଅଭିଭାବକ ନିଜ ପିଲାକୁ ବ୍ୟବହାରିକ ରୂପେ ସଠିକ୍‌ ରଖିବା ପାଇଁ ଚେଷ୍ଟା କରୁଥାନ୍ତି। ଅଭିଭାବକ ପିଲାଙ୍କୁ ଅନୁଶାସନ ଶିଖାନ୍ତି।

ବିଶେଷଜ୍ଞଙ୍କ କହିବା ମୁତାବକ, ପିଲାଙ୍କୁ ଅନୁଶାସିତ କରିବା ଠିକ୍‌ କିନ୍ତୁ ଏହି ସମୟରେ ଅଭିଭାବକ ଏମିତି କିଛି ଭୁଲ କରିଦିଅନ୍ତି, ଯାହା ପିଲାଙ୍କ ଜୀବନରେ ସେମାନଙ୍କ ମନରେ ଦ୍ୱେଷ ଭାବ ଉତ୍ପନ୍ନ କରିଥାଏ। ଆପଣ ଏହି ଭୁଲ୍‌ ବାରମ୍ବାର କରିଚାଲନ୍ତି, ଯାହା ବିଷୟରେ ହୁଏତ ଜାଣନ୍ତି ନାହିଁ…

ପିଲାଙ୍କ ପ୍ରତି ନେଗେଟିଭ ହେବା :
ଅନେକ ଥର ମାତା ପିତା ପିଲାଙ୍କୁ ସଠିକ୍‌ ଜିନିଷ ଶିଖାଇବା ଏବଂ ବୁଝାଇବା ଚକ୍କରରେ ସେମାନଙ୍କ ପ୍ରତି ନେଗେଟିଭ ହୋଇଯାଆନ୍ତି। ଏହି କାରଣରୁ ପିଲା ମଧ୍ୟ ସେମାନଙ୍କ ପ୍ରତି ନକାରାତ୍ମକ ଚିନ୍ତାଧାରା ମନରେ ଆଣିଦିଏ।

ନିଜେ ଅନୁଶାସନ ହୀନ ହେବା :
ଅନେକ ଥର ଅଭିଭାବକ ପିଲାକୁ ଅନୁଶାସନରେ ରହିବା ପାଇଁ ଇଚ୍ଛା ରଖିଥାନ୍ତି। କିନ୍ତୁ ସେମାନଙ୍କ ସାମ୍ନାରେ ଅନୁଶାସନହୀନ ବ୍ୟବହାର କରନ୍ତି। କୁହାଯାଏ, ଆପଣ ଯେଉଁଭଳି ବ୍ୟବହାର କରନ୍ତି, ପିଲାଟି ଠିକ୍‌ ସେପରି ବ୍ୟବହାର ଆପଣାଇଥାଏ। ତେଣୁକରି କୁହାଯାଏ, ପିଲାଙ୍କ ସାମ୍ନାରେ ଏମିତି କିଛି କାମ କରନ୍ତୁ ନାହିଁ, ଯାହା ସେମାନଙ୍କ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇବ।

କଠିନ ନିୟମ :
ପିଲାକୁ ଅନୁଶାସିତ କରିବା ପାଇଁ ମାତା ପିତା କଠିନ ନିୟମର ସାହାରା ନିଅନ୍ତି। ଯାହା ସେମାନଙ୍କ ପାଇଁ ଉଚିତ ନୁହେଁ। ଏମିତି କିଛି କଠିନ ନିୟମ ବନାନ୍ତୁ ନାହିଁ। ଯାହାକୁ ମାନିବା ପିଲାଙ୍କ ପାଇଁ ମୁସ୍କିଲ ହୋଇଯିବ। ତେଣୁ ସେମାନଙ୍କ ସହିତ ମିଶି ସଠିକ୍‌ ସମୟରେ ଉଠିବା, ସଠିକ୍‌ ସମୟରେ ଖାଇବା ଭଳି ଅଭ୍ୟାସ କରାନ୍ତୁ।

ପିଲାଙ୍କ କଥା ଶୁଣନ୍ତୁ:
ବିଶେଷଜ୍ଞଙ୍କ ମୁତାବକ, ଅନେକ ଥର ଅନୁଶାସନ ଚକ୍କରରେ ମାତା ପିତା ପିଲାଙ୍କୁ କଥାକୁ ଗୁରୁତ୍ୱ ନଦେଇ ଚାପରେ ରଖିଥାନ୍ତି। ସେମାନଙ୍କ କଥାକୁ ଅଣଦେଖା କରିଦିଅନ୍ତି। ପିଲାମାନଙ୍କ ମଧ୍ୟ ଏମିତି ବ୍ୟବହାର ନକାରାତ୍ମକ ଆଣିଥାଏ।

Powered by Froala Editor

Tags Baby care

Related articles Odisha News Lens 4.1

  • ICUରେ ଦୀପିକା, କର୍କଟ ଅସ୍ତ୍ରୋପଚାର ଶେଷ
    ମନୋରଞ୍ଜନ

    ICUରେ ଦୀପିକା, କର୍କଟ ଅସ୍ତ୍ରୋପଚାର ଶେଷ

    15079
    Jun 04, 2025
  • ରାମ ଦରବାରର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ
    ଦେଶ-ଦେଶାନ୍ତର

    ରାମ ଦରବାରର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ

    15404
    Jun 05, 2025
  • ଭାରତରେ  ନିର୍ମାଣ ହେବ ରାଫେଲ
    ଦେଶ-ଦେଶାନ୍ତର

    ଭାରତରେ ନିର୍ମାଣ ହେବ ରାଫେଲ

    13991
    Jun 05, 2025
  • ଯବାନଙ୍କ ଗୁଳିରେ ମାଓବାଦୀ ସୁଧାକର ନିହତ
    ଦେଶ-ଦେଶାନ୍ତର

    ଯବାନଙ୍କ ଗୁଳିରେ ମାଓବାଦୀ ସୁଧାକର ନିହତ

    15064
    Jun 05, 2025
  • ଟ୍ରମ୍ପଙ୍କ ଆଗତ ଟିକସ ବିଲ୍‌କୁ ମସ୍କଙ୍କ ତୀବ୍ର ସମାଲୋଚନା
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଆଗତ ଟିକସ ବିଲ୍‌କୁ ମସ୍କଙ୍କ ତୀବ୍ର ସମାଲୋଚନା

    13410
    Jun 05, 2025
  • ଦେଶରେ ୪୩୦୨ କରୋନା ସଂକ୍ରମିତ ଚିହ୍ନଟ
    ଦେଶ-ଦେଶାନ୍ତର

    ଦେଶରେ ୪୩୦୨ କରୋନା ସଂକ୍ରମିତ ଚିହ୍ନଟ

    15012
    Jun 05, 2025
  • ୨୦୨୭ ମାର୍ଚ୍ଚ ୧ରୁ ହୋଇପାରେ ଜନଗଣନା
    ଦେଶ-ଦେଶାନ୍ତର

    ୨୦୨୭ ମାର୍ଚ୍ଚ ୧ରୁ ହୋଇପାରେ ଜନଗଣନା

    15666
    Jun 04, 2025
  • ଆଇଫୋନରେ ଚାଲିବ ନାହିଁ YouTube
    ଦେଶ-ଦେଶାନ୍ତର

    ଆଇଫୋନରେ ଚାଲିବ ନାହିଁ YouTube

    15269
    Jun 05, 2025
  • ୫୦୦ ଟଙ୍କିଆ ନୋଟ୍ ବନ୍ଦ ନେଇ ଆସିଲା ଅପଡେଟ୍
    ଦେଶ-ଦେଶାନ୍ତର

    ୫୦୦ ଟଙ୍କିଆ ନୋଟ୍ ବନ୍ଦ ନେଇ ଆସିଲା ଅପଡେଟ୍

    14249
    Jun 04, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭାରତରେ ନିର୍ମାଣ ହେବ ରାଫେଲ

    13991
    Jun 05, 2025
  • ଦେଶ-ଦେଶାନ୍ତର

    ଆଇଫୋନରେ ଚାଲିବ ନାହିଁ YouTube

    15269
    Jun 05, 2025
  • ମନୋରଞ୍ଜନ

    ICUରେ ଦୀପିକା, କର୍କଟ ଅସ୍ତ୍ରୋପଚାର ଶେଷ

    15079
    Jun 04, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16646
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16942
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15474
    Apr 03, 2021

ବିଶେଷ

  • ଅଧା କପ୍‌ ବିଟ୍‌ ରସର କରାମତି

    13928
    Jun 04, 2025
  • ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଜାଣନ୍ତୁ ଉପାୟ....

    13763
    Jun 04, 2025
  • କୋଲେଷ୍ଟରଲ କମାଏ ଅଁଳାରସ

    13766
    Jun 03, 2025
  • ଖରାଦିନେ ରକ୍ତଚାପରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

    15367
    Jun 03, 2025
  • ଅବସାଦ ଦୂର କରିବାର ସହଜ ଉପାୟ ଜାଣନ୍ତୁ....

    15307
    Jun 02, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15691
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16309
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14018
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14813
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଇଫୋନରେ ଚାଲିବ ନାହିଁ YouTube

    15269
    Jun 05, 2025
  • ଭାରତରେ ନିର୍ମାଣ ହେବ ରାଫେଲ

    13991
    Jun 05, 2025
  • ୫୦୦ ଟଙ୍କିଆ ନୋଟ୍ ବନ୍ଦ ନେଇ ଆସିଲା ଅପଡେଟ୍

    14249
    Jun 04, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In