Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, April 01, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏନକାଉଣ୍ଟରରେ ଆତଙ୍କବାଦୀ ନିହତ

  • ଗୋଟିଏ ଘରୁ ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର

  • ରୁଷରେ ଭୟଙ୍କର ବିମାନ ଦୁର୍ଘଟଣା, ୨୯ ମୃତ

  • ବାଣିଜ୍ୟିକ ସିଲିଣ୍ଡରର ଦର ବୃଦ୍ଧି

  • ଘରେ ଅଶାନ୍ତି ବଢ଼ାଏ ଏହି ଗଛ

  • ନକ୍ସଲ ଦମନ : ଅପରେସନରେ ମିଳିଲା ୭ କେଜି ...

  • ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ...

  • ଶୀତଳା ମାତା ମନ୍ଦିର ଦଳାଚକଟାରେ ୮ ମୃତ

  • ଆହୁରି ଭୟଙ୍କର ହୋଇପାରେ ମଧ୍ୟପ୍ରାଚ୍ୟ ...

  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ...

Home ›› ››ଦନ୍ତାକୁ ମଶାଲ ଧରି ଏକୁଟିଆ ଘଉଡେଇଲେ ଫରେଷ୍ଟ ଗାର୍ଡ

ଦନ୍ତାକୁ ମଶାଲ ଧରି ଏକୁଟିଆ ଘଉଡେଇଲେ ଫରେଷ୍ଟ ଗାର୍ଡ

2022-02-17 08:24:40
14602
Share:
Facebook
Twitter
E-Mail
WhatsApp
Telegram
ଦନ୍ତାକୁ ମଶାଲ ଧରି ଏକୁଟିଆ ଘଉଡେଇଲେ ଫରେଷ୍ଟ ଗାର୍ଡ


ରାଜ୍ୟରେ ହାତୀ-ମଣିଷ ଦ୍ଵନ୍ଦ କୁ ନେଇ ବନ କର୍ମଚାରୀ ମାନେ ସବୁ ବେଳେ ନିନ୍ଦିତ ହେଉଥିବା ବେଳେ, କିଛି ସଚ୍ଚୋଟ ଓ ନିର୍ଭୀକ ବନ କର୍ମଚାରୀ ମାନେ ଜୀବନ କୁ ବାଜି ଲଗେଇ ଗାଁ ଗହଳି ରେ ଉଭୟ ହାତୀ ଓ ଜନ ସାଧରଣଙ୍କ ସୁରକ୍ଷା ପାଇଁ ନିରବିଚ୍ଛିନ୍ନ ଭାବରେ କାମ କରିଚାଲିଛନ୍ତି ।

ରେଢ଼ାଖୋଲ ବନ ଖଣ୍ଡ ରୁ ଏହି ଭଳି ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯେଉଁଠି, ଜଣେ ଫରେଷ୍ଟ ଗାର୍ଡ ଅତ୍ୟନ୍ତ ବାହାଦୁରୀ ଦେଖାଇ ଫସଲ ନଷ୍ଟ କରୁଥିବା ହାତୀ କୁ କେବଳ ମଶାଲ ଦେଖେଇ ଜଙ୍ଗଲ ଜଙ୍ଗଲକୁ ଘଉଡେଇବା ପାଇଁ ସକ୍ଷମ ହେଇଛନ୍ତି । ଗାର୍ଡ ଜଣଙ୍କ ହେଲେ ଚିତ୍ତ ରଞ୍ଜନ ମିରି । ଚଡଚଡି ଓ ଅଙ୍ଗାବିରା ଗାଁ ମଝିରେ ଏକ ଦନ୍ତା ହାତୀ ଆସି ଫସଲ ଖାଇବା ସହ ନଷ୍ଟ କରିବା ଆରମ୍ଭ କରିଦେଲା । ଖବର ପାଇ ଚିତ୍ତ ରଞ୍ଜନ ତାଙ୍କର ହାତୀ ସ୍କ୍ବାଡ଼ ର କିଛି ୱାଚର ଙ୍କୁ ଧରି ଘଟଣା ସ୍ଥଳରେ ପହଁଚିଲେ । ପ୍ରଥମେ ଗାଁ ଲୋକଙ୍କୁ ସେହି ସ୍ଥାନକୁ ଛାଡିବା ପାଇଁ ବାରଣ କରାଗଲା । ସବୁ ଲୋକେ ସ୍ଥାନ ଛାଡି ଯିବା ପରେ ହାତୀ ଙ୍କୁ ଘଉଡେଇବା କାର୍ଯ୍ୟକ୍ରମ ଆରମ୍ଭ କଲେ ଚିତ୍ତ । ଆଗରୁ ସୁପ୍ରିମକୋର୍ଟ ଙ୍କ ନିର୍ଦେଶ ଅନୁସାରେ ଆଉ ହାବେଳି ବା ରକେଟ ବାଣ ବ୍ୟବହାର ମନା ହୋଇଥିବାରୁ, ହାତୀ ଘଉଡେଇବା ପାଇଁ ଚିତ୍ତ ନିଜେ ଗୋଟିଏ 10/12 ଫୁଟ ଲମ୍ବର ମଶାଲ ଧରିଲେ ଏବଂ ସାଙ୍ଗରେ ଆଉ ଜଣେ ଲୋକ ମଧ୍ୟ ଅନ୍ୟ ଏକ ମଶାଲ ଧରିଥିଲେ । ମାତ୍ର 5 ଜଣ ଲୋକଙ୍କୁ ଧରି ଚିତ୍ତ ରଞ୍ଜନ ନିଜର ଅପରେସନ ଆରମ୍ଭ କଲେ ।

ତେବେ ଫସଲ ଖାଇବା ରୁ ଘଉଡେଇବା ବେଳେ ଦନ୍ତା ହାତୀ ଟି ଲୋକଙ୍କ ଆଡକୁ ମାଡି ଆସିଥିଲା । ଚିତ୍ତ ରଞ୍ଜନ ଙ୍କ ସହିତ ଅନ୍ୟ 4 ଜଣ ଜୀବନ ବଞ୍ଚେଇବା ପାଇଁ ପଛକୁ ଧାଇଁ ଆସିଥିଲେ ମଧ୍ୟ, ସେ କିନ୍ତୁ ଗୋଟିଏ ଇଞ୍ଚ ପଛକୁ ଘୁଞ୍ଚି ନଥିଲେ । ହାତୀ ଟି ଭୟଙ୍କର ରୁପ ଧରି ମାଡି ଆସିଥିଲେ ମଧ୍ୟ ଚିତ୍ତ ରଞ୍ଜନ ଅବିଚଳିତ ଭାବରେ ନିଜ ସ୍ଥାନରେ ଛିଡା ହୋଇ ସାହସ ର ସହିତ ହାତୀକୁ ଜଳନ୍ତା ମଶାଲ ଦେଖାଇଥିଲେ । ହାତୀ ମାତ୍ର 15 ଫୁଟ ଦୂର ରେ ହଟାତ ରହିଯାଇଥିଲା । ଏହା ପରେ ଅନ୍ୟ ଏକ ମଶାଲ ଦେଖେଇ ହାତୀ କୁ ଚାଷ ଜମିରୁ ଘଉଡେଇବା ରେ ସକ୍ଷମ ହୋଇଥିଲେ ଚିତ୍ତ ରଞ୍ଜନ । 

ଏଇ ଘଟଣା କୁ ନେଇ ଫରେଷ୍ଟ ଗାର୍ଡ ଚିତ୍ତ ରଞ୍ଜନ ମିରି କହିଛନ୍ତି "ମୁଁ କିଛି ବାହାଦୁରୀ କାମ କରିନି । ଯାହା ମୋତେ ବନ ବିଭାଗ ତରଫରୁ ଟ୍ରେନିଂ ଦିଆଯାଇଥିଲା ତାକୁ ପାଳନ କରିଛି ମାତ୍ର । ହାତୀ ମାନେ ନିଆଁକୁ ଭୟ କରନ୍ତି, ଏଣୁ ମୁଁ ଜାଣିଥିଲି କି ହାତୀ ଯେତେ ଚାର୍ଜ କଲେ ମଧ୍ୟ ମୋ ପାଖକୁ ଆଦୌ ଆସିବନି" । ତେବେ, ଲୋକଙ୍କ ଭିଡ଼ ଭିତରେ କାମ କରିବା ରେ ସମସ୍ୟା ସୃଷ୍ଟି ହୋଇଯାଏ । ତେଣୁ ଆମେ ହାତୀ ଘଉଡେଇବା କାମ ଆରମ୍ଭ କରିବା ପୂର୍ବରୁ ସବୁ ଲୋକଙ୍କୁ ସେଇ ସ୍ଥାନରୁ ହଟେଇ ଦେଇଥିଲୁ ।

ହାତୀ କୁ ଜଙ୍ଗଲକୁ ଘଉଡେଇ ସାରିବା ପରେ କାମ ସରିଗଲା ବୋଲି ଭାବିନଥିଲେ ଚିତ୍ତ ରଞ୍ଜନ ମ୍ ଘଟଣା ସ୍ଥଳରେ ରହି ସେହି ରାସ୍ତାର ଯିବା ଆସିବା କରୁଥିବା ଲୋକଙ୍କୁ ହାତୀ ଉପସ୍ଥିତି ବିଷୟରେ ସଚେତନ ମଧ୍ୟ କରେଇ ଥିଲେ । ଖାଲି ସେତିକି ନୁହେଁ, ହାତୀଟି ଗାଁ ପାଖ ଜଙ୍ଗଲ ରେ ଥିବା କଥା ମାଇକ୍ ଧରି ଗାଁ ରେ ପ୍ରଚାର ମଧ୍ୟ କରେଇ ଥିଲେ ।

Powered by Froala Editor

Tags Forest guard

Related articles Odisha News Lens 4.1

  • ଏନକାଉଣ୍ଟରରେ ଆତଙ୍କବାଦୀ ନିହତ
    ଦେଶ-ଦେଶାନ୍ତର

    ଏନକାଉଣ୍ଟରରେ ଆତଙ୍କବାଦୀ ନିହତ

    14909
    Apr 01, 2026
  • ଘରେ ଅଶାନ୍ତି ବଢ଼ାଏ ଏହି ଗଛ
    ବିଶେଷ

    ଘରେ ଅଶାନ୍ତି ବଢ଼ାଏ ଏହି ଗଛ

    14027
    Apr 01, 2026
  • ଶୀତଳା ମାତା ମନ୍ଦିର ଦଳାଚକଟାରେ ୮ ମୃତ
    ଦେଶ-ଦେଶାନ୍ତର

    ଶୀତଳା ମାତା ମନ୍ଦିର ଦଳାଚକଟାରେ ୮ ମୃତ

    14146
    Mar 31, 2026
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ
    ବିଶେଷ

    ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    15509
    Mar 31, 2026
  • ଆହୁରି ଭୟଙ୍କର ହୋଇପାରେ ମଧ୍ୟପ୍ରାଚ୍ୟ ଯୁଦ୍ଧ
    ଦେଶ-ଦେଶାନ୍ତର

    ଆହୁରି ଭୟଙ୍କର ହୋଇପାରେ ମଧ୍ୟପ୍ରାଚ୍ୟ ଯୁଦ୍ଧ

    14649
    Mar 31, 2026
  • ବାଣିଜ୍ୟିକ ସିଲିଣ୍ଡରର ଦର ବୃଦ୍ଧି
    ଦେଶ-ଦେଶାନ୍ତର

    ବାଣିଜ୍ୟିକ ସିଲିଣ୍ଡରର ଦର ବୃଦ୍ଧି

    14151
    Apr 01, 2026
  • ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ
    ଦେଶ-ଦେଶାନ୍ତର

    ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ

    15044
    Mar 31, 2026
  • ନକ୍ସଲ ଦମନ : ଅପରେସନରେ ମିଳିଲା ୭ କେଜି ସୁନା ବିସ୍କୁଟ୍
    ଦେଶ-ଦେଶାନ୍ତର

    ନକ୍ସଲ ଦମନ : ଅପରେସନରେ ମିଳିଲା ୭ କେଜି ସୁନା ବିସ୍କୁଟ୍

    14165
    Mar 31, 2026
  • ଗୋଟିଏ ଘରୁ ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର
    ଦେଶ-ଦେଶାନ୍ତର

    ଗୋଟିଏ ଘରୁ ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର

    13383
    Apr 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ

    15044
    Mar 31, 2026
  • ଦେଶ-ଦେଶାନ୍ତର

    ଶୀତଳା ମାତା ମନ୍ଦିର ଦଳାଚକଟାରେ ୮ ମୃତ

    14146
    Mar 31, 2026
  • ଦେଶ-ଦେଶାନ୍ତର

    ବାଣିଜ୍ୟିକ ସିଲିଣ୍ଡରର ଦର ବୃଦ୍ଧି

    14151
    Apr 01, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17390
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17455
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17804
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16281
    Apr 03, 2021

ବିଶେଷ

  • ଘରେ ଅଶାନ୍ତି ବଢ଼ାଏ ଏହି ଗଛ

    14027
    Apr 01, 2026
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    15509
    Mar 31, 2026
  • ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ

    15195
    Mar 30, 2026
  • ଓଜନ କମାଇବାର ସହଜ ଉପାୟ

    16122
    Mar 28, 2026
  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    15392
    Mar 27, 2026

ବାଣିଜ୍ୟ

ସୁନା୬,୭୦୦ ଟଙ୍କା କମିଲା

ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ହ୍ରାସ ହୋଇଛି । ସୋମବାର, ୨୩  ରିପୋର୍ଟ ଲେଖାଯିବା ସମୟରେ, ସୁନା ଫ୍ୟୁଚର୍ସ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ପ୍ରାୟ ୬,୭୦୬ ହ୍ରାସ ପାଉଥିଲା।

MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ ଖୋଲିଥିଲା। ପୂର୍ବ MCX ରେ ସୁନା ୧,୪୪,୪୯୨ ରେ କା ...

  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15033
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15538
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13833
    Mar 20, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14273
    Mar 05, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    15509
    Mar 31, 2026
  • ବାଣିଜ୍ୟିକ ସିଲିଣ୍ଡରର ଦର ବୃଦ୍ଧି

    14151
    Apr 01, 2026
  • ଏନକାଉଣ୍ଟରରେ ଆତଙ୍କବାଦୀ ନିହତ

    14909
    Apr 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In