Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, May 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ...

  • ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବିସିସିଆଇ

  • ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ

  • କୁକୁର ପ୍ରେମୀଙ୍କ ପାଇଁ ବଡ଼ ଝଟକା, ଏହି ...

  • ‘ପେଡ୍ଡୀ’ର ଟ୍ରେଲର୍‌ ରିଲିଜ୍‌

  • ପୁଅ ବିହାନ ଓ ଭିକିଙ୍କ ସହ ଭାବପୂର୍ଣ୍ଣ ଫଟୋ ...

  • ସ୍କୁଲ୍, ହସ୍ପିଟାଲ, ବସ୍‌ଷ୍ଟାଣ୍ଡରୁ ...

  • ଟେମ୍ପୋ ଉପରେ ମାଡ଼ିଗଲା କଣ୍ଟେନର: ୧୩ ମୃତ, ...

  • ୫ ଦିନରେ ୨ ଥର ବଢିଲା ବଢ଼ିଲା ପେଟ୍ରୋଲ ଓ ...

  • ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ...

Home ›› ››ରାଜ୍ୟରେ ୮୬୮୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୮୬୮୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

2021-04-30 05:10:10
13642
Share:
Facebook
Twitter
E-Mail
WhatsApp
Telegram
ରାଜ୍ୟରେ ୮୬୮୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର:  ଗତ ୨୪ ଘଣ୍ଟା ରାଜ୍ୟରେ ୩୦ଟି ଜିଲ୍ଲାରୁ ୮୬୮୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୯୪୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୩୭୩୩ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୪୪ ହଜାର ୧୯୪ ଜଣ କୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ୭୪୫ ଜଣ, କଟକରୁ  ୫୭୦ଜଣ, ପୁରୀରୁ ୫୧୪ ଜଣ,ବଲାଙ୍ଗୀରରୁ ୪୫୯ଜଣ ବରଗଡ଼ରୁ ୪୨୩ ଜଣ, ଅନୁଗୁଳରୁ ୪୧୯ଜଣ, ଝାରସୁଗୁଡ଼ାରୁ ୪୧୧ଜଣ, ସମ୍ବଲପୁର ରୁ ୪୧୦ଜଣ,ନବରଙ୍ଗପୁରରୁ ୩୬୮ଜଣ, ଯାଜପୁରରୁ ୩୨୧ଜଣ,ନୂଆପଡ଼ାରୁ ୩୦୪ଜଣ,ମୟୂରଭଞ୍ଜରୁ ୨୨୦ଜଣ,ଗଞ୍ଜାମରୁ ୧୯୮ଜଣ, କଳାହାଣ୍ଡିରୁ ୧୯୫ଜଣ, ନୟାଗଡ଼ରୁ ୧୬୦ଜଣ, ବାଲେଶ୍ୱରରୁ ୧୫୫ଜଣ, ରାୟଗଡ଼ାରୁ ୧୫୧ଜଣ, କେନ୍ଦୁଝରରୁ ୧୪୮ଜଣ,ଗଜପତିରୁ ୧୨୫ଜଣ, କୋରାପୁଟରୁ ୧୧୩ଜଣ,ଭଦ୍ରକରୁ ୧୦୩ଜଣ, ଦେଓଗଡ଼ରୁ ୧୦୨ ଜଣ, ସୋନପୁରରୁ ୯୮ଜଣ, କେନ୍ଦ୍ରାପଡ଼ାରୁ ୮୫ଜଣ, ବୌଦ୍ଧରୁ ୫୭ଜଣ, କନ୍ଧମାଳରୁ ୫୪ଜଣ,ମାଲକାନଗିରିରୁ ୩୪ଜଣ,ଢେଙ୍କାନାଳରୁ ୩୩ଜଣ, ଜଗତସିଂହପୁରରୁ ୨୧ଜଣ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୨୭୭ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪ ଲକ୍ଷ ୪୪ ହଜାର ୧୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୬୧ ହଜାର ୬୯୮ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୮୦ ହଜାର ୪୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ କରୋନା ଯୋଗୁଁ ୨୦୨୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି । 



Powered by Froala Editor

Tags corona

Related articles Odisha News Lens 4.1

  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ
    ବିଶେଷ

    ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    13805
    May 20, 2026
  • ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବିସିସିଆଇ
    ଦେଶ-ଦେଶାନ୍ତର

    ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବିସିସିଆଇ

    14856
    May 19, 2026
  • ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ
    ଦେଶ-ଦେଶାନ୍ତର

    ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ

    15680
    May 19, 2026
  • ସ୍କୁଲ୍, ହସ୍ପିଟାଲ, ବସ୍‌ଷ୍ଟାଣ୍ଡରୁ ହଟିବେ ବୁଲା କୁକୁର
    ଦେଶ-ଦେଶାନ୍ତର

    ସ୍କୁଲ୍, ହସ୍ପିଟାଲ, ବସ୍‌ଷ୍ଟାଣ୍ଡରୁ ହଟିବେ ବୁଲା କୁକୁର

    15711
    May 19, 2026
  • କୁକୁର ପ୍ରେମୀଙ୍କ ପାଇଁ ବଡ଼ ଝଟକା, ଏହି ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    କୁକୁର ପ୍ରେମୀଙ୍କ ପାଇଁ ବଡ଼ ଝଟକା, ଏହି ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ

    14274
    May 19, 2026
  • ‘ପେଡ୍ଡୀ’ର ଟ୍ରେଲର୍‌ ରିଲିଜ୍‌
    ମନୋରଞ୍ଜନ

    ‘ପେଡ୍ଡୀ’ର ଟ୍ରେଲର୍‌ ରିଲିଜ୍‌

    14920
    May 19, 2026
  • ଟେମ୍ପୋ ଉପରେ ମାଡ଼ିଗଲା କଣ୍ଟେନର: ୧୩ ମୃତ, ୨୫ ଗୁରୁତର
    ଦେଶ-ଦେଶାନ୍ତର

    ଟେମ୍ପୋ ଉପରେ ମାଡ଼ିଗଲା କଣ୍ଟେନର: ୧୩ ମୃତ, ୨୫ ଗୁରୁତର

    14939
    May 19, 2026
  • ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ
    ରାଜନୀତି

    ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ

    14364
    May 18, 2026
  • ପୁଅ ବିହାନ ଓ ଭିକିଙ୍କ ସହ ଭାବପୂର୍ଣ୍ଣ ଫଟୋ ସେୟାର କଲେ କ୍ୟାଟ୍ରିନା
    ମନୋରଞ୍ଜନ

    ପୁଅ ବିହାନ ଓ ଭିକିଙ୍କ ସହ ଭାବପୂର୍ଣ୍ଣ ଫଟୋ ସେୟାର କଲେ କ୍ୟାଟ୍ରିନା

    14232
    May 19, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ପୁଅ ବିହାନ ଓ ଭିକିଙ୍କ ସହ ଭାବପୂର୍ଣ୍ଣ ଫଟୋ ସେୟାର କଲେ କ୍ୟାଟ୍ରିନା

    14232
    May 19, 2026
  • ଦେଶ-ଦେଶାନ୍ତର

    ଟେମ୍ପୋ ଉପରେ ମାଡ଼ିଗଲା କଣ୍ଟେନର: ୧୩ ମୃତ, ୨୫ ଗୁରୁତର

    14939
    May 19, 2026
  • ଦେଶ-ଦେଶାନ୍ତର

    ସ୍କୁଲ୍, ହସ୍ପିଟାଲ, ବସ୍‌ଷ୍ଟାଣ୍ଡରୁ ହଟିବେ ବୁଲା କୁକୁର

    15711
    May 19, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16866
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17481
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17532
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17918
    Sep 06, 2023

ବିଶେଷ

  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    13805
    May 20, 2026
  • ପିଲାମାନେ ଖାଇବା ସମୟରେ ଏଭଳି ବାରମ୍ବାର କରୁଥିଲେ ଜାଣନ୍ତୁ କଣ କରିବେ?

    14181
    May 18, 2026
  • ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହେଲେ କଣ ହୋଇଥାଏ ଜାଣନ୍ତୁ....

    15440
    May 17, 2026
  • ଝିଟିପିଟିକୁ ଦୂର କରିବାକୁ ଚାହାଁନ୍ତି କି, ଆପଣାନ୍ତୁ ଏହି ଉପାୟ.....

    15051
    May 15, 2026
  • ଏହା କଲେ ନିୟନ୍ତ୍ରଣରେ ରହିବ କୋଲେଷ୍ଟରଲ

    15552
    May 14, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15409
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15147
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15640
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13970
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    13805
    May 20, 2026
  • ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ

    14364
    May 18, 2026
  • ପୁଅ ବିହାନ ଓ ଭିକିଙ୍କ ସହ ଭାବପୂର୍ଣ୍ଣ ଫଟୋ ସେୟାର କଲେ କ୍ୟାଟ୍ରିନା

    14232
    May 19, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In