Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, December 11, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା

  • ବିମାନ ଉଡାଣ ସଂଖ୍ୟା ବୃଦ୍ଧି କରିବ ...

  • ମୋଦି-ରାହୁଲଙ୍କ ମଧ୍ୟରେ ୮୮ ମିନିଟ୍ ବୈଠକ, ...

  • ପାକିସ୍ତାନକୁ ୧୨ଟି ରାଜ୍ୟର ବିଭକ୍ତ ...

  • ବିବାହ ଭାଙ୍ଗିବା ପରେ ମୁହଁ ଖୋଲିଲେ ...

  • ଭୋଟ ଚୋରି ଅଭିଯୋଗର ଦୃଢ ଜବାବ : ...

  • ତିରୁପତି ମନ୍ଦିରରେ ଲଡୁ ପରେ ଶାଲ୍ ...

  • ଅନନ୍ତ ଅମ୍ବାନୀଙ୍କୁ 'ଗ୍ଲୋବାଲ୍ ...

  • ଦିଲ୍ଲୀର ଏହି ସ୍କୁଲକୁ ପୁଣି ଥରେ ବୋମା ଧମକ

  • ଦୀପାବଳିକୁ ୟୁନେସ୍କୋରେ ସାମିଲ

ବିଶେଷ
Home ›› ବିଶେଷ ››ଏହି ଦିଗରେ ବିଲକୁଲ ରଖନ୍ତୁ ନାହିଁ ଟଙ୍କା ବାକ୍ସ, ହୋଇଯିବ ଖାଲି

ଏହି ଦିଗରେ ବିଲକୁଲ ରଖନ୍ତୁ ନାହିଁ ଟଙ୍କା ବାକ୍ସ, ହୋଇଯିବ ଖାଲି

2022-02-04 06:12:17
15128
Share:
Facebook
Twitter
E-Mail
WhatsApp
Telegram
ଏହି ଦିଗରେ ବିଲକୁଲ ରଖନ୍ତୁ ନାହିଁ ଟଙ୍କା ବାକ୍ସ, ହୋଇଯିବ ଖାଲି

ଘରେ ଯେତିକି ଟଙ୍କା ଇନକମ ହଉଛି ତା ଠାରୁ ଅଧିକ ଖର୍ଚ୍ଚ ହୋଇଯାଉଛି କି? ଆପଣ ସବୁବେଳେ ଟଙ୍କାକୁ ନେଇ ଚିନ୍ତି ରହୁଛନ୍ତି କି? କ’ଣ କରିବେ ଉପାୟ?  କିଛି ଲୋକ ସବୁବେଳେ ଅର୍ଥକୁ ନେଇ ଚିନ୍ତିତ ରୁହନ୍ତି। ସେମାନଙ୍କ ପାଖରେ ଟଙ୍କା ପଇସା ବିଲକୁଲ ରହେ ନାହିଁ ବୋଲି ସେମାନେ କରିଥାନ୍ତି। ଆଉ କିଛି ଲୋକଙ୍କ ପାଖରେ ପଇସା ତୁରନ୍ତ ଖର୍ଚ୍ଚ ହୋଇଯାଏ। କିଛି ଲୋକ କଠିନ ପରିଶ୍ରମ କରି ଟଙ୍କା କମାଇଥାନ୍ତି, କିନ୍ତୁ ଅଯଥା ଖର୍ଚ୍ଚ ଯୋଗୁଁ ପାଖରେ କିଛି ରଖିନଥାଏ । ଏହାର ଅନେକ କାରଣ ଥାଇପାରେ, କିନ୍ତୁ ସେଥିମଧ୍ୟରୁ ଗୋଟିଏ ବାସ୍ତୁ ଦୋଷ ହୋଇପାରେ । ଏପରି ପରିସ୍ଥିତିରେ ଘରେ କିଭଳି ପ୍ରକାରରେ ଟଙ୍କା ରଖିଲେ, ତାହା ଅଯଥା ଖର୍ଚ୍ଚ ହେବ ନାହିଁ…

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ସଠିକ୍ ସ୍ଥାନରେ ଟଙ୍କା ନରଖିଲେ ଆୟଠାରୁ ଅଧିକ ଖର୍ଚ୍ଚ ହୋଇଥାଏ । ବାସ୍ତୁର ଅଧିକ ମହତ୍ତ୍ୱ ରହିଛି । ଏଭଳି ପରିସ୍ଥିତିରେ ଅବହେଳା କରିବାକୁ ଟଙ୍କା ସହ ଜଡ଼ିତ ସମସ୍ୟା ସୃଷ୍ଟି ହୋଇପାରେ । ଏଥିପାଇଁ ବାସ୍ତୁର ନିୟମ ପାଳନ କରିବା ଉଚିତ୍ ।

ଘରର କେଉଁ ସ୍ଥାନରେ ରଖିବେ ଟଙ୍କା ବାକ୍ସ?
ବାସ୍ତୁ ଶାସ୍ତ୍ର ଅନୁସାରେ, ପୂର୍ବ ଓ ଉତ୍ତର ଦିଗ ସହିତ ଦେବତାଙ୍କ ସମ୍ବନ୍ଧ ରହିଛି । ଏହି ଦିଗରେ ଦେବତାମାନେ ବାସ କରନ୍ତି। ଏଭଳି ପରିସ୍ଥିତିରେ ପୂର୍ବ ଦିଗରେ ଟଙ୍କା ବାକ୍ସ ରଖିବା ଶୁଭ ହୋଇଥାଏ । ଯଦି ଆପଣ ଚାହାଁନ୍ତି, ତେବେ ଉତ୍ତର ଦିଗରେ ବି ଟଙ୍କା ବାକ୍ସ ରଖିପାରିବେ । ଏପରି କରିବା ଦ୍ୱାରା ଧନ ବୃଦ୍ଧି ହେବା ସହିତ ଅଯଥା ଖର୍ଚ୍ଚ ଉପରେ ଅଙ୍କୁଶ ଲାଗିଯିବ ।

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ଦକ୍ଷିଣ ଦିଗରେ ଟଙ୍କାବାକ୍ସ ରଖିବା ଉଚିତ୍ ନୁହେଁ । ଏପରି କରିବା ଦ୍ୱାରା ଧନ ହ୍ରାସ ହୋଇଥାଏ ଓ ଧନରେ ବୃଦ୍ଧି ହୋଇନଥାଏ । ଏପରି ପରିସ୍ଥିତିରେ ଦକ୍ଷିଣ ଦିଗରେ ଟଙ୍କା ବାକ୍ସ ରଖିବା ଉଚିତ୍ ନୁହେଁ । ଏଥିପାଇଁ ପୂର୍ବ ଓ ଉତ୍ତର ଦିଗର ବ୍ୟବହାର କରିବା ଉଚିତ୍ । ଅନ୍ୟପଟେ ପଶ୍ଚିମ ଦିଗରେ ଭୁଲରେ ବି ଟଙ୍କାବାକ୍ସ ରଖନ୍ତୁ ନାହିଁ । କାରଣ ଏହା ଦ୍ୱାରା ଆର୍ଥିକ କ୍ଷତି ହୋଇଥାଏ ଓ ଅଯଥା ଖର୍ଚ୍ଚ ବି ବଢ଼ିଥାଏ ।

Powered by Froala Editor

Tags Moeny

Related articles Odisha News Lens 4.1

  • ମୋଦି-ରାହୁଲଙ୍କ ମଧ୍ୟରେ ୮୮ ମିନିଟ୍ ବୈଠକ, କଣ ହେଲା ଆଲୋଚନା ଜାଣନ୍ତୁ....
    ଦେଶ-ଦେଶାନ୍ତର

    ମୋଦି-ରାହୁଲଙ୍କ ମଧ୍ୟରେ ୮୮ ମିନିଟ୍ ବୈଠକ, କଣ ହେଲା ଆଲୋଚନା ଜାଣନ୍ତୁ....

    15120
    Dec 11, 2025
  • ବିବାହ ଭାଙ୍ଗିବା ପରେ ମୁହଁ ଖୋଲିଲେ ସ୍ମୃତି : ମୁଁ କ୍ରିକେଟ୍ ଅପେକ୍ଷା ଆଉ କାହାକୁ ଅଧିକ ...
    ଖେଳ ଖବର

    ବିବାହ ଭାଙ୍ଗିବା ପରେ ମୁହଁ ଖୋଲିଲେ ସ୍ମୃତି : ମୁଁ କ୍ରିକେଟ୍ ଅପେକ୍ଷା ଆଉ କାହାକୁ ଅଧିକ ...

    13655
    Dec 10, 2025
  • ଭୋଟ ଚୋରି ଅଭିଯୋଗର ଦୃଢ ଜବାବ : ନେହେରୁଙ୍କୁ ମିଳିଥିଲା ୨ ଭୋଟ୍, ତଥାପି ହେଲେ ...
    ଦେଶ-ଦେଶାନ୍ତର

    ଭୋଟ ଚୋରି ଅଭିଯୋଗର ଦୃଢ ଜବାବ : ନେହେରୁଙ୍କୁ ମିଳିଥିଲା ୨ ଭୋଟ୍, ତଥାପି ହେଲେ ...

    13673
    Dec 10, 2025
  • ଦୀପାବଳିକୁ ୟୁନେସ୍କୋରେ ସାମିଲ
    ଦେଶ-ଦେଶାନ୍ତର

    ଦୀପାବଳିକୁ ୟୁନେସ୍କୋରେ ସାମିଲ

    15283
    Dec 10, 2025
  • ଦିଲ୍ଲୀର ଏହି ସ୍କୁଲକୁ ପୁଣି ଥରେ ବୋମା ଧମକ
    ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ସ୍କୁଲକୁ ପୁଣି ଥରେ ବୋମା ଧମକ

    14197
    Dec 10, 2025
  • ତିରୁପତି ମନ୍ଦିରରେ ଲଡୁ ପରେ ଶାଲ୍ ଦୁର୍ନୀତି : ରେଶମ କହି ପଲିଷ୍ଟର ଦେଉଥିଲେ
    ଦେଶ-ଦେଶାନ୍ତର

    ତିରୁପତି ମନ୍ଦିରରେ ଲଡୁ ପରେ ଶାଲ୍ ଦୁର୍ନୀତି : ରେଶମ କହି ପଲିଷ୍ଟର ଦେଉଥିଲେ

    14506
    Dec 10, 2025
  • ଅନନ୍ତ ଅମ୍ବାନୀଙ୍କୁ 'ଗ୍ଲୋବାଲ୍ ହ୍ୟୁମାନିଟାରିଆନ୍ ପୁରସ୍କାର'
    ଦେଶ-ଦେଶାନ୍ତର

    ଅନନ୍ତ ଅମ୍ବାନୀଙ୍କୁ 'ଗ୍ଲୋବାଲ୍ ହ୍ୟୁମାନିଟାରିଆନ୍ ପୁରସ୍କାର'

    15271
    Dec 10, 2025
  • ଏହି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା
    ଦେଶ-ଦେଶାନ୍ତର

    ଏହି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା

    14967
    Dec 11, 2025
  • ପାକିସ୍ତାନକୁ ୧୨ଟି ରାଜ୍ୟର ବିଭକ୍ତ କରିବା ହେଲା ନିଶ୍ଚିତ
    ଦେଶ-ଦେଶାନ୍ତର

    ପାକିସ୍ତାନକୁ ୧୨ଟି ରାଜ୍ୟର ବିଭକ୍ତ କରିବା ହେଲା ନିଶ୍ଚିତ

    14514
    Dec 11, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପାକିସ୍ତାନକୁ ୧୨ଟି ରାଜ୍ୟର ବିଭକ୍ତ କରିବା ହେଲା ନିଶ୍ଚିତ

    14514
    Dec 11, 2025
  • ଦେଶ-ଦେଶାନ୍ତର

    ଏହି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା

    14967
    Dec 11, 2025
  • ଦେଶ-ଦେଶାନ୍ତର

    ବିମାନ ଉଡାଣ ସଂଖ୍ୟା ବୃଦ୍ଧି କରିବ ସ୍ପାଇସ୍ ଜେଟ୍‌

    13603
    Dec 11, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17136
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17226
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17570
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16043
    Apr 03, 2021

ବିଶେଷ

  • କାର୍ଯ୍ୟରତ ବ୍ୟକ୍ତି କିପରି ହୃଦରୋଗକୁ କରିବେ ନିୟନ୍ତ୍ରଣ ଜାଣନ୍ତୁ......

    16021
    Dec 09, 2025
  • ଧୂପକାଠି ଧୂଆଁ କରିଥାଏ ଏହି କ୍ଷତି....

    13872
    Dec 09, 2025
  • ଚିନି ସ୍ୱାସ୍ଥ୍ୟ ପାଇଁ କାହିଁକି କ୍ଷତିକାରକ ହୋଇଥାଏ ଜାଣନ୍ତୁ...

    15946
    Dec 08, 2025
  • ରାତିରେ ଶୋଇବା ପୂର୍ବରୁ କେତେବେଳେ ପଇବେ ପାଣି

    15877
    Dec 06, 2025
  • କଦଳୀ ଚୋପାରେ ଲୁଚି ରହିଛି ମହିଳାଙ୍କ ସୌନ୍ଦର୍ଯ୍ୟ

    15771
    Dec 05, 2025

ବାଣିଜ୍ୟ

ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

ଟାଟା ମୋଟର୍ସ ସିଏରାର ୨୪ ପ୍ରକାର ମଡେଲ ଲଞ୍ଚ ହୋଇଛି । ଟାଟା ସିଏରାର ଏକ୍ସ-ଶୋରୁମ୍ ମୂଲ୍ୟ ୧୧.୪୯ ଲକ୍ଷରୁ ଆରମ୍ଭ ହୋଇ ୧୮.୪୯ ଲକ୍ଷ ପର୍ଯ୍ୟନ୍ତ ରହିଛି। ଟାଟା ସିଏରା ୫-ସିଟ୍ ବିଶିଷ୍ଟ ମଡେଲ ଭାରତୀୟ ବଜାରରେ ଲଞ୍ଚ୍ ହୋଇଥିଲା। ଲଞ୍ଚ୍ ସମୟରେ କେବଳ ସିଏରାର ମୂଳ ମଡେଲର ମୂଲ୍ୟ ପ୍ରକାଶ କରାଯାଇଥିଲା। ଏବେ ୨୪ ପ୍ରକାର ମଡ ...

  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    15133
    Dec 08, 2025
  • ଏସଏସ୍‌ଆଇ ପକ୍ଷରୁ ୧୫୦ ଯୁବ ଆଥ୍‌ଲେଟଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ବୋନ୍‌ ମିନେରାଲ ଡେନ୍‌ସିଟି କ୍ୟାମ୍ପ ଆୟୋଜିତ

    14232
    Dec 06, 2025
  • ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

    14898
    Nov 20, 2025
  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    15134
    Nov 15, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା

    14967
    Dec 11, 2025
  • ଭୋଟ ଚୋରି ଅଭିଯୋଗର ଦୃଢ ଜବାବ : ନେହେରୁଙ୍କୁ ମିଳିଥିଲା ୨ ଭୋଟ୍, ତଥାପି ହେଲେ ପ୍ରଧାନମନ୍ତ୍ରୀ ?

    13673
    Dec 10, 2025
  • ଅନନ୍ତ ଅମ୍ବାନୀଙ୍କୁ 'ଗ୍ଲୋବାଲ୍ ହ୍ୟୁମାନିଟାରିଆନ୍ ପୁରସ୍କାର'

    15271
    Dec 10, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In