Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, May 14, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବ୍ୟାୟାମ କରିବା ପୂର୍ବରୁ ହାଲିଆ ...

  • ଭାରତୀୟ ଜୀବନ ବୀମା ନିଗମର ବଡ଼ ଘୋଷଣା, ...

  • ସୀମାରେ ସ୍ଥିତି ସମୀକ୍ଷା କଲେ ରାଜନାଥ

  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ

  • ଲଶ୍କର-ଏ-ତଇବା ସଂଗଠନର ୩ ଆତଙ୍କୀ ନିପାତ

  • ଏସବୁ ଖାଦ୍ୟରେ ମିଶାନ୍ତୁ ନାହିଁ ଲୁଣ

  • ସାମ୍ବାରେ ପୁଣି ଦେଖାଗଲା ଡ୍ରୋନ୍

  • ଅପରେସନ ସିନ୍ଦୂର ଏକ ନୂଆ ଅଧ୍ୟାୟ ଯୋଡିଛି

  • ଆମର ମିଶନ ସ୍ପଷ୍ଟ : ପାକିସ୍ତାନ ସେନା କି ...

  • ପାକିସ୍ତାନର ସବୁ ଅସ୍ତ୍ର ନଷ୍ଟ କରିଛି ...

ବିଶେଷ
Home ›› ବିଶେଷ ››ଅଧିକ ବାଦାମ ଖାଉଛନ୍ତି କି? ହୋଇପାରେ ଭୟାନକ

ଅଧିକ ବାଦାମ ଖାଉଛନ୍ତି କି? ହୋଇପାରେ ଭୟାନକ

2022-01-24 05:22:10
15044
Share:
Facebook
Twitter
E-Mail
WhatsApp
Telegram
ଅଧିକ ବାଦାମ ଖାଉଛନ୍ତି କି? ହୋଇପାରେ ଭୟାନକ


ସୁସ୍ଥ ଏବଂ ଦୀର୍ଘାୟୁ ପାଇଁ ଲୋକେ ପ୍ରାକୃତିକ ଖାଦ୍ୟ ଉପରେ ନିର୍ଭର କରନ୍ତି। ଫଳମୂଳ ଖାଇବା ପାଇଁ ଅଧିକ ମାତ୍ରାରେ ପସନ୍ଦ କରନ୍ତି। ଯେପରିକି ବାଦାମ ହେଉ ଅବା ଚେରି, ଜାଇଫଳ ତଥା ଡାଲଚିନି ଏହାକୁ ଖାଇବା ପାଇଁ ଲୋକେ ଅଧିକରୁ ଅଧିକ ଭଲ ପାଇଥାନ୍ତି। କିନ୍ତୁ ଏହି ସବୁ ଖାଦ୍ୟ ଆପଣଙ୍କ ପାଇଁ ମାରାତ୍ମକ ମଧ୍ୟ ପ୍ରମାଣିତ ହୋଇପାରେ।  ଏଭଳି କିଛି ପ୍ରାକୃତିକ ଖାଦ୍ୟ ରହିଛି ଯାହା ଆପଣଙ୍କୁ ଦୀର୍ଘାୟୁ କରିବା ବଦଳରେ ଖୁବ୍‌ ଶୀଘ୍ର ମୃତ୍ୟୁର ଦ୍ୱାରଦେଶକୁ ନେଇଯାଇପାରେ। ତେବେ ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ

ବାଦାମ: ବାଦାମ ଖାଇବା ସାଧାରଣତଃ ସମସ୍ତଙ୍କୁ ପସନ୍ଦ। ଶୀତ ଦିନେ ଏହାକୁ ଅଧିକମାତ୍ରାରେ ଲୋକେ ଖାଇଥା’ନ୍ତି।  କିନ୍ତୁ ଅଧିକ ବାଦାମ ଖାଇବା ଭୟାନାକ ହୋଇପାରେ। ଏହା ଫୁଡ୍ ଆଲର୍ଜି ଭଳି ସମସ୍ୟା ସୃଷ୍ଟି କରିପାରେ। ସେଣ୍ଟର ଫର୍‌ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ ମୁତାବକ, ବାଦାମ ଖାଇବା ଦ୍ୱାରା ଲୋକେ ନିଜ ଜୀବନର ଯେକୌଣସି ମୁହୂର୍ତ୍ତରେ ଫୁଡ୍‌ ଆଲର୍ଜିର ଶିକାର ହୋଇପାରନ୍ତି। କେବଳ ସେତିକି ନୁହେଁ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ।  ତେଣୁ ଅଧିକ ବାଦାମ ଖାଇବା ଠାରୁ ଦୂରେଇ ରୁହନ୍ତୁ।

ଜାଇଫଳ: ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଜାଇଫଳ ବେଶ ଉପକାରୀ। ଭାରତୀୟ ଖାଦ୍ୟରେ ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଏ। ଆୟୁର୍ବେଦରେ ମଧ୍ୟ ଜାଇଫଳର ଉପକାରିତା ବିଷୟରେ ଉଲ୍ଲେଖ ରହିଛି। କିନ୍ତୁ ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ଜାଇଫଳର ଉପର ଭାଗରେ ବିଷାକ୍ତ ପଦାର୍ଥ ରହିଥାଏ। ଏହି ବିଷାକ୍ତ ପଦାର୍ଥ ଆମ ଶରୀର ପାଇଁ କ୍ଷତିକାରକ। ଏହାକୁ ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା, ଅସ୍ତବ୍ୟସ୍ଥ ଅନୁଭବ କରିବା, ଛାତି ଯନ୍ତ୍ରଣା ଏବଂ ମୁଣ୍ଡ ବୁଲାଇବା ଭଳି ସମସ୍ୟା ସୃଷ୍ଟି ହୋଇପାରେ।

ଡାଲଚିନି: ଜାଇଫଳ ଭଳି ଡାଲଚିନି ମଧ୍ୟ ପ୍ରତିଟି ରୋଷେଇ ଘରେ ମହଜୁଦ ଥାଏ । ଡାଲଚିନିକୁ ନେଇ ଗତ ବର୍ଷ ଆମେରିକାନ ଆସୋସିଏସନ ଅଫ୍‌ ପଏଜନ କଣ୍ଟ୍ରୋଲ ସେଣ୍ଟର ଏକ ଚେତାବନୀ ଜାରି କରିଥିଲା। ଯଦି ଡାଲଚିନି ଗୁଣ୍ଡ ନିଶ୍ୱାସ ପ୍ରଶ୍ୱାସ ନେବା ସମୟରେ ଶରୀର ଭିତରକୁ ଚାଲିଯାଏ ତେବେ ଛାତି ଜଳାପୋଡା ହେବା ଭଳି ସମସ୍ୟା ସୃଷ୍ଟି ହୋଇପାରେ। ଏହାବ୍ୟତୀତ ବାନ୍ତି, କାଶ ଭଳି ମଧ୍ୟ ସମସ୍ୟା ଦେଖାଦେଇପାରେ। ତେଣୁ ଏହାକୁ ସୀମିତ ମାତ୍ରାରେ ଖାଇବା ଉଚିତ।

ଜଡାତେଲ: ଅନେକ ଗୁଣକାରୀ ତତ୍ତ୍ୱରେ ଭରପୂର ଜଡାତେଲ। ପୁରାତନ ଯୁଗରେ ଜଡାତେଲକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଥିଲା। ଚର୍ମ ଏବଂ କେଶକୁ ସୁସ୍ଥ ରଖିବା ପାଇଁ ଜଡାତେଲର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏହା ଘରେ ବ୍ୟବହୃତ ହେଉଥିବା ନଡିଆ ତେଲ ଏବଂ ଅଲିଭ ଅଏଲ୍‌ ଠାରୁ ପୂରାପୁରି ଭିନ୍ନ।  ଏକ ମଞ୍ଜୁରି ଜଡାତେଲ ବାହାରିଥାଏ ଯେଉଁଥିରେ ରାଇସିନ୍‌ ନାମକ ବିଷାକ୍ତ ପଦାର୍ଥ ସାମିଲ ଥାଏ। ଏକ ରିପୋର୍ଟ ମୁତାବକ ଏହି ବିଷାକ୍ତ ପଦାର୍ଥ ଏକା ସାଙ୍ଗରେ ହଜାରେ ଲୋକଙ୍କୁ ମୃତ୍ୟୁ ମୁଖରେ ପକାଇବାର କ୍ଷମତା ରଖେ। ତେଣୁ ଜଡାତେଲକୁ ଦେଖିଚାହିଁ ବ୍ୟବହାର କରିବା ଉଚିତ।

ଚେରୀ: ଚେରୀ ଖାଇବା ପାଇଁ ସାଧାରଣତଃ ସମସ୍ତେ ଭଲପାଆନ୍ତି। ଏହା ଖାଇବାକୁ ବେଶ ସ୍ୱାଦିଷ୍ଟ ମଧ୍ୟ। କିନ୍ତୁ ଏହାର ମଞ୍ଜି ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ। ଚେରୀ ଭିତରେ ଥିବା ମଞ୍ଜି ଆପଣଙ୍କ ଦାନ୍ତକୁ ଖରାପ କରିପାରେ।  ମଞ୍ଜି ଭିତରେ ଥିବା ସିଆନୋଜେନିକ୍ ନାମକ ଉପାଦାନ ଫାଟିଗଲେ ସିଆନାଇଡ୍ କେମିକାଲରେ ପରିବର୍ତ୍ତନ ହୋଇଥାଏ, ଯାହା ଶରୀର ପାଇଁ ବିଷାକ୍ତ। ତେଣୁ ଚେରୀ ଖାଇବା ସମୟରେ ଯେପରି ତା’ର ମଞ୍ଜିକୁ ନ ଫଟାଇ ଖାଇବେ ସେଥିପ୍ରତି ଧ୍ୟାନ ଦେବା ଉଚିତ।

Powered by Froala Editor

Tags Food

Related articles Odisha News Lens 4.1

  • ସୀମାରେ ସ୍ଥିତି ସମୀକ୍ଷା କଲେ ରାଜନାଥ
    ଦେଶ-ଦେଶାନ୍ତର

    ସୀମାରେ ସ୍ଥିତି ସମୀକ୍ଷା କଲେ ରାଜନାଥ

    15324
    May 13, 2025
  • ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଥିଲେ...
    ବିଶେଷ

    ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଥିଲେ...

    15059
    May 14, 2025
  • ଲଶ୍କର-ଏ-ତଇବା ସଂଗଠନର ୩ ଆତଙ୍କୀ ନିପାତ
    ଦେଶ-ଦେଶାନ୍ତର

    ଲଶ୍କର-ଏ-ତଇବା ସଂଗଠନର ୩ ଆତଙ୍କୀ ନିପାତ

    13996
    May 13, 2025
  • ପାକିସ୍ତାନର ସବୁ ଅସ୍ତ୍ର ନଷ୍ଟ କରିଛି ଭାରତ
    ଦେଶ-ଦେଶାନ୍ତର

    ପାକିସ୍ତାନର ସବୁ ଅସ୍ତ୍ର ନଷ୍ଟ କରିଛି ଭାରତ

    14403
    May 12, 2025
  • ଆମର ମିଶନ ସ୍ପଷ୍ଟ : ପାକିସ୍ତାନ ସେନା କି ନାଗରିକ ନୁହେଁ, ଟାର୍ଗେଟରେ ଆତଙ୍କୀ
    ଦେଶ-ଦେଶାନ୍ତର

    ଆମର ମିଶନ ସ୍ପଷ୍ଟ : ପାକିସ୍ତାନ ସେନା କି ନାଗରିକ ନୁହେଁ, ଟାର୍ଗେଟରେ ଆତଙ୍କୀ

    13973
    May 12, 2025
  • ଏସବୁ ଖାଦ୍ୟରେ ମିଶାନ୍ତୁ ନାହିଁ ଲୁଣ
    ବିଶେଷ

    ଏସବୁ ଖାଦ୍ୟରେ ମିଶାନ୍ତୁ ନାହିଁ ଲୁଣ

    13711
    May 13, 2025
  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ
    ଦେଶ-ଦେଶାନ୍ତର

    ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ

    13622
    May 13, 2025
  • ସାମ୍ବାରେ ପୁଣି ଦେଖାଗଲା ଡ୍ରୋନ୍
    ଦେଶ-ଦେଶାନ୍ତର

    ସାମ୍ବାରେ ପୁଣି ଦେଖାଗଲା ଡ୍ରୋନ୍

    15617
    May 12, 2025
  • ଭାରତୀୟ ଜୀବନ ବୀମା ନିଗମର ବଡ଼ ଘୋଷଣା, ଜାଣନ୍ତୁ କଣ?
    ଦେଶ-ଦେଶାନ୍ତର

    ଭାରତୀୟ ଜୀବନ ବୀମା ନିଗମର ବଡ଼ ଘୋଷଣା, ଜାଣନ୍ତୁ କଣ?

    14377
    May 13, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଏସବୁ ଖାଦ୍ୟରେ ମିଶାନ୍ତୁ ନାହିଁ ଲୁଣ

    13711
    May 13, 2025
  • ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂର ଏକ ନୂଆ ଅଧ୍ୟାୟ ଯୋଡିଛି

    15597
    May 12, 2025
  • ଦେଶ-ଦେଶାନ୍ତର

    ସାମ୍ବାରେ ପୁଣି ଦେଖାଗଲା ଡ୍ରୋନ୍

    15617
    May 12, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16597
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16883
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15436
    Apr 03, 2021

ବିଶେଷ

  • ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଥିଲେ...

    15059
    May 14, 2025
  • ଏସବୁ ଖାଦ୍ୟରେ ମିଶାନ୍ତୁ ନାହିଁ ଲୁଣ

    13711
    May 13, 2025
  • କଲରା ସହ ଏସବୁ ଖାଇବା ମନା

    14762
    May 12, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷାପାଇବାକୁ ହେଲେ କରନ୍ତୁ ଏହା...

    15854
    May 12, 2025
  • ତରଭୁଜ ଖାଇବା ପରେ ଏସବୁ ଖାଇବା ମନା

    15580
    May 10, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16260
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13976
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14770
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15297
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସାମ୍ବାରେ ପୁଣି ଦେଖାଗଲା ଡ୍ରୋନ୍

    15617
    May 12, 2025
  • ଲଶ୍କର-ଏ-ତଇବା ସଂଗଠନର ୩ ଆତଙ୍କୀ ନିପାତ

    13996
    May 13, 2025
  • ଅପରେସନ ସିନ୍ଦୂର ଏକ ନୂଆ ଅଧ୍ୟାୟ ଯୋଡିଛି

    15597
    May 12, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In