Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 24, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇସ୍ରାଏଲକୁ ଦଣ୍ଡ ଦେବା ପାଇଁ ଶପଥ : ଖାମନେଇ

  • ଝିଅର ନିଟ୍‍ ପରୀକ୍ଷାରେ ମାର୍କ କମ୍‍ ଥିଲା ...

  • ରାସନ୍‌ ଦୋକାନରେ ହଙ୍ଗାମା: ଗେଟ୍‌ ଭାଙ୍ଗି ...

  • ଭୟଙ୍କର ରୋଗ ପରେ ବି କାମ କରିବାକୁ ପଡୁଛି : ...

  • ‘ଅନୁପମା’ର ସେଟ୍‌ରେ ଅଗ୍ନିକାଣ୍ଡ

  • ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ...

  • ଶରୀରରେ ଆଲର୍ଜି ହେବାକୁ ଦେଇ ନଥାଏ କଲରା

  • ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି

  • ସପ୍ତାହକରେ ରେକର୍ଡ ରୋଜଗାର, ୭କୋଟି ପାର ...

  • ଡିଏନଏରୁ ସ୍ପଷ୍ଟ, ବିମାନ ଦୁର୍ଘଟଣାରେ ...

ବାଣିଜ୍ୟ
Home ›› ବାଣିଜ୍ୟ ››କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

2025-05-30 08:34:25
14489
Share:
Facebook
Twitter
E-Mail
WhatsApp
Telegram
କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ରୋଜେକ୍ଟ ବସୁଧା ଆରମ୍ଭ କରିଛି । ଏହା ଏକ ପୂର୍ଣ୍ଣାଙ୍ଗ ଗ୍ରାମାଞ୍ଚଳ ବିକାଶ କାର୍ଯ୍ୟକ୍ରମ ଯେଉଁଥିରେ କୃଷକମାନଙ୍କ ନିମନ୍ତେ ଦୀର୍ଘସ୍ଥାୟୀ କୃଷି, ପଶୁସମ୍ପଦ ପାଳନକୁ ପ୍ରୋତ୍ସାହନ ଏବଂ ଆୟ ସୃଷ୍ଟି ଉପରେ ଦୃଷ୍ଟିନିବଦ୍ଧ କରାଯାଉଛି । ବିଏଆଇଏଫ ଇନଷ୍ଟିଚୁ୍ୟଟ  ଫର ସଷ୍ଟେନେବଲ ଲାଇଭଲିହୁଡ ଆଣ୍ଡ ଡେଭଲପମେଣ୍ଟ (ବିଆଇଏସଏଲଡି) ସହଭାଗୀତାରେ କାର୍ଯ୍ୟକାରୀ କରାଯାଉଥିବା ଏହି ପ୍ରକଳ୍ପ ସମୁଦାୟ ସମ୍ବଲପୁର ଜିଲ୍ଲାରେ କୃଷକମାନଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ ଉଲ୍ଲେଖନୀୟ ପ୍ରଭାବ ପକାଇଛି । 

ସମାବେଶୀ ଗୋଷ୍ଠୀ ଅଭିବୃଦ୍ଧି ନିମନ୍ତେ କମ୍ପାନୀର ପ୍ରତିବଦ୍ଧତା ଉପରେ ଗୁୁରୁତ୍ୱ ଦେଇ ଶ୍ରୀ ଦେବାଶିଷ ମଲିକ, ୟୁନିଟ ହେଡ, ହିଣ୍ଡାଲକୋ ହୀରାକୁଦ କଂପ୍ଲେକ୍ସ କହିଥିଲେ, “ଆମେ କେବଳ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି କ୍ଷେତ୍ରରେ କାର୍ଯ୍ୟ କରୁନାହୁଁ, ତାହାସହିତ ଆମେ କୃଷିର ବିକାଶ କ୍ଷେତ୍ରରେ ଗଭୀର ଭାବରେ ନିବେଶ କରିଛୁ । ଗୋଷ୍ଠୀର ଦୀର୍ଘସ୍ଥାୀ ଏବଂ ସାମଗ୍ରିକ ପ୍ରଗତି ସୁନିଶ୍ଚିତ କରିବା ଆମର ଲକ୍ଷ୍ୟ ହୋଇଛି ।

ଏହି ପ୍ରକଳ୍ପ ଏକ ପୂର୍ଣ୍ଣାଙ୍ଗ ବିକାଶ ଆଭିମୁଖ୍ୟ ମୂଳମନ୍ତ୍ରକୁ ନେଇ କାର୍ଯ୍ୟକାରୀ କରାଯାଉଥିବାବେଳେ ଏହା ଉନ୍ନତି କୃଷି କାର୍ଯ୍ୟାଭ୍ୟାସ, ଶସ୍ୟ ବିବିଧକରଣ ଏବଂ ବୈଜ୍ଞାନିକ ଉପାୟରେ ପଶୁସମ୍ପଦ ପରିଚାଳନାକୁ ପ୍ରୋତ୍ସାହିତ କରି କୃଷକମାନଙ୍କ ଉତ୍‌ଥାନ ନିମନ୍ତେ ପୂର୍ଣ୍ଣାଙ୍ଗ ବିକାଶ ଆଭିମୁଖ୍ୟ ରଖିଛି, ଏବଂ ସେହି ସମୟରେ ସରକାରୀ ଯୋଜନାରଗୁଡିକ ସୁଯୋଗ ଯେଭଳି ସମସ୍ତେ ନେଇପାରିବେ ଏବଂ ସେଥିରେ ଗୋଷ୍ଠୀ ଅଂଶଗ୍ରହଣକୁ ସୁଦୃଢ କରିବା ମଧ୍ୟ ସୁନିଶ୍ଚିତ କରୁଛି,” ବୋଲି ଶ୍ରୀ ମଲିକ କହିଥିଲେ ।

ଏହି ପ୍ରକଳ୍ପର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ମଧ୍ୟରେ ସମନ୍ୱିତ ପୋଷକ ପରିଚାଳନା (ଆଇଏନଏମ) ଏବଂ ସମନ୍ୱିତ କୀଟ ପୋକ ପରିଚାଳନା (ଆଇପିଏମ) ଜରିଆରେ ଆଧୁନିକ ଏବଂ ଦୀର୍ଘସ୍ଥାୟୀ କୃଷି କାର୍ଯ୍ୟକୁ ପ୍ରୋତ୍ସାହନ, କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), ଓୟୁଏଟି (ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳ) ଚିପିଲିମା ଏବଂ ମତ୍ସ୍ୟ ବିଭାଗ ଆଦି ଜରିଆରେ ତାଲିମ ଓ କ୍ଷେତ୍ର ପ୍ରଦର୍ଶନ ଭିତ୍ତିକ ଗସ୍ତ, ୪୦୦ରୁ ଅଧିକ କୃଷକଙ୍କ ନିକଟରେ ସଫଳତାର ସହିତ ପହଞ୍ଚିଥିବାବେଳେ ଆଗାମୀ ତିନିବର୍ଷ ମଧ୍ୟରେ ୧ହଜାର ଲକ୍ଷ୍ୟ ହାସଲ କରିବା; ଭାରତୀୟ ଷ୍ଟେଟବ୍ୟାଙ୍କ ସହଯୋଗୀତାରେ ଶସ୍ୟବୀମା ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ, ଯେଉଁଥିରେ ୬୦ରୁ ଅଧିକ କୃଷକ ପଞ୍ଜିକୃତ ହୋଇସାରିଛନ୍ତି; ଆଦି ଅନ୍ତର୍ଭୁକ୍ତ ।

ଗୋସମ୍ପଦ କ୍ଷେତ୍ରରେ କୃତ୍ରିମ ପ୍ରଜନନ ଏବଂ ପ୍ରଜାତିରେ ଉନ୍ନତିକରଣ କାର୍ଯ୍ୟ ଆତ୍ମନିଯୁକ୍ତ ଯୁବବର୍ଗଙ୍କ ଦ୍ୱାରା ପରିଚାଳିତ ପଶୁସମ୍ପଦ ବିକାଶ କେନ୍ଦ୍ରଗୁଡିକ ଜରିଆରେ ସୁଗମ କରାଯାଉଛି, ଯେଉଁଥିରେ ୩୦୦ରୁ ଅଧିକ ପଶୁସମ୍ପଦ ଏବଂ ୬୦ ପରିବାରକୁ ଲକ୍ଷ୍ୟ ରଖାଯାଇଛି । ବୈଜ୍ଞାନିକ ଉପାୟରେ ଡାଏରୀ ପରିଚାଳନା ପ୍ରଦର୍ଶନ କରିବାକୁ ଅଧିକ ଦୁଗ୍ଧ ପ୍ରଦାନକାରୀ ଗାଈଙ୍କୁ ନେଇ ଏକ ମଡେଲ ଡାଏରୀ ଫାର୍ମ ସ୍ଥାପନ କରାଯାଉଛି । ଅତିରିକ୍ତ ପ୍ରୟାସଗୁଡିକ ମଧ୍ୟରେ ଘର ପଛପଟ ବାଡିରେ ୫୦ ପରିବାରଙ୍କ ନିମନ୍ତେ କୁକୁଡା ପାଳନ, ଆୟ ସୃଷ୍ଟି ନିମନ୍ତେ ୧୫୦୦-ପକ୍ଷୀ ବ୍ୟବସାୟିକ କୁକୁଡା ପାଳନ ୟୁନିଟ ଏବଂ ଏକ ଆବର୍ତ୍ତୀ ମଡେଲ ଜରିଆରେ ୩୭ ପରିବାର ଉପକୃତ ହେଉଥିବା ଏକ ଛେଳି ପାଳନ ବିକାଶ କାର୍ଯ୍ୟକ୍ରମ ଆଦି ଅନ୍ତର୍ଭୁକ୍ତ । ଆଜୋଲା, ମିଠା ମକା ଆଦି ଉଚ୍ଚ ଅମଳକ୍ଷମ କିସମକୁ ଉପଯୋଗ କରି ଘାସ ଚାଷ ଏବଂ ହାଇବ୍ରିଡ ନାପିଏର ଆଦି ଚାଷକୁ ୨୦ଜଣ କୃଷକ ଆପଣେଇ ସାରିଛନ୍ତି, ଯାହା ସେମାନଙ୍କର ଦୁଗ୍ଧ ଉତ୍ପାଦନ ଲାଭରେ ବୃଦ୍ଧି ଘଟାଇଛି । କୃଷି କ୍ଷେତ୍ର ବାହାରେ ଜୀବିକା ଉପାର୍ଜନ ବିକଳ୍ପଗୁଡିକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି, ଯେଉଁଥିରେ ଆଧୁନିକ ପଦ୍ଧତିରେ ଛତୁ ଚାଷ ଅନ୍ତର୍ଭୁକ୍ତ ଏବଂ ଏଥିରେ ୧୦୦ ପରିବାରକୁ ତାଲିମ ପ୍ରଦାନ କରାଯାଉଛି ଏବଂ ଏସଏଚଜି ଅଂଶଗ୍ରହଣ ଜରିଆରେ ଦୁଇଟି ବ୍ୟବସାୟିକ ୟୁନିଟ କାର୍ଯ୍ୟକ୍ଷମ ହୋଇସାରିଛି ।

ଲାରପଙ୍କ ଗ୍ରାମର କୃଷକ ଶ୍ରୀ ନିରଞ୍ଜନ ସାହୁ ଏହି ପ୍ରୟାସ କିଭଳି ତାଙ୍କର ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିଛି ତାହା ପ୍ରକାଶ କରି କହିଥିଲେ ଯେ, “ହିଣ୍ଡାଲକୋର ପ୍ରୟାସ ପରେ ଆମର ଆୟ ବୃଦ୍ଧିପାଇଛି । ସେମାନେ ଉତ୍ତମ ମାନର ବିହନ ଏବଂ ଉଦ୍ଭିଦ ଚାରା ଯୋଗାଇ ଦେଉଛନ୍ତି ଯେଉଁଗୁଡିକ ସୁନ୍ଦର ଭାବରେ ବଢୁଛି । ଫଳସ୍ୱରୂପ ଆମର ପନିପରିବା ଉତ୍ପାଦନ ବୃଦ୍ଧିପାଇଛି, ଏବଂ ଏହା ଫଳରେ ଉପାର୍ଜନ ମଧ୍ୟ ଅଧିକ ହେଉଛି,” ବୋଲି ସେ କହିଥିଲେ ।

ଏହାକୁ ସମର୍ଥନ କରି ଶ୍ରୀମତୀ ମୋସମୀ ସେରପେଟା, ସହକାରୀ ଉଦ୍ୟାନ କୃଷି ଅଧିକାରୀ, ସମ୍ବଲପୁର ଏହାର ପରିବେଶ ଏବଂ ଗ୍ରାମାଞ୍ଚଳ ଅର୍ଥନୀତି ଉପରେ ପଡୁଥିବା ବିସ୍ତାରିତ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ । “ହିଣ୍ଡାଲକୋ ସମର୍ଥନରେ ଶସ୍ୟ ବିବିଧକରଣକୁ ପ୍ରୋତ୍ସାହିତ କରାଯାଉଛି ଯାହା ମୃତ୍ତିକାର ଉର୍ବରତାକୁ ସଂରକ୍ଷିତ ରଖୁଛି । ଅର୍ଥକାରୀ ଫସଲ ଉତ୍ପାଦନ ନିମନ୍ତେ ପ୍ରୋତ୍ସାହନ ମଧ୍ୟ କୃଷକମାନଙ୍କୁ ତତ୍‌କ୍ଷଣାତ ଓ ଅତିରିକ୍ତ ଆୟ ଆଣିଦେଉଛି,” ବୋଲି ସେ ଉଲ୍ଲେଖ କରିଥିଲେ ।

Powered by Froala Editor

Tags Hindalco

Related articles Odisha News Lens 4.1

  • ଡିଏନଏରୁ ସ୍ପଷ୍ଟ, ବିମାନ ଦୁର୍ଘଟଣାରେ ଫିଲ୍ମ ନିର୍ମାତା ମହେଶଙ୍କ ମୃତ୍ୟୁ
    ମନୋରଞ୍ଜନ

    ଡିଏନଏରୁ ସ୍ପଷ୍ଟ, ବିମାନ ଦୁର୍ଘଟଣାରେ ଫିଲ୍ମ ନିର୍ମାତା ମହେଶଙ୍କ ମୃତ୍ୟୁ

    14571
    Jun 22, 2025
  • ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ସାଂଘାତିକ ଅବସ୍ଥା
    ବିଶେଷ

    ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ସାଂଘାତିକ ଅବସ୍ଥା

    15649
    Jun 23, 2025
  • ରାସନ୍‌ ଦୋକାନରେ ହଙ୍ଗାମା: ଗେଟ୍‌ ଭାଙ୍ଗି ଅନିୟନ୍ତ୍ରିତ ହୋଇ ପଶିଲେ ଲୋକେ
    ଦେଶ-ଦେଶାନ୍ତର

    ରାସନ୍‌ ଦୋକାନରେ ହଙ୍ଗାମା: ଗେଟ୍‌ ଭାଙ୍ଗି ଅନିୟନ୍ତ୍ରିତ ହୋଇ ପଶିଲେ ଲୋକେ

    15145
    Jun 23, 2025
  • ଶରୀରରେ ଆଲର୍ଜି ହେବାକୁ ଦେଇ ନଥାଏ କଲରା
    ବିଶେଷ

    ଶରୀରରେ ଆଲର୍ଜି ହେବାକୁ ଦେଇ ନଥାଏ କଲରା

    14974
    Jun 23, 2025
  • ‘ଅନୁପମା’ର ସେଟ୍‌ରେ ଅଗ୍ନିକାଣ୍ଡ
    ମନୋରଞ୍ଜନ

    ‘ଅନୁପମା’ର ସେଟ୍‌ରେ ଅଗ୍ନିକାଣ୍ଡ

    15319
    Jun 23, 2025
  • ଇସ୍ରାଏଲକୁ ଦଣ୍ଡ ଦେବା ପାଇଁ ଶପଥ : ଖାମନେଇ
    ଦେଶ-ଦେଶାନ୍ତର

    ଇସ୍ରାଏଲକୁ ଦଣ୍ଡ ଦେବା ପାଇଁ ଶପଥ : ଖାମନେଇ

    14548
    Jun 23, 2025
  • ଭୟଙ୍କର ରୋଗ ପରେ ବି କାମ କରିବାକୁ ପଡୁଛି : ସଲମାନ
    ମନୋରଞ୍ଜନ

    ଭୟଙ୍କର ରୋଗ ପରେ ବି କାମ କରିବାକୁ ପଡୁଛି : ସଲମାନ

    13973
    Jun 23, 2025
  • ଝିଅର ନିଟ୍‍ ପରୀକ୍ଷାରେ ମାର୍କ କମ୍‍ ଥିଲା ବୋଲି ନୃସଂଶ ଭାବେ ପିଟି ପିଟି ହତ୍ୟା କଲେ ...
    ଦେଶ-ଦେଶାନ୍ତର

    ଝିଅର ନିଟ୍‍ ପରୀକ୍ଷାରେ ମାର୍କ କମ୍‍ ଥିଲା ବୋଲି ନୃସଂଶ ଭାବେ ପିଟି ପିଟି ହତ୍ୟା କଲେ ...

    15284
    Jun 23, 2025
  • ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି
    ବିଶେଷ

    ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି

    15847
    Jun 22, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଭୟଙ୍କର ରୋଗ ପରେ ବି କାମ କରିବାକୁ ପଡୁଛି : ସଲମାନ

    13973
    Jun 23, 2025
  • ବିଶେଷ

    ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି

    15847
    Jun 22, 2025
  • ବିଶେଷ

    ଶରୀରରେ ଆଲର୍ଜି ହେବାକୁ ଦେଇ ନଥାଏ କଲରା

    14974
    Jun 23, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16706
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17010
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15505
    Apr 03, 2021

ବିଶେଷ

  • ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ସାଂଘାତିକ ଅବସ୍ଥା

    15649
    Jun 23, 2025
  • ଶରୀରରେ ଆଲର୍ଜି ହେବାକୁ ଦେଇ ନଥାଏ କଲରା

    14974
    Jun 23, 2025
  • ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି

    15847
    Jun 22, 2025
  • ଆଶ୍ଚର୍ଯ୍ୟ: ଲିଟର ପିଛା ଗୋଲାପ ତେଲର ଦାମ୍ ୧୩ ଲକ୍ଷ ଟଙ୍କା

    14464
    Jun 21, 2025
  • ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ଜାଣନ୍ତୁ ?

    14779
    Jun 19, 2025

ବାଣିଜ୍ୟ

ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

ଭୁବନେଶ୍ୱର : ଓଡିଶାରେ ପାରମ୍ପରିକତା କେବଳ ସଂରକ୍ଷିତ ହୋଇନଥାଏ, ସେହିଟି ଲୋକଙ୍କ ଦୈନନ୍ଦିନ ଜୀବନ, ପାର୍ବଣ, ଓ ଅଭିବ୍ୟକ୍ତିର ଅଂଶ ଅଟୁଟ ଭାବରେ ରହିଛି। ଘୁମୁରା ନୃତ୍ୟର ଗାମ୍ଭୀର୍ୟପୂର୍ଣ୍ଣ ପଦକ୍ଷେପରୁ ଆରମ୍ଭ କରି ...

  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    14997
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14820
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14822
    Jun 19, 2025
  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

    13792
    Jun 17, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରାସନ୍‌ ଦୋକାନରେ ହଙ୍ଗାମା: ଗେଟ୍‌ ଭାଙ୍ଗି ଅନିୟନ୍ତ୍ରିତ ହୋଇ ପଶିଲେ ଲୋକେ

    15145
    Jun 23, 2025
  • ‘ଅନୁପମା’ର ସେଟ୍‌ରେ ଅଗ୍ନିକାଣ୍ଡ

    15319
    Jun 23, 2025
  • ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି

    15847
    Jun 22, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In