Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 30, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ...

  • ଅଲଗା ହେବେ ଗୌରବ-ଆକାଂକ୍ଷା

  • ରାଜୀବ କୁମାର ହେବେ HDFCର ନୂଆ ଚେୟାରମ୍ୟାନ୍

  • ଦ୍ୱିତୀୟ ବିବାହ କଲେ ତ୍ରିପୁରା ପୂର୍ବତନ ...

  • ଅମରନାଥ ଯାତ୍ରା ପୂର୍ବରୁ ଆତଙ୍କବାଦୀ ଗିରଫ

  • ଦ୍ରୁତ ଗତିରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ, ...

  • ପ୍ରଥମେ ପୂଜା କରି ଅମରନାଥ ଯାତ୍ରାର ...

  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ...

  • ଏହି ଟିଏମ୍‌ସି ବିଦ୍ରୋହୀ ନେତାଙ୍କ ...

  • ରାମ ମନ୍ଦିର ଦାନ ବିବାଦ: ତୁରନ୍ତ ଶୁଣାଣି ...

Home ›› ››ଏମିତି କରନ୍ତୁ, ବଦଳିଯିବ ଆପଣଙ୍କ ଭାଗ୍ୟ

ଏମିତି କରନ୍ତୁ, ବଦଳିଯିବ ଆପଣଙ୍କ ଭାଗ୍ୟ

2021-04-28 06:10:20
14789
Share:
Facebook
Twitter
E-Mail
WhatsApp
Telegram
ଏମିତି କରନ୍ତୁ, ବଦଳିଯିବ ଆପଣଙ୍କ ଭାଗ୍ୟ

ଜୀବନରେ ଏମିତି  କିଛି ସମସ୍ୟା ଥାଏ , ଯାହାକି  ଭଲ କାମରେ ବାଧା ସୃଷ୍ଟି କରିଥାଏ ।  ଏହି ସମସ୍ୟା ଗୁଡ଼ିକୁ ସୁଧାରିବା ପାଇଁ ଅନେକ ଲୋକେ  ବିଭିନ୍ନ ଉପାୟ ଆପଣାନ୍ତି , ହେଲେ ଏହା ସତ୍ତ୍ୱେ  ମଧ୍ୟ ସମସ୍ୟା ଲାଗିରହେ । ଆପଣଙ୍କୁ ଏମିତି ଏକ ଉପାୟ କହିବୁ , ଯାହା  ଆପଣଙ୍କର ଜୀବନକୁ ବଦଳାଇ ଦେବ। ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ରୁଟିର ଆବଶ୍ୟକତା ରହିଛି ।  ରୁଟି ଦ୍ୱାରା କରାଯାଉଥିବା ଏହି ଉପାୟ ଆପଣଙ୍କ ସବୁ ସମସ୍ୟାକୁ ଦୂର କରିପାରେ । ଆସନ୍ତୁ ଏହି ବିଷୟରେ ଜାଣିବା –

୧- ସକାଳ ସମୟରେ ଗୋଟିଏ ରୁଟି କରି ଏହାକୁ ୪ଟି ସମାନ ଭାଗ କରନ୍ତୁ । ରୁଟିର ୪ ଟୁକୁଡ଼ାରେ କିଛି ମିଠା ରଖନ୍ତୁ । ଏହି ରୁଟିର ପ୍ରଥମ ଟୁକୁଡ଼ା ଗାଈକୁ ଖୁଆନ୍ତୁ ଏବଂ ପ୍ରାର୍ଥନା କରନ୍ତୁ ।

୨-   ରୁଟିର ଦ୍ୱିତୀୟ ଟୁକୁଡ଼ା କୁକୁରକୁ ଖୁଆନ୍ତୁ । ପ୍ରାର୍ଥନା କରି ମନକୁ ମନ କୁହନ୍ତୁ – ଯମରାଜଙ୍କର ଅନୁସରଣ କରୁଥିବା ଶ୍ୟାମ ଓ ଶବଲଙ୍କୁ ମୁଁ ଏହି ଅନ୍ନର ଭାଗ ଦେଉଛି ,  ସେ ଏହି ଭୋଜନକୁ ଗ୍ରହଣ କରନ୍ତୁ ।

୩-ରୁଟିର ୩ୟ ଭାଗକୁ କାଉକୁ ଖୁଆନ୍ତୁ ଏବଂ ମନକୁ ମନ ପ୍ରାର୍ଥନା କରନ୍ତୁ – ପଶ୍ଚିମ , ଉତ୍ତର , ଦକ୍ଷିଣ ଓ ପୂର୍ବ ଦିଗରେ ରହୁଥିବା କୁଆ ମୋର ଭୋଜନ ଗ୍ରହଣ କରନ୍ତୁ ।

୪- ଶେଷରେ ରୁଟିର ୪ର୍ଥ ଟୁକୁଡ଼ାକୁ ଭୂତ-ପ୍ରେତଙ୍କ ନାମରେ କୌଣସି ଛକ ରାସ୍ତାରେ ରଖି ଘରକୁ ଫେରି ଆସନ୍ତୁ ।



Powered by Froala Editor

Tags roti

Related articles Odisha News Lens 4.1

  • ରାମ ମନ୍ଦିର ଦାନ ବିବାଦ: ତୁରନ୍ତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ରାମ ମନ୍ଦିର ଦାନ ବିବାଦ: ତୁରନ୍ତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

    14979
    Jun 29, 2026
  • ଏହି ଟିଏମ୍‌ସି ବିଦ୍ରୋହୀ ନେତାଙ୍କ ନାମରେ ମାମଲା
    ଦେଶ-ଦେଶାନ୍ତର

    ଏହି ଟିଏମ୍‌ସି ବିଦ୍ରୋହୀ ନେତାଙ୍କ ନାମରେ ମାମଲା

    14179
    Jun 29, 2026
  • ଦ୍ୱିତୀୟ ବିବାହ କଲେ ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ଦ୍ୱିତୀୟ ବିବାହ କଲେ ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ

    13273
    Jun 30, 2026
  • ଦ୍ରୁତ ଗତିରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ, ପ୍ରବଳ ବର୍ଷା
    ଦେଶ-ଦେଶାନ୍ତର

    ଦ୍ରୁତ ଗତିରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ, ପ୍ରବଳ ବର୍ଷା

    14956
    Jun 30, 2026
  • ରାଜୀବ କୁମାର ହେବେ HDFCର ନୂଆ ଚେୟାରମ୍ୟାନ୍
    ଦେଶ-ଦେଶାନ୍ତର

    ରାଜୀବ କୁମାର ହେବେ HDFCର ନୂଆ ଚେୟାରମ୍ୟାନ୍

    14444
    Jun 30, 2026
  • ଅଲଗା ହେବେ ଗୌରବ-ଆକାଂକ୍ଷା
    ମନୋରଞ୍ଜନ

    ଅଲଗା ହେବେ ଗୌରବ-ଆକାଂକ୍ଷା

    15103
    Jun 30, 2026
  • ପ୍ରଥମେ ପୂଜା କରି ଅମରନାଥ ଯାତ୍ରାର ଶୁଭାରମ୍ଭ କଲେ ଉପଜିଲ୍ଲାପାଳ
    ଦେଶ-ଦେଶାନ୍ତର

    ପ୍ରଥମେ ପୂଜା କରି ଅମରନାଥ ଯାତ୍ରାର ଶୁଭାରମ୍ଭ କଲେ ଉପଜିଲ୍ଲାପାଳ

    15176
    Jun 30, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ ...
    ବିଶେଷ

    ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ ...

    13871
    Jun 30, 2026
  • ଅମରନାଥ ଯାତ୍ରା ପୂର୍ବରୁ ଆତଙ୍କବାଦୀ ଗିରଫ
    ଦେଶ-ଦେଶାନ୍ତର

    ଅମରନାଥ ଯାତ୍ରା ପୂର୍ବରୁ ଆତଙ୍କବାଦୀ ଗିରଫ

    14906
    Jun 30, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦ୍ୱିତୀୟ ବିବାହ କଲେ ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ

    13273
    Jun 30, 2026
  • ମନୋରଞ୍ଜନ

    ଅଲଗା ହେବେ ଗୌରବ-ଆକାଂକ୍ଷା

    15103
    Jun 30, 2026
  • ଦେଶ-ଦେଶାନ୍ତର

    ରାଜୀବ କୁମାର ହେବେ HDFCର ନୂଆ ଚେୟାରମ୍ୟାନ୍

    14444
    Jun 30, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16958
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17569
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17619
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18016
    Sep 06, 2023

ବିଶେଷ

  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    13871
    Jun 30, 2026
  • ଘରକୁ ଥଣ୍ଡା ରଖନ୍ତୁ ଏମିତି

    14188
    Jun 28, 2026
  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15814
    Jun 26, 2026
  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    15680
    Jun 24, 2026
  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    15327
    Jun 22, 2026

ବାଣିଜ୍ୟ

ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

କଲ୍ୟାଣ ଜୁଏଲର୍ସର ଲାଇଫ୍‌ଷ୍ଟାଇଲ୍‌ ଗହଣା ବ୍ରାଣ୍ଡ୍‌ କ୍ୟାଣ୍ଡିୟର୍‌ ପକ୍ଷରୁ ମହିଳା କ୍ରିକେଟ୍‌ ତାରକାସ୍ମୃତି ମନ୍ଧାନାଙ୍କୁ ବ୍ରାଣ୍ଡ୍‌ ଆମ୍ବାସଡର୍‌ ଭାବେ ନିଯୁକ୍ତ କରାଯାଇଛି। ବଲିଉଡ୍‌ ତାରକା ଶାହରୁଖ ଖାନଙ୍କ ସହ ସେ ଯୋଗ ଦେଇଛନ୍ତି।

ଏକ ଲାଇଫଷ୍ଟାଇଲ୍&zwn ...

  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15692
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13795
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14891
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15505
    Mar 23, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହି ଟିଏମ୍‌ସି ବିଦ୍ରୋହୀ ନେତାଙ୍କ ନାମରେ ମାମଲା

    14179
    Jun 29, 2026
  • ଦ୍ୱିତୀୟ ବିବାହ କଲେ ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ

    13273
    Jun 30, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    13871
    Jun 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In