Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, October 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିଜୟାଦଶମୀରେ ୨୨୧ ଫୁଟ ଉଚ୍ଚ ରାବଣ ...

  • ସରକାର ପରିବର୍ତ୍ତନ ଦ୍ୱାରା ପରିସ୍ଥିତି ...

  • ବିଜୟାଦଶମୀ ଶୁଭେଚ୍ଛା ଜଣାଇଲେ ମୋଦି

  • ଫ୍ରାନ୍ସ ଦଙ୍ଗାକୁ ନେଇ ଗଭୀର ଅସନ୍ତୋଷ ...

  • ନବରାତ୍ରୀରେ ପନିର ଟିକ୍କା ବିରିୟାନୀରୁ ...

  • ଆଖି ଭ୍ରୁଲତାରେ ଦାନ୍ତ

  • ଟାଇଗର ଶ୍ରଫ୍ ଙ୍କୁ ଟାର୍ଗେଟ କରି ...

  • ନୁଡଲ୍ସ ଖାଇ ୫ ଜଣଙ୍କ ମୃତ୍ୟୁ ଘଟଣା : ...

  • ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ...

  • ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ...

ରାଜ୍ୟ
Home ›› ରାଜ୍ୟ ››ସମ୍ ଅଲ୍ଟିମେଟ୍ ମେଡିକେୟାରରେ ସୁସ୍ଥ ହେଲେ ଆଉ ଜଣେ ଇରାକୀ ନାଗରିକ

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ସୁସ୍ଥ ହେଲେ ଆଉ ଜଣେ ଇରାକୀ ନାଗରିକ

2022-01-07 04:46:06
15832
Share:
Facebook
Twitter
E-Mail
WhatsApp
Telegram
ସମ୍ ଅଲ୍ଟିମେଟ୍ ମେଡିକେୟାରରେ ସୁସ୍ଥ ହେଲେ ଆଉ ଜଣେ ଇରାକୀ ନାଗରିକ


ଭୁବନେଶ୍ୱର:  ଏକ ବିରଳ ସ୍କଲ୍ ବେସ୍ ରୋଗରେ ପୀଡ଼ିତ ଥିବା ଜଣେ ୩୮ ବର୍ଷୀୟ ଇରାକୀ ନାଗରିକଙ୍କର ସମ୍ ଅଲ୍ଟମେଟ୍ ମେଡିକେୟାରରେ ସଫଳ ଅସ୍ତ୍ରୋପଚାର ହୋଇପାରିଛି । ସମ୍ମମ୍ର ସଫଳ ଚିକିତ୍ସା ଯୋଗୁଁ ରାଜ୍ୟରେ ଚିକିତ୍ସା ପର୍ଯ୍ୟଟନର ସମ୍ଭାବନା ଉନ୍ମୁକ୍ତ ହେବାରେ ଲାଗିଛି ।

ଜସିମ କରିମ୍ ଫରାନ୍ ଚନାନି କୋଭିଡ-୧୯ରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ତାଙ୍କ କପାଳ ଏବଂ ବାମ ପଟ ଆଖି ଫୁଲିବା ସହ ଦୀର୍ଘ ଏକ ମାସ ଧରି ମୁଣ୍ଡ ବ୍ୟଥା ଲାଗିରହିଥିଲା । ଇରାକରେ ପରୀକ୍ଷା ନିରୀକ୍ଷା ପରେ ସେ ପଟ୍ସ ପଫି ଟୁ୍ୟମର ସହିତ ଇନ୍ଭେସିଭ୍ ଫଙ୍ଗଲ ଫ୍ରନ୍ଟାଲ୍ ସାଇନୋସାଇଟିସ୍ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା । 

ଜସିମ୍ଙ୍କ ପରିବାର ଏହି ରୋଗର ଉପଯୁକ୍ତ ଚିକିତ୍ସା ନିମନ୍ତେ ସନ୍ଧାନ କରିବା ପରେ ଇରାକରେ ଏହାର ଚିକିତ୍ସା ଉପଲବ୍ଧ ନୁହେଁ ବୋଲି ବୁଝିପାରିଥିଲେ । ଏହା ପରେ ସେମାନେ ଭାରତରେ ସମ୍ ଅଲ୍ଟିମେଟ୍ ମେଡିକେୟାରର  ଇଏନ୍ଟି ଆଣ୍ଡ ସ୍କଲବେସ୍ ସର୍ଜରୀର ସିନିୟର୍ କନ୍ସଲଟାଂଟ ଡାକ୍ତର ରାଧାମାଧବ ସାହୁଙ୍କୁ ଯୋଗାଯୋଗ କରିଥିଲେ । 

ସଂଯୋଗବଶତଃ ଏକ ମାସ ତଳେ ଡାକ୍ତର ସାହୁ ୭୭ ବର୍ଷୀୟ ଅନ୍ୟ ଜଣେ ଇରାକୀ ନାଗରିକ ହସୁନ୍ ୱେଦ୍ ଓଗ୍ଲା ଅଲ୍-ସଦାୱି ଙ୍କର ସଫଳ ଚିକିତ୍ସା କରିଥିଲେ । ଅଲ-ସଦାୱି ମଧ୍ୟ ବିରଳ ସ୍କଲବେସ୍ ରୋଗ ସେଂଟ୍ରାଲ୍ ସ୍କଲବେସ୍ ଓଷ୍ଟିଓମାଇଲିଟିଜ୍ ରେ ପୀଡ଼ିତ ଥିଲେ ।

ଜସିମ୍ ଏବଂ ତାଙ୍କ ପରିବାରବର୍ଗଙ୍କୁ ସମ୍ମମ୍ ଟିମ୍ ପକ୍ଷରୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ କରାଯିବା ସହ ଚିକିତ୍ସା ନିମନ୍ତେ  ହସ୍ପିଟାଲ୍ରେ ଭର୍ତି କରାଯାଇଥିଲା । ଏହା ଏକ ଜଟିଳ ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ଡାକ୍ତର ସାହୁଙ୍କ ନେତୃତ୍ୱରେ ଗଠିତ ଟିମ୍ରେ ନୁ୍ୟରୋ-ଆନେସ୍ଥେଟିଷ୍ଟ ଡାକ୍ତର ପ୍ରଶାନ୍ତ ବେହେରା ଏବଂ ଇଏନ୍ଟି ବିଶେଷଜ୍ଞ ଡାକ୍ତର ପୂଜା ଲଖୋଟିଆ ସାମିଲ ହୋଇ ସଫଳତାର ସହ ଅସ୍ତ୍ରୋପଚାର ସମ୍ପନ୍ନ କରିଥିଲେ । ଅସ୍ତ୍ରୋପଚାର ପରେ ମଧ୍ୟ ତାଙ୍କର ଉପଯୁକ୍ତ ଭାବେ ଯତ୍ନ ନିଆଯାଇଥିଲା । 

ଜସିମ୍ଙ୍କ ଶରୀରରେ ଥିବା ସମସ୍ୟାକୁ ଦୂର କରିବା ପାଇଁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ମିନିମାଲ୍ ଇନ୍ଭେସିଭ୍ ସୁପ୍ରାଅର୍ବିଟାଲ୍ କି ହୋଲ୍ ପ୍ରକ୍ରିୟା ସହିତ ଟ୍ରାନ୍ସନାଜାଲ୍ ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାର ସାହାଯ୍ୟ ନିଆଯାଇଥିଲା । ଏହି ପ୍ରକ୍ରିୟା ଦ୍ୱାରା ମୁହଁ  ବିକୃତ ହୋଇନଥାଏ । ଅନ୍ୟ ପଦ୍ଧତିରେ ଅସ୍ତ୍ରୋପଚାର ଏହି ସମସ୍ୟା ସୃଷ୍ଟି କରିଥାଏ ବୋଲି ଡାକ୍ତର ସାହୁ କହିଛନ୍ତି । 

ରୋଗ ସମ୍ପର୍କରେ ସୂଚନା ଦେଇ ଡାକ୍ତର ସାହୁ କହିଛନ୍ତି ଯେ ପଟ୍ସ ପଫି ଟୁ୍ୟମର ହେଉଛି ଏଭଳି ଏକ ସଂକ୍ରମଣ ଯାହାକି  ପ୍ରାୟତଃ ଯୁବପିଢ଼ୀଙ୍କ ଅପେକ୍ଷା ଶିଶୁ ଏବଂ ନାବାଳକଙ୍କ କ୍ଷେତ୍ରରେ ଦେଖାଦେଇଥାଏ । ଏଭଳି ସମସ୍ୟାରେ ପୀଡ଼ିତ ରୋଗୀଙ୍କର କପାଳର ଚର୍ମ ଲାଲ୍ ପଡ଼ିଯିବା ସହ ଆଖି ଏବଂ ଏହାର ଆଖାପାଖ ଅଂଶ ଫୁଲିଯାଇଥାଏ । ଏହାଦ୍ୱାରା ମୁଣ୍ଡବ୍ୟଥା ହେବା ସହ ନାକରୁ ସିଙ୍ଘାଣି ବାହାରିବା ସହ ବନ୍ଦ ହୋଇଯାଇଥାଏ ବୋଲି ସେ କହିଛନ୍ତି ।

ଚିକିତ୍ସା ସମ୍ପର୍କରେ ସୂଚନା ଦେଇ ଡାକ୍ତର ସାହୁ କହିଛନ୍ତି ନାଜାଲ୍ ଏଣ୍ଡୋସ୍କୋପି, ସିଟି ସ୍କାନ୍ ଏବଂ ଏମ୍ଆର୍ଆଇ ଦ୍ୱାରା ରୋଗୀର ଅବସ୍ଥା, ଚିକିତ୍ସା ଏବଂ ଅପରେସନ୍ ସମ୍ପର୍କରେ ନିଷ୍ପତି ନିଆଯାଇଥାଏ । 

ଏଥି ନିମନ୍ତେ ଆଂଟିବାୟୋଟିକ୍ ଦିଆଯିବା ସହିତ ସାଇନସ୍ ଏବଂ ବଥ ଗୁଡ଼ିକୁ ଅସ୍ତ୍ରୋପଚାର ମାଧ୍ୟମରେ ସଫା କରାଯାଇଥାଏ । ନାକ ବାଟରେ ଏଣ୍ଡୋସ୍କୋପିକ ମାଧ୍ୟମରେ ସାଇନସ୍ଗୁଡ଼ିକୁ ସଫା କରାଯାଇଥାଏ । ତେବେ ବାହ୍ୟ ପ୍ରକ୍ରିୟାରେ ମଧ୍ୟ ଏହି ରୋଗର ଚିକିତ୍ସା ନେଇ କେତେକ ପଦ୍ଧତି ଅଛି ବୋଲି ସେ କହିଛନ୍ତି । 

ଜସିମ୍ ଯେ କି ସୁସ୍ଥ ହେବାରେ ଲାଗିଛନ୍ତି ସେ ସମ୍ମମ୍ର ଚିକିତ୍ସାର ଗୁଣବତା ଏବଂ ଉନ୍ନତ ମାନର ସୁବିଧା ସୁଯୋଗକୁ ଅନେକ ପ୍ରଶଂସା କରିଛନ୍ତି, ସେ ହସ୍ପିଟାଲର ଟିମ ଓ ଅସ୍ତ୍ରୋପଚାରରେ ନିୟୋଜିତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କୁ ଯେଉଁଭଳି ଚିକିତ୍ସା ଓ ସ୍ନେହ ମିଳିଲା ତାହା ସେ ଆଶା କରି ନଥିଲେ ବୋଲି କହିଛନ୍ତି । ହସ୍ପିଟାଲ ମୋତେ ମୋ ନିଜ ଘରର ଅନୁଭବ ଦେଲା । ପ୍ରତ୍ୟେକ କର୍ମକର୍ତା ଏପରିକି ହାଉସକିପିଂ କର୍ମଚାରୀ ମୋ ଚିକିତ୍ସାରେ ମୋତେ ସହଯୋଗ କରିଛନ୍ତି ସେମାନେ ମୋ ନିଜ ପରିବାରର ସଦସ୍ୟ ଭଳି ମନେହେଲା ।  ମୋତେ ଏଠାରେ ରୋଗୀ ନୁହେଁ କିମ୍ବା କୌଣସି ଚିକିତ୍ସା ଗ୍ରାହକ ନୁହେଁ ବରଂ ଗୋଟିଏ ମଣିଷ ଭଳି ଅନୁଭୂତି ମିଳିଲା ବୋଲିି ସେ କହିଛନ୍ତି ।

ଡାକ୍ତର ସାହୁ କହିଛନ୍ତି ଯେ ପୂର୍ବରୁ ଓଡ଼ିଶାର ଲୋକମାନେ ଅନ୍ୟ ରାଜ୍ୟ ଏବଂ ବିଦେଶକୁ ଚିକିତ୍ସା ପାଇଁ ଯାଉଥିବା ବେଳେ ବର୍ତମାନ  ଚିକିତ୍ସା ଦୃଶ୍ୟପଟ ବଦଳୁଛି । 

ସମ୍ ରେ ବିଦେଶରୁ ଆସୁଥିବା ସମସ୍ତ ରୋଗୀମାନଙ୍କ ପାଇଁ ଉତମ ମାନର ସମସ୍ତ ପ୍ରକାର ଚିକିତ୍ସା ପ୍ରଦାନ କରାଯାଉଛି ଏବଂ ଏ ନେଇ ରୋଗୀ ମାନଙ୍କ ସୁରକ୍ଷା ନିମନ୍ତେ ସମସ୍ତ ନିୟମ ମଧ୍ୟ ପାଳନ କରାଯାଉଛି ।

ବିଦେଶରୁ ରୋଗୀମାନେ ସମ୍ ଅଲ୍ଟିମେଟ ମେଡିକେୟାରକୁ ଚିକିତ୍ସା ପାଇଁ ଆସିବା ଯୋଗୁଁ ଓଡ଼ିଶାର ଚିକିତ୍ସା ପର୍ଯ୍ୟଟନର ଚିତ୍ର ବଦଳୁଛି ଏବଂ ବର୍ତମାନ ଉତମ ମାନର ଚିକିତ୍ସା ନିମନ୍ତେ ଅନ୍ୟ ରାଜ୍ୟ ଏବଂ ବିଦେଶରୁ ରୋଗୀମାନେ ଓଡ଼ିଶାରେ ଉପଲବ୍ଧ ଚିକିତ୍ସା ଉପରେ ନିର୍ଭର କରିପାରିବେ । 

Powered by Froala Editor

Tags Sum hospital

Related articles Odisha News Lens 4.1

  •  ବିଜୟାଦଶମୀରେ  ୨୨୧ ଫୁଟ ଉଚ୍ଚ ରାବଣ ପୁତ୍ତଳିକା ହେବ ଦହନ
    ଦେଶ-ଦେଶାନ୍ତର

    ବିଜୟାଦଶମୀରେ ୨୨୧ ଫୁଟ ଉଚ୍ଚ ରାବଣ ପୁତ୍ତଳିକା ହେବ ଦହନ

    15296
    Oct 20, 2026
  • ଟାଇଗର ଶ୍ରଫ୍ ଙ୍କୁ ଟାର୍ଗେଟ କରି ଗୁଳିମାଡ଼ : ୩ ସୁଟର ଗିରଫ
    ଦେଶ-ଦେଶାନ୍ତର

    ଟାଇଗର ଶ୍ରଫ୍ ଙ୍କୁ ଟାର୍ଗେଟ କରି ଗୁଳିମାଡ଼ : ୩ ସୁଟର ଗିରଫ

    15792
    Oct 19, 2026
  •  ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ, ୭ ଗିରଫ
    ଦେଶ-ଦେଶାନ୍ତର

    ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ, ୭ ଗିରଫ

    14265
    Oct 18, 2026
  • ନବରାତ୍ରୀରେ ପନିର ଟିକ୍କା ବିରିୟାନୀରୁ ଚିକେନ୍ ଖଣ୍ଡ
    ଦେଶ-ଦେଶାନ୍ତର

    ନବରାତ୍ରୀରେ ପନିର ଟିକ୍କା ବିରିୟାନୀରୁ ଚିକେନ୍ ଖଣ୍ଡ

    14238
    Oct 19, 2026
  • ବିଜୟାଦଶମୀ ଶୁଭେଚ୍ଛା ଜଣାଇଲେ ମୋଦି
    ଦେଶ-ଦେଶାନ୍ତର

    ବିଜୟାଦଶମୀ ଶୁଭେଚ୍ଛା ଜଣାଇଲେ ମୋଦି

    14643
    Oct 20, 2026
  • ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇଲେ ଟ୍ରମ୍ପ

    14298
    Oct 18, 2026
  • ଫ୍ରାନ୍ସ ଦଙ୍ଗାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଫ୍ରାନ୍ସ ଦଙ୍ଗାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କଲେ ଟ୍ରମ୍ପ

    15272
    Oct 20, 2026
  • ସରକାର ପରିବର୍ତ୍ତନ ଦ୍ୱାରା ପରିସ୍ଥିତି ବଦଳିଯାଏ ନାହିଁ: ମୋହନ ଭାଗବତ
    ଦେଶ-ଦେଶାନ୍ତର

    ସରକାର ପରିବର୍ତ୍ତନ ଦ୍ୱାରା ପରିସ୍ଥିତି ବଦଳିଯାଏ ନାହିଁ: ମୋହନ ଭାଗବତ

    15508
    Oct 20, 2026
  • ନୁଡଲ୍ସ ଖାଇ ୫ ଜଣଙ୍କ ମୃତ୍ୟୁ ଘଟଣା : ମୋବାଇଲ୍‌ ଅଡିଓ ରେକର୍ଡିଂକୁ ନେଇ ତଦନ୍ତ
    ଦେଶ-ଦେଶାନ୍ତର

    ନୁଡଲ୍ସ ଖାଇ ୫ ଜଣଙ୍କ ମୃତ୍ୟୁ ଘଟଣା : ମୋବାଇଲ୍‌ ଅଡିଓ ରେକର୍ଡିଂକୁ ନେଇ ତଦନ୍ତ

    15433
    Oct 19, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ, ୭ ଗିରଫ

    14265
    Oct 18, 2026
  • ଦେଶ-ଦେଶାନ୍ତର

    ସରକାର ପରିବର୍ତ୍ତନ ଦ୍ୱାରା ପରିସ୍ଥିତି ବଦଳିଯାଏ ନାହିଁ: ମୋହନ ଭାଗବତ

    15508
    Oct 20, 2026
  • ଦେଶ-ଦେଶାନ୍ତର

    ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇଲେ ଟ୍ରମ୍ପ

    14298
    Oct 18, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17199
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17894
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17840
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18265
    Sep 06, 2023

ବିଶେଷ

  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    14686
    Oct 18, 2026
  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    15406
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14749
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14844
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15845
    Sep 29, 2026

ବାଣିଜ୍ୟ

ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

କଳାହାଣ୍ଡିରେ ୩୩୮ଟି ବିଦ୍ୟୁତ୍ ଚାଳିତ ସ୍ପ୍ରେୟର ବଣ୍ଟନ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଆଗକୁ ବଢ଼ାଉଛି ପ୍ରକଳ୍ପ ସଙ୍ଗମ

ଭୁବନେଶ୍ୱର;୧୬, ୨୦୨୬: ସ୍ଥାୟୀ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14628
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13994
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15112
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15821
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଖି ଭ୍ରୁଲତାରେ ଦାନ୍ତ

    15112
    Oct 19, 2026
  • ବିଜୟାଦଶମୀ ଶୁଭେଚ୍ଛା ଜଣାଇଲେ ମୋଦି

    14643
    Oct 20, 2026
  • ଟାଇଗର ଶ୍ରଫ୍ ଙ୍କୁ ଟାର୍ଗେଟ କରି ଗୁଳିମାଡ଼ : ୩ ସୁଟର ଗିରଫ

    15792
    Oct 19, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In