Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, May 16, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

୪୮ ଘଣ୍ଟାରେ ୬ ଆତଙ୍କବାଦୀ ନିପାତ

ମନୋରଞ୍ଜନ
Home ›› ମନୋରଞ୍ଜନ ››ସଂକ୍ରମଣ ଭୟ : ଘୁଞ୍ଚିଲା ‘ଦ କପିଲ ଶର୍ମା’ ଶୋ’ ସୁଟିଂ

ସଂକ୍ରମଣ ଭୟ : ଘୁଞ୍ଚିଲା ‘ଦ କପିଲ ଶର୍ମା’ ଶୋ’ ସୁଟିଂ

2021-12-30 16:22:07
16081
Share:
Facebook
Twitter
E-Mail
WhatsApp
Telegram
ସଂକ୍ରମଣ ଭୟ : ଘୁଞ୍ଚିଲା ‘ଦ କପିଲ ଶର୍ମା’ ଶୋ’ ସୁଟିଂ

ଓମିକ୍ରନର ବଢୁଥିବା ସଂକ୍ରମଣ ଯୋଗୁଁ ଅଧାରୁ ବନ୍ଦ ହୋଇଛି ‘ଦ କପିଲ ଶର୍ମା’ ଶୋ’।  ଖବର ଆସିଛି ଯେ ‘ଦ କପିଲ ଶର୍ମା ଶୋ’ର ସୁଟିଂ ମଧ୍ୟ ସପ୍ତାହେ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

ରିପୋର୍ଟ ଅନୁସାରେ ଜାନୁଆରିର ପ୍ରଥମ ସପ୍ତାହରେ ଶୋ’ର ସୁଟିଂ ପୁଣି ଆରମ୍ଭ ହେବ। ଏହି ବିଷୟରେ ଶୋ’ର ସଦସ୍ୟ ଅର୍ଚ୍ଚନା ପୁରନ ସିଂହ ସୂଚନା ଦେଇଛନ୍ତି । ଅର୍ଚ୍ଚନା ପୁରନ ସିଂହ କହିଛନ୍ତି, “ଓମିକ୍ରନରୁ କିଏ କେତେ ଦିନ ପର୍ଯ୍ୟନ୍ତ ବଞ୍ଚିପାରିବ? ଆମର ଦାୟିତ୍ଵ ହେଉଛି ଆମେ ସବୁ ନିୟମଗୁଡିକୁ ମାନିବା ଉଚିତ । ଯେଉଁମାନେ ସମସ୍ତ ନିୟମ ମାନୁଛନ୍ତି ସେମାନଙ୍କୁ ବି ତ କରୋନା ହେଉଛି । ଏହା ଏକ ଏପରି ରୋଗ ଅଟେ ଯାହାଠାରୁ କେହି ବଞ୍ଚି ପାରିବେ ନାହିଁ । ‘ଦ କପିଲ ଶର୍ମା ଶୋ’ କଥା ଯଦି କୁହାଯାଏ ତେବେ ଏକ ସପ୍ତାହ ପର୍ଯ୍ୟନ୍ତ ‘ଦ କପିଲ ଶର୍ମା ଶୋ’ର ସୁଟିଂ ହେବ ନାହିଁ । ଆମେ ସଚେତନ ତ ଆଗରୁ ହିଁ ଥିଲୁ କିନ୍ତୁ ଏବେ ଆମେ ଆହୁରି ସଚେତନ ହୋଇଯାଇଛୁ । ଆମର ସୁଟିଂ ସେଟରେ ଆଗରୁ କେହି ବି ଆକ୍ରାନ୍ତ ହୋଇ ନଥିଲେ । ଆମେ ଚାହୁଁଛୁ ଓମିକ୍ରନ ଆମଠାରୁ ଦୂରରେ ରହୁ ।“

ଫିଲ୍ମ ଇଣ୍ଡଷ୍ଟ୍ରି ରେ ପ୍ରତିଦିନ କେହି ନା କେହି ବଲିଉଡ ସେଲିବ୍ରେଟି ସଂକ୍ରମିତ ହେବାର ଖବର ସାମ୍ନାକୁ ଆସୁଛି। ଏହି ସଙ୍କଟକୁ ଦୃଷ୍ଟିରେ ରଖି ‘ଦ କପିଲ ଶର୍ମା’ ଶୋ’ କିଛି ସମୟ ପାଇଁ ବ୍ରେକ୍ ନେବାକୁ ନିଷ୍ପତ୍ତି ନେଇଛି।

Powered by Froala Editor

Tags kapil sharma show

Related articles Odisha News Lens 4.1

  • ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ଝଟକା
    ଦେଶ-ଦେଶାନ୍ତର

    ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ଝଟକା

    14786
    May 15, 2025
  • ଚା' ବଦଳରେ ସକାଳୁ ପିଅନ୍ତୁ କ୍ୟାଲୋରୀଯୁକ୍ତ ପାନୀୟ
    ବିଶେଷ

    ଚା' ବଦଳରେ ସକାଳୁ ପିଅନ୍ତୁ କ୍ୟାଲୋରୀଯୁକ୍ତ ପାନୀୟ

    14605
    May 16, 2025
  • ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର ରହିବ
    ଦେଶ-ଦେଶାନ୍ତର

    ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର ରହିବ

    13756
    May 15, 2025
  • ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା
    ବିଶେଷ

    ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା

    13395
    May 16, 2025
  • ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମ୍ପର୍କରେ ...
    ଦେଶ-ଦେଶାନ୍ତର

    ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମ୍ପର୍କରେ ...

    15025
    May 16, 2025
  • ଅସ୍ତ୍ରବିରତି ସମୟ ଆଉ ୪ଦିନ ପର୍ଯ୍ୟନ୍ତ ବୃଦ୍ଧି
    ଦେଶ-ଦେଶାନ୍ତର

    ଅସ୍ତ୍ରବିରତି ସମୟ ଆଉ ୪ଦିନ ପର୍ଯ୍ୟନ୍ତ ବୃଦ୍ଧି

    13954
    May 16, 2025
  • ତୁର୍କୀକୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବିକ୍ରି କରିବ ଆମେରିକା
    ଦେଶ-ଦେଶାନ୍ତର

    ତୁର୍କୀକୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବିକ୍ରି କରିବ ଆମେରିକା

    14258
    May 16, 2025
  • ୪୮ ଘଣ୍ଟାରେ ୬ ଆତଙ୍କବାଦୀ ନିପାତ
    ଦେଶ-ଦେଶାନ୍ତର

    ୪୮ ଘଣ୍ଟାରେ ୬ ଆତଙ୍କବାଦୀ ନିପାତ

    13728
    May 16, 2025
  • ପାକିସ୍ତାନ ନିକଟରେ ରହିଥିବା ପରମାଣୁ ଅସ୍ତ୍ର ସୁରକ୍ଷିତ ନୁହେଁ: ରାଜନାଥ ସିଂହ
    ଦେଶ-ଦେଶାନ୍ତର

    ପାକିସ୍ତାନ ନିକଟରେ ରହିଥିବା ପରମାଣୁ ଅସ୍ତ୍ର ସୁରକ୍ଷିତ ନୁହେଁ: ରାଜନାଥ ସିଂହ

    13343
    May 16, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଚା' ବଦଳରେ ସକାଳୁ ପିଅନ୍ତୁ କ୍ୟାଲୋରୀଯୁକ୍ତ ପାନୀୟ

    14605
    May 16, 2025
  • ଦେଶ-ଦେଶାନ୍ତର

    ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ଝଟକା

    14786
    May 15, 2025
  • ଦେଶ-ଦେଶାନ୍ତର

    ଅସ୍ତ୍ରବିରତି ସମୟ ଆଉ ୪ଦିନ ପର୍ଯ୍ୟନ୍ତ ବୃଦ୍ଧି

    13954
    May 16, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16603
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16890
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15439
    Apr 03, 2021

ବିଶେଷ

  • ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା

    13395
    May 16, 2025
  • ଚା' ବଦଳରେ ସକାଳୁ ପିଅନ୍ତୁ କ୍ୟାଲୋରୀଯୁକ୍ତ ପାନୀୟ

    14605
    May 16, 2025
  • ଖରାଦିନେ ସତେଜ ରଖିବ ଏସବୁ ଡ୍ରିଙ୍କ୍ସ

    15162
    May 15, 2025
  • ଶରୀରରୁ ଝାଳ ବୋହିବା ପଛରେ ଥାଏ ଅନେକ କାରଣ ଜାଣନ୍ତୁ......

    15069
    May 15, 2025
  • ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ ଏହା.....

    15375
    May 14, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16267
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13979
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14773
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15300
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମ୍ପର୍କରେ ହୋଇଛି ଉଲ୍ଲେଖ

    15025
    May 16, 2025
  • ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା

    13395
    May 16, 2025
  • ୪୮ ଘଣ୍ଟାରେ ୬ ଆତଙ୍କବାଦୀ ନିପାତ

    13728
    May 16, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In