Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, February 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୮ମ ଶ୍ରେଣୀ ପୁସ୍ତକକୁ ନେଇ ସୁପ୍ରିମକୋର୍ଟ ...

  • ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ମୋଦି, ...

  • ବିଜୟ-ରଶ୍ମିକାଙ୍କୁ ଶୁଭେଚ୍ଛା ଜଣେଇଲେ ...

  • ଉଦୟପୁରରେ ପହଞ୍ଚିଲେ ‘ବିରୋଶ’

  • ଦିଲ୍ଲୀର ନାମ ପରିବର୍ତ୍ତନ ପାଇଁ ଦାବି ...

  • ଖୁବ୍ ଶୀଘ୍ର ଆରମ୍ଭ ହେବ ଇ-ବାଇକ୍ ଦିଦି ...

  • ସାକ୍ଷାତକାର କାର୍ଯ୍ୟକ୍ରମ ଅଧାରୁ ଉଠି ...

  • ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ...

  • ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍

  • ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ...

Home ›› ››ଅଦିନିଆ ବର୍ଷା ସହ କୁଆପଥର ମାଡରେ ଉଜୁଡ଼ିଲା ଫସଲ

ଅଦିନିଆ ବର୍ଷା ସହ କୁଆପଥର ମାଡରେ ଉଜୁଡ଼ିଲା ଫସଲ

2021-12-30 09:41:16
14538
Share:
Facebook
Twitter
E-Mail
WhatsApp
Telegram
ଅଦିନିଆ ବର୍ଷା ସହ କୁଆପଥର ମାଡରେ ଉଜୁଡ଼ିଲା ଫସଲ

ରେଙ୍ଗାଲିକ୍ୟାମ୍ପ :ଅଦିନିଆ ବର୍ଷା ସହ କୁଆପଥର ମାଡରେ ଚାଷୀ ଫସଲ ଉଡୁଡି ଯାଇଛି। ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ଭିଜୁଛି। କୁଆ ପଥର ମାଡରେ ଏକର ଏକର ପନିପରିବା ନଷ୍ଟ ହୋଇଯାଇଛି । ଦୁଇଦିନ ଦିନ ଧରି ଲଗାତାର ବର୍ଷା ସହ କୁଆପଥର ମାଡରେ ଚାଷୀଙ୍କ ସବୁ ପରିଶ୍ରମ ଧୋଇ ହୋଇଯାଇଛି। ଓଡ଼ିଶାର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲା ର ଅତାବିରା ଅଞ୍ଚଳ ଧାନ ଚାଷ ହେଉ ବା ପନିପରିବା ଚାଷ ଅଧିକାଂଶ ଲୋକଙ୍କ ଜୀବନଜୀବିକା ଏହି ଚାଷ ଉପରେ ହିଁ ନିର୍ଭର କରିଥାଏ। ଏବେ ଖରିଫ ଧାନ ଫସଲର ଅମଳ ସମୟକୁ ବହୁଳ ଭାବରେ ପନିପରିବା ଉତ୍ପାଦନ ର ସମୟ।ଯେଉଁଥିରେ ଚାଷୀର ସମସ୍ତ ଆଶା ଓ ଭରସା ରହିଥାଏ। କିନ୍ତୁ ଗତ ରବି ଫସଲ ବେଳେ ଯାହା,ଏବେ ଖରିଫ ଋତୁରେ ତାହା ଦେଖିବାକୁ ମିଳୁଛି। ଖରମୁଣ୍ଡା ପଞ୍ଚାୟତ ରୁଣି ପାଲିରେ କୁଆପଥର ମାଡରେ ପନିପରିବା ଅତ୍ୟଧିକ ନଷ୍ଟ ହୋଇଥିବା ଜଣାପଡିଛି।ପ୍ରାୟ ଗୋଟିଏ ଏକରରୁ ଅଧିକ ଜମିରେ ହୋଇଥିବା ପନିପରିବା ନଷ୍ଟ ହୋଇଯାଇଛି।ଫୁଲକୋବି,ବନ୍ଧାକୋବି,ବାଇଗଣ,ପୋଟଳ,ବିଲାତି ବାଇଗଣ ଆଦି ଫସଲ ଉପରେ ୧ସେମି ବହଲର କୁଆପଥର ଢାଙ୍କି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଏହିପରି ଅଞ୍ଚଳର ଅନେକ ସ୍ଥାନ ମାନଙ୍କରେ ହୋଇଥିବା ପ୍ରାୟ ସମସ୍ତ ଫସଲ ନଷ୍ଟ ହୋଇଯାଇଛି। ଗତ ରବି ଋତୁରେ ଧାନ ଫସଲ ହାନି ହେବା ପରେ ଅନେକ ଚାଷୀ ପନିପରିବା ଚାଷ ପାଇଁ ଅଣ୍ଟା ଭିଡ଼ିଥିଲେ। ଏହି ଫସଲରେ ଚାଷୀଙ୍କ ଅର୍ଥ ସାଙ୍ଗକୁ ପରିଶ୍ରମ ସବୁକିଛି ଲାଗି ରହିଥିଲା। ହେଲେ ପ୍ରକୃତିର ଏହି ବିପର୍ୟ୍ୟୟ ସବୁକିଛି ଛାରଖାର କରିଦେଇଛି। ମାର୍କେଟ ୟାରଡ୍ ଗୁଡିକରେ ବିକ୍ରି ପାଇଁ ଆସିଥିବା ଧାନ ଭିଜିଯାଇ ପାଣିରେ ଭାସୁଛି। ବସ୍ତା ଭିତରୁ ଧାନ ଗଜା ଉଙ୍କି ମାରୁଛି। ଗତ ରବି ଫସଲରେ ଧାନ ସମୁଲେ ନଷ୍ଟ ହୋଇ ଚାଷୀ ସର୍ବସ୍ବାନ୍ତ ହୋଇଥିଲେ। ତଥାପି ସରକାରୀ କ୍ଷେତ୍ରରେ ଚାଷୀଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ହୋଇପାରିନାହିଁ ବୋଲି ଚାଷୀ କହିଛନ୍ତି।  ପ୍ରତି ଗ୍ରାମ ମାନଙ୍କରେ ଖୋଲିଥିବା ଧାନ ବିକ୍ରୟ କେନ୍ଦ୍ର ଗୁଡିକରେ ଚାଷୀଙ୍କ ଧାନ ରଖିବା ପାଇଁ ସୁରକ୍ଷିତ ସ୍ଥାନ ରହିବା ଆବଶ୍ୟକ। କିନ୍ତୁ ସେଇ ଅଭାବରୁ ଖୋଲା ଆକାଶ ତଳେ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ପଡ଼ିରହି ବର୍ଷାରେ ଭିଜି ନଷ୍ଟ ହେଉଛି। କୃଷି ବିଭାଗର ଏଫ ସି ଆଇ ଆର୍ ଏକ କେନ୍ଦ୍ରୀୟ ଦଳ ଆସି ଗୋଟିଏ ବା ଦୁଇଟି ସ୍ଥାନକୁ ବୁଲି ଦେଖି ଯାଇଛନ୍ତି, ମାତ୍ର ଏଯାଏଁ କୌଣସି ସମସ୍ୟା ସମାଧାନ ହୋଇନାହିଁ।
ପ୍ରକୃତ ଚାଷୀଙ୍କ ସମସ୍ୟା ସମାଧାନ ହୋଇପାରୁ ନାହିଁ। ସଂଗଠନ ର ସଭାପତି ହାରାଧନ୍ ପ୍ରଧାନ ଚାଷୀଙ୍କ ଏହି ପ୍ରତିକୂଳ ପରିସ୍ଥିତି ପାଇଁ ଦୁଃଖ ପ୍ରକାଶ କରି କହିଛନ୍ତି, ଯେତେଦିନ ଧରି ଚାଷୀଙ୍କ ସମସ୍ୟା ସମାଧାନ ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ଦେଶର ବିକାଶ ସମ୍ଭବ ହୋଇପାରିବ ନାହିଁ,ସରକାର ଏହାକୁ ହୃଦୟଙ୍ଗମ କରିବା ଉଚିତ୍।

Powered by Froala Editor

Tags Rain

Related articles Odisha News Lens 4.1

  • ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ମୋଦି, “ପ୍ରିୟ ବନ୍ଧୁ” ବୋଲି ଅଭିହିତ କଲେ ନେତାନ୍ୟାହୁ
    ଦେଶ-ଦେଶାନ୍ତର

    ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ମୋଦି, “ପ୍ରିୟ ବନ୍ଧୁ” ବୋଲି ଅଭିହିତ କଲେ ନେତାନ୍ୟାହୁ

    14823
    Feb 25, 2026
  • ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୭ ମୃତ
    ଦେଶ-ଦେଶାନ୍ତର

    ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୭ ମୃତ

    14652
    Feb 24, 2026
  • ଖୁବ୍ ଶୀଘ୍ର ଆରମ୍ଭ ହେବ ଇ-ବାଇକ୍ ଦିଦି ଯୋଜନା, ରହିଛି ଏହିସବୁ ସୁବିଧା
    ଦେଶ-ଦେଶାନ୍ତର

    ଖୁବ୍ ଶୀଘ୍ର ଆରମ୍ଭ ହେବ ଇ-ବାଇକ୍ ଦିଦି ଯୋଜନା, ରହିଛି ଏହିସବୁ ସୁବିଧା

    14807
    Feb 25, 2026
  • ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ସମସ୍ୟାଠାରୁ ରୁହନ୍ତୁ ଦୂରେଇ
    ବିଶେଷ

    ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ସମସ୍ୟାଠାରୁ ରୁହନ୍ତୁ ଦୂରେଇ

    14860
    Feb 25, 2026
  • ଉଦୟପୁରରେ ପହଞ୍ଚିଲେ ‘ବିରୋଶ’
    ମନୋରଞ୍ଜନ

    ଉଦୟପୁରରେ ପହଞ୍ଚିଲେ ‘ବିରୋଶ’

    14896
    Feb 25, 2026
  • ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍
    ଦେଶ-ଦେଶାନ୍ତର

    ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍

    15607
    Feb 24, 2026
  • ବିଜୟ-ରଶ୍ମିକାଙ୍କୁ ଶୁଭେଚ୍ଛା ଜଣେଇଲେ ପ୍ରଧାନମନ୍ତ୍ରୀ
    ମନୋରଞ୍ଜନ

    ବିଜୟ-ରଶ୍ମିକାଙ୍କୁ ଶୁଭେଚ୍ଛା ଜଣେଇଲେ ପ୍ରଧାନମନ୍ତ୍ରୀ

    14289
    Feb 25, 2026
  • ସାକ୍ଷାତକାର କାର୍ଯ୍ୟକ୍ରମ ଅଧାରୁ ଉଠି ଆସିଲେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ
    ଦେଶ-ଦେଶାନ୍ତର

    ସାକ୍ଷାତକାର କାର୍ଯ୍ୟକ୍ରମ ଅଧାରୁ ଉଠି ଆସିଲେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ

    15001
    Feb 25, 2026
  • ଦିଲ୍ଲୀର ନାମ ପରିବର୍ତ୍ତନ ପାଇଁ ଦାବି ରଖିଲେ ସାଂସଦ
    ଦେଶ-ଦେଶାନ୍ତର

    ଦିଲ୍ଲୀର ନାମ ପରିବର୍ତ୍ତନ ପାଇଁ ଦାବି ରଖିଲେ ସାଂସଦ

    14667
    Feb 25, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୮ମ ଶ୍ରେଣୀ ପୁସ୍ତକକୁ ନେଇ ସୁପ୍ରିମକୋର୍ଟ ଖପ୍ପା

    14016
    Feb 25, 2026
  • ଦେଶ-ଦେଶାନ୍ତର

    ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ମୋଦି, “ପ୍ରିୟ ବନ୍ଧୁ” ବୋଲି ଅଭିହିତ କଲେ ନେତାନ୍ୟାହୁ

    14823
    Feb 25, 2026
  • ଦେଶ-ଦେଶାନ୍ତର

    ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍

    15607
    Feb 24, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17352
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17421
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17765
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16240
    Apr 03, 2021

ବିଶେଷ

  • ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ସମସ୍ୟାଠାରୁ ରୁହନ୍ତୁ ଦୂରେଇ

    14860
    Feb 25, 2026
  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15722
    Feb 23, 2026
  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    16131
    Feb 21, 2026
  • ସପ୍ତାହରେ ତିନିରୁ ଚାରି ଥର ଚା ପିଇଲେ କମ ହୋଇଥାଏ ହୃଦରୋଗ ଆଶଙ୍କା

    14530
    Feb 20, 2026
  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    15299
    Feb 18, 2026

ବାଣିଜ୍ୟ

ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

ଭୁବନେଶ୍ୱର: ଖିମଜୀ ଜୁଏଲର୍ସ ପକ୍ଷରୁ ନିଜର ନୂଆ ବିବାହ ଅଭିଯାନ ‘ନିଭାୟେଙ୍ଗେ ଅଲଓ୍ୱେଜ୍’ ଉନ୍ମୋଚନ କରାଯାଇଛି। ଏହା ହେଉଛି ବିବାହର ଚିରସ୍ଥାୟୀ ପ୍ରତିଶ୍ରୁତି ପ୍ରତି ଏକ ହୃଦୟସ୍ପର୍ଶୀ ସମ୍ମାନ। ଏହା କ ...

  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15116
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14968
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14480
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16091
    Jan 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ମୋଦି, “ପ୍ରିୟ ବନ୍ଧୁ” ବୋଲି ଅଭିହିତ କଲେ ନେତାନ୍ୟାହୁ

    14823
    Feb 25, 2026
  • ସାକ୍ଷାତକାର କାର୍ଯ୍ୟକ୍ରମ ଅଧାରୁ ଉଠି ଆସିଲେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ

    15001
    Feb 25, 2026
  • ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୭ ମୃତ

    14652
    Feb 24, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In