ପିଅନ୍ତୁ ଫୁଟା ଯାଇଥିବା ଏହି ପାଣି, ଦୂର ହେବ ତ୍ୱଚା ସମସ୍ୟା
ଉଭୟ ସ୍ୱାସ୍ଥ୍ୟ ଏବଂ ତ୍ୱଚା ପାଇଁ ବେଶ ଉପକାରୀ ହୋଇଥାଏ ଲେମ୍ବୁ । ଏଥିରେ ବହୁତ ଉପକାରୀ ପୋଷକ ତତ୍ୱ ଭରି ରହିଥାଏ,ଯାହା ଉଭୟ ତ୍ୱଚା ଓ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ । ତେବେ ଆସନ୍ତୁ ନଜର ପକାଇବା କେଉଁ ସବୁ ତ୍ୱଚା ଜନିତ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ ଫୁଟା ଯାଇଥିବା ଲେମ୍ବୁପାଣି ।
- ପ୍ରତିଦିନ ଫୁଟା ଯାଇଥିବା ଲେମ୍ବୁପାଣି ପିଇବା ଦ୍ୱାରା, ଏହା ତ୍ୱଚାରେ ଦେଖାଯାଉଥିବା ରିଙ୍କଲ୍ସ ସମସ୍ୟା,ତ୍ୱଚା କୁଣ୍ଡେଇ ହେବା, ବ୍ରଣ ସମସ୍ୟା, ଶୁଷ୍କ ତ୍ୱଚା,ତ୍ୱଚା ଫାଟିବା ଆଦି ସମସ୍ୟାକୁ ଦୂର କରିବା ସହିତ, ଏହା ତ୍ୱଚାକୁ ସୁସ୍ଥ,ସୁନ୍ଦର,କୋମଳ,ବେଦାଗ କରିବା ସହିତ, ପ୍ରାକୃତିକ ଚମକ ଆଣିବାରେ ସାହାଯ୍ୟ କରେ ।
Powered by Froala Editor