ରାଜ୍ୟରେ ଖାଲି ଅଛି ୭୦% ବେଡ: ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ
ଭୁବନେଶ୍ୱର: ରାଜ୍ୟରେ କରୋନା ଚିକିତ୍ସା ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ସୂଚନା ଦେଇଛନ୍ତି । ରାଜ୍ୟରେ ଏବେ ୭୦% ବେଡ ଖାଲି ରହିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ । ଯେଉଁ ହସ୍ପିଟାଲରେ ବେଡ ସରୁଛି, ଅନ୍ୟ ଜିଲ୍ଲାକୁ ରୋଗୀ ପଠାଯାଉଛି । ଆମେ ଅକ୍ସିଜେନ ବଳାକା ରାଜ୍ୟ କହିଲେ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର । ଅକ୍ସିଜେନ ଅଭାବ ନହେବା ପାଇଁ ସିଲିଣ୍ଡର ଭରି ରଖିବାକୁ କୁହାଯାଇଛି । ସ୍ଥିତିର ମୁକାବିଲା ପାଇଁ ବେଡ, ଅକ୍ସିଜେନ, ଔଷଧ, ମହଜୁଦ ଅଛି । ଅକ୍ସିଜେନ ଯୋଗାଣ ନେଇ ଏଡିଜି ଯଶୋବନ୍ତ ଜେଠୱା ଏହି ସୂଚନା ଦେଇଛନ୍ତି ।
Powered by Froala Editor